Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 15:20:11 +00:00
parent 03fcdb1201
commit 539ad7828a
1 changed files with 1 additions and 1 deletions

View File

@ -250,7 +250,7 @@ LUK 2 4 kz78 figs-explicit εἰς πόλιν Δαυεὶδ, ἥτις καλε
LUK 2 4 s7a7 διὰ τὸ εἶναι αὐτὸν ἐξ οἴκου καὶ πατριᾶς Δαυείδ 1 because he was of the house and family line of David
୧:୨୭ (../0୧/୨୭.md),
ପରି, **ଗୃହ** ଶବ୍ଦ ସାଙ୍କେତିକ ଭାବରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କଠାରୁ ଆସିଥିବା ସମସ୍ତ ଲୋକମାନଙ୍କୁ  ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ସେ ଦାଉଦଙ୍କ ରାଜକୀୟ ବଂଶରୁ ଆସିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 2 5 ktz2 ἀπογράψασθαι 1 He went to register ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ
ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରି ପାରିବେ, ଯେହେତୁ
ଦ୍ୱିତୀୟ ବାକ୍ୟାଂଶ କାର୍ଯ୍ୟର ପ୍ରଥମ କାରଣ ବର୍ଣ୍ଣନା କରେ । ବିକଳ୍ପ
ଅନୁବାଦ: “କାରଣ ମରୀୟମ ଯୋଷେଫଙ୍କ ସହ ନିର୍ବନ୍ଧ ହୋଇ ଥିବାରୁ ତାଙ୍କୁ ତାଙ୍କ ସହ ଭ୍ରମଣ
କରିବାକୁ ପଡିଲା ଯାହା ଦ୍ଵାରା ସେ ସେମାନଙ୍କ ନାମ ଏକତ୍ର କରିପାରିବେ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
LUK 2 5 t5as writing-participants σὺν Μαριὰμ 1
LUK 2 5 ne7a τῇ ἐμνηστευμένῃ αὐτῷ 1 who was engaged to him ଏହି ସଂସ୍କୃତିରେ, ଏକ ବିବାହ ବନ୍ଧନରେ ଆବଦ୍ଧ ଦମ୍ପତି ଆଇନଗତ ଭାବରେ ବିବାହିତ ବିବେଚିତ
ହୋଇଥିଲେ, ଯଦିଓ
ବିବାହ ପରେ ସେମାନଙ୍କ ମଧ୍ୟରେ ଶାରୀରିକ ଅନ୍ତରଙ୍ଗତା ରହେ ନାହିଁ । ଯଦି ଏହା
ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ତାହା ପ୍ରକାଶ କରି ପାରିବେ । ବିକଳ୍ପ
ଅନୁବାଦ: “ମରୀୟମ, ଯିଏ
ତାଙ୍କ ସହ ନିର୍ବନ୍ଧ ହୋଇଥିଲେ ଏବଂ ଯିଏକି ତାଙ୍କର ଆଇନଗତ ପତ୍ନୀ ଭାବରେ ବିବେଚିତ ହୋଇଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 5 ne7a τῇ ἐμνηστευμένῃ αὐτῷ 1 who was engaged to him ଏହି ସଂସ୍କୃତିରେ, ଏକ ବିବାହ ବନ୍ଧନରେ ଆବଦ୍ଧ ଦମ୍ପତି ଆଇନଗତ ଭାବରେ ବିବାହିତ ବିବେଚିତ
ହୋଇଥିଲେ, ଯଦିଓ ବିବାହ ପରେ ସେମାନଙ୍କ ମଧ୍ୟରେ ଶାରୀରିକ ଅନ୍ତରଙ୍ଗତା ରହେ ନାହିଁ । ଯଦି ଏହା
ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ତାହା ପ୍ରକାଶ କରି ପାରିବେ । ବିକଳ୍ପଅନୁବାଦ: “ମରୀୟମ, ଯିଏ
ତାଙ୍କ ସହ ନିର୍ବନ୍ଧ ହୋଇଥିଲେ ଏବଂ ଯିଏକି ତାଙ୍କର ଆଇନଗତ ପତ୍ନୀ ଭାବରେ ବିବେଚିତ ହୋଇଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 6 ti1x translate-versebridge 0 General Information: UST ଏହି ପଦଗୁଡିକୁ ଏକ ପଦର ସେତୁରେ ପୂନଃବିନ୍ୟାସ କରେ ଯେପରି ସେମାନେ ବାସ କରିଥିବା ସ୍ଥାନର ବିଶଦ ବିବରଣସବୁ ଏକାଠି ରଖାଯାଇପାରିବ I (ଦେଖ: [[rc://or/ta/man/translate/translate-versebridge]] )
LUK 2 6 yj96 0 Connecting Statement: ଏହା ଯୀଶୁଙ୍କ ଜନ୍ମ ବିଷୟ ଓ ମେଷପାଳକମାନଙ୍କ ପ୍ରତି ଦୂତମାନଙ୍କ ଦ୍ୱାରା ଘୋଷଣା ବିଷୟ କୁହେ I
LUK 2 6 qw6j writing-newevent ἐγένετο δὲ 1 Now it came about that ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଘଟଣାର ଆରମ୍ଭ ବିଷୟରେ ଚିହ୍ନିତ କରେ (ଦେଖ: [[rc://or/ta/man/translate/writing-newevent]] )

Can't render this file because it is too large.