diff --git a/tn_OBA.tsv b/tn_OBA.tsv index 80edb2c..e3f8353 100644 --- a/tn_OBA.tsv +++ b/tn_OBA.tsv @@ -1,29 +1,29 @@ Reference ID Tags SupportReference Quote Occurrence Note front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1: ସାଧାରଣ ପରିଚୟ\r\n\n### ଓବଦୀୟ ପୁସ୍ତକର ରୂପରେଖା \r\n1. ସଦାପ୍ରଭୁ ଇଦୋମର ବିଚାର କରିବେ (1:1-16) କ. ସଦାପ୍ରଭୁ ଇଦୋମକୁ ଧ୍ୱଂସ କରିବେ (1:1–9) । ଖ. ସଦାପ୍ରଭୁ ଇଦୋମକୁ କାହିଁକି ଧ୍ୱଂସ କରିବେ (1:10–14)\r\n2. ସଦାପ୍ରଭୁ ଗୋଷ୍ଠୀଗଣମାନଙ୍କର ବିଚାର କରିବେ (1:15–16)\r\n3. ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉଦ୍ଧାର କରିବେ (1:17–21)\r\n\n### ଓବଦୀୟ ପୁସ୍ତକ କେଉଁ ବିଷୟରେ ଅଟେ?\r\n\nବାବିଲ ଦେଶ ଯିରୂଶାଲମକୁ ଧ୍ୱଂସ କଲା ପରେ, ଇଦୋମୀୟମାନେ (ପଡୋଶୀ ଦେଶ ଇଦୋମରୁ) ପଳାୟନ କରୁଥିବା ଯିହୁଦୀମାନଙ୍କୁ ବନ୍ଦୀ କଲେ। ଏହା ପରେ ସେମାନେ ଏହି ଯିହୁଦୀମାନଙ୍କୁ ବାବିଲର ଅଧିନତାକୁ ସମର୍ପଣ କଲେ। ସଦାପ୍ରଭୁ ଇଦୋମୀୟମାନଙ୍କୁ ଆପଣା ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ହେତୁ ବିଚାର କରିବା ବିଷୟରେ ଓବଦିୟଙ୍କ ପୁସ୍ତକ ଉଲ୍ଲେଖ କରେ । ଏହି ପୁସ୍ତକ ଯିହୁଦାର ଲୋକମାନଙ୍କୁ ଯେଉଁମାନଙ୍କୁ ବାବିଲରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ କରାଯାଇଥିଲା ସାନ୍ତ୍ୱନା ପ୍ରଦନା କରେ।\r\n\n### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?\r\n\nଏହି ପୁସ୍ତକଟି ପାରମ୍ପାରିକ ଭାବରେ “ଓବଦୀୟର ପୁସ୍ତକ” ବା କେବଳ “ଓବଦୀୟ” ନାମରେ ଅନୁବାଦ କରଯାଇ ପାରିବ । ଅନୁବାଦକମାନେ ଏକ ସ୍ପଷ୍ଟ ନାମ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇପାରନ୍ତି ଯେପରିକି “ଓବଦୀୟଙ୍କ ବିବରଣୀ” । (ଦେଖନ୍ତୁ: [[rc://*/ta/man/translate/translate-names]])\r\n\n### ଓବଦୀୟ ପୁସ୍ତକକୁ କିଏ ଲେଖିଛନ୍ତି?\r\nଭବିଷ୍ୟ‌ଦ୍‌ବକ୍ତା ଓବଦୀୟ ବୋଧହୁଏ ଏହି ପୁସ୍ତକ ଲେଖିଛନ୍ତି। ଆମେ ଓବଦୀୟଙ୍କ ବିଷୟରେ ବିଶେଷ କିଛି ଜାଣି ନାହୁଁ । ଏବ୍ରୀ ଭାଷାରେ ତାଙ୍କ ନାମର ଅର୍ଥ “ସଦାପ୍ରଭୁଙ୍କର ଦାସ” ଅଟେ ।\r\n\n## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଗୁଡିକ\r\n\n### ଇସ୍ରାଏଲ ସହ ଇଦୋମର ସମ୍ପର୍କ କ’ଣ ଥିଲା?\r\nଓବଦିୟ ଇଦୋମକୁ ଇସ୍ରାଏଲର ଭାଇ ବୋଲି ସୂଚାନ୍ତି। କାରଣ ଇଦୋମୀୟମାନେ ଏଷୌର ବଂଶ ଏବଂ ଇସ୍ରାଏଲୀୟମାନେ ଯାକୁବଙ୍କର ବଂଶ ଥିଲେ । ଯାକୁବ ଏବଂ ଏଷୌ ଯାଆଁଳା ଭାଇ ଥିଲେ। ଏହା ଇଦୋମର ଇସ୍ରାଏଲ ପ୍ରତି ବିଶ୍ୱାସଘାତକତାକୁ ଅଧିକ ସାଂଘାତିକ କଲା । ଏହି ଟିପ୍ପଣୀଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଯିହୁଦାର ଲୋକ ବୋଲି ମଧ୍ୟ ଦର୍ଶାଏ । ଯିହୁଦା ଇସ୍ରାଏଲର ଏକ ଅଂଶ ଯାହାକି ଅଶୂର ଦେଶ ଦ୍ୱାରା ପୂର୍ବ ବିନାଶରୁ ଉଦ୍ଧାର ପାଇଥିଲା ଏବଂ ପରେ ବାବିଲ ଦେଶ ଦ୍ୱାରା ଆକ୍ରମଣ କରାଯାଇଥିଲା ଯେତେବେଳେ ଇଦୋମ ଦେଶ ସେମାନଙ୍କୁ ସାହାଯ୍ୟ କରି ନ ଥିଲା।\r\n\n## ଭାଗ 3: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ\r\n\n### ମୁଁ “ଗର୍ବ” ଶବ୍ଦକୁ କିପରି ଅନୁବାଦ କରି ପାରିବି?\r\nଓବଦିୟ ପୁସ୍ତକ ଇଦୋମର ଗର୍ବ ବିଷୟରେ ଉଲ୍ଲେଖ କରେ। ଏହାର ଅର୍ଥ ଇଦୋମୀୟମାନେ ବିଚାର କଲେ ଯେ ସେମାନଙ୍କର ଶତ୍ରୁ କିମ୍ବା ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିପାରିବେ ନାହିଁ। (ଦେଖନ୍ତୁ: [[rc://*/tw/dict/bible/other/proud]])\r\n\n### ଯେତେବେଳେ ଓବଦୀୟ ଇଦୋମକୁ ସମ୍ବୋଧିତ କରୁଛନ୍ତି, ସେତେବେଳେ ମୁଁ “ତୁମ୍ଭେ” ଶବ୍ଦକୁ ଏକବଚନରେ ନା ବହୁବଚନରେ ଅନୁବାଦ କରିବା ଉଚିତ?\r\n\nଯେହେତୁ ଓବଦୀୟ ଇଦୋମର ଲୋକମାନଙ୍କୁ ସାଙ୍କେତିକ ଅର୍ଥରେ ଇଦୋମର ଗୋଷ୍ଠୀଗଣ ଭାବରେ ସମ୍ବୋଧିତ କରିଥିଲେ, ତେଣୁ ସେ ମୂଳ ଭାଷାରେ ଏକବଚନ ଶବ୍ଦକୁ ବ୍ୟବହାର କରିଥିଲେ । କିନ୍ତୁ ଯଦି ଆପଣ ଅଧିକ ସରଳ ଭାଷା ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କର ଅନୁବାଦ ସ୍ପଷ୍ଟ କରେ ଯେ ଏହା ଇଦୋମର ଲୋକମାନଙ୍କୁ ବୁଝାଏ, ତେବେ ଆପଣ ଏକ ବହୁବଚନ ଶବ୍ଦ ବ୍ୟବହାର କରିପାରିବେ ।\r\n -1:1 xm1w rc://*/ta/man/translate/figs-metaphor חֲז֖וֹן עֹֽבַדְיָ֑ה 1 ଏହା ପୁସ୍ତକର ନାମ ଅଟେ । ଓବଦୀୟ କିପରି ଯିହୋବାଙ୍କଠାରୁ ବାର୍ତ୍ତା ଗ୍ରହଣ କଲେ ତାହା ସୂଚାଇବା ପରିବର୍ତ୍ତେ ଏଠାରେ **ଦର୍ଶନ** ଯିହୋବାଙ୍କଠାରୁ ଏକ ସନ୍ଦେଶର ସାଧାରଣ ଅର୍ଥରେ ବ୍ୟବହୃତ ହୋଇଅଛି । ଈଶ୍ବର ଲୋକମାନଙ୍କୁ ଜ୍ଞାନ ପ୍ରଦାନ କରୁଥିବା ଉପାୟ ପାଇଁ ଏଠାରେ **ଦର୍ଶନ** ଏକ ରୂପକ ଅଳଙ୍କାର ଅଟେ। ବିକଳ୍ପ ଅନୁବାଦ: “ଈଶ୍ବର ଓବଦୀୟଙ୍କୁ ଦେଇଥିବା ବାର୍ତ୍ତା” କିମ୍ବା “ଓବଦୀୟର ଭବିଷ୍ୟବାଣୀ” (ଦେଖନ୍ତୁ: [[rc://*/ta/man/translate/figs-metaphor]]) -1:1 jdr1 rc://*/ta/man/translate/translate-names עֹֽבַדְיָ֑ה 1 କେତେକ ଇଂରାଜୀ ଅନୁବାଦ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଅବଦିଆସ ବୋଲି କହନ୍ତି, କିନ୍ତୁ ସାଧାରଣତ ଇଂରାଜୀରେ ଓବଦୀୟ ଭାବରେ ବ୍ୟବହୃତ ହୁଏ । ଆପଣଙ୍କର ଉତ୍ସ ଭାଷାରେ ବ୍ୟବହୃତ ଶବ୍ଦ କିମ୍ବା ଆପଣଙ୍କ ଭାଷାର ନାମ ପରି ଏହି ଶବ୍ଦକୁ ଅନୁବାଦ କରନ୍ତୁ । (ଦେଖନ୍ତୁ: [[rc://*/ta/man/translate/translate-names]]) -1:1 sv9x rc://*/ta/man/translate/writing-quotations כֹּֽה־אָמַר֩ אֲדֹנָ֨⁠י יְהוִ֜ה 1 ଏହା ପୁସ୍ତକକୁ ଈଶ୍ଵରଙ୍କ ବାର୍ତ୍ତା ଭାବରେ ପରିଚିତ କରେ । ଏଠାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକି ଆପଣଙ୍କ ଭାଷାରେ ପରିଚିତ କରିବା ପାଇଁ ସ୍ୱାଭାବିକ ଅଟେ । (ଦେଖନ୍ତୁ: [[rc://*/ta/man/translate/writing-quotations]]) -1:1 s7if rc://*/ta/man/translate/translate-names יְהוִ֜ה 1 ଏହା ଶ୍ବରଙ୍କ ନାମ ଅଟେ ଯାହାକି ସେ ଆପଣା ଲୋକମାନଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ । (ଦେଖନ୍ତୁ: [[rc://*/ta/man/translate/translate-names]]) -1:1 jdr3 rc://*/ta/man/translate/figs-metonymy לֶ⁠אֱד֗וֹם 1 ଏଠାରେ ଲୋକମାନଙ୍କୁ **ଇଦୋମ** ସହିତ ଜଡିତ ଥିବା ନାମ ସହିତ ବର୍ଣ୍ଣନା କରାଯାଉଛି, ଯାହା ସେମାନେ ରହୁଥିବା ଭୂମି ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହି ବାର୍ତ୍ତା ଲୋକମାନଙ୍କ ବିଷୟରେ ଅଟେ, ଏହା ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଇଦୋମର ଲୋକମାନଙ୍କ ବିଷୟରେ।” (ଦେଖନ୍ତୁ: [[rc://*/ta/man/translate/figs-metonymy]]) -1:1 jdr5 rc://*/ta/man/translate/figs-exclusive שָׁמַ֜עְנוּ 1 ଇଦୋମର ଚତୁର୍ଦ୍ଦିଗରେ ଥିବା ଲୋକମାନଙ୍କ ମଧ୍ୟରେ ଓବଦୀୟ ଜଣେ ବ୍ୟକ୍ତି ଭାବରେ କହୁଛନ୍ତି, ଯେଉଁମାନେ ଇସ୍ରାଏଲର ଲୋକମାନଙ୍କ ସମେତ ଯିହୋବାଙ୍କ ବାର୍ତ୍ତା ଶୁଣିଛନ୍ତି। ଯଦି ଆପଣଙ୍କ ଭାଷାରେ **ଆମ୍ଭେମାନେ** ଶବ୍ଦ ପାଇଁ ଏକ ଅନ୍ତର୍ଭୂକ୍ତ ଶବ୍ଦ ଅଛି, ଏହାକୁ ଏଠାରେ ବ୍ୟବହାର କରନ୍ତୁ । (ଦେଖନ୍ତୁ: [[rc://*/ta/man/translate/figs-exclusive]]) -1:1 c8w8 rc://*/ta/man/translate/figs-exclusive שָׁמַ֜עְנוּ 1 ଓବଦିୟ ଯିହୁଦାର ଲୋକମାନଙ୍କୁ ଇଦୋମର ଲୋକମାନଙ୍କ ବିଷୟରେ କହୁଛନ୍ତି। ତେଣୁ **ଆମ୍ଭେମାନେ** ଏଠାରେ ଅନ୍ତର୍ଭୂକ୍ତ ଶବ୍ଦ ଅଟେ; ଯିହୁଦାର ଅନ୍ୟମାନେ ମଧ୍ୟ ଦେଶଗୁଡ଼ିକୁ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆହ୍ୱାନ ଶୁଣିଛନ୍ତି କିମ୍ବା ବର୍ତ୍ତମାନ ଶୁଣୁଛନ୍ତି। (ଦେଖନ୍ତୁ: [[rc://*/ta/man/translate/figs-exclusive]]) -1:1 jdr7 rc://*/ta/man/translate/figs-activepassive וְ⁠צִיר֙ & שֻׁלָּ֔ח 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ଅଟେ, ଆପଣ କ୍ରିୟା ପଦର କର୍ତ୍ତୃବାଚ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ସଦାପ୍ରଭୁ, ଏକ ଦୂତ ପଠାଇଆଛି” (ଦେଖନ୍ତୁ: [[rc://*/ta/man/translate/figs-activepassive]]) -1:1 r27r rc://*/ta/man/translate/figs-explicit וְ⁠צִיר֙ & שֻׁלָּ֔ח 1 ଦୂତ କିଏ ପଠାଇଲେ ଆପଣ ନିର୍ଦ୍ଦିଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ସଦାପ୍ରଭୁ ଏକ ଦୂତ ପଠାଇଛନ୍ତି” (ଦେଖନ୍ତୁ: [[rc://*/ta/man/translate/figs-explicit]]) -1:1 jdr9 rc://*/ta/man/translate/figs-quotations ק֛וּמוּ וְ⁠נָק֥וּמָה עָלֶי⁠הָ לַ⁠מִּלְחָמָֽה 1 ପଦର ଶେଷକୁ ନିଜେ ଓବଦୀୟ କହି ନାହାଁନ୍ତି । ବରଂ, ଏଗୁଡ଼ିକ ସଦାପ୍ରଭୁଙ୍କ ଦୂତଙ୍କ ବାକ୍ୟ ଅଟେ । ସେଗୁଡିକ ଏକ ପ୍ରାରମ୍ଭିକ ସୂତ୍ରରେ ଏକ ଉଦ୍ଧୃତି ଭାବରେ ଉପସ୍ଥାପନ କରାଯାଇ ପାରିବ ଯେପରିକି “କହି”, କିମ୍ବା UST ପରି ପରୋକ୍ଷ ଉଦ୍ଧୃତି ଭାବରେ ପ୍ରକାଶ କରାଯାଇ ପାରିବ। (ଦେଖନ୍ତୁ: [[rc://*/ta/man/translate/figs-quotations]]) -1:1 pez6 rc://*/ta/man/translate/figs-idiom ק֛וּמוּ 1 ଏହି ବାକ୍ୟାଂଶ ଲୋକଙ୍କୁ ପ୍ରସ୍ତୁତ ହେବାକୁ କହିବା ପାଇଁ ବ୍ୟବହୃତ, ଏହି କ୍ଷେତ୍ରରେ ଇଦୋମ ଉପରେ ଆକ୍ରମଣ କରିବାକୁ ବ୍ୟବହୃତ । ବିକଳ୍ପ ଅନୁବାଦ: “ପ୍ରସ୍ତୁତ ହୁଅ” (ଦେଖନ୍ତୁ: [[rc://*/ta/man/translate/figs-idiom]]) -1:1 iaok rc://*/ta/man/translate/figs-idiom וְ⁠נָק֥וּמָה עָלֶי⁠הָ 1 ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଅନ୍ୟ ଜଣେ ବ୍ୟକ୍ତି କିମ୍ବା ରାଷ୍ଟ୍ରକୁ ହିଂସାତ୍ମକ ଭାବରେ ବିରୋଧ କରିବା ଅଟେ । ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ଇଦୋମ ବିରୁଦ୍ଧରେ ଆମ୍ଭର ସେନା ସଂଗ୍ରହ କରିବା” (ଦେଖନ୍ତୁ: [[rc://*/ta/man/translate/figs-idiom]]) -1:1 c9e2 rc://*/ta/man/translate/figs-metonymy וְ⁠נָק֥וּמָה עָלֶי⁠הָ 1 ଏଠାରେ, **ତାହାର** ଇଦୋମ ଦେଶକୁ ବୁଝାଏ, ଯାହାକି ଇଦୋମର ଲୋକମାନଙ୍କୁ ପାଇଁ ପୁନର୍ବାର ବୁଝାଏ। ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ଇଦୋମର ଲୋକମାନଙ୍କ ବିରୁଦ୍ଧରେ ଉଠିବା” (ଦେଖନ୍ତୁ: [[rc://*/ta/man/translate/figs-metonymy]]) -1:1 jd1r rc://*/ta/man/translate/figs-abstractnouns לַ⁠מִּלְחָמָֽה 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଯଦି ଆପଣଙ୍କର ଭାଷା **ଯୁଦ୍ଧ** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୁଖଗତ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାକୁ ଆକ୍ରମଣ କରିବାକୁ” (ଦେଖନ୍ତୁ: [[rc://*/ta/man/translate/figs-abstractnouns]]) -1:2 cc3h rc://*/ta/man/translate/writing-quotations הִנֵּ֥ה קָטֹ֛ן נְתַתִּ֖י⁠ךָ 1 ଏଠାରେ ପ୍ରାପକ ପରିବର୍ତ୍ତନ ହୁଏ । ଆଉ ଯିହୋବା ଯିହୁଦା ସହ କଥାବାର୍ତ୍ତା କରନ୍ତି ନାହିଁ କିମ୍ବା ଦୂତ ଅନ୍ୟ ଦେଶମାନଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ । ବର୍ତ୍ତମାନ ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହିତ ସିଧାସଳଖ ବାର୍ତ୍ତାଳାପ କରୁଛନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ UST ପରି ଏଠାରେ ଏକ ଉଦ୍ଧରଣ ପରିଚୟ ଯୋଡିପାରିବେ । (ଦେଖନ୍ତୁ: [[rc://*/ta/man/translate/writing-quotations]]) +1:1 xm1w rc://*/ta/man/translate/figs-metaphor חֲז֖וֹן עֹֽבַדְיָ֑ה 1 ଏହା ପୁସ୍ତକର ନାମ ଅଟେ । ଓବଦୀୟ କିପରି ଯିହୋବାଙ୍କଠାରୁ ବାର୍ତ୍ତା ଗ୍ରହଣ କଲେ ତାହା ସୂଚାଇବା ପରିବର୍ତ୍ତେ ଏଠାରେ **ଦର୍ଶନ** ଯିହୋବାଙ୍କଠାରୁ ଏକ ସନ୍ଦେଶର ସାଧାରଣ ଅର୍ଥରେ ବ୍ୟବହୃତ ହୋଇଅଛି । ଈଶ୍ବର ଲୋକମାନଙ୍କୁ ଜ୍ଞାନ ପ୍ରଦାନ କରୁଥିବା ଉପାୟ ପାଇଁ ଏଠାରେ **ଦର୍ଶନ** ଏକ ରୂପକ ଅଳଙ୍କାର ଅଟେ। ବିକଳ୍ପ ଅନୁବାଦ: “ଈଶ୍ବର ଓବଦୀୟଙ୍କୁ ଦେଇଥିବା ବାର୍ତ୍ତା” କିମ୍ବା “ଓବଦୀୟର ଭବିଷ୍ୟବାଣୀ” +1:1 jdr1 rc://*/ta/man/translate/translate-names עֹֽבַדְיָ֑ה 1 କେତେକ ଇଂରାଜୀ ଅନୁବାଦ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଅବଦିଆସ ବୋଲି କହନ୍ତି, କିନ୍ତୁ ସାଧାରଣତ ଇଂରାଜୀରେ ଓବଦୀୟ ଭାବରେ ବ୍ୟବହୃତ ହୁଏ । ଆପଣଙ୍କର ଉତ୍ସ ଭାଷାରେ ବ୍ୟବହୃତ ଶବ୍ଦ କିମ୍ବା ଆପଣଙ୍କ ଭାଷାର ନାମ ପରି ଏହି ଶବ୍ଦକୁ ଅନୁବାଦ କରନ୍ତୁ । +1:1 sv9x rc://*/ta/man/translate/writing-quotations כֹּֽה־אָמַר֩ אֲדֹנָ֨⁠י יְהוִ֜ה 1 ଏହା ପୁସ୍ତକକୁ ଈଶ୍ଵରଙ୍କ ବାର୍ତ୍ତା ଭାବରେ ପରିଚିତ କରେ । ଏଠାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକି ଆପଣଙ୍କ ଭାଷାରେ ପରିଚିତ କରିବା ପାଇଁ ସ୍ୱାଭାବିକ ଅଟେ । +1:1 s7if rc://*/ta/man/translate/translate-names יְהוִ֜ה 1 ଏହା ଶ୍ବରଙ୍କ ନାମ ଅଟେ ଯାହାକି ସେ ଆପଣା ଲୋକମାନଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ । +1:1 jdr3 rc://*/ta/man/translate/figs-metonymy לֶ⁠אֱד֗וֹם 1 ଏଠାରେ ଲୋକମାନଙ୍କୁ **ଇଦୋମ** ସହିତ ଜଡିତ ଥିବା ନାମ ସହିତ ବର୍ଣ୍ଣନା କରାଯାଉଛି, ଯାହା ସେମାନେ ରହୁଥିବା ଭୂମି ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହି ବାର୍ତ୍ତା ଲୋକମାନଙ୍କ ବିଷୟରେ ଅଟେ, ଏହା ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଇଦୋମର ଲୋକମାନଙ୍କ ବିଷୟରେ।” +1:1 jdr5 rc://*/ta/man/translate/figs-exclusive שָׁמַ֜עְנוּ 1 ଇଦୋମର ଚତୁର୍ଦ୍ଦିଗରେ ଥିବା ଲୋକମାନଙ୍କ ମଧ୍ୟରେ ଓବଦୀୟ ଜଣେ ବ୍ୟକ୍ତି ଭାବରେ କହୁଛନ୍ତି, ଯେଉଁମାନେ ଇସ୍ରାଏଲର ଲୋକମାନଙ୍କ ସମେତ ଯିହୋବାଙ୍କ ବାର୍ତ୍ତା ଶୁଣିଛନ୍ତି। ଯଦି ଆପଣଙ୍କ ଭାଷାରେ **ଆମ୍ଭେମାନେ** ଶବ୍ଦ ପାଇଁ ଏକ ଅନ୍ତର୍ଭୂକ୍ତ ଶବ୍ଦ ଅଛି, ଏହାକୁ ଏଠାରେ ବ୍ୟବହାର କରନ୍ତୁ । +1:1 c8w8 rc://*/ta/man/translate/figs-exclusive שָׁמַ֜עְנוּ 1 ଓବଦିୟ ଯିହୁଦାର ଲୋକମାନଙ୍କୁ ଇଦୋମର ଲୋକମାନଙ୍କ ବିଷୟରେ କହୁଛନ୍ତି। ତେଣୁ **ଆମ୍ଭେମାନେ** ଏଠାରେ ଅନ୍ତର୍ଭୂକ୍ତ ଶବ୍ଦ ଅଟେ; ଯିହୁଦାର ଅନ୍ୟମାନେ ମଧ୍ୟ ଦେଶଗୁଡ଼ିକୁ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆହ୍ୱାନ ଶୁଣିଛନ୍ତି କିମ୍ବା ବର୍ତ୍ତମାନ ଶୁଣୁଛନ୍ତି। +1:1 jdr7 rc://*/ta/man/translate/figs-activepassive וְ⁠צִיר֙ & שֻׁלָּ֔ח 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ଅଟେ, ଆପଣ କ୍ରିୟା ପଦର କର୍ତ୍ତୃବାଚ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ସଦାପ୍ରଭୁ, ଏକ ଦୂତ ପଠାଇଆଛି” +1:1 r27r rc://*/ta/man/translate/figs-explicit וְ⁠צִיר֙ & שֻׁלָּ֔ח 1 ଦୂତ କିଏ ପଠାଇଲେ ଆପଣ ନିର୍ଦ୍ଦିଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ସଦାପ୍ରଭୁ ଏକ ଦୂତ ପଠାଇଛନ୍ତି” +1:1 jdr9 rc://*/ta/man/translate/figs-quotations ק֛וּמוּ וְ⁠נָק֥וּמָה עָלֶי⁠הָ לַ⁠מִּלְחָמָֽה 1 ପଦର ଶେଷକୁ ନିଜେ ଓବଦୀୟ କହି ନାହାଁନ୍ତି । ବରଂ, ଏଗୁଡ଼ିକ ସଦାପ୍ରଭୁଙ୍କ ଦୂତଙ୍କ ବାକ୍ୟ ଅଟେ । ସେଗୁଡିକ ଏକ ପ୍ରାରମ୍ଭିକ ସୂତ୍ରରେ ଏକ ଉଦ୍ଧୃତି ଭାବରେ ଉପସ୍ଥାପନ କରାଯାଇ ପାରିବ ଯେପରିକି “କହି”, କିମ୍ବା UST ପରି ପରୋକ୍ଷ ଉଦ୍ଧୃତି ଭାବରେ ପ୍ରକାଶ କରାଯାଇ ପାରିବ। +1:1 pez6 rc://*/ta/man/translate/figs-idiom ק֛וּמוּ 1 ଏହି ବାକ୍ୟାଂଶ ଲୋକଙ୍କୁ ପ୍ରସ୍ତୁତ ହେବାକୁ କହିବା ପାଇଁ ବ୍ୟବହୃତ, ଏହି କ୍ଷେତ୍ରରେ ଇଦୋମ ଉପରେ ଆକ୍ରମଣ କରିବାକୁ ବ୍ୟବହୃତ । ବିକଳ୍ପ ଅନୁବାଦ: “ପ୍ରସ୍ତୁତ ହୁଅ” +1:1 iaok rc://*/ta/man/translate/figs-idiom וְ⁠נָק֥וּמָה עָלֶי⁠הָ 1 ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଅନ୍ୟ ଜଣେ ବ୍ୟକ୍ତି କିମ୍ବା ରାଷ୍ଟ୍ରକୁ ହିଂସାତ୍ମକ ଭାବରେ ବିରୋଧ କରିବା ଅଟେ । ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ଇଦୋମ ବିରୁଦ୍ଧରେ ଆମ୍ଭର ସେନା ସଂଗ୍ରହ କରିବା” +1:1 c9e2 rc://*/ta/man/translate/figs-metonymy וְ⁠נָק֥וּמָה עָלֶי⁠הָ 1 ଏଠାରେ, **ତାହାର** ଇଦୋମ ଦେଶକୁ ବୁଝାଏ, ଯାହାକି ଇଦୋମର ଲୋକମାନଙ୍କୁ ପାଇଁ ପୁନର୍ବାର ବୁଝାଏ। ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ଇଦୋମର ଲୋକମାନଙ୍କ ବିରୁଦ୍ଧରେ ଉଠିବା” +1:1 jd1r rc://*/ta/man/translate/figs-abstractnouns לַ⁠מִּלְחָמָֽה 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଯଦି ଆପଣଙ୍କର ଭାଷା **ଯୁଦ୍ଧ** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୁଖଗତ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାକୁ ଆକ୍ରମଣ କରିବାକୁ” +1:2 cc3h rc://*/ta/man/translate/writing-quotations הִנֵּ֥ה קָטֹ֛ן נְתַתִּ֖י⁠ךָ 1 ଏଠାରେ ପ୍ରାପକ ପରିବର୍ତ୍ତନ ହୁଏ । ଆଉ ଯିହୋବା ଯିହୁଦା ସହ କଥାବାର୍ତ୍ତା କରନ୍ତି ନାହିଁ କିମ୍ବା ଦୂତ ଅନ୍ୟ ଦେଶମାନଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ । ବର୍ତ୍ତମାନ ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହିତ ସିଧାସଳଖ ବାର୍ତ୍ତାଳାପ କରୁଛନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ UST ପରି ଏଠାରେ ଏକ ଉଦ୍ଧରଣ ପରିଚୟ ଯୋଡିପାରିବେ । 1:2 npn6 הִנֵּ֥ה 1 ଏହା ପରବର୍ତ୍ତୀ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଇଦୋମର ଲୋକମାନଙ୍କୁ ସତର୍କ କରାଏ । ଆପଣଙ୍କ ଭାଷାରେ କାହାର ଧ୍ୟାନ ପାଇବା ପାଇଁ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଦେଖ” କିମ୍ବା “ମୁଁ ଯାହା କହିବାକୁ ଯାଉଛି ସେଥିପ୍ରତି ଧ୍ୟାନ ଦିଅ” -1:2 l6dc rc://*/ta/man/translate/figs-parallelism קָטֹ֛ן נְתַתִּ֖י⁠ךָ בַּ⁠גּוֹיִ֑ם בָּז֥וּי אַתָּ֖ה מְאֹֽד 1 ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ ଏବଂ ଇଦୋମ ଆପଣା ଗୁରୁତ୍ୱପୂର୍ଣ୍ଣ ସ୍ଥିତି ହରାଇବ ଏହି ବିଷୟକୁ ବୁଝାଇବାକୁ ଏକତ୍ର ବ୍ୟବହାର କରାଯାଇଛି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ UST ପରି ସେଗୁଡିକୁ ଏକତ୍ର ଅନୁବାଦ କରିପାରିବେ । (ଦେଖନ୍ତୁ: [[rc://*/ta/man/translate/figs-parallelism]]) -1:2 ec8m rc://*/ta/man/translate/figs-metaphor קָטֹ֛ן נְתַתִּ֖י⁠ךָ בַּ⁠גּוֹיִ֑ם 1 କୌଣସି ଅର୍ଥହୀନ ବିଷୟକୁ ସାଙ୍କେତିକ ଭାବରେ କୁହାଯାଏ ଯେପରି ଏହାର ଆକାର ଛୋଟ ଏବଂ ସହଜରେ ଅଣଦେଖା କରାଯାଇପାରେ । ବିକଳ୍ପ ଅନୁବାଦ: “ଦେଶମାନଙ୍କ ମଧ୍ୟରେ କ୍ଷୁଦ୍ର” (ଦେଖନ୍ତୁ: [[rc://*/ta/man/translate/figs-metaphor]]) -1:2 ch1u rc://*/ta/man/translate/figs-activepassive בָּז֥וּי אַתָּ֖ה מְאֹֽד 1 ଆପଣ ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ” (ଦେଖନ୍ତୁ: [[rc://*/ta/man/translate/figs-activepassive]]) -1:3 kjbt rc://*/ta/man/translate/figs-personification זְד֤וֹן לִבְּ⁠ךָ֙ הִשִּׁיאֶ֔⁠ךָ 1 ଏଠାରେ, **ଅହଙ୍କାର** ସାଙ୍କେତିକ ଭାବରେ କୁହାଯାଇଛି ଯେପରି ଏହା ଜଣେ ବ୍ୟକ୍ତି ଅଟେ ଯିଏ କାହାକୁ ପ୍ରତାରଣା କରିପାରେ । ଯଦି ଏହା ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସରଳ ଭାଷାରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଅତ୍ୟଧିକ ଗର୍ବିତ, ତୁମ୍ଭେମାନେ ନିଜକୁ ପ୍ରତାରଣା କରିଅଛ” (ଦେଖନ୍ତୁ: [[rc://*/ta/man/translate/figs-personification]]) -1:3 hzdk rc://*/ta/man/translate/figs-youcrowd זְד֤וֹן לִבְּ⁠ךָ֙ הִשִּׁיאֶ֔⁠ךָ 1 ଏଠାରେ, **ତୁମ୍ଭେ** ଏକବଚନ ଅଟେ, ଯେହେତୁ ଏହା ଇଦୋମର ଲୋକମାନଙ୍କୁ ଏକ ଦେଶ ଭାବରେ ସୂଚିତ କରେ, କିନ୍ତୁ ଯଦି ଏହା ଆପଣଙ୍କର ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ ଏଠାରେ ଏବଂ ଏହି ପୁସ୍ତକରେ “ତୁମ୍ଭେ” ର ବହୁବଚନ ଶବ୍ଦ ବ୍ୟବହାର କରିପାରିbe । (ଦେଖନ୍ତୁ: [[rc://*/ta/man/translate/figs-youcrowd]]) -1:3 kcc3 rc://*/ta/man/translate/figs-abstractnouns זְד֤וֹן לִבְּ⁠ךָ֙ 1 ଯଦି ଆପଣଙ୍କର ଭାଷା **ଅହଙ୍କାର** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ “ଗର୍ବିତ” ଭଳି ବିଶେଷଣ ସହ ସମାନ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଗର୍ବିତ ମନୋଭାବ” (ଦେଖନ୍ତୁ: [[rc://*/ta/man/translate/figs-abstractnouns]]) -1:3 qpw7 rc://*/ta/man/translate/figs-metaphor זְד֤וֹן לִבְּ⁠ךָ֙ 1 ଏଠାରେ, ମନୁଷ୍ୟର ଭାବନା ଏବଂ ଅନୁଭବକୁ ସୂଚାଇବା ପାଇଁ **ହୃଦୟ** ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ତୁମ୍ଭର ଗର୍ବିତ ମନୋଭାବ” (ଦେଖନ୍ତୁ: [[rc://*/ta/man/translate/figs-metaphor]]) -1:3 k9sw rc://*/ta/man/translate/figs-123person שֹׁכְנִ֥י בְ⁠חַגְוֵי־סֶּ֖לַע 1 ଏଠାରେ, ସର୍ବନାମ **ତୁମ୍ଭଠାରୁ** ଶବ୍ଦରୁ **ସେ** ଶବ୍ଦକୁ ପରିବର୍ତ୍ତନ କରେ ଯଦିଓ ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଲାପ କରୁଛନ୍ତି । ଯଦି ଏହା ଆପଣଙ୍କର ଭାଷାରେ ବିଭ୍ରାନ୍ତିକର ହୁଏ, ତେବେ ଆପଣ **ତୁମ୍ଭେ** ଶବ୍ଦକୁ ବ୍ୟବହାର ଜାରି ରଖି ପାରିବ, କାରଣ ଏହା ଇଦୋମବାସୀଙ୍କ ପାଇଁ ସଦାପ୍ରଭୁଙ୍କ ଜାରି ଥିବା ବାର୍ତ୍ତାର ଏକ ଅଂଶ ଅଟେ। ବିକଳ୍ପ ଅନୁବାଦ: “ତୁମ୍ଭେ ଯେଉଁମାନେ ଶୈଳ କନ୍ଦରରେ ବାସକର” (ଦେଖନ୍ତୁ: [[rc://*/ta/man/translate/figs-123person]]) +1:2 l6dc rc://*/ta/man/translate/figs-parallelism קָטֹ֛ן נְתַתִּ֖י⁠ךָ בַּ⁠גּוֹיִ֑ם בָּז֥וּי אַתָּ֖ה מְאֹֽד 1 ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ ଏବଂ ଇଦୋମ ଆପଣା ଗୁରୁତ୍ୱପୂର୍ଣ୍ଣ ସ୍ଥିତି ହରାଇବ ଏହି ବିଷୟକୁ ବୁଝାଇବାକୁ ଏକତ୍ର ବ୍ୟବହାର କରାଯାଇଛି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ UST ପରି ସେଗୁଡିକୁ ଏକତ୍ର ଅନୁବାଦ କରିପାରିବେ । +1:2 ec8m rc://*/ta/man/translate/figs-metaphor קָטֹ֛ן נְתַתִּ֖י⁠ךָ בַּ⁠גּוֹיִ֑ם 1 କୌଣସି ଅର୍ଥହୀନ ବିଷୟକୁ ସାଙ୍କେତିକ ଭାବରେ କୁହାଯାଏ ଯେପରି ଏହାର ଆକାର ଛୋଟ ଏବଂ ସହଜରେ ଅଣଦେଖା କରାଯାଇପାରେ । ବିକଳ୍ପ ଅନୁବାଦ: “ଦେଶମାନଙ୍କ ମଧ୍ୟରେ କ୍ଷୁଦ୍ର” +1:2 ch1u rc://*/ta/man/translate/figs-activepassive בָּז֥וּי אַתָּ֖ה מְאֹֽד 1 ଆପଣ ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ” +1:3 kjbt rc://*/ta/man/translate/figs-personification זְד֤וֹן לִבְּ⁠ךָ֙ הִשִּׁיאֶ֔⁠ךָ 1 ଏଠାରେ, **ଅହଙ୍କାର** ସାଙ୍କେତିକ ଭାବରେ କୁହାଯାଇଛି ଯେପରି ଏହା ଜଣେ ବ୍ୟକ୍ତି ଅଟେ ଯିଏ କାହାକୁ ପ୍ରତାରଣା କରିପାରେ । ଯଦି ଏହା ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସରଳ ଭାଷାରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଅତ୍ୟଧିକ ଗର୍ବିତ, ତୁମ୍ଭେମାନେ ନିଜକୁ ପ୍ରତାରଣା କରିଅଛ” +1:3 hzdk rc://*/ta/man/translate/figs-youcrowd זְד֤וֹן לִבְּ⁠ךָ֙ הִשִּׁיאֶ֔⁠ךָ 1 ଏଠାରେ, **ତୁମ୍ଭେ** ଏକବଚନ ଅଟେ, ଯେହେତୁ ଏହା ଇଦୋମର ଲୋକମାନଙ୍କୁ ଏକ ଦେଶ ଭାବରେ ସୂଚିତ କରେ, କିନ୍ତୁ ଯଦି ଏହା ଆପଣଙ୍କର ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ ଏଠାରେ ଏବଂ ଏହି ପୁସ୍ତକରେ “ତୁମ୍ଭେ” ର ବହୁବଚନ ଶବ୍ଦ ବ୍ୟବହାର କରିପାରିbe । +1:3 kcc3 rc://*/ta/man/translate/figs-abstractnouns זְד֤וֹן לִבְּ⁠ךָ֙ 1 ଯଦି ଆପଣଙ୍କର ଭାଷା **ଅହଙ୍କାର** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ “ଗର୍ବିତ” ଭଳି ବିଶେଷଣ ସହ ସମାନ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଗର୍ବିତ ମନୋଭାବ” +1:3 qpw7 rc://*/ta/man/translate/figs-metaphor זְד֤וֹן לִבְּ⁠ךָ֙ 1 ଏଠାରେ, ମନୁଷ୍ୟର ଭାବନା ଏବଂ ଅନୁଭବକୁ ସୂଚାଇବା ପାଇଁ **ହୃଦୟ** ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ତୁମ୍ଭର ଗର୍ବିତ ମନୋଭାବ” +1:3 k9sw rc://*/ta/man/translate/figs-123person שֹׁכְנִ֥י בְ⁠חַגְוֵי־סֶּ֖לַע 1 ଏଠାରେ, ସର୍ବନାମ **ତୁମ୍ଭଠାରୁ** ଶବ୍ଦରୁ **ସେ** ଶବ୍ଦକୁ ପରିବର୍ତ୍ତନ କରେ ଯଦିଓ ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଲାପ କରୁଛନ୍ତି । ଯଦି ଏହା ଆପଣଙ୍କର ଭାଷାରେ ବିଭ୍ରାନ୍ତିକର ହୁଏ, ତେବେ ଆପଣ **ତୁମ୍ଭେ** ଶବ୍ଦକୁ ବ୍ୟବହାର ଜାରି ରଖି ପାରିବ, କାରଣ ଏହା ଇଦୋମବାସୀଙ୍କ ପାଇଁ ସଦାପ୍ରଭୁଙ୍କ ଜାରି ଥିବା ବାର୍ତ୍ତାର ଏକ ଅଂଶ ଅଟେ। ବିକଳ୍ପ ଅନୁବାଦ: “ତୁମ୍ଭେ ଯେଉଁମାନେ ଶୈଳ କନ୍ଦରରେ ବାସକର” 1:3 q6sz בְ⁠חַגְוֵי־סֶּ֖לַע 1 This means a place that is protected because it is surrounded by rocks. 1:3 r5zj rc://*/ta/man/translate/figs-123person אֹמֵ֣ר בְּ⁠לִבּ֔⁠וֹ 1 This says **he** and **his,** as if Yahweh were talking aloud about Edom rather than to Edom, but it can be translated with **you** as part of Yahweh’s continuing words to the people. Alternate translation: “you who say in your heart” or “you who say to yourselves” (See: [[rc://*/ta/man/translate/figs-123person]]) 1:3 jd3r rc://*/ta/man/translate/figs-metaphor אֹמֵ֣ר בְּ⁠לִבּ֔⁠וֹ 1 Here, the heart is used figuratively to refer to a person’s thoughts and feelings. Alternate translation: “he who says to himself” or “you who think” (See: [[rc://*/ta/man/translate/figs-metaphor]])