From 56c0919ac0690aa020f85fa495ebebaf342755c6 Mon Sep 17 00:00:00 2001 From: Gayatri-Digal Date: Wed, 16 Mar 2022 16:14:45 +0000 Subject: [PATCH] Edit 'en_tn_66-JUD.tsv' using 'tc-create-app' --- en_tn_66-JUD.tsv | 1 + 1 file changed, 1 insertion(+) diff --git a/en_tn_66-JUD.tsv b/en_tn_66-JUD.tsv index 2b55f83..eebc4de 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -153,3 +153,4 @@ JUD 1 19 l568 figs-abstractnouns οἱ ἀποδιορίζοντες 1 ଯଦ JUD 1 19 jwyt figs-explicit Πνεῦμα μὴ ἔχοντες 1 ଏଠାରେ
, **
ଆତ୍ମା ​** ପବିତ୍ର ଆତ୍ମାଙ୍କୁ ବୁଝାଏ


ଏହା ମନୁଷ୍ୟର ଆତ୍ମାକୁ କିମ୍ବା ମନ୍ଦ ଆତ୍ମାକୁ ବୁଝାଏ ନାହିଁ



ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ


ବିକଳ୍ପ ଅନୁବାଦ
, UST
ପରି: “ପବିତ୍ର ଆତ୍ମାବିହୀନ ଅଟନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-explicit]]) JUD 1 20 c2o9 ἐποικοδομοῦντες ἑαυτοὺς 1 building yourselves up ଏହି ବାକ୍ୟାଂଶଟି ଗୋଟିଏ ଉପାୟକୁ
ବୁଝାଏ ଯାହା ଦ୍ଵାରା ଯିହୂଦାର ପାଠକମାନେ ନିଜକୁ ଈଶ୍ଵରଙ୍କ ପ୍ରେମରେ ରଖିବା ପାଇଁ ଆଦେଶ ପାଳନ କରିପାରନ୍ତି
,
ଯାହା ସେ ପରବର୍ତ୍ତୀ ପଦରେ ଉଲ୍ଲେଖ କରନ୍ତି


ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ


ବିକଳ୍ପ ଅନୁବାଦ: “ନିଜକୁ ଗୃହ ଭାବରେ ଗଠନ କରିବା


ଦ୍ୱାରା” JUD 1 20 uyfx figs-abstractnouns τῇ ἁγιωτάτῃ ὑμῶν πίστει 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟା ସହ
ଗୁଣବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ସବୁଠାରୁ ପବିତ୍ର ବୋଲି
ବିଶ୍ୱାସ କରୁଛ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +JUD 1 20 m3rg ἐν Πνεύματι Ἁγίῳ προσευχόμενοι 1 ଏହି ବାକ୍ୟାଂଶ ଦ୍ଵିତୀୟ ବିଷୟକୁ
ବୁଝାାଏ ଯାହା ଦ୍ଵାରା ଯିହୂଦାର ପାଠକମାନେ ଈଶ୍ଵରଙ୍କ ପ୍ରେମରେ ନିଜକୁ ରଖିବା ପାଇଁ ଆଦେଶ ପାଳନ
କରିପାରନ୍ତି
,
ଯାହା ସେ ପରବର୍ତ୍ତୀ ପଦରେ ଉଲ୍ଲେଖ କରନ୍ତି


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ


ବିକଳ୍ପ ଅନୁବାଦ: “ପବିତ୍ରଆତ୍ମାରେ ପ୍ରାର୍ଥନା କରିବା ଦ୍ୱାରା”