Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 18:03:02 +00:00
parent 675f9bc112
commit 57d4b3ffce
1 changed files with 2 additions and 0 deletions

View File

@ -400,3 +400,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 14 j097 figs-metonymy ὁ λόγος τοῦ Θεοῦ 1 the word of God ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ସୂଚାଇବା ପାଇଁ ଯୋହନ **ବାକ୍ୟ** ବ୍ୟବହାର କରି ଆଳଙ୍କାରିକ ଭାବରେ ବାକ୍ୟ ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 14 j098 figs-metaphor νενικήκατε τὸν πονηρόν 1 you have overcome the evil one ଯୋହନ ଏହି ଦୃଢ଼ବିଶ୍ଵାସୀଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେ ଶୟତାନ ଯାହା କରିବାକୁ ଚାହେଁ ସେମାନେ ତାହା ଅଗ୍ରାହ୍ୟ କରନ୍ତି ଯେପରି ସେମାନେ ତାକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ ଅନୁବାଦ: “ଶୟତାନ ଯାହା କରିବାକଚାହେଁ ତୁମ୍ଭେମାନେ ତାହା ଅଗ୍ରାହ୍ୟ କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 j099 figs-nominaladj τὸν πονηρόν 1 the evil one ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ପ୍ରକାଶ କରିବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ଶବ୍ଦକୁ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତିରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 2 14 j100 figs-metonymy τὸν πονηρόν 1 the evil one ଯୋହନ ଶୟତାନର ଆଚରଣକୁ ଦୃଷ୍ଟିରେ ରଖି ତାହାକୁ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି  । ବିକଳ୍ପ ଅନୁବାଦ: “ଶୟତାନ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 15 j101 figs-ellipsis μὴ ἀγαπᾶτε τὸν κόσμον, μηδὲ τὰ ἐν τῷ κόσμῳ 1 Do not love the world, nor the things that are in the world ଏହି ବାକ୍ୟର ଦ୍ୱିତୀୟ ବାକ୍ୟାଂଶରେ, ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକ ପ୍ରଥମ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଜଗତକୁ ପ୍ରେମ କର ନାହିଁ, ଏବଂ ଜଗତରେ ରେ ଥିବା କୌଣସି ବିଷୟକୁ ପ୍ରେମ କର ନାହିଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.