Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-23 07:34:24 +00:00
parent 8eced09d63
commit 58ff1c1cfd
1 changed files with 19 additions and 19 deletions

View File

@ -249,22 +249,22 @@ RUT 4 12 fn52 figs-metonymy וִ⁠יהִ֤י בֵֽיתְ⁠ךָ֙ כְּ⁠ב
RUT 4 12 a433 יָלְדָ֥ה תָמָ֖ר לִֽ⁠יהוּדָ֑ה 1 Tamar bore to Judah ତାମର, ରୂତଙ୍କ ପରି ଜଣେ ବିଧବା ଥିଲେ। ତାମରଙ୍କ ସହିତ ଯିହୁଦା ଏକ ପୁତ୍ର ସନ୍ତାନକୁ ଜନ୍ମ କଲେ, ଯିଏ ତାଙ୍କ ମୃତ ସ୍ୱାମୀଙ୍କ ପରିବାର ନାମ ରକ୍ଷା କଲେ ।
RUT 4 12 xym8 מִן־הַ⁠זֶּ֗רַע אֲשֶׁ֨ר יִתֵּ֤ן יְהוָה֙ לְ⁠ךָ֔ 1 from the offspring that Yahweh gives you ଯେପରି ଯିହୋବା ପେରସଙ୍କ ପାଇଁ ସନ୍ତାନ ଆଶୀର୍ବାଦ କରି ଉତ୍ତମ କର୍ମ କରିଥିଲେ ସେହିପରି ଯିହୋବା ବୋୟଜଙ୍କୁ ରୂତଙ୍କ ଦ୍ୱାରା ଅନେକ ସନ୍ତାନ ଦେଇ ଆଶୀର୍ବାଦ କରନ୍ତୁ ବୋଲି ଲୋକମାନେ ପ୍ରାର୍ଥନା କରୁଥିଲେ । ଆପଣଙ୍କ ଭାଷାରେ ଆଶୀର୍ବାଦ କରିବା ପାଇଁ ବ୍ୟବହୃତ ବକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 4 13 abcc figs-parallelism וַ⁠יִּקַּ֨ח בֹּ֤עַז אֶת־רוּת֙ וַ⁠תְּהִי־ל֣⁠וֹ לְ⁠אִשָּׁ֔ה 1 So Boaz took Ruth, and she became his wife ଏହି ଦୁଇଟି ବକ୍ୟାଂଶର ଅର୍ଥ  ଦ୍ୱିତୀୟ ବାକ୍ୟାଂଶ ପରି ପ୍ରଥମ ବାକ୍ୟାଂଶକୁ ପୁନରାବୃତ୍ତି ଓ ଅଭିବୃଦ୍ଧି କରିବା ସହ  ପ୍ରାୟ ସମାନ ଅର୍ଥ ପ୍ରକାଶ କରେ । ଏହା ଏବ୍ରିୟ କବିତାର ଏକ ଶୈଳୀ ଅଟେ । ଦୁଇଟି ବାକ୍ୟାଂଶକୁ UST ପରି ସଂଯୁକ୍ତ କରାଯାଇପାରେ । [[rc://en/ta/man/translate/figs parallelism]]) ଦେଖନ୍ତୁ)
RUT 4 13 u21g grammar-connect-logic-result וַ⁠יִּקַּ֨ח בֹּ֤עַז אֶת־רוּת֙ 1 So Boaz took Ruth ବୋୟଜ ଯାହା କରିବା ପାଇଁ କହିଥିଲେ ସେ ତାହା 10 ପଦରେ କଲେ ବୋଲି ଏହି ବାକ୍ୟାଂଶରେ ସୂଚିତ କରେ। ଏହା କୌଣସି ପ୍ରକାରର ହିଂସ୍ରତାକୁ ବୁଝାଏ ନାହିଁ। ନିମ୍ନଲିଖିତ ବାକ୍ୟାଂଶ ସହିତ, ଏହାର ଅର୍ଥ ହେଉଛି, **ବୋୟଜ ରୂତଙ୍କୁ ବିବାହ କଲେ କିମ୍ବା ବୋୟଜ ରୂତଙ୍କୁ ନିଜ ସ୍ତ୍ରୀ ଭାବରେ ସ୍ୱୀକାର କଲେ**। ସଂଯୋଜକ ଶବ୍ଦକୁ ବ୍ୟବହାର କରନ୍ତୁ (ଯେପରି “ତେଣୁ”) ଯାହା ସୂଚାଇଥାଏ ଯେ ବୋୟାଜଙ୍କ ଏହି କାର୍ଯ୍ୟଟି ପଦ 10 ରେ ହୋଇଥିବା ଚୁକ୍ତିର ଫଳସ୍ୱରୂପ। [[rc://en/ta/man/translate/grammar-connect-logic-result]]) ଦେଖନ୍ତୁ)
RUT 4 13 gw77 figs-euphemism וַ⁠יָּבֹ֖א אֵלֶ֑י⁠הָ 1 he went in to her ଏହା ଏକ ଅପ୍ରୀତିକର କଥା ଯାହା ସହବାସକୁ ସୂଚିତ କରେ। ବିକଳ୍ପ ଅନୁବାଦ: “ପୁଣି ସେ ତାଙ୍କ ସହିତ ସହବାସ କରନ୍ତେ”  [[rc://en/ta/man/translate/figs-euphemism]])ଦେଖନ୍ତୁ)
RUT 4 14 ab46 figs-explicit הַ⁠נָּשִׁים֙ 1 the women 1:19ପଦରେ ଯେପରି ଉଲ୍ଲେଖ ହେଇଛି ଏହି ସ୍ତ୍ରୀମାନେ ସହରରେ ରୁହନ୍ତି । ଯଦି ଆବଶ୍ୟକ ହୁଏ ତେବେ ଏହା ସ୍ପଷ୍ଟ ହୋଇପାରିବ । [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 4 14 ab47 בָּר֣וּךְ יְהוָ֔ה 1 Blessed be Yahweh ସେ ନୟମୀ ଓ ରୂତଙ୍କ ପାଇଁ ଯାହା କରିଛନ୍ତି ସେଥିପାଇଁ ମହିଳାମାନେ ସଦାପ୍ରଭୁଙ୍କୁ ପ୍ରଶଂସା କରୁଛନ୍ତି । ଯଦି ଆପଣଙ୍କ ଭାଷାରେ ସଦାପ୍ରଭୁଙ୍କୁ  “ପ୍ରଶଂସା” କରିବାରେ କିଛି ଅର୍ଥକୁ ସୂଚାଉ ନାହିଁ, ତେବେ “ପ୍ରଶଂସା” କିମ୍ବା “ଆମ୍ଭେ ଧନ୍ୟବାଦ ଦେଉଛୁ” ଏହି ପରି ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ  UST ଦେଖନ୍ତୁ ।
RUT 4 14 qj8v figs-doublenegatives לֹ֣א הִשְׁבִּ֥ית לָ֛⁠ךְ גֹּאֵ֖ל הַ⁠יּ֑וֹם 1 who has not left you today without a kinsman-redeemer ଏହି ବାକ୍ୟାଂଶକୁ ସକରାତ୍ମକ ଭାବରେ ପ୍ରକାଶ କରାଯାଇପାରିବ । ବିକଳ୍ପି ଅନୁବାଦ: “ଯିଏ ତୁମ୍ଭଙ୍କୁ  ଆଜି ମୁକ୍ତି କରିବା ପାଇଁ ଜଣେ ସମ୍ପର୍କୀୟଙ୍କ  ଯୋଗାଇ ଦେଇଛନ୍ତି” [[rc://en/ta/man/translate/figs-doublenegatives]]) ଦେଖନ୍ତୁ)
RUT 4 14 p8p3 וְ⁠יִקָּרֵ֥א שְׁמ֖⁠וֹ 1 May his name be renowned ଏହା ଏକ ଆଶୀର୍ବାଦ ଅଟେ, ନୟମୀଙ୍କ ନାତି ଏକ ଭଲ ଖ୍ୟାତି ଓ ଚରିତ୍ର ପାଆନ୍ତୁ ବୋଲି ସେହି ସ୍ତ୍ରୀଲୋକମାନେ ଚାହାଁନ୍ତି । ଆଶୀର୍ବାଦ ରୂପେ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଉପଯୁକ୍ତ ଅର୍ଥକୁ ସୂଚାଉ ଥିବ 
RUT 4 15 hz3e לְ⁠מֵשִׁ֣יב נֶ֔פֶשׁ 1 a restorer of life ଏହି ବାକ୍ୟଟି ଏହା ଦର୍ଶାଏ ଯେ ଏହି ନାତିକୁ ପାଇବା ପରେ ନୟମୀ ପୁନର୍ବାର ତାଙ୍କ ଜୀବନରେ ଆନନ୍ଦ ଏବଂ ଆଶା ଅନୁଭବ କରିବେ । ବିକଳ୍ପ ଅନୁବାଦ: “ଯିଏ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭ ବୃଦ୍ଧାବସ୍ଥାରେ ପୁନର୍ବାର ଯୁବା / ଶକ୍ତିଶାଳୀ କରିବ”
RUT 4 15 z5lw וּ⁠לְ⁠כַלְכֵּ֖ל אֶת־שֵׂיבָתֵ֑⁠ךְ 1 and a nourisher of your old age **ଏବଂ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ**
RUT 4 15 ab48 grammar-connect-logic-result כִּ֣י 1 For **ଆମ୍ଭେ ଏହା ଜାଣୁ କାରଣ** ଏକ ସଂଯୋଜକ ଶବ୍ଦ ବା ବାକ୍ୟାଂଶକୁ ବ୍ୟବହାର କରନ୍ତୁ ଯାହା ସୂଚାଇଥାଏ ଯେ (ରୂତ ତାଙ୍କୁ ବହନ କରିଛନ୍ତି) ଏହା ହେଉଛି  କାରଣ ତାଙ୍କ ଚରିତ୍ର ପ୍ରତି ସ୍ତ୍ରୀମାନଙ୍କର ଭବିଷ୍ୟବାଣୀ । ଯଦି କାରଣକୁ ପ୍ରଥମେ ରଖିବା ଦ୍ୱାରା ଏହା ଅର୍ଥପୁର୍ଣ୍ଣ ହୁଏ, ତେବେ USTର କ୍ରମକୁ ଅନୁସରଣ କରନ୍ତୁ ।
RUT 4 15 rpc3 figs-idiom ט֣וֹבָה לָ֔⁠ךְ מִ⁠שִּׁבְעָ֖ה בָּנִֽים 1 better to you than seven sons **ସାତ ସଂଖ୍ୟାଟି** ସଂପୂର୍ଣ୍ଣତା ବା ସିଦ୍ଧତା ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରେ। ବୋୟାଜଙ୍କ ଦ୍ୱାରା ଏକ ନାତିପୁତ୍ରକୁ ବହନ କରି ସେ କିପରି ନୟମୀଙ୍କୁ ଯୋଗାଇ ଦେଲେ, ଏଥିପାଇଁ ରୂତଙ୍କୁ ପ୍ରଶଂସା କରିବାର ଏହା ଏକ ଉପାୟ, ନୟମୀଙ୍କ ପୁତ୍ରମାନେ ଯେତେବେଳେ ତାଙ୍କୁ ଦେଇ ପାରିନଥିଲେ କାରଣ ସେମାନେ ମୃତ୍ୟୁବରଣ କରିଥିଲେ। ବିକଳ୍ପ ଅନୁବାଦ: “ଯେ ସାତ ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମ” କିମ୍ବା “ଅନେକ ପୁତ୍ରମାନଙ୍କ ଅପେକ୍ଷା ତୁମ୍ଭ ପ୍ରତି ଅଧିକ ମୂଲ୍ୟବାନ” [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 16 k1w4 וַ⁠תִּקַּ֨ח נָעֳמִ֤י אֶת־הַ⁠יֶּ֨לֶד֙ 1 Naomi took the child **ନୟମୀ ବାଳକକୁ ଧରିଲା** ଏହା ଦର୍ଶାଏ ଯେ ନୟମୀ ବାଳକକୁ ଧରିଥିଲା । ନିଶ୍ଚିତ ହୁଅନ୍ତୁ ଯେ ଏହା ଯେପରି ଏମିତି ନ ଲାଗୁ ସେ ତାଙ୍କୁ ଶତ୍ରୁଭାବାପନ୍ନରେ ରୂତଙ୍କଠାରୁ ଛଡେଇ ନେଇଯାଇଛନ୍ତି 
RUT 4 16 ab49 וַ⁠תְּהִי־ל֖⁠וֹ לְ⁠אֹמֶֽנֶת׃ 1 and became his nurse **ଓ ତାହାକୁ ପ୍ରତିପାଳନ କଲା**
RUT 4 17 ab50 וַ⁠תִּקְרֶאנָה֩ ל֨⁠וֹ הַ⁠שְּׁכֵנ֥וֹת שֵׁם֙…וַ⁠תִּקְרֶ֤אנָֽה שְׁמ⁠וֹ֙ עוֹבֵ֔ד 1 So the neighbor women called out a name for him … And they called his name Obed. ପ୍ରଥମ ବାକ୍ୟାଂଶ ନାମକରଣ ଘଟଣାକୁ ଉପସ୍ଥାପନ କରେ,ଓ ଦ୍ୱିତୀୟଟି ଘଟଣାର ବିବରଣୀ ଦେବାକୁ ପୁନରାବୃତ୍ତି କରେ। ଯଦି ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଦୁଇଟି ବାକ୍ୟାଂଶକୁ ଏକଠି କରାଯାଇପାରେ । **ତେଣୁ ପ୍ରତିବାସିନୀ ସ୍ତ୍ରୀମାନେ ତାହାର ନାମ ଓବେଦ୍‍ ଦେଲେ** କିମ୍ବା **ଆଖପାଖର ପ୍ରତିବାସିନୀ ସ୍ତ୍ରୀମାନେ କହିଥିଲେ… ଓ ସେମାନେ ତାଙ୍କୁ  ଓବେଦ୍‍ ନାମ ଦେଲେ ।**
RUT 4 17 fkf2 יֻלַּד־בֵּ֖ן לְ⁠נָעֳמִ֑י 1 A son has been born to Naomi **ସତେ ଯେପରି ନୟମୀର ପୁଣିଥରେ ପୁତ୍ର ଜନ୍ମି କରିଛି** । ଏହା ବୁଝାପଡୁଥିଲା ଯେ ପୁତ୍ରଟି ନୟମୀଙ୍କର ନାତି ଥିଲେ, ତାଙ୍କ ପ୍ରାକୃତିକ ପୁତ୍ର ନୁହେଁ, କିନ୍ତୁ ସେ ଉଭୟ ନୟମୀ ଏବଂ ରୂତଙ୍କ ପରିବାରବର୍ଗକୁ ବହନ କରିବ
RUT 4 17 ab51 ה֥וּא אֲבִי־יִשַׁ֖י 1 He was the father of Jesse **ପରେ, ସେ ଯିଶୀର ପିତାମହ ହେଲେ** ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ ଓବେଦ୍, ଯିଶୀ ଓ ଦାଉଦଙ୍କ ଜନ୍ମ ମଧ୍ୟରେ ବହୁ ସମୟର ଅନ୍ତର ଅଛି ।
RUT 4 17 f9ha figs-explicit אֲבִ֥י דָוִֽד 1 the father of David **ରାଜା ଦାଉଦଙ୍କ ପିତାଙ୍କୁ।** ଯଦିଓ **ରାଜା** ଉଲ୍ଲେଖ କରାଯାଇ ନାହିଁ, ମୌଳିକ ଦର୍ଶକଙ୍କୁ ଏହା ସ୍ପଷ୍ଟ ଯେ ଦାଉଦ ରାଜା ଦାଉଦ ଥିଲେ |  [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 4 18 mzm1 תּוֹלְד֣וֹת פָּ֔רֶץ 1 the generations of Perez **​ପେରସଠାରୁ ଆରମ୍ଭ କରି ଆମ ପୂର୍ବପୁରୁଷ ପର୍ଯ୍ୟନ୍ତ କ୍ରମବଦ୍ଧ ବଂଶଧର** । କାରଣ ଏହା ପୂର୍ବରୁ ଉଲ୍ଲେଖ କରାଯାଇଥିଲା ଯେ ପେରସ ଯିହୁଦାର ପୁତ୍ର ଥିଲେ, ଲେଖକ ପେରସଠାରୁ ଆସିଥିବା ପରିବାରବର୍ଗର ତାଲିକା ଚାଲୁ ରଖିଛନ୍ତି। ପଦ 17 ନୟମୀ ଓ ରୂତଙ୍କ ବିଷୟରେ କାହାଣୀର ଶେଷ ଥିଲା, ଏବଂ ପଦ 18 ଏକ ଅନ୍ତିମ ବିଭାଗ ଆରମ୍ଭ କରେ ଯାହା ଇଫ୍ରାଥା ବଂଶର ପାରିବାରିକ ରେଖା ତାଲିକାଭୁକ୍ତ କରେ, ଓବେଦ ରାଜା ଦାଉଦଙ୍କ ଜେଜେବାପାଙ୍କ ଭାବରେ କେତେ ମହତ୍ଵପୂର୍ଣ୍ଣ ଥିଲେ ତାହା ଦର୍ଶାଏ । ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କରନ୍ତୁ ଯାହା ଏକ ନୂତନ ବିଭାଗକୁ ସୂଚାଏ । ଏହି ପଦଟି କାହାଣୀର ସମୟ ଅବଧି ଅପେକ୍ଷା ବହୁ ପୂର୍ବ ସମୟକୁ ସୂଚିତ କରେ ତାହା ଆପଣ ସ୍ପଷ୍ଟ କରି ପାରିବେ ।
RUT 4 19 rl3k translate-names וְ⁠חֶצְרוֹן֙…עַמִּֽינָדָֽב׃ 1 Hezron … Amminadab ଏହି ନାମଗୁଡିକର ଆକୃତିକୁ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ପ୍ରାକୃତିକ ଥାଏ**।**  [[rc://en/ta/man/translate/translate-names]])ଦେଖନ୍ତୁ)
RUT 4 22 abcd figs-explicit דָּוִֽד 1 David **ରାଜା ଦାଉଦ।** 4:17 ରେ **ଦାଉଦଙ୍କ** ବିଷୟରେ ଟିପ୍ପଣୀରେ ଦେଖନ୍ତୁ |  [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 4 13 u21g grammar-connect-logic-result וַ⁠יִּקַּ֨ח בֹּ֤עַז אֶת־רוּת֙ 1 So Boaz took Ruth 10 ପଦରେ ବୋୟଜ ଯାହା କରିବେ ବୋଲି କହିଥିଲେ ତାହା ସେ କଲେ ଏବଂ ଏହି ବାକ୍ୟାଂଶରେ ତାହା ସୂଚାଏ । ଏହା କୌଣସି ପ୍ରକାରର ହିଂସ୍ରତାକୁ ବୁଝାଏ ନାହିଁ। ନିମ୍ନଲିଖିତ ବାକ୍ୟାଂଶ ସହ, ଏହାର ଅର୍ଥ, **ତେଣୁ** **ବୋୟଜ ରୂତଙ୍କୁ ବିବାହ କଲେ** କିମ୍ବା **ବୋୟଜ ରୂତଙ୍କୁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କଲେ** ଅଟେ । ସଂଯୋଗ କରୁଥିବା ଶବ୍ଦକୁ (ଯେପରି “ତେଣୁ”) ବ୍ୟବହାର କରନ୍ତୁ ଯାହା ପଦ 10 ରେ ହୋଇଥିବା ଚୁକ୍ତିର ଫଳସ୍ୱରୂପ ଏହା ବୋୟାଜଙ୍କ ଏହି କାର୍ଯ୍ୟଟି ସୂଚାଏ । [[rc://en/ta/man/translate/grammar-connect-logic-result]]) ଦେଖନ୍ତୁ)
RUT 4 13 gw77 figs-euphemism וַ⁠יָּבֹ֖א אֵלֶ֑י⁠הָ 1 he went in to her ଏହା ଏକ ଶିଷ୍ଟୋକ୍ତି ଅଟେ ଯାହା ଯୌନକ୍ରିୟାକୁ ସୂଚାଏ। ବିକଳ୍ପ ଅନୁବାଦ: “ପୁଣି ସେ ତାଙ୍କ ସହିତ ସହବାସ କରନ୍ତେ”  [[rc://en/ta/man/translate/figs-euphemism]]) ଦେଖନ୍ତୁ)
RUT 4 14 ab46 figs-explicit הַ⁠נָּשִׁים֙ 1 the women ଏମାନେ 1:19 ପଦରେ ଉଲ୍ଲେଖ ଥିବା ନଗରର ସ୍ତ୍ରୀମାନେ ଅଟନ୍ତି । ଯଦି ଆବଶ୍ୟକ ହୁଏ ତେବେ ଏହା ସ୍ପଷ୍ଟ କରାଯାଇପାରିବ । [[rc://en/ta/man/translate/figs-explicit]]) ଦେଖନ୍ତୁ)
RUT 4 14 ab47 בָּר֣וּךְ יְהוָ֔ה 1 Blessed be Yahweh ଈଶ୍ଵର ନୟମୀ ଓ ରୂତଙ୍କ ପାଇଁ କରିଥିବା କାର୍ଯ୍ୟ ହେତୁ ସ୍ତ୍ରୀମାନେ ତାହାଙ୍କର ପ୍ରଶଂସା କରନ୍ତି । ଯଦି ଆପଣଙ୍କ ଭାଷାରେ ଈଶ୍ଵରଙ୍କୁ  “ଆଶୀର୍ବାଦ କରିବା” ବିଷୟ ନିରର୍ଥକ ଅଟେ ତେବେ “ପ୍ରଶଂସା” କିମ୍ବା “ଆମ୍ଭେ ଧନ୍ୟବାଦ ଦେଉ”  ପରି ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ  UST ଦେଖନ୍ତୁ ।
RUT 4 14 qj8v figs-doublenegatives לֹ֣א הִשְׁבִּ֥ית לָ֛⁠ךְ גֹּאֵ֖ל הַ⁠יּ֑וֹם 1 who has not left you today without a kinsman-redeemer ଏହି ବାକ୍ୟାଂଶକୁ ସକରାତ୍ମକ ଭାବରେ ପ୍ରକାଶ କରାଯାଇପାରିବ । ବିକଳ୍ପି ଅନୁବାଦ: “ଯିଏ ତୁମ୍ଭକୁ ଆଜି ମୁକ୍ତି କରିବା ପାଇଁ ଜଣେ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ ଯୋଗାଇ ଦେଇଛନ୍ତି” [[rc://en/ta/man/translate/figs-doublenegatives]]) ଦେଖନ୍ତୁ)
RUT 4 14 p8p3 וְ⁠יִקָּרֵ֥א שְׁמ֖⁠וֹ 1 May his name be renowned ଏହା ଏକ ଆଶୀର୍ବାଦ ଅଟେ ଯାହା ନୟମୀଙ୍କ ପୌତ୍ର ଏକ ଉତ୍ତମ ଖ୍ୟାତି ଓ ଚରିତ୍ର ପାଆନ୍ତୁ ବୋଲି ସେହି ସ୍ତ୍ରୀଲୋକମାନଙ୍କ ଇଚ୍ଛାକୁ ପ୍ରକାଶ କରେ  । ଆପଣଙ୍କ ଭାଷାରେ ଆଶୀର୍ବାଦ କରିବାକୁ ଉପଯୁକ୍ତ ବାକ୍ୟାଂଶ ବ୍ୟବହାର କରନ୍ତୁ
RUT 4 15 hz3e לְ⁠מֵשִׁ֣יב נֶ֔פֶשׁ 1 a restorer of life ଏହି ବାକ୍ୟଟି ଏହା ଦର୍ଶାଏ ଯେ ଏହି ପୌତ୍ରକୁ ପାଇବା ପରେ ନୟମୀ ପୁନର୍ବାର ତାଙ୍କ ଜୀବନରେ ଆନନ୍ଦ ଏବଂ ଆଶା ଅନୁଭବ କରିବେ । ବିକଳ୍ପ ଅନୁବାଦ: "ଯିଏ ତୁମ୍ଭ ପାଇଁ ପୁଣି ସୁଖ ଆଣିବ" କିମ୍ବା "ଯିଏ ତୁମ୍ଭକୁ ପୁଣି ଯୁବା / ଶକ୍ତିଶାଳୀ ଅନୁଭବ କରେଇବ"
RUT 4 15 z5lw וּ⁠לְ⁠כַלְכֵּ֖ל אֶת־שֵׂיבָתֵ֑⁠ךְ 1 and a nourisher of your old age **ଏବଂ ସେ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ**
RUT 4 15 ab48 grammar-connect-logic-result כִּ֣י 1 For **ଆମ୍ଭେ ଏହା ଜାଣୁ କାରଣ** ଏକ ସଂଯୋଜକ ଶବ୍ଦ କିମ୍ବା ବାକ୍ୟାଂଶକୁ ବ୍ୟବହାର କରନ୍ତୁ ଯାହା ସୂଚାଏ ଯେ (ରୂତ ତାଙ୍କୁ ବହନ କରିଛନ୍ତି) ଏହା ସେହି ସ୍ତ୍ରୀମାନଙ୍କର ତାଙ୍କ ଚରିତ୍ର ପ୍ରତି ଥିବା ନିଶ୍ଚିତତାର କାରଣ ଅଟେ। ଯଦି କାରଣକୁ ପ୍ରଥମେ ଉଲ୍ଲେଖ କରିବା ଦ୍ୱାରା ଏହା ଅର୍ଥପୁର୍ଣ୍ଣ ହୁଏ, ତେବେ USTର କ୍ରମକୁ ଅନୁସରଣ କରନ୍ତୁ । ([[rc://en/ta/man/translate/grammar-connect-logic-result]] ଦେଖନ୍ତୁ)
RUT 4 15 rpc3 figs-idiom ט֣וֹבָה לָ֔⁠ךְ מִ⁠שִּׁבְעָ֖ה בָּנִֽים 1 better to you than seven sons **ସାତ** ସଂଖ୍ୟାଟି ସଂପୂର୍ଣ୍ଣତା କିମ୍ବା ସିଦ୍ଧତାକୁ ପ୍ରକାଶ କରେ। ବୋୟଜଙ୍କ ଦ୍ୱାରା ଏକ ପୌତ୍ରକୁ ବହନ କରି ରୂତ କିପରି ନୟମୀଙ୍କୁ ଯୋଗାଇ ଦେଲେ, ଏଥିପାଇଁ ରୂତଙ୍କୁ ପ୍ରଶଂସା କରିବାର ଏହା ଏକ ଉପାୟ ଅଟେ ଯେହେତୁ ନୟମୀଙ୍କ ପୁତ୍ରମାନେ ତାଙ୍କୁ ଦେଇ ପାରିନଥିଲେ କାରଣ ସେମାନେ ମୃତ୍ୟୁବରଣ କରିଥିଲେ। ବିକଳ୍ପ ଅନୁବାଦ: "ଏକ ପୁତ୍ର ଅପେକ୍ଷା ତୁମ୍ଭ ପାଇଁ ଉତ୍ତମ ଅଟେ" କିମ୍ବା "ଅନେକ ପୁତ୍ର ଅପେକ୍ଷା ତୁମ୍ଭ ପାଇଁ ଅଧିକ ଉତ୍ତମ ଅଟେ” [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 4 16 k1w4 וַ⁠תִּקַּ֨ח נָעֳמִ֤י אֶת־הַ⁠יֶּ֨לֶד֙ 1 Naomi took the child **ନୟମୀ ଶିଶୁକୁ ଘେନି**  ନୟମୀ ଶିଶୁପୁତ୍ରକୁ ଧରିଲେ ବୋଲି ଏହା ସୂଚାଏ । ନୟମୀ ରୂତଙ୍କଠାରୁ ଶତ୍ରୁଭାବାପନ୍ନରେ ଶିଶୁପୁତ୍ରକୁ ଛଡ଼ାଇନେଲେ ବୋଲି ଯେପରି ଏହା ପ୍ରକାଶ ନ କରେ ତାହା ନିଶ୍ଚିତ କରନ୍ତୁ
RUT 4 16 ab49 וַ⁠תְּהִי־ל֖⁠וֹ לְ⁠אֹמֶֽנֶת׃ 1 and became his nurse **ଓ ତାହାର ଯତ୍ନ ନେଲେ**
RUT 4 17 ab50 וַ⁠תִּקְרֶאנָה֩ ל֨⁠וֹ הַ⁠שְּׁכֵנ֥וֹת שֵׁם֙…וַ⁠תִּקְרֶ֤אנָֽה שְׁמ⁠וֹ֙ עוֹבֵ֔ד 1 So the neighbor women called out a name for him … And they called his name Obed. ପ୍ରଥମ ବାକ୍ୟାଂଶ ନାମକରଣ ଘଟଣାକୁ ଉପସ୍ଥାପନ କରେ ଏବଂ ଦ୍ୱିତୀୟଟି ଘଟଣାର ବିବରଣୀ ଦେବାକୁ ପୁନରାବୃତ୍ତି କରେ। ଯଦି ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଦୁଇଟି ବାକ୍ୟାଂଶକୁ ଏକଠି କରାଯାଇପାରେ । **ତେଣୁ ପ୍ରତିବାସିନୀ ସ୍ତ୍ରୀଗଣ ତାହାର ନାମ ଓବେଦ୍‍ ଦେଲେ** କିମ୍ବା **ଆଖପାଖର ପ୍ରତିବାସିନୀ ସ୍ତ୍ରୀଗଣ କହିଲେ… ଓ ସେମାନେ ତାକୁ  ଓବେଦ୍‍ ନାମ ଦେଲେ ।**
RUT 4 17 fkf2 יֻלַּד־בֵּ֖ן לְ⁠נָעֳמִ֑י 1 A son has been born to Naomi **ସତେ ଯେପରି ନୟମୀର ପୁଣିଥରେ** **ଏକ ପୁତ୍ର ଜନ୍ମିଅଛି** । ଶିଶୁପୁତ୍ରକୁ ନୟମୀଙ୍କର ପୌତ୍ର ବୋଲି କୁହାଗଲା, ତାଙ୍କ ଶାରୀରିକ ପୁତ୍ର ନୁହେଁ, କିନ୍ତୁ ସେ ଉଭୟ ନୟମୀ ଏବଂ ରୂତଙ୍କ ପରିବାର ବର୍ଗକୁ ବହନ କରିବ।
RUT 4 17 ab51 ה֥וּא אֲבִי־יִשַׁ֖י 1 He was the father of Jesse **ପରେ, ସେ ଯିଶୀର ପିତାମହ ହେଲେ**  ଓବେଦ୍, ଯିଶୀ ଓ ଦାଉଦଙ୍କ ଜନ୍ମ ମଧ୍ୟରେ ବହୁ ସମୟର ଅନ୍ତର ଅଛି ବୋଲି ସ୍ପଷ୍ଟ କରିବା ଆବଶ୍ୟକ ଅଟେ
RUT 4 17 f9ha figs-explicit אֲבִ֥י דָוִֽד 1 the father of David **ରାଜା ଦାଉଦଙ୍କ ପିତା** ଯଦିଓ **ରାଜା** ଉଲ୍ଲେଖ କରାଯାଇ ନାହିଁ, ଏହା ରାଜା ଦାଉଦ ବୋଲି ମୂଳ ଗ୍ରହଣକାରୀମାନଙ୍କ ପାଇଁ ସ୍ପଷ୍ଟ ଥିଲେ |  [[rc://en/ta/man/translate/figs-explicit]]) ଦେଖନ୍ତୁ)
RUT 4 18 mzm1 תּוֹלְד֣וֹת פָּ֔רֶץ 1 the generations of Perez **​ପେରସଠାରୁ ଆରମ୍ଭ କରି ଆମ ପୂର୍ବପୁରୁଷ ପର୍ଯ୍ୟନ୍ତ କ୍ରମବଦ୍ଧ ବଂଶଧର** । କାରଣ ଏହା ପୂର୍ବରୁ ଉଲ୍ଲେଖ କରାଯାଇଥିଲା ଯେ ପେରସ ଯିହୁଦାର ପୁତ୍ର ଥିଲେ, ଲେଖକ ପେରସଠାରୁ ଆସିଥିବା ପରିବାରବର୍ଗର ତାଲିକା ଉଲ୍ଲେଖ କରିବା ଜାରିରଖନ୍ତି। ପଦ 17 ନୟମୀ ଓ ରୂତଙ୍କ ବିଷୟରେ କାହାଣୀର ଶେଷ ଥିଲା, ଏବଂ ପଦ 18 ଏକ ଅନ୍ତିମ ବିଭାଗକୁ ଆରମ୍ଭ କରେ ଯାହା ଇଫ୍ରାଥା ବଂଶର ପରିବାରବର୍ଗର ତାଲିକାଭୁକ୍ତ କରେ ଏବଂ  ଓବେଦ ରାଜା ଦାଉଦଙ୍କ ପିତାମହ ଭାବରେ କେତେ ମହତ୍ଵପୂର୍ଣ୍ଣ ଥିଲେ ତାହା ମଧ୍ୟ ଦର୍ଶାଏ ।  ଏକ ନୂତନ ବିଭାଗକୁ ସୂଚାଉଥିବା ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କରନ୍ତୁ । ଏହି ପଦଟି କାହାଣୀର ସମୟ ଅବଧି ଅପେକ୍ଷା ବହୁ ପୂର୍ବ ସମୟକୁ ସୂଚିତ କରେ ତାହା ଆପଣ ଏଠାରେ ସ୍ପଷ୍ଟ କରି ପାରିବେ ।
RUT 4 19 rl3k translate-names וְ⁠חֶצְרוֹן֙…עַמִּֽינָדָֽב׃ 1 Hezron … Amminadab ଆପଣଙ୍କ ଭାଷାରେ ଏହି ନାମଗୁଡ଼ିକର ସ୍ୱାଭାବିକ ଗଠନକୁ ବ୍ୟବହାର କରନ୍ତୁ **।** [[rc://en/ta/man/translate/translate-names]]) ଦେଖନ୍ତୁ)
RUT 4 22 abcd figs-explicit דָּוִֽד 1 David **ରାଜା ଦାଉଦ।** 4:17 ରେ **ଦାଉଦଙ୍କ** ବିଷୟରେ ଟିପ୍ପଣୀରେ ଦେଖନ୍ତୁ |  [[rc://en/ta/man/translate/figs-explicit]]) ଦେଖନ୍ତୁ)
Can't render this file because it contains an unexpected character in line 36 and column 919.