Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 11:45:07 +00:00
parent a531f31b68
commit 535bbc92b8
1 changed files with 2 additions and 2 deletions

View File

@ -92,11 +92,11 @@ RUT 2 8 ke9b figs-idiom בִּתִּ֗⁠י 1 my daughter ଏହା ଏକ ଯ
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - କାରଣ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ। ବିକଳ୍ପ ଅନୁବାଦ: “ତୁମ୍ଭର କୌଣସି ଅନିଷ୍ଟ ନକରିବାକୁ ମୁଁ ଲୋକମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଛି।” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 2 9 ub62 אֶת־הַ⁠נְּעָרִ֖ים 1 the young men **ଯୁବା ପୁରୁଷ ଶ୍ରମିକମାନେ** କିମ୍ବା **ଦାସଗଣ।** ଯେଉଁ ଯୁବକମାନେ କ୍ଷେତ୍ରରେ ଅମଳ କରୁଛନ୍ତି ସେମାନଙ୍କୁ ସୂଚାଇବା ପାଇଁ **ଯୁବକ** ଶବ୍ଦ ତିନିଥର ବ୍ୟବହୃତ ହୋଇଅଛି।
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you ପୁରୁଷମାନେ ରୂତଙ୍କୁ ଶାରୀରିକ ଭାବରେ ଅନିଷ୍ଟ କରିବେ ନାହିଁ କିମ୍ବା ଯୌନ ନିର୍ଯାତନା ଦେବେ ନାହିଁ ବୋଲି କହିବାର ଏହା ଏକ ନମ୍ର ଉପାୟ ଥିଲା ଏବଂ ସମ୍ଭବତଃ ପୁରୁଷମାନେ ତାଙ୍କୁ ତାଙ୍କ ଶସ୍ୟ ସାଉଣ୍ଟିବାରୁ ନିବୃତ୍ତ କରିବାର ନ ଥିଲା। (ଦେଖନ୍ତୁ: [[rc://en/ta/man/translate/figs-euphemism]])
RUT 2 9 ahr7 מֵ⁠אֲשֶׁ֥ר יִשְׁאֲב֖וּ⁠ן הַ⁠נְּעָרִֽים 1 from what the young men draw ଜଳ ଟାଣିବା ଅର୍ଥ କୂଅରୁ ପାଣି ଟାଣିବା କିମ୍ବା ଏହାକୁ ଏକ ପାତ୍ରରୁ ବାହାର କରିବା ଅଟେ
RUT 2 9 ahr7 מֵ⁠אֲשֶׁ֥ר יִשְׁאֲב֖וּ⁠ן הַ⁠נְּעָרִֽים 1 from what the young men draw ଜଳ ଟାଣିବା ଅର୍ଥ କୂଅରୁ ପାଣି ଟାଣିବା କିମ୍ବା ଏହାକୁ ଏକ ପାତ୍ରରୁ ବାହାର କରିବା ଅଟେ।
RUT 2 10 az6y translate-symaction וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ସମ୍ମାନ ଏବଂ ଆଦରର କାର୍ଯ୍ୟଗୁଡ଼ିକ ଅଟେ। ସେ ତାଙ୍କ ପାଇଁ କରିଥିବା ଦୟା ହେତୁ ସେ ନିଜର କୃତଜ୍ଞତା ବୋୟଜଙ୍କୁ ସମ୍ମାନ ଦେଇ ପ୍ରକାଶ କରୁଥିଲେ। ଏହା ମଧ୍ୟ ନମ୍ରତାର ଏକ ଅବସ୍ଥା ଥିଲା। (ଦେଖନ୍ତୁ: [[rc://en/ta/man/translate/translate-symaction]])
RUT 2 10 ab12 figs-doublet וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ଗୋଟିଏ କାର୍ଯ୍ୟର ଦୁଇଟି ବର୍ଣ୍ଣନା ଅଟେ। ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି କେବଳ ଗୋଟିଏ ବର୍ଣ୍ଣନା ବ୍ୟବହାର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-doublet]])
RUT 2 10 ab13 figs-idiom וַ⁠תִּפֹּל֙ עַל־פָּנֶ֔י⁠הָ 1 Then she fell on her face ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସେ ମୁହଁକୁ ନୁଆଁଇ ପ୍ରଣାମ କଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 10 ug7p מַדּוּעַ֩ מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ לְ⁠הַכִּירֵ֔⁠נִי וְ⁠אָּנֹכִ֖י נָכְרִיָּֽה 1 Why have I found favor in your eyes that you should take notice of me, since I am a foreigner? ରୂତ ଏକ ପ୍ରକୃତ ପ୍ରଶ୍ନ ପଚାରୁଛନ୍ତି
RUT 2 10 ug7p מַדּוּעַ֩ מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ לְ⁠הַכִּירֵ֔⁠נִי וְ⁠אָּנֹכִ֖י נָכְרִיָּֽה 1 Why have I found favor in your eyes that you should take notice of me, since I am a foreigner? ରୂତ ଏକ ପ୍ରକୃତ ପ୍ରଶ୍ନ ପଚାରୁଛନ୍ତି।
RUT 2 10 abc7 figs-idiom מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ 1 have I found favor in your eyes **ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଲି** ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ “ଆପଣ କାହାକୁ ଗ୍ରହଣ କରିଛନ୍ତି।” ଦୟା କିମ୍ବା ଅନୁମୋଦନ ଲାଭ କରିବା ଭଳି ରୂତ କୌଣସି ବ୍ୟକ୍ତିର ଅନୁଗ୍ରହ ପାଇବା ବିଷୟରେ କହନ୍ତି। ବିକଳ୍ପ ଅନୁବାଦ: “ଆପଣ ମୋ' ପ୍ରତି ଅନୁଗ୍ରହ ଦେଖାଇ ଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 10 abc8 figs-metaphor בְּ⁠עֵינֶ֨י⁠ךָ֙ 1 in your eyes **ଚକ୍ଷୁ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ। ବିକଳ୍ପ ଅନୁବାଦ: “ଆପଣଙ୍କ ବିଚାରରେ” କିମ୍ବା “ଆପଣ ନିଷ୍ପତ୍ତି ନେଇଅଛନ୍ତି।” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 10 x6f8 נָכְרִיָּֽה 1 foreigner ଜଣେ **ବିଦେଶୀ** ଅନ୍ୟ ଦେଶର ବ୍ୟକ୍ତି ଅଟନ୍ତି। ଯଦିଓ ରୂତ ବ୍ୟକ୍ତିଗତ ଭାବରେ ଇସ୍ରାଏଲର ଈଶ୍ଵରଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ପ୍ରତିଜ୍ଞା କରିଥିଲେ କିନ୍ତୁ ସେ ମୋୟାବ ଦେଶୀୟା ବୋଲି ସମସ୍ତେ ଜାଣିଥିଲେ। ପ୍ରାୟତଃ ଇସ୍ରାଏଲୀୟମାନେ ବିଦେଶୀମାନଙ୍କ ପ୍ରତି ଦୟାଳୁ ନଥିଲେ, ଯଦିଓ  ସେମାନଙ୍କ ପ୍ରତି ସେମାନେ ଦୟାଳୁ ହୁଅନ୍ତୁ ବୋଲି ଈଶ୍ଵର ଇଚ୍ଛା କରୁଥିଲେ । ବୋୟଜ ଈଶ୍ଵରଙ୍କୁ ପ୍ରସନ୍ନ କରୁଥିବା ଜୀବନଯାପନ କରୁଥିଲେ ବୋଲି ଏହା ଦର୍ଶାଏ।

Can't render this file because it contains an unexpected character in line 36 and column 916.