diff --git a/en_tn_58-PHM.tsv b/en_tn_58-PHM.tsv index 27fb52c..1a4d15b 100644 --- a/en_tn_58-PHM.tsv +++ b/en_tn_58-PHM.tsv @@ -95,3 +95,7 @@ PHM 1 16 bynb ὑπὲρ δοῦλον 1 ବିକଳ୍ପ ଅନୁବାଦ PHM 1 16 qxi0 ἀγαπητόν 1 ବିକଳ୍ପ ଅନୁବାଦ: “ପ୍ରିୟ” କିମ୍ବା
“ମୂଲ୍ୟବାନ” PHM 1 17 e0es grammar-connect-logic-result οὖν 1 **
ତେଣୁ** ଅର୍ଥାତ୍ ଏହି ଶବ୍ଦ ପୂର୍ବରୁ ଯାହା ଉଲ୍ଲେଖ ତାହା ଏହା
ପରେ ଆସିବାର କାରଣ ଅଟେ


ଏହା ହୋଇପାରେ ଯେ ପାଉଲ ପୂର୍ବରୁ ଉଲ୍ଲେଖ ଥିବା ବିଷୟରେ ଯାହା
ଇଚ୍ଛା କରନ୍ତି
,
ତାହା କାରଣ ବୋଲି ଏହି ଶବ୍ଦଟି ସୂଚିତ କରେ, ପାଉଲ ବର୍ତ୍ତମାନ
ପତ୍ରର  ମୁଖ୍ୟ ବିଷୟକୁ ଆସନ୍ତି


ଏହି ପରିବର୍ତ୍ତନକୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ
ପଦ୍ଧତି ବ୍ୟବହାର କରନ୍ତୁ


ବିକଳ୍ପ ଅନୁବାଦ: “ଏହି ସବୁ ବିଷୟ ହେତୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]]) PHM 1 17 d56r figs-ellipsis προσλαβοῦ αὐτὸν ὡς ἐμέ. 1 ପାଉଲ ଏଠାରେ କେତେକ ଶବ୍ଦ ଉଲ୍ଲେଖ
କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ


ବିକଳ୍ପ  ଅନୁବାଦ:
“ତୁମ୍ଭେ ଯେପରି ମୋତେ ଗ୍ରହଣ କରିବ ସେପରି ତାକୁ ଗ୍ରହଣ କର”
(
ଦେଖନ୍ତୁ:
[[rc://en/ta/man/translate/figs-ellipsis]]) +PHM 1 18 nq4j grammar-connect-condition-fact εἰ δέ τι ἠδίκησέν σε ἢ ὀφείλει 1 ଅନୀସିମ ପଳାଇ ଫିଲିମୋନଙ୍କ ପ୍ରତି
ଭୁଲ କରିଥିଲା ଏବଂ ସେ ବୋଧହୁଏ ଫିଲୀମୋନର କିଛି ସମ୍ପତ୍ତି ମଧ୍ୟ ଚୋରି କରିଥିଲା


କିନ୍ତୁ ପାଉଲ ନମ୍ର ହେବା ପାଇଁ ଏହି ବିଷୟଗୁଡ଼ିକୁ ଅନିଶ୍ଚିତ
ବୋଲି କହୁଛନ୍ତି


ଯଦି ଆପଣଙ୍କର ଭାଷା ଏହିପରି ଏକ ସର୍ତ୍ତମୂଳକ ବାକ୍ୟ ବ୍ୟବହାର
କରେ ନାହିଁ
,
ତେବେ ଏହାକୁ ଦର୍ଶାଇବାକୁ ଏକ ଅଧିକ ସ୍ୱାଭାବିକ ଉପାୟ ବ୍ୟବହାର
କରନ୍ତୁ


ବିକଳ୍ପ  ଅନୁବାଦ:
“କିନ୍ତୁ ସେ ଯାହା କିଛି ନେଇଛି କିମ୍ବା ସେ ତୁମ୍ଭ ପ୍ରତି ଯାହା ଭୁଲ କରିଛି” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]]) +PHM 1 18 w4ys εἰ δέ τι ἠδίκησέν σε ἢ ὀφείλει 1 ଏହି ଦୁଇଟି ବାକ୍ୟାଂଶର ଅର୍ଥ
ସମାନ ବିଷୟକୁ ପ୍ରକାଶ କରେ
,
ଯଦିଓ **ତୁମ୍ଭ ପ୍ରତି ଅନ୍ୟାୟ
କରିଛି** **ଋଣୀ ହୋଇଥାଏ** ଠାରୁ ଅଧିକ ସାଧାରଣ ଅଟେ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ  ହେବ
,
ତେବେ ଆପଣ ଅଧିକ ସାଧାରଣ ବାକ୍ୟାଂଶକୁ
ଦ୍ୱିତୀୟରେ ଉଲ୍ଲେଖ କରି ପାରିବେ


ବିକଳ୍ପ ଅନୁବାଦ: “କିନ୍ତୁ ଯଦି ସେ ତୁମ୍ଭର କିଛି ଋଣୀ
ହୋଇଥାଏ କିମ୍ବା କୌଣସି ପ୍ରକାରେ ତୁମ୍ଭର  ଅନ୍ୟାୟ
କରିଛି” +PHM 1 18 j3ou τοῦτο ἐμοὶ ἐλλόγα. 1 ବିକଳ୍ପ  ଅନୁବାଦ: “ମୁଁ ତୁମ୍ଭ ପରିଶୋଧ କରିବାର ଦାୟିତ୍ଵ

ଗ୍ରହଣ କରିବି” କିମ୍ବା “ମୁଁ ହିଁ ତୁମ୍ଭର ଋଣୀ ବୋଲି ମନେ କର” +PHM 1 20 mw03 figs-metaphor ἀδελφέ 1 ଏଠାରେ
, **
ଭାଇ ** ଜଣେ ସହ ବିଶ୍ଵାସୀଙ୍କ ପାଇଁ ଏକ ରୂପକ ଅଟେ


ବିକଳ୍ପ ଅନୁବାଦ: “ଆତ୍ମିକ ଭାଇ” କିମ୍ବା “ଖ୍ରୀଷ୍ଟଙ୍କଠାରେ ଭାଇ”
(ଦେଖନ୍ତୁ:
[[rc://en/ta/man/translate/figs-metaphor]])