Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-20 08:24:25 +00:00
parent 3cebcbe503
commit 57006cee26
1 changed files with 4 additions and 4 deletions

View File

@ -2449,10 +2449,10 @@ LUK 20 14 ib2b ἰδόντες ... αὐτὸν, οἱ γεωργοὶ 1 when t
LUK 20 14 rvi4 ἀποκτείνωμεν αὐτόν 1 Let us kill him ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଅନୁବାଦ କରିପାରିବେ ଯାହା ଦ୍ଵାରା ଏକ ଉଦ୍ଧୃତି ମଧ୍ୟରେ ଏକ ଉଦ୍ଧୃତିର ଆବଶ୍ୟକ ହେବ ନାହିଁ । ବିକଳ୍ପ  ଅନୁବାଦ: “ପୁତ୍ର ମାଲିକର ଉତ୍ତରାଧିକାରୀ କହି ସେମାନେ ଦ୍ରାକ୍ଷାକ୍ଷେତ୍ର ପାଇବା ପାଇଁ ତାକୁ ହତ୍ୟା କରିବା ଉଚିତ୍ ବୋଲି ନିର୍ଣ୍ଣୟ କଲେ” (ଦେଖନ୍ତୁ:
[[rc://en/ta/man/translate/figs-quotesinquotes]])
LUK 20 15 u7us 0 Connecting Statement: ପୂର୍ବ ବାକ୍ୟର ବର୍ଣ୍ଣନା କରାଯାଇଥିବା ବାକ୍ୟର ଫଳାଫଳଗୁଡ଼ିକର ପରିଚୟ ପ୍ରଦାନ କରିବା ପାଇଁ ଯୀଶୁ ଏହି ଶବ୍ଦ ବ୍ୟବହାର କରନ୍ତି
। କୃଷକମାନେ ସେମାନେ ସ୍ଥିର କରିଥିବା ଯୋଜନା ଅନୁସାରେ କଲେ। ବିକଳ୍ପ ଅନୁବାଦ: “ତେଣୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]])
LUK 20 15 m6en ἐκβαλόντες αὐτὸν ἔξω τοῦ ἀμπελῶνος 1 they threw him out of the vineyard [:୧୨](../20/12.md) ପରି, ଯୀଶୁ ବୋଧହୁଏ ସାଙ୍କେତିକ ଭାବରେ କୃଷକମାନେ ପୁତ୍ରକୁ ଦ୍ରାକ୍ଷାକ୍ଷେତ୍ରରୁ **ଫିଙ୍ଗି** ଦେଇଛନ୍ତି ବୋଲି କହନ୍ତି, ଯେପରି ସେମାନେ ତାହାକୁ ବାୟୁରେ ଫିଙ୍ଗି ଦେଲେ। ବିକଳ୍ପ ଅନୁବାଦ: “ଦ୍ରାକ୍ଷାକ୍ଷେତ୍ରର ଦାସମାନେ ପୁତ୍ରକୁ ଦ୍ରାକ୍ଷାକ୍ଷେତ୍ରରୁ ବାଧ୍ୟ କରି ତଡି ଦେଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 20 15 dlu4 figs-rquestion τί οὖν ποιήσει αὐτοῖς ὁ κύριος τοῦ ἀμπελῶνος? 1 What then will the lord of the vineyard do to them? ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବେ ତାହା ଯୀଶୁ ଲୋକମାନଙ୍କଠାରୁ ଜାନିବାକୁ ଚାହୁଁ ନାହାଁନ୍ତି ।  ବରଂ, ମାଲିକ ଯାହା କରିବେ ସେଥିରେ ତାଙ୍କ ଶ୍ରୋତାମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ ବାକ୍ୟ ଭାବରେ ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ: “ତେଣୁ ବର୍ତ୍ତମାନ, ଦ୍ରାକ୍ଷାକ୍ଷେତ୍ରର ମାଲିକ ସେମାନଙ୍କ ସହ କ’ଣ କରିବେ ଶୁଣ ।” (ଦେଖନ୍ତୁ:
[[rc://en/ta/man/translate/figs-rquestion]])
LUK 20 16 k18g μὴ γένοιτο! 1 May it never be! ଏହା କେବେ ହେଁ ନ ଘଟୁ
LUK 20 17 ne1d 0 Connecting Statement: ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ଜାରି ରଖିଛନ୍ତି
LUK 20 17 qtb7 ὁ δὲ ἐμβλέψας αὐτοῖς 1 But Jesus looked at them "କିନ୍ତୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁଲେ ବା “କିନ୍ତୁ ସେ ସେମାନଙ୍କ ପ୍ରତି ସିଧାସଳଖ ଅନାଇଲେ I” ସେ ଯାହା କହୁଛନ୍ତି ତାହା ବୁଝିବା ନିମନ୍ତେ ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ସେ ଏହା କଲେ I
LUK 20 15 dlu4 figs-rquestion τί οὖν ποιήσει αὐτοῖς ὁ κύριος τοῦ ἀμπελῶνος? 1 What then will the lord of the vineyard do to them? ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବେ ତାହା ଯୀଶୁ ଲୋକମାନଙ୍କଠାରୁ ଜାନିବାକୁ ଚାହୁଁ ନାହାଁନ୍ତି ।  ବରଂ, ମାଲିକ ଯାହା କରିବେ ସେଥିରେ ତାଙ୍କ ଶ୍ରୋତାମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ ବାକ୍ୟ ଭାବରେ ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ: “ତେଣୁ ବର୍ତ୍ତମାନ, ଦ୍ରାକ୍ଷାକ୍ଷେତ୍ରର ମାଲିକ ସେମାନଙ୍କ ସହ କ’ଣ କରିବେ ଶୁଣ ।” (ଦେଖନ୍ତୁ:[[rc://en/ta/man/translate/figs-rquestion]])
LUK 20 16 k18g μὴ γένοιτο! 1 May it never be! ଏହା ଏକ ବିସ୍ମୟ ସୂଚକ ଅବ୍ୟୟ ଅଟେ । ବିକଳ୍ପ  ଅନୁବାଦ: “ସେପରି କିଛି କେବେ ନ ଘଟୁ” (ଦେଖନ୍ତୁ:
[[rc://en/ta/man/translate/figs-exclamations]])
LUK 20 17 ne1d 0 Connecting Statement:
LUK 20 17 qtb7 ὁ δὲ ἐμβλέψας αὐτοῖς 1 But Jesus looked at them ଯୀଶୁ ଯାହା କହୁଛନ୍ତି ତାହା ବୁଝିବାରେ ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ଯୀଶୁ ଲୋକମାନଙ୍କୁ **ଚାହିଁଥିଲେ**। ବିକଳ୍ପ  ଅନୁବାଦ: “କିନ୍ତୁ ଯୀଶୁ ସେମାନଙ୍କୁ ସିଧା ଚାହିଁ କହିଲେ” (ଦେଖନ୍ତୁ: [[rc://en/ta/man/translate/translate-symaction]])
LUK 20 17 rf5f figs-rquestion τί οὖν ἐστιν τὸ γεγραμμένον τοῦτο, λίθον‘ ... κεφαλὴν γωνίας’ ? 1 What then is this that is written: 'The stone ... the cornerstone'? ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଯାହା ଲେଖାଅଛି ତାହା ବୁଝି ପାରିବା ନିମନ୍ତେ ତୁମ୍ଭେମାନେ ସକ୍ଷମ ହେବା ଉଚିତ ... ‘କୋଣର ପ୍ରଧାନ ପ୍ରସ୍ତର I” (ଦେଖ: [[rc://or/ta/man/translate/figs-rquestion]])
LUK 20 17 l6l3 γεγραμμένον τοῦτο 1 this that is written ଏହି ଶାସ୍ତ୍ର"
LUK 20 17 a5kc figs-metaphor λίθον‘ ὃν ἀπεδοκίμασαν οἱ οἰκοδομοῦντες, οὗτος ἐγενήθη εἰς κεφαλὴν γωνίας 1 The stone that the builders rejected has become the cornerstone ଗୀତସଂହିତା ପୁସ୍ତକର ଏକ ଭାବବାଣୀରେ ଥିବା ତିନୋଟି ରୂପକ ମଧ୍ୟରୁ ଏହା ପ୍ରଥମ ରୂପକ ଅଟେ I ଏହା ମଶୀହଙ୍କୁ ସୂଚାଏ ସତେ ଯେପରି ସେ ଏକ ପ୍ରସ୍ତର ଅଟନ୍ତି ଯାହାଙ୍କୁ ଗୃହନିର୍ମାଣକାରୀମାନେ ବ୍ୟବହାର କରିବାକୁ ମନୋନୀତ କଲେ ନାହିଁ, କିନ୍ତୁ ଈଶ୍ୱର ଅତି ମହତ୍ତ୍ଵପୂର୍ଣ୍ଣ ପ୍ରସ୍ତର କଲେ I (ଦେଖ: [[rc://or/ta/man/translate/figs-metaphor]])

Can't render this file because it is too large.