Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:12:12 +00:00
parent 0439c19928
commit 55d1d20b1d
1 changed files with 1 additions and 1 deletions

View File

@ -331,7 +331,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 8 j035 figs-abstractnouns ἡ ἀλήθεια οὐκ ἔστιν ἐν ἡμῖν 1 the truth is not in us ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସତ୍ୟ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ଯାହା କହନ୍ତି ତାହା ସତ୍ୟ ଅଟେ ବୋଲି ଆମ୍ଭେମାନେ  ବିଶ୍ଵାସ କରୁନାହୁଁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 9 j036 figs-hypo ἐὰν ὁμολογῶμεν τὰς ἁμαρτίας ἡμῶν, πιστός ἐστιν καὶ δίκαιος 1 If we confess our sins, he is faithful and righteous ଯୋହନ  ଆଉ ଏକ ଉପକଳ୍ପିତ  ପରିସ୍ଥିତି ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ପବିତ୍ରତାରେ ଜୀବନଯାପନ କରିବାର ମୂଲ୍ୟ ଏବଂ ଉପକାରଗୁଡ଼ିକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ଆମ୍ଭମାନଙ୍କର ପାପ ସ୍ୱୀକାର କରୁ । ତେବେ ସେ ବିଶ୍ୱସ୍ତ ଓ ଧାର୍ମିକ ଅଟନ୍ତି ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 1 9 gb5l writing-pronouns πιστός ἐστιν…ἵνα ἀφῇ 1 he is faithful … that he should forgive ଏହି ପଦରେ **ସେ** ସର୍ବନାମ ଉଭୟ କ୍ଷେତ୍ରରେ ଈଶ୍ଵରଙ୍କୁ  ସୂଚାଏ। ବିକଳ୍ପ ଅନୁବାଦ: “ଈଶ୍ଵର  ବିଶ୍ୱସ୍ତ ଅଟନ୍ତି… ଏବଂ ଈଶ୍ଵର  କ୍ଷମା କରିବେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 9 agve figs-explicit ἐὰν ὁμολογῶμεν τὰς ἁμαρτίας ἡμῶν 1 Part of confessing sin to God is rejecting them. If it would be helpful to your readers, you could say that explicitly. Alternate translation: “If we confess our sins to God and turn away from them” (See: [[rc://en/ta/man/translate/figs-explicit]])
1JN 1 9 agve figs-explicit ἐὰν ὁμολογῶμεν τὰς ἁμαρτίας ἡμῶν 1  ଈଶ୍ଵରଙ୍କ ନିକଟରେ ପାପ ସ୍ୱୀକାର କରିବାର ଅର୍ଥ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବା ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରରିବେ । ବିକଳ୍ପ ଅନୁବାଦ: "ଯଦି ଆମ୍ଭେମାନେ ଈଶ୍ଵରଙ୍କ ନିକଟରେ ଆମ୍ଭମାନଙ୍କର ପାପ ସ୍ୱୀକାର କରିବା ଏବଂ ସେଗୁଡ଼ିକଠାରୁ ଦୂରେଇ ଯିବା" ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 1 9 j038 figs-metaphor καθαρίσῃ ἡμᾶς ἀπὸ πάσης ἀδικίας 1 cleanse us from all unrighteousness 1: 7 ପରି, ଯୋହନ ଆଳଙ୍କାରିକ ଭାବରେ **ପାପ** ବିଷୟରେ କହନ୍ତି  ଯେପରି ଏହା ଜଣେ ବ୍ୟକ୍ତିକୁ ଅପରିଷ୍କାର କରିଛି ଏବଂ ଈଶ୍ଵରଙ୍କ କ୍ଷମା ଜଣେ ବ୍ୟକ୍ତିକୁ ପରିଷ୍କାର କରିଛି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅପରାଧ କରିଅଛୁ ବୋଲି ସେ  ଆମ୍ଭମାନଙ୍କ ବିରୁଦ୍ଧରେ ବିଚାର ନ କରିବା ଉଚିତ୍ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 9 j039 figs-abstractnouns πάσης ἀδικίας 1 all unrighteousness ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ  ଏକ ସମାନ ବାକ୍ୟାଂଶ ସହିତ ଭାବ ବାଚକ ବିଶେଷ୍ୟ ଅନ୍ୟାୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ସବୁ ଅପରାଧ ଆମ୍ଭେମାନେ କରିଅଛୁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 10 j040 figs-hypo ἐὰν εἴπωμεν ὅτι οὐχ ἡμαρτήκαμεν, ψεύστην ποιοῦμεν αὐτὸν 1 If we say that we have not sinned, we make him a liar ଯୋହନ  ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ   ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ପବିତ୍ରତାରେ ନ ରହିବାର ଗମ୍ଭୀର ପ୍ରଭାବକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ପାପ କରିନାହୁଁ ବୋଲି କହୁ । ତେବେ ଆମ୍ଭେମାନେ  ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହୁ” ( [[rc://en/ta/man/translate/figs-hypo]]ଦେଖନ୍ତୁ)

Can't render this file because it is too large.