Edit 'tn_GAL.tsv' using 'tc-create-app'
This commit is contained in:
parent
500617c03b
commit
5398682c40
16
tn_GAL.tsv
16
tn_GAL.tsv
|
@ -32,14 +32,14 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
|
||||||
1:16 l97h ἀποκαλύψαι τὸν Υἱὸν αὐτοῦ ἐν ἐμοὶ 1 ବାକ୍ୟ **ମୋʼ ଠାରେ ତାହାଙ୍କ ପୁତ୍ରକୁ ପ୍ରକାଶ କଲେ** ଏହାର ଅର୍ଥ ହୋଇପାରେ: (1) ଈଶ୍ବର ଆପଣା ପୁତ୍ରଙ୍କୁ ପାଉଲଙ୍କ ନିକଟରେ ପ୍ରକାଶ କଲେ, ପାଉଲଙ୍କୁ ଯୀଶୁ କିଏ ବୋଲି ପ୍ରକାଶ କଲେ ଯାହା ଦ୍ଵାରା ପାଉଲଠାରେ ପ୍ରକୃତରେ ଯୀଶୁ କିଏ ତାହା ବିଷୟରେ ଅନ୍ତର୍ନିହିତ ଜ୍ଞାନ ଥିଲା । ବିକଳ୍ପ ଅନୁବାଦ: “ମୋ’ଠାରେ ତାହାଙ୍କ ପୁତ୍ରଙ୍କୁ ପ୍ରକାଶ କରିବାକୁ” କିମ୍ବା “ତାହାଙ୍କ ପୁତ୍ର ପ୍ରକୃତରେ କିଏ ତାହା ମୋତେ ପ୍ରକାଶ କରିବାକୁ” (2) ପାଉଲଙ୍କ ମାଧ୍ୟମରେ ଈଶ୍ବର ତାହାଙ୍କ ପୁତ୍ରଙ୍କୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିଥିଲେ । ବିକଳ୍ପ ଅନୁବାଦ: “ମୋ ମାଧ୍ୟମରେ ତାହାଙ୍କ ପୁତ୍ରଙ୍କୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବାକୁ” କିମ୍ବା “ତାଙ୍କ ପୁତ୍ରଙ୍କୁ ଅନ୍ୟମାନଙ୍କଠାରେ ପ୍ରକାଶ କରିବା”

1:16 l5bb rc://*/ta/man/translate/guidelines-sonofgodprinciples τὸν Υἱὸν 1

1:16 xx4c εὐαγγελίζωμαι αὐτὸν 1 ବିକଳ୍ପ ଅନୁବାଦ: “ଯେପରି ମୁଁ ଈଶ୍ବରଙ୍କ ପୁତ୍ର ବିଷୟରେ ସୁସମାଚାର ପ୍ରଚାର କରିପାରିବି”

1:16 qme5 rc://*/ta/man/translate/figs-idiom προσανεθέμην σαρκὶ καὶ αἵματι 1 ଏହା ଏକ ଅଭିବ୍ୟକ୍ତ ଅଟେ ଯାହାର ଅର୍ଥ ଅନ୍ୟ ଲୋକମାନଙ୍କ ସହିତ କଥା ହେବା । ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କୁ ସନ୍ଧେଶ ବୁଝାଇବା ନିମନ୍ତେ ମୋହର ସାହାଯ୍ୟ କରିବାକୁ କୁହ” (ଦେଖ: [[rc://or/ta/man/translate/figs-idiom]])
|
1:16 qme5 rc://*/ta/man/translate/figs-idiom προσανεθέμην σαρκὶ καὶ αἵματι 1 ପାଉଲ ସାଙ୍କେତିକ ଭାବରେ ମନୁଷ୍ୟକୁ ସୂଚିତ କରିଛନ୍ତି ଯାହାକି ମନୁଷ୍ୟରେ ନିର୍ମିତ କିଛି ବିଷୟର ନାମକରଣ କରନ୍ତି ନିର୍ଦ୍ଦିଷ୍ଟ ଭାବରେ **ଶରୀର ଏବଂ ରକ୍ତ** । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ନିଜ ସଂସ୍କୃତିରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “କୌଣସି ବ୍ୟକ୍ତି” କିମ୍ବା “ଯେକେହି”
|
||||||
1:17 qh88 ἀνῆλθον εἰς Ἱεροσόλυμα 1 ଯିରୁଶାଲମକୁ ଯାଅ. ଯିରୁଶାଲମ ଉଚ ପାହାଡିଆ ଅଞ୍ଚଳ ଥିଲା, ଯେମିତି ସେଠାରେ ପହଞ୍ଚିବା ନିମନ୍ତେ ଅନେକ ପାହାଡ ଉପରେ ଚଡିବା ଆବଶ୍ୟକ ଥିଲା, ଏବଂ ସେଥିପାଇଁ ଯିରୁଶାଲମକୁ ଯାତ୍ରା କରିବା ବିଷୟରେ ବର୍ଣ୍ଣନା କରିବାବେଳେ “ଯିରୁଶାଲମ ଉପରକୁ ଯିବା କୁହାଯାଉ ଥିଲା ।”
|
1:17 qh88 ἀνῆλθον εἰς Ἱεροσόλυμα 1
|
||||||
1:19 av43 rc://*/ta/man/translate/figs-doublenegatives ἕτερον & τῶν ἀποστόλων οὐκ εἶδον, εἰ μὴ Ἰάκωβον 1 ଏହା ଦ୍ବି-ନକାରାତ୍ମକ ଶଦ୍ଦ ଗୁରୁତ୍ବାରୋପ କରେ ଯେ ଯାକୁବ ଏକମାତ୍ର ପ୍ରେରିତ ଥିଲେ ଯାହାକୁ ପାଉଲ ଦେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ଏକମାତ୍ର ପ୍ରେରିତ ଯାକୁବଙ୍କୁ ମୁଁ ଦେଖିଥିଲି” (ଦେଖ: [[rc://or/ta/man/translate/figs-doublenegatives]])
|
1:19 av43 rc://*/ta/man/translate/figs-doublenegatives ἕτερον & τῶν ἀποστόλων οὐκ εἶδον, εἰ μὴ Ἰάκωβον 1
|
||||||
1:20 lh36 ἐνώπιον τοῦ Θεοῦ 1 ପାଉଲ ଗାଲାତୀୟ ଲୋକମାନେ ଏହା ବୁଝିବା ଇଛା କରନ୍ତି ଯେ ପାଉଲ ସମ୍ପୂର୍ଣ୍ଣ ରୂପେ ଚିନ୍ତାଶୀଳ ଅଟନ୍ତି ଏବଂ ସେ ଜାଣନ୍ତି ଯେ ସେ ଯାହା କହନ୍ତି ଈଶ୍ବର ତାହା ଶୁଣନ୍ତି ଏବଂ ଯଦି ସେ ସତ୍ୟ ନକୁହନ୍ତି ତେବେ ତାହାଙ୍କର ବିଚାର କରିବେ ।
|
1:20 lh36 ἐνώπιον τοῦ Θεοῦ 1
|
||||||
1:20 h3cb rc://*/ta/man/translate/figs-litotes ἃ δὲ γράφω ὑμῖν, ἰδοὺ, ἐνώπιον τοῦ Θεοῦ ὅτι οὐ ψεύδομαι 1 ପାଉଲ ଗୁରୁତ୍ବାରୋପ କରିବା ନିମନ୍ତେ ଦୃଢୋକ୍ତି ଶବ୍ଦ ବ୍ୟବହାର କରିଛନ୍ତି ଯେ ସେ ସତ୍ୟ କହୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ମୁଁ ତୁମମାନଙ୍କ ନିକଟକୁ ଲେଖିଥିବା ସନ୍ଦେଶରେ ମୁଁ ତୁମ୍ଭମାନଙ୍କୁ ମିଥ୍ୟା କହୁନାହିଁ” କିମ୍ବା “ଯେଉଁ ବିଷୟରେ ମୁଁ ତୁମମାନଙ୍କୁ ଲେଖିଅଛି ମୁଁ ତୁମମାନଙ୍କୁ ସତ୍ୟ କହୁଛି” (ଦେଖ: [[rc://or/ta/man/translate/figs-litotes]])
|
1:20 h3cb rc://*/ta/man/translate/figs-litotes ἃ δὲ γράφω ὑμῖν, ἰδοὺ, ἐνώπιον τοῦ Θεοῦ ὅτι οὐ ψεύδομαι 1
|
||||||
1:21 m25a κλίματα τῆς Συρίας 1 ଜଗତର ଅଂଶ ବିଷୟରେ କୁହାଯାଏ
|
1:21 m25a κλίματα τῆς Συρίας 1
|
||||||
1:22 y6l4 ἤμην δὲ ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1 ଯିହୂଦାର ମଣ୍ଡଳୀଗୁଡିକର ଖ୍ରୀଷ୍ଟରେ ଥିବା ଜଣେ ବ୍ୟକ୍ତିଙ୍କୁ ସୁଧା ସାକ୍ଷାତ କରି ନ ଥିଲେ
|
1:22 y6l4 ἤμην δὲ ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1
|
||||||
1:23 z8qt μόνον δὲ ἀκούοντες ἦσαν 1 କିନ୍ତୁ ସେମାନେ କେବଳ ତାହା ଜାଣନ୍ତି ଯାହା ସେମାନେ ଅନ୍ୟମାନେ ମୋ ବିଷୟରେ କହୁଥିବାର ଶୁଣିଛନ୍ତି
|
1:23 z8qt μόνον δὲ ἀκούοντες ἦσαν 1
|
||||||
2:intro xe28 0 # ଗାଲତୀୟ ୦୨ ସାଧାରଣ ଟିପ୍ପଣୀ \n## ଗଠନ ପ୍ରଣାଳୀ ଏବଂ ଆକୃତି \n ପାଉଲ ସତ୍ୟ ସୁସମାଚାର ବିଷୟରେ ପ୍ରତିରକ୍ଷା କରିବା ଜାରି ରଖିଛନ୍ତି । ଏହା [ଗାଲତୀୟ ୧:୧୧] (../../gal/୦୧ /୧୧.md)ରେ ଆରମ୍ଭ ହୋଇଅଛି । \n\n## ଏହି ଅଧ୍ୟାୟରେ ବିଶେଷ ଧାରଣା \n\n### ସ୍ବାଧିନତା ଏବଂ ଦାସତ୍ବ \n\n ଏହି ସର୍ବତ୍ର ପତ୍ରରେ, ପାଉଲ ସ୍ବାଧିନତା ଏବଂ ଦସତ୍ବର ବିପରାର୍ଥକ ବିଷୟରେ କହନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ରହି ବିଭିନ୍ନ ପ୍ରକାରର କାର୍ଯ୍ୟ କରିବା ନିମନ୍ତେ ସ୍ବାଧିନତା ପ୍ରାପ୍ତ ଅଟନ୍ତି । କିନ୍ତୁ ଯେଉଁ ଖ୍ରୀଷ୍ଟିୟାନମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ପ୍ରୟାସ କରନ୍ତି ସେମାନେ ମୋଶାଙ୍କ ସମ୍ପୁର୍ଣ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ କରନ୍ତି । ପାଉଲ ବର୍ଣ୍ଣନା କରନ୍ତି ଯେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରିବା ଏକ ପ୍ରକାରରେ ଦାସତ୍ବ ଅଟେ । (ଦେଖ: [[rc://or/tw/dict/bible/kt/lawofmoses]]) \n\n## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା । \n\n### ”ମୁଁ ଇଶ୍ବରଙ୍କ ଅନୁଗ୍ରହକୁ ଅନ୍ୟଥା କରୁନାହିଁ” \n\n ପାଉଲ ଶିକ୍ଷା ଦିଅନ୍ତି ଯେ, ଯଦି ଜଣେ ଖ୍ରୀଷ୍ଟିୟାନ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରେ, ଯେଉଁ ଅନୁଗ୍ରହ ଈଶ୍ବର ସେମାନଙ୍କୁ ଦେଖାଇଛନ୍ତି ସେମାନେ ତାହାକୁ ବୁଝି ପାରନ୍ତି ନାହି । ଏହା ଏକ ମୌଳିକ ତ୍ରୁଟି ଅଟେ । କିନ୍ତୁ ପାଉଲ “ମୁଁ ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା କରୁନାହିଁ” ବାକ୍ୟକୁ ଏକ ଅନୁମାନିକ ବାକ୍ୟଭାବେ ବ୍ୟବହାର କରନ୍ତି । ଏହି କଥନର ଉଦ୍ଦେଶ୍ୟ ଏହି ରୂପରେ ପ୍ରକାଶିତ କାରାଯାଇ ପାରିବ ଯେପରିକି, ଯଦି ତୁମେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଉଦ୍ଧାର ପାଇ ପାରିଥାନ୍ତ, ତେବେ ଏହା ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା ବା ବ୍ୟର୍ଥ କରୁଅଛୁ ।” (ଦେଖ: [[rc://or/tw/dict/bible/kt/grace]] ଏବଂ [[rc://or/ta/man/translate/figs-hypo]])

2:1 zt61 Connecting Statement: 0 # Connecting Statement:\n\nପାଉଲ କିପରି ଈଶ୍ବରଙ୍କଠାରୁ ସୁସମାଚାର ଶିକ୍ଷାପ୍ରାପ୍ତ କଲେ ତାହାର ଐତିହାସିକ ବିବରଣ ଦେବା ଜାରି ରଖିଛନ୍ତି, ପ୍ରେରିତମାନଙ୍କଠାରୁ ନୁହେଁ ।

2:1 zth5 ἀνέβην 1 "ଯାତ୍ରା କଲେ. ଯିରୁଶାଲମ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଅଟେ । ଯିହୁଦୀମାନେ ମଧ୍ୟ ଯିରୁଶଲାମକୁ ପୃଥିବୀ ମଧ୍ୟରେ ସ୍ବର୍ଗକୁ ଅତି ନିକଟତର ହେବା ବିଶ୍ବାସ କରୁଥିଲେ, ତେଣୁ ପାଉଲ ହୁଏତ ଅଲଙ୍କାରିକ ଭାବରେ କହୁଛନ୍ତି, ବା ଏହା ହୋଇପାରେ ଯେ ଯିରୁଶାଲମକୁ ଯିବା ନିମନ୍ତେ କଷ୍ଟକର, ଉଠାଣୀ, ଯାତ୍ରାକୁ ପ୍ରତିବିମ୍ବିତ କରୁଥିଲା ।

Loading…
Reference in New Issue