Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:11:29 +00:00
parent 2711be93c8
commit 5a0dbcd05f
1 changed files with 1 additions and 1 deletions

View File

@ -181,7 +181,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 5 fhd6 figs-metonymy λόγου Θεοῦ 1 word of God ଏହି ପ୍ରସଙ୍ଗରେ, ଏହି **ଶବ୍ଦ**ର ଏକ ନିର୍ଦ୍ଦିଷ୍ଟ ଅର୍ଥ ଅଛି । ଈଶ୍ଵର ତାଙ୍କ ବାକ୍ୟରେ ଉଲ୍ଲେଖ କରିଥିବା ବିଷୟ ଯାହା ସେ ସୃଷ୍ଟି କଲେ ସେସମସ୍ତ ବିଷୟ ଉତ୍ତମ ଅଟେକୁ ଏହା ଘୋଷଣା ସୂଚିତ କରେ । ବିକଳ୍ପ ଅନୁବାଦ: "ଈଶ୍ଵର ଏହା ବିଷୟରେ ଯାହା କହିଛନ୍ତି ସେହି କାରଣରୁ" [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 4 6 ks5x figs-metaphor ταῦτα ὑποτιθέμενος τοῖς ἀδελφοῖς 1 If you place these things before the brothers ପାଉଲ ତାଙ୍କ ନିର୍ଦ୍ଦେଶ ବିଷୟରେ କହନ୍ତି ଯେପରି ସେଗୁଡ଼ିକ ଏପରି ବସ୍ତୁ ଅଟେ ଯାହାକି ଅନ୍ୟ ବିଶ୍ଵାସୀମାନଙ୍କ ଆଗରେ ଶାରୀରିକ ଭାବରେ ସ୍ଥାନିତ କରାଯାଇପାରେ । ବିକଳ୍ପ ଅନୁବାଦ: "ଯଦି ତୁମ୍ଭେ ବିଶ୍ଵାସୀମାନଙ୍କୁ ଏହି ବିଷୟଗୁଡ଼ିକ ମନେରଖିବାକୁ ସାହାଯ୍ୟ କର" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 4 6 hfx3 ταῦτα 1 these things ଏହା [3:16](https://create.translationcore.com/03/16.md) ରେ ଆରମ୍ଭ ହୋଇଥିବା ଶିକ୍ଷାକୁ ସୂଚିତ କରେ ।
1TI 4 6 h6qr figs-gendernotations τοῖς ἀδελφοῖς 1 the brothers ଏହା ପୁରୁଷ ଓ ସ୍ତ୍ରୀ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-gendernotations]])
1TI 4 6 h6qr figs-gendernotations τοῖς ἀδελφοῖς 1 the brothers ପାଉଲ ସାଧାରଣ ଭାବରେ **ଭାଇ** ଶବ୍ଦ ବ୍ୟବହାର କରନ୍ତି ଯେଉଁଥିରେ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ । ବିକଳ୍ପ ଅନୁବାଦ: "ଭାଇ ଓ ଭଉଣୀ" [[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 4 6 f8vs figs-metaphor ἐντρεφόμενος τοῖς λόγοις τῆς πίστεως, καὶ τῆς καλῆς διδασκαλίας ᾗ παρηκολούθηκας 1 you are being nourished by the words of faith and by the good teaching that you have followed ପାଉଲ ଈଶ୍ବରଙ୍କ ବାକ୍ୟ ଓ ତାହାର ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ଏହା ତୀମଥିଙ୍କୁ ଶାରୀରିକ ଭାବରେ ଭୋଜନ କରାଇ ତାହାଙ୍କୁ ପରିପୁଷ୍ଟ କରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ପାଳନ କରୁଥିବା ବିଶ୍ବାସର ବାକ୍ୟ ଓ ଉତ୍ତମ ଶିକ୍ଷା ତୁମ୍ଭକୁ ଅଧିକ ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରିବାକୁ ଦେଉଅଛି” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
1TI 4 6 ny78 λόγοις τῆς πίστεως 1 words of faith ଲୋକମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଉଥିବା ବାକ୍ୟ
1TI 4 7 th4i βεβήλους καὶ γραώδεις μύθους 1 worldly stories loved by old women "ଅସାର କାହାଣୀ ଓ ବୃଦ୍ଧା ସ୍ତ୍ରୀମାନଙ୍କ କାହାଣୀ I “କାହାଣୀ” ପାଇଁ ବ୍ୟବହାର କରାଯାଇଥିବା ଶବ୍ଦ [୧ ତୀମଥି ୧:୪](../01/04.md)ର “କଳ୍ପିତ ଗଳ୍ପ” ଶବ୍ଦ ସହିତ ସମାନ I ତେଣୁ ତୁମେ ଏହାକୁ ଏଠାରେ ସେହିପରି ଅନୁବାଦ କରିବା ଉଚିତ I

Can't render this file because it contains an unexpected character in line 2 and column 7882.