Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-27 18:39:16 +00:00
parent 39533b4ebf
commit 55855e76a8
1 changed files with 1 additions and 1 deletions

View File

@ -2864,7 +2864,7 @@ LUK 23 5 cr78 ὅλης τῆς Ἰουδαίας, καὶ ἀρξάμενος
LUK 23 6 vvp6 ἀκούσας 1 when heard this ଏଠାରେ ଯେପରି ଅବଶିଷ୍ଟ ପଦଗୁଡ଼ିକ ଦର୍ଶାଏ, ଏହା ପୀଲାତଙ୍କ ଶୁଣାଣିକୁ ସମ୍ପୂର୍ଣ୍ଣ ଭାବରେ ବୁଝାଏ  ଯେ ଯୀଶୁ ଗାଲିଲୀରେ ଶିକ୍ଷାଦାନ ଆରମ୍ଭ କରିଥିଲେ ।  ବିକଳ୍ପ ଅନୁବାଦ: “ଯେବେ ପୀଲାତ ଶୁଣିଲେ ଯେ ଯୀଶୁ ଗାଲିଲୀରେ ଶିକ୍ଷା ଦେବା ଆରମ୍ଭ କରିଛନ୍ତି” (ଦେଖନ୍ତୁ: @)
LUK 23 6 px94 ἐπηρώτησεν εἰ ὁ ἄνθρωπος Γαλιλαῖός ἐστιν 1 he asked whether the man was a Galilean ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, UST ପରି ଆପଣ ଏହାକୁ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ<br> ଉପସ୍ଥାପନ କରିପାରିବ। (ଦେଖନ୍ତୁ: [[rc://en/ta/man/translate/figs-quotations]]))
LUK 23 6 dr1s ὁ ἄνθρωπος 1 the man ଏଠାରେ **ଲୋକ** ଶବ୍ଦ ଯୀଶୁଙ୍କୁ ବୁଝାଏ ।  ବିକଳ୍ପ ଅନୁବାଦ: “ଯୀଶୁ” (ଦେଖନ୍ତୁ:[[rc://en/ta/man/translate/figs-explicit]]))
LUK 23 7 cbn1 ἐπιγνοὺς 1 When he discovered ପିଲାତ ଜାଣିଲେ
LUK 23 7 cbn1 ἐπιγνοὺς 1 When he discovered ଏଠାରେ ଏହାର ଅର୍ଥ ଯିହୁଦୀ ନେତାମାନେ ପୀଲାତଙ୍କ ପ୍ରଶ୍ନର ଉତ୍ତର ଦେଇ ଯୀଶୁ ଗାଲିଲୀରୁ ଆସିଛନ୍ତି ବୋଲି ନିଶ୍ଚିତ କଲେ। ବିକଳ୍ପ ଅନୁବାଦ: “ଯେବେ ଯିହୁଦୀ ନେତାମାନେ ପୀଲାତଙ୍କୁ ଏହା  ନିଶ୍ଚିତ କଲେ ଯେ” (ଦେଖନ୍ତୁ: <br>[[rc://en/ta/man/translate/figs-explicit]])
LUK 23 7 mn6i figs-explicit ἐκ τῆς ἐξουσίας Ἡρῴδου ἐστὶν 1 he was under Herod's authority ଏହି ଅନୁଛେଦ ଏହି ବାସ୍ତବତାକୁ ବ୍ୟକ୍ତ କରେ ନାହିଁ ଯେ ହେରୋଦ ଗାଲିଲୀର ଶାସକ ଥିଲେ I ବିକଳ୍ପ ଅନୁବାଦ: “ଯୀଶୁ ହେରୋଦଙ୍କ ଅଧିକାର ବା କ୍ଷମତା ଅଧିନରେ ଥିଲେ କାରଣ ହେରୋଦ ଗାଲିଲୀ ଉପରେ ଶାସନ କରୁଥିଲେ” (ଦେଖ: [[rc://or/ta/man/translate/figs-explicit]])
LUK 23 7 ay2i ἀνέπεμψεν 1 he sent ପିଲାତ ପଠାଇଲେ
LUK 23 7 i163 ὄντα ... αὐτὸν 1 who was himself ଏହା ହେରୋଦଙ୍କୁ ସୂଚାଏ I

Can't render this file because it is too large.