Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 06:55:06 +00:00
parent 28e4ab155f
commit 56552f41f2
1 changed files with 1 additions and 0 deletions

View File

@ -505,3 +505,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 16 j198 figs-metaphor τῶν ἀδελφῶν 1 the brothers ଆପଣ ଏହି ଶବ୍ଦକୁ [2:9](https://create.translationcore.com/02/09.md) ରେ  କିପରି ଅନୁବାଦ କରିଛନ୍ତି ଦେଖନ୍ତୁ  । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 17 j199 figs-hypo ὃς…ἂν ἔχῃ τὸν βίον τοῦ κόσμου 1 whoever has the possessions of the world ଯୋହନ ଏହି ଅଭିବ୍ୟକ୍ତିକୁ ଏକ ଉପକଳ୍ପିତ  ପରିସ୍ଥିତିର ପରିଚୟ ଦେବା ପାଇଁ ବ୍ୟବହାର କରନ୍ତି, ଯେଉଁ ବିଷୟରେ ସେଏହି ପର୍ବରେ ବିଷୟରେ ଆଲୋଚନା କରନ୍ତି । ଏହାକୁ ଦେଖାଇବା ପାଇଁ UST ଏହି ଶବ୍ଦକୁ ଅନୁବାଦ କରିବା ପାଇଁ  ଏକ ଉପାୟ ଅବିଷ୍କାର କରେ । ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 3 17 j200 figs-metaphor τὸν ἀδελφὸν αὐτοῦ 1 his brother ଆପଣ ଏହି ଶବ୍ଦକୁ [2:9](https://create.translationcore.com/02/09.md) ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 17 j201 figs-metaphor πῶς ἡ ἀγάπη τοῦ Θεοῦ μένει ἐν αὐτῷ 1 how does the love of God remain in him? ରହିବା ଶବ୍ଦର ଆଲୋଚନା 1 ଯୋହନ ପରିଚୟର ଭାଗ 3 ରେ ଦେଖନ୍ତୁ । [2:14](https://create.translationcore.com/02/14.md) ପରି, ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କଠାରୁ ଆସିଥିବା ପ୍ରେମରେ ଅନ୍ୟମାନଙ୍କୁ ପ୍ରେମ କରେ  ନାହିଁ!” ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.