Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 04:37:00 +00:00
parent bc47c77875
commit 5466484685
1 changed files with 1 additions and 1 deletions

View File

@ -163,7 +163,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 12 rq9g figs-activepassive οὐρανοὶ πυρούμενοι, λυθήσονται, καὶ στοιχεῖα καυσούμενα, τήκεται 1 the heavens will be destroyed by fire, and the elements will be melted in great heat
2PE 3 12 v15i στοιχεῖα 1 the elements ଏଠାରେ, **ଉପାଦାନଗୁଡ଼ିକ** ସୂଚାଇପାରେ: (୧) ମୌଳିକ ଉପାଦାନ ଯାହା ସ୍ୱାଭାବିକ ବ୍ରହ୍ମାଣ୍ଡ ସୃଷ୍ଟି କରେ ।
ବିକଳ୍ପ ଅନୁବାଦ: “ପ୍ରକୃତିର ଉପାଦାନଗୁଡ଼ିକ ନଷ୍ଟ ହୋଇଯିବ” () ସ୍ୱର୍ଗୀୟ ଶରୀର ଯେପରିକି ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରା । ବିକଳ୍ପ ଅନୁବାଦ: “ସ୍ୱର୍ଗୀୟ ଶରୀରଗୁଡ଼ିକ ନଷ୍ଟ ହୋଇଯିବ” ଆପଣ ଏହାକୁ କିପରି [୩:୧୦] (../୦୩/ ୧୦.md)ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
2PE 3 13 df3v figs-personification ἐν οἷς δικαιοσύνη κατοικεῖ 1 where righteousness will dwell ଏଠାରେ, **ଧାର୍ମିକତା** ସାଙ୍କେତିକ ଭାବରେ ଉଲ୍ଲେଖିତ ଯେପରି ଏହା ଜଣେ ବ୍ୟକ୍ତି ଯିଏ କି କୌଣସି ସ୍ଥାନରେ ରହିପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ, ଆପଣ ଏହି ଅର୍ଥକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରିପାରନ୍ତି । ବିକଳ୍ପ ଅନୁବାଦ: “ଯେଉଁଠାରେ
ଧାର୍ମିକତା ଅଛି” (ଦେଖନ୍ତୁ: [[rc://en/ta/man/translate/figs-personification]])
2PE 3 14 fj1l figs-activepassive σπουδάσατε ἄσπιλοι καὶ ἀμώμητοι αὐτῷ εὑρεθῆναι ἐν εἰρήνῃ 1 do your best to be found spotless and blameless before him, in peace ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ସାବଧାନ ହୁଅ

ଯାହାଫଳରେ ଈଶ୍ଵର ତୁମ୍ଭମାନଙ୍କୁ   ନିଷ୍କଳଙ୍କ
ଓ ଅନିନ୍ଦନୀୟ

ପାଇବେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 14 fj1l figs-activepassive σπουδάσατε ἄσπιλοι καὶ ἀμώμητοι αὐτῷ εὑρεθῆναι ἐν εἰρήνῃ 1 do your best to be found spotless and blameless before him, in peace ଯଦି ଏହା ଆପଣଙ୍କ ଭାଷାରେ ଅଧିକସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ।
ବିକଳ୍ପ ଅନୁବାଦ: “ସାବଧାନ ହୁଅ, ଯାହାଫଳରେ ଈଶ୍ଵର ତୁମ୍ଭମାନଙ୍କୁ   ନିଷ୍କଳଙ୍କ ଓ ଅନିନ୍ଦନୀୟ ପାଇବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
2PE 3 14 s141 figs-doublet ἄσπιλοι καὶ ἀμώμητοι 1 spotless and blameless **
ନିଷ୍କଳଙ୍କ** ଏବଂ **ଅନିନ୍ଦନୀୟ** ଶବ୍ଦଗୁଡ଼ିକ ସମାନ ଅର୍ଥକୁ
ପ୍ରକାଶ କରେ

ଗୁରୁତ୍ୱ ଦେବା ପାଇଁ ପିତର ସେଗୁଡ଼ିକୁ ଏକାଠି ବ୍ୟବହାର କରନ୍ତି

ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତୁମେ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବ

ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ଶୁଦ୍ଧ” (ଦେଖନ୍ତୁ:
[[rc://en/ta/man/translate/figs-doublet]])
2PE 3 14 byr8 figs-metaphor ἄσπιλοι 1 spotless ଏଠାରେ

ତାଙ୍କୁ** ସର୍ବନାମ ସୂଚାଇପାରେ: (୧

ଯୀଶୁ

ବିକଳ୍ପ ଅନୁବାଦ: “ଯୀଶୁଙ୍କ ଦ୍ଵାରା ”() ଈଶ୍ଵର

ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦ୍ଵାରା ”(ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 3 15 g35u figs-explicit τὴν τοῦ Κυρίου ἡμῶν μακροθυμίαν, σωτηρίαν ἡγεῖσθε 1 consider the patience of our Lord to be salvation ପ୍ରଭୁ ଦୀର୍ଘସହିଷ୍ଣୁ
ଥିବାରୁ ବିଚାର ଦିନ ଏପର୍ଯ୍ୟନ୍ତ ହୋଇ ନାହିଁ। ଏହା ଲୋକମାନଙ୍କୁ ଅନୁତାପ କରିବାକୁ ଏବଂ ଉଦ୍ଧାର
କରିବାକୁ ଏକ ସୁଯୋଗ ପ୍ରଦାନ କରେ

ଯେପରି ପିତର [୩

୯

୦୩

୦୯
.md)
ରେ ବ୍ୟାଖ୍ୟା କରିଥିଲେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର  ପ୍ରଭୁଙ୍କ ଦୀର୍ଘସହିଷ୍ଣୁତାକୁ ଅନୁତାପ କରିବା ଏବଂ ପରିତ୍ରାଣର
ଏକ ସୁଯୋଗ ଭାବରେ ବିବେଚନା କର” (ଦେଖନ୍ତୁ:
[[rc://en/ta/man/translate/figs-explicit]])

Can't render this file because it contains an unexpected character in line 2 and column 9170.