From 549f57d8f788d98e811b4a907140060f067bbc80 Mon Sep 17 00:00:00 2001 From: Gayatri-Digal Date: Tue, 2 Nov 2021 10:55:37 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 4 ++-- 1 file changed, 2 insertions(+), 2 deletions(-) diff --git a/en_tn_63-1JN.tsv b/en_tn_63-1JN.tsv index 1ba4bbd..cef69bf 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -22,7 +22,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 1 5 cd6f figs-metonymy ὁ Θεὸς φῶς ἐστιν 1 God is light ଯାହା ପବିତ୍ର, ଉପଯୁକ୍ତ ଏବଂ ଉତ୍ତମ ଅଟେ ସେହି ବିଷୟକୁ ବୁଝାଇବାକୁ ଯୋହନ ପ୍ରାୟତଃ ଏହି ପତ୍ରରେ **ଜ୍ୟୋତିଃ** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ, ଈଶ୍ଵରଙ୍କ ସମ୍ବନ୍ଧରେ, ଏହା ପବିତ୍ରତାକୁ ସୂଚିତ କରେ । ବିକଳ୍ପ ଅନୁବାଦ: "ଈଶ୍ଵର ପବିତ୍ର ଅଟନ୍ତି" (: [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 1 5 e9m2 figs-metaphor σκοτία ἐν αὐτῷ, οὐκ ἔστιν οὐδεμία 1 in him there is no darkness at all ଯୋହନ ପ୍ରାୟତଃ ଏହି ପତ୍ରରେ **ଅନ୍ଧକାର** ଶବ୍ଦକୁ ସାଙ୍କେତିକ ଭାବରେ ମନ୍ଦ ଅର୍ଥକୁ ବୁଝାଇବାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵର ଆଦୌ ମନ୍ଦ ନୁହଁନ୍ତି।” (: [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 1 6 f958 figs-metaphor ἐν τῷ σκότει περιπατῶμεν 1 walk in darkness ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ଏବଂ **ଆଚରଣ** କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯାହା ଖରାପ ତାହା କରିବା" (: [[rc://en/ta/man/translate/figs-metaphor]]ଦେଖନ୍ତୁ) -1JN 1 7 lpr3 figs-metaphor ἐν τῷ φωτὶ περιπατῶμεν, ὡς αὐτός ἐστιν ἐν τῷ φωτί 1 walk in the light as he is in the light ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ଏବଂ **ଆଚରଣ** କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯାହା ଠିକ୍ ତାହା ଆମ୍ଭେମାନେ କରୁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 1 7 lpr3 figs-metaphor ἐν τῷ φωτὶ περιπατῶμεν, ὡς αὐτός ἐστιν ἐν τῷ φωτί 1 walk in the light as he is in the light ଜଣେ ବ୍ୟକ୍ତି କିପରି **ଜୀବନଯାପନ** କରେ ଏବଂ **ଆଚରଣ** କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯାହା ଠିକ୍ ତାହା ଆମ୍ଭେମାନେ କରୁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 1 7 d7d8 figs-metonymy τὸ αἷμα Ἰησοῦ 1 the blood of Jesus ଏହାର ଅର୍ଥ ହୋଇପାରେ: (1) ଯୋହନ ହୁଏତ, ଯୀଶୁ ପାପ ପାଇଁ ବଳି ରୂପେ ଉତ୍ସର୍ଗ କରିଥିବା **ରକ୍ତ**କୁ ଆକ୍ଷରିକ ଭାବରେ ଦର୍ଶାଉଛନ୍ତି । (2) ଯୋହନ ହୁଏତ **ରକ୍ତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ଯୀଶୁଙ୍କ ବଳି ରୂପ ମୃତ୍ୟୁକୁ ଦର୍ଶାଉଛନ୍ତି, ଯେଉଁ ରକ୍ତକୁ ଯୀଶୁ ମୃତ୍ୟୁ ସମୟରେ ବୋହାଇଥିଲେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ମୃତ୍ୟୁ” (: [[rc://en/ta/man/translate/figs-metonymy]]ଦେଖନ୍ତୁ) 1JN 1 7 jb3e guidelines-sonofgodprinciples τοῦ Υἱοῦ 1 Son **ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ ପୁତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ** **।** (: [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ) 1JN 1 8 gb5l 0 General Information: @@ -32,7 +32,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 1 9 f68c figs-parallelism ἵνα ἀφῇ ἡμῖν τὰς ἁμαρτίας, καὶ καθαρίσῃ ἡμᾶς ἀπὸ πάσης ἀδικίας 1 to forgive us our sins and cleanse us from all unrighteousness ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ ବୋଧହୁଏ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ ଏକାଠି ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ସେଗୁଡିକୁ ଯୋଡିପାରିବେ, ବିଶେଷ କରି ଯଦି ଆପଣ ଉଭୟ ବାକ୍ୟାଂଶ ରଖନ୍ତି ତେବେ ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: "ଏବଂ ଆମ୍ଭେମାନେ ଯାହା ଭୁଲ୍ କରିଅଛୁ ସେହି ଭୁଲ୍ ପାଇଁ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭମାନଙ୍କୁ କ୍ଷମା କରିବେ ।" (: [[rc://en/ta/man/translate/figs-parallelism]]ଦେଖନ୍ତୁ) 1JN 1 10 hii2 figs-explicit ψεύστην ποιοῦμεν αὐτὸν 1 we make him out to be a liar ଈଶ୍ଵର ଏଠାରେ ଯେପରି **ମିଥ୍ୟାବାଦୀ** ବୋଲି ଆପଣଙ୍କ ଅନୁବାଦ ଅର୍ଥ ନ ପ୍ରକାଶ  କରେ ତାହା ନିଶ୍ଚିତ କରନ୍ତୁ । ଯେହେତୁ ଈଶ୍ଵର କହନ୍ତି ସମସ୍ତେ ପାପୀ ଅଟନ୍ତି ତେଣୁ ଜଣେ ବ୍ୟକ୍ତି ଯିଏ ନିଜକୁ ପାପହୀନ ବୋଲି ଦାବି କରେ, ସେ ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି ପ୍ରକାଶ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହା ଈଶ୍ଵରଙ୍କୁ ମିଥ୍ୟାବାଦୀ କହିବା ସହ ସମାନ ଅଟେ, କାରଣ ଈଶ୍ଵର କହନ୍ତି ଯେ ଆମେ ସମସ୍ତେ ପାପୀ ଅଟୁ” । (: [[rc://en/ta/man/translate/figs-explicit]]ଦେଖନ୍ତୁ) 1JN 1 10 m3p1 figs-metaphor ὁ λόγος αὐτοῦ οὐκ ἔστιν ἐν ἡμῖν 1 his word is not in us ସେ [1:8](https://create.translationcore.com/01/08.md) ରେ “ସତ୍ୟ” ବିଷୟରେ ଯେପରି କରିଥିଲେ, ଯୋହନ ସାଙ୍କେତିକ ଭାବରେ ଈଶ୍ଵରଙ୍କ **ବାକ୍ୟ** ବିଷୟରେ କହନ୍ତି ଯେପରି ଏହା ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ବିଷୟ ଭାବରେ ରହିପାରେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହା ସତ୍ୟ ବୋଲି କହନ୍ତି ତାହା ଆମ୍ଭେମାନେ ବିଶ୍ଵାସ କରୁନାହୁଁ ।" (: [[rc://en/ta/man/translate/figs-metaphor]]ଦେଖନ୍ତୁ) -1JN 2 intro zjj9 0 # ପ୍ରଥମ  ଯୋହନ 2 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (2:1-17; 1:5)
2. ଯୀଶୁ ଖ୍ରୀଷ୍ଟ ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (2:18-2:27)
3. ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-29; 3:10)

## [2:12-14](https://create.translationcore.com/02/12.md) ରେ ଯୋହନ କୌଣସି ବିଷୟକୁ କବିତା ଭାବରେ ଲେଖନ୍ତି ବୋଲି ଦର୍ଶାଇବାକୁ କେତେକ ଅନୁବାଦଗଣ ସେହି ପଦଗୁଡ଼ିକରେ ଥିବା ପଦଗୁଡ଼ିକୁ ବାକି ପାଠ ତୁଳନାରେ ସେମାନେ ପ୍ରତ୍ୟେକ ପଦର ଆରମ୍ଭରେ ଏକ ନୂତନ ଧାଡ଼ି ଆରମ୍ଭ କରନ୍ତି ।

## **ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ**

**ଭଣ୍ଡଖ୍ରୀଷ୍ଟ**

[2:18](https://create.translationcore.com/02/18.md) ଏବଂ [2:22](https://create.translationcore.com/02/22.md) ରେ, ଯୋହନ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଭଣ୍ଡଖ୍ରୀଷ୍ଟ ଏବଂ ଅନେକ ଲୋକ ଯିଏ “ଭଣ୍ଡଖ୍ରୀଷ୍ଟମାନେ” ହେବେ  ବିଷୟରେ ଲେଖିଛନ୍ତି । “ଭଣ୍ଡଖ୍ରୀଷ୍ଟ” ଶବ୍ଦର ଅର୍ଥ ହେଉଛି “ଖ୍ରୀଷ୍ଟଙ୍କ ବିରୋଧୀ” । ଭଣ୍ଡଖ୍ରୀଷ୍ଟ ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କ ଫେରିବା ପୂର୍ବରୁ ଆସିବ ଏବଂ ଯୀଶୁଙ୍କ କାର୍ଯ୍ୟକୁ ଅନୁକରଣ କରିବ, କିନ୍ତୁ ସେ ମନ୍ଦ ଉଦ୍ଦେଶ୍ୟରେ ତାହା କରିବେ । ସେହି ବ୍ୟକ୍ତି ଆସିବା ପୂର୍ବରୁ, ଆହୁରି ଅନେକ ଲୋକ ସେଠାରେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ । ସେମାନଙ୍କୁ ମଧ୍ୟ “ଭଣ୍ଡଖ୍ରୀଷ୍ଟ” କୁହାଯିବ, କିନ୍ତୁ ନାମ ପରିବର୍ତ୍ତେ ବର୍ଣ୍ଣନା ଭାବରେ କୁହାଯିବ । (: [[rc://en/tw/dict/bible/kt/antichrist]] ଏବଂ [[rc://en/tw/dict/bible/kt/lastday]] ଏବଂ  [[rc://en/tw/dict/bible/kt/evil]]ଦେଖନ୍ତୁ)

## **ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ**

 [2:20](https://create.translationcore.com/02/20.md) ରେ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସମସ୍ତେ ଜାଣ” ବୋଲି ଉଲ୍ଲେଖ କରେ, ଏବଂ ତାହା ULT ଅନୁସରଣ କତେ । କିନ୍ତୁ, ଅନ୍ୟ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସବୁ ଜାଣ” ବୋଲି ଉଲ୍ଲେଖ କରେ । “ତୁମ୍ଭେମାନେ ସମସ୍ତେ ଜାଣ” ବାକ୍ୟାଂଶ ସଠିକ୍ ଅଟେ, ଯେହେତୁ ଯୋହନ ଅନ୍ୟ ବିଶ୍ଵାସୀମାନଙ୍କ ଅପେକ୍ଷା ଭଣ୍ଡ ଶିକ୍ଷକମାନଙ୍କ ଦାବିକୁ ପ୍ରତିହତ କରୁଛନ୍ତି । “ତୁମ୍ଭେମାନେ ସବୁ ଜାଣ” ବାକ୍ୟାଂଶରେ ନକଲକାରୀ “ଜାଣିବା” କ୍ରିୟାପଦ ପାଇଁ ଏକ କର୍ମପଦର ଆବଶ୍ୟକତା ଅନୁଭବ କରି ଏହା ଏଠାରେ ଉଲ୍ଲେଖ କରିଥିବା ପରି ମନେହୁଏ । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣରେ ଯେଉଁ ବାକ୍ୟାଂଶ ଅଛି ତାହା ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT ପାଠ୍ୟର ପଠନକୁ ଅନୁସରଣ କରନ୍ତୁ । (: [[rc://en/ta/man/translate/translate-textvariants]]ଦେଖନ୍ତୁ) +1JN 2 intro zjj9 0 # ପ୍ରଥମ  ଯୋହନ 2 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (2:1-17; 1:5)
2. ଯୀଶୁ ଖ୍ରୀଷ୍ଟ ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (2:18-2:27)
3. ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-29; 3:10)                                                                                                                                         [2:12-14](https://create.translationcore.com/02/12.md) ରେ ଯୋହନ କୌଣସି ବିଷୟକୁ କବିତା ଭାବରେ ଲେଖନ୍ତି ବୋଲି ଦର୍ଶାଇବାକୁ କେତେକ ଅନୁବାଦଗଣ ସେହି ପଦଗୁଡ଼ିକରେ ଥିବା ପଦଗୁଡ଼ିକୁ ବାକି ପାଠ ତୁଳନାରେ ସେମାନେ ପ୍ରତ୍ୟେକ ପଦର ଆରମ୍ଭରେ ଏକ ନୂତନ ଧାଡ଼ି ଆରମ୍ଭ କରନ୍ତି ।

## **ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ**

### **ଭଣ୍ଡଖ୍ରୀଷ୍ଟ**

[2:18](https://create.translationcore.com/02/18.md) ଏବଂ [2:22](https://create.translationcore.com/02/22.md) ରେ, ଯୋହନ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଭଣ୍ଡଖ୍ରୀଷ୍ଟ ଏବଂ ଅନେକ ଲୋକ ଯିଏ “ଭଣ୍ଡଖ୍ରୀଷ୍ଟମାନେ” ହେବେ  ବିଷୟରେ ଲେଖିଛନ୍ତି । “ଭଣ୍ଡଖ୍ରୀଷ୍ଟ” ଶବ୍ଦର ଅର୍ଥ ହେଉଛି “ଖ୍ରୀଷ୍ଟଙ୍କ ବିରୋଧୀ” । ଭଣ୍ଡଖ୍ରୀଷ୍ଟ ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କ ଫେରିବା ପୂର୍ବରୁ ଆସିବ ଏବଂ ଯୀଶୁଙ୍କ କାର୍ଯ୍ୟକୁ ଅନୁକରଣ କରିବ, କିନ୍ତୁ ସେ ମନ୍ଦ ଉଦ୍ଦେଶ୍ୟରେ ତାହା କରିବେ । ସେହି ବ୍ୟକ୍ତି ଆସିବା ପୂର୍ବରୁ, ଆହୁରି ଅନେକ ଲୋକ ସେଠାରେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ । ସେମାନଙ୍କୁ ମଧ୍ୟ “ଭଣ୍ଡଖ୍ରୀଷ୍ଟ” କୁହାଯିବ, କିନ୍ତୁ ନାମ ପରିବର୍ତ୍ତେ ବର୍ଣ୍ଣନା ଭାବରେ କୁହାଯିବ । (: [[rc://en/tw/dict/bible/kt/antichrist]] ଏବଂ [[rc://en/tw/dict/bible/kt/lastday]] ଏବଂ  [[rc://en/tw/dict/bible/kt/evil]]ଦେଖନ୍ତୁ)

## **ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ**

 [2:20](https://create.translationcore.com/02/20.md) ରେ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସମସ୍ତେ ଜାଣ” ବୋଲି ଉଲ୍ଲେଖ କରେ, ଏବଂ ତାହା ULT ଅନୁସରଣ କତେ । କିନ୍ତୁ, ଅନ୍ୟ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସବୁ ଜାଣ” ବୋଲି ଉଲ୍ଲେଖ କରେ । “ତୁମ୍ଭେମାନେ ସମସ୍ତେ ଜାଣ” ବାକ୍ୟାଂଶ ସଠିକ୍ ଅଟେ, ଯେହେତୁ ଯୋହନ ଅନ୍ୟ ବିଶ୍ଵାସୀମାନଙ୍କ ଅପେକ୍ଷା ଭଣ୍ଡ ଶିକ୍ଷକମାନଙ୍କ ଦାବିକୁ ପ୍ରତିହତ କରୁଛନ୍ତି । “ତୁମ୍ଭେମାନେ ସବୁ ଜାଣ” ବାକ୍ୟାଂଶରେ ନକଲକାରୀ “ଜାଣିବା” କ୍ରିୟାପଦ ପାଇଁ ଏକ କର୍ମପଦର ଆବଶ୍ୟକତା ଅନୁଭବ କରି ଏହା ଏଠାରେ ଉଲ୍ଲେଖ କରିଥିବା ପରି ମନେହୁଏ । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣରେ ଯେଉଁ ବାକ୍ୟାଂଶ ଅଛି ତାହା ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT ପାଠ୍ୟର ପଠନକୁ ଅନୁସରଣ କରନ୍ତୁ । (: [[rc://en/ta/man/translate/translate-textvariants]]ଦେଖନ୍ତୁ) 1JN 2 1 u65h figs-inclusive 0 General Information: 1JN 2 1 w9ji 0 Connecting Statement: 1JN 2 1 v57g figs-metaphor τεκνία 1 Children ଯୋହନ **ବତ୍ସଗଣ** ଶବ୍ଦକୁ ସେ ଲେଖୁଥିବା ବିଶ୍ଵାସୀମାନଙ୍କୁ ବୁଝାଇବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ସେମାନେ ତାହାଙ୍କ  ର ଆତ୍ମିକ ଯତ୍ନରେ ଅଛନ୍ତି, ତେଣୁ ସେ ସେମାନଙ୍କୁ ନିଜ ସନ୍ତାନ ପରି ମନେ କରନ୍ତି । ଆପଣ ଏହାକୁ ଏକ ଅଣ-ଆଳଙ୍କାରିକ ଉପାୟରେ ଅନୁବାଦ କରିପାରନ୍ତି, କିମ୍ବା UST ପରି ଆପଣ ରୂପକକୁ ଏକ ଉପମା ଭାବରେ ଉପସ୍ଥାପନ କରିପାରିବ । ବିକଳ୍ପ ଅନୁବାଦ: “ଯେଉଁ ପ୍ରିୟ ବିଶ୍ଵାସୀମାନେ, ମୋ ଯତ୍ନରେ ଅଛ” [[rc://en/ta/man/translate/figs-metaphor]]ଦେଖନ୍ତୁ)