Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-04 13:53:27 +00:00
parent 83dfa9ae38
commit 57d7601e95
1 changed files with 1 additions and 1 deletions

View File

@ -3,7 +3,7 @@ LUK front intro uk55 0 ଲୂକ ସୁସମାଚାରର ପରିଚୟ<
LUK 1 intro f1b5 0 ଲୂକ ୧ ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

ଥୀୟଫିଲ ପାଇଁ ଉତ୍ସର୍ଗୀକୃତ (1:1-4)
ଗାବ୍ରିଏଲ ଦୂତ ଜିଖରୀୟଙ୍କୁ ଘୋଷଣା କରି କହନ୍ତି ଯେ ତାଙ୍କ ପତ୍ନୀ ଏଲିଶାବେଥ ବାପ୍ତିଜକ ଯୋହନ ନାମକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବେ (1:5-25)
ଗାବ୍ରିଏଲ ଦୂତ ମରିୟମଙ୍କୁ ଘୋଷଣା କରି କହନ୍ତି ଯେ ସେ ଯୀଶୁଙ୍କ ମାତା ହେବେ (1:26-38)
ମରୀୟମ ଏଲିଶାବେଥଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି (1:39-56)
ବାପ୍ତିଜକ ଯୋହନ ଜନ୍ମଗ୍ରହଣ କଲେ (1:57-80)

କେତେକ ଅନୁବାଦ କବିତାର ପ୍ରତ୍ୟେକ ଧାଡିକୁ ପାଠ କରିବାକୁ ସହଜ
କରିବା ପାଇଁ ଅବଶିଷ୍ଟ ପାଠ୍ୟ ଅପେକ୍ଷା ଏହାକୁ ଉଲ୍ଲେଖ କରନ୍ତି । 1: 46-55 ରେ ଯୀଶୁଙ୍କ ମାତା ହେବା ବିଷୟରେ ମରୀୟମଙ୍କ ଗୀତରେ କବିତା ଏବଂ 1: 68-79 ରେ ତାଙ୍କ ପୁତ୍ର ବାପ୍ତିଜକ ଯୋହନ ବିଷୟରେ ଜିଖରୀୟଙ୍କ ଗୀତରେ ULT ଏହିପରି କରେ ।

ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

“ତାହାକୁ ଯୋହନ କୁହାଯିବ”

ପ୍ରାଚୀନ ନିକଟ ପୂର୍ବର ଅଧିକାଂଶ ଲୋକ ଏକ ଶିଶୁକୁ ସେମାନଙ୍କ
ପରିବାରର ଏକ ବ୍ୟକ୍ତିର ନାମ ଦିଅନ୍ତି । ଯେବେ ଏଲିଶାବେଥ
ଏବଂ ଜିଖରୀୟ ନିଜ ପୁତ୍ରର ନାମ ଯୋହନ ରଖିଥିଲେ ଲୋକମାନେ ଆଶ୍ଚର୍ଯ୍ୟ ହେଲେ କାରଣ ସେହି
ପରିବାରରେ ସେହି ନାମରେ କେହି ବ୍ୟକ୍ତି ନଥିଲେ ।
LUK 1 1 br8r 0
LUK 1 1 qhd9 περὶ τῶν πεπληροφορημένων ἐν ἡμῖν πραγμάτων 1 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ
ଏହାକୁ ଏକ ସକ୍ରିୟ କ୍ରିୟାପଦରେ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ସେହି ଘଟଣାଗୁଡ଼ିକ ବିଷୟରେ ଯାହା ଆମ୍ଭମାନଙ୍କ ମଧ୍ୟରେ ଘଟିଛି।” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 1 hyp6 figs-inclusive ἐν ἡμῖν 1 ଆମ୍ଭମାନଙ୍କ ମଧ୍ୟରେ କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଥିୟଫିଲ କିଏ ଥିଲେ I ଯଦି ସେ ଜଣେ ଖ୍ରୀଷ୍ଟିଆନ ଥିଲେ, ତେବେ ଏଠାରେ “ଆମର” ଶବ୍ଦ ତାହାଙ୍କୁ ଅନ୍ତର୍ଭୁକ୍ତ କରିବ ଓ ଯଦି ନୁହେଁ, ତେବେ ବାଦ ଦେଇ ଦେବ I (ଦେଖ:[[rc://or/ta/man/translate/figs-inclusive]] ଓ [[rc://or/ta/man/translate/figs-exclusive]])
LUK 1 1 hyp6 figs-inclusive ἐν ἡμῖν 1 ଆମ୍ଭମାନଙ୍କ ମଧ୍ୟରେ ଥୀୟଫିଳ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ପୁସ୍ତକ ଲୂକ ଉତ୍ସର୍ଗ କରନ୍ତି
। ସେ କିଏ ଥିଲେ
ତାହା ପ୍ରକୃତରେ ଅଜ୍ଞାତ ଅଟେ । ଯେହେତୁ ଲୂକ 1:4 ରେ କହନ୍ତି ଯେ ସେ ଥୀୟଫିଳଙ୍କୁ ଯାହା ଶିକ୍ଷା ଦେଇଛନ୍ତି ତାହା ବିଶ୍ଵାସଯୋଗ୍ୟ
ବୋଲି ସେ ଜାଣୁ ବୋଲି ସେ ଇଚ୍ଛା କରନ୍ତି, ସେ ଯୀଶୁଙ୍କ ଅନୁଗାମୀ ଥିଲେ ବୋଲି ମନେ ହୁଏ । ତେଣୁ
ଏଠାରେ ଆମ୍ଭେମାନେ ଶବ୍ଦ ତାହାକୁ ଅନ୍ତର୍ଭୁକ୍ତ କରେ । (ଦେଖନ୍ତୁ: [[rc://en/ta/man/translate/figs-exclusive]])
LUK 1 2 hud2 figs-explicit αὐτόπται καὶ ὑπηρέται γενόμενοι τοῦ λόγου 1 who were eyewitnesses and servants of the word ଜଣେ “ଚାକ୍ଷୁଷସାକ୍ଷୀ” ଏକ ବ୍ୟକ୍ତି ଯିଏ କିଛି ଘଟିଥିବା ଦେଖିଛି, ଓ ବାକ୍ୟର ଜଣେ ସେବକ ଏଭଳି ଏକ ବ୍ୟକ୍ତି ଯିଏ ଈଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ଦ୍ବାରା ତାଙ୍କର ସେବା କରିଥାଏ I ତୁମକୁ ଏହା ସ୍ପଷ୍ଟ କରିବା ଆବଶ୍ୟକ ହୋଇପାରେ ଯେ କିପରି ସେମାନେ ବାକ୍ୟର ସେବକଗଣ ଥିଲେ I ବିକଳ୍ପ ଅନୁବାଦ: ଯାହା ଘଟିଥିଲା ତାହା ଦେଖିଥିଲେ ଓ ଲୋକମାନଙ୍କୁ ଈଶ୍ୱରଙ୍କ ସମ୍ବାଦ କହିବା ଦ୍ବାରା ତାଙ୍କର ସେବା କଲେ” (ଦେଖ: [[rc://or/ta/man/translate/figs-explicit]])
LUK 1 2 z9dq figs-synecdoche ὑπηρέται ... τοῦ λόγου 1 servants of the word “ବାକ୍ୟ” ଶବ୍ଦ ଗୋଟିଏ ସମ୍ବାଦ ନିମନ୍ତେ ଅନେକ ବାକ୍ୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ବାକ୍ ଶୈଳୀ I ବିକଳ୍ପ ଅନୁବାଦ : “ସମ୍ବାଦର ସେବକଗଣ” ବା “ଈଶ୍ୱରଙ୍କ ସମ୍ବାଦର ସେବକଗଣ” (ଦେଖ: [[rc://or/ta/man/translate/figs-synecdoche]] )
LUK 1 3 fud1 παρηκολουθηκότι 1 having investigated "ଯତ୍ନର ସହ ଗବେଷଣା କରାଯାଇଛି I ସଠିକ୍ ଭାବରେ କ’ଣ ସବୁ ଘଟିଥିଲା, ସେ ସମ୍ପର୍କରେ ଅନୁସନ୍ଧାନ କରିବାରେ ଲୂକ ଯତ୍ନଶୀଳ ଥିଲେ I ସେ ହୁଏତ ବିଭିନ୍ନ ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଯେଉଁମାନେ ଯାହା ସବୁ ଘଟିଥିଲା ସେସବୁ ଦେଖିଥିଲେ ଯେପରି ସେ ନିଶ୍ଚିତ ହେବେ ଯେ ସେ ଏହି ଘଟଣାଗୁଡିକ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ସଠିକ୍ ଅଟେ I

Can't render this file because it is too large.