Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-22 18:45:54 +00:00
parent 9e84f1af8a
commit 52c0ded14e
1 changed files with 8 additions and 8 deletions

View File

@ -119,16 +119,16 @@ EPH 2 21 g8ga figs-metaphor πᾶσα οἰκοδομὴ συναρμολογο
EPH 2 21 ljt5 figs-metaphor ἐν ᾧ ... ἐν Κυρίῳ 1 In him ... in the Lord “ଖ୍ରୀଷ୍ଟଙ୍କଠାରେ …ପ୍ରଭୁ ଯୀଶୁଙ୍କଠାରେ,” ଏହି ରୂପକଗୁଡ଼ିକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 22 u55j figs-metaphor ἐν ᾧ 1 in him ଖ୍ରୀଷ୍ଟଙ୍କଠାରେ ଏହି ରୂପକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 22 b4c8 figs-metaphor καὶ ὑμεῖς συνοικοδομεῖσθε, εἰς κατοικητήριον τοῦ Θεοῦ ἐν Πνεύματι 1 you also are being built together as a dwelling place for God in the Spirit ଏହା ବର୍ଣ୍ଣନା କରେ ଯେ ବିଶ୍ଵାସୀମାନେ କିପରି ଗୋଟିଏ **ସ୍ଥାନ** ହେବାକୁ ଏକତ୍ର ସଂଯୁକ୍ତ ହେଉଛନ୍ତି, ଯେଉଁଠାରେ **ଈଶ୍ଵର** ପବିତ୍ର **ଆତ୍ମାଙ୍କ** ଶକ୍ତି ଦ୍ଵାରା ସ୍ଥାୟୀଭାବରେ ବାସ କରିବେ I ବିକଳ୍ପ ଅନୁବାଦ: "ତୁମ୍ଭେମାନେ ମଧ୍ୟ ସେହି ଗୋଷ୍ଠୀରେ ସମ୍ପୃକ୍ତ ଅଟ ଯେଉଁଠାରେ ଈଶ୍ଵର ତାଙ୍କ ଆତ୍ମାରେ ବାସ କରନ୍ତି" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 22 e52h figs-activepassive καὶ ὑμεῖς συνοικοδομεῖσθε 1 you also are being built together ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ଵର ମଧ୍ୟ ତୁମ୍ଭମାନଙ୍କୁ ଏକତ୍ର ନିର୍ମାଣ କରୁଅଛନ୍ତି I ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 2 22 e52h figs-activepassive καὶ ὑμεῖς συνοικοδομεῖσθε 1 you also are being built together ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ମଧ୍ୟ ତୁମ୍ଭମାନଙ୍କୁ ଏକତ୍ର ନିର୍ମାଣ କରୁଅଛନ୍ତି I ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 intro gha7 0 # ଏଫିସୀୟ 03 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

### “ମୁଁ ପ୍ରାର୍ଥନା କରେ”

ପାଉଲ ଏହି ଅଧ୍ୟାୟର ଏହି ଅଂଶକୁ ଈଶ୍ଵରଙ୍କ ପ୍ରତି ପ୍ରାର୍ଥନାଭାବରେ ବିଭକ୍ତ କରିଅଛନ୍ତି I କିନ୍ତୁ ପାଉଲ କେବଳ ଈଶ୍ଵରଙ୍କ ସହ ବର୍ତ୍ତାଳାପ କରୁ ନାହାଁନ୍ତି I ସେ ଉଭୟ ପ୍ରାର୍ଥନା କରୁଛନ୍ତି ଏବଂ ଏଫିସରେ ଥିବା ମଣ୍ଡଳୀକୁ ଶିକ୍ଷା ଦେଉଛନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ନିଗୂଢ ତତ୍ତ୍ବ

ପାଉଲ ମଣ୍ଡଳୀକୁ ଗୋଟିଏ “ନିଗୂଢ ତତ୍ତ୍ଵ” ବୋଲି ଉଲ୍ଲେଖ କରୁଛନ୍ତି I ଈଶ୍ଵରଙ୍କ ଯୋଜନାରେ ମଣ୍ଡଳୀର ଭୂମିକା ପୂର୍ବରୁ ଜଣା ନ ଥିଲା I କିନ୍ତୁ ବର୍ତ୍ତମାନ ଈଶ୍ଵର ତାହା ପ୍ରକାଶ କରିଅଛନ୍ତି I ଏହି ନିଗୂଢ ତତ୍ତ୍ଵର ଅଂଶ ସ୍ଵରୂପେ ଈଶ୍ଵରଙ୍କ ଯୋଜନାରେ ବିଜାତିମାନେ ଯିହୁଦୀମାନଙ୍କ ସହିତ ସମାନ ସ୍ଥାନ ପାଇବେ I
EPH 3 1 w896 0 Connecting Statement: ବିଶ୍ଵାସୀମାନଙ୍କୁ ମଣ୍ଡଳୀ ବିଷୟକ ନିଗୂଢ ତତ୍ତ୍ଵକୁ ସ୍ପଷ୍ଟ କରିବାପାଇଁ, ପାଉଲ ଯିହୁଦୀ ଏବଂ ବିଜାତିମାନଙ୍କର ଏକତାକୁ ଏବଂ ବିଶ୍ଵାସୀମାନେ ବର୍ତ୍ତମାନ ମନ୍ଦିରର ଗୋଟିଏ ଅଂଶ ସ୍ଵରୂପ ହୋଇଥିବା ବିଷୟକୁ ପୁନର୍ବାର ଉଲ୍ଲେଖ କରୁଛନ୍ତି I
EPH 3 1 jb9u τούτου χάριν 1 Because of this ସଂଯୋଗକାରୀ ବାକ୍ୟାଂଶ **ଏହି କାରଣର** ଏକ କାରଣ-ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ I ଏହାର କାରଣ ପାଉଲ ଅଧ୍ୟାୟ 2 ରେ ଉଲ୍ଲେଖ କରନ୍ତି ଯେ ଖ୍ରୀଷ୍ଟ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ ଥିବା ବିଭେଦକୁ ଦୂରକରି ସେମାନଙ୍କୁ ଏକ ଦଳରେ ପରିଣତ କରି ନିଜର ଅନୁଗ୍ରହ ପ୍ରକାଶ କରିଥିଲେ I ଫଳ ସ୍ଵରୂପେ ପାଉଲ ବିଜାତୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତି I ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ  I[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 1 m9b6 ὁ δέσμιος τοῦ Χριστοῦ Ἰησοῦ 1 the prisoner of Christ Jesus "ଯିଏ ବନ୍ଦୀରେ ଅଛି କାରଣ ମୁଁ ଖ୍ରୀଷ୍ଟ ଯୀଶୁଙ୍କୁ ଉପାସନା କରେ"
EPH 3 2 rx7t τὴν οἰκονομίαν τῆς χάριτος τοῦ Θεοῦ, τῆς δοθείσης μοι εἰς ὑμᾶς 1 the stewardship of the grace of God that was given to me for you ଏଠାରେ, **ଅନୁଗ୍ରହର** ଅର୍ଥ ହୋଇପାରେ: (1) ଏହା ପାଉଲ ଅଣଯିହୁଦୀମାନଙ୍କ ନିକଟକୁ ଆଣୁଥିବା ସୁସମାଚାରର ଉପହାରକୁ ବୁଝାଏ, ଏବଂ ଆପଣ ଅନୁବାଦ କରିପାରିବେ, "ଈଶ୍ଵର ତାଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ନିକଟକୁ ଆଣିବା ପାଇଁ ମୋତେ ଯେଉଁ ଦାୟିତ୍ଵ ଦେଇଅଛନ୍ତି।" (2) ଏହା ଅଣଯିହୁଦୀମାନଙ୍କୁ ସୁସମାଚାରର ପ୍ରଚାରକ ହେବାର ପାଉଲଙ୍କ ଉପହାରକୁ ସୂଚିତ କରେ, ଏବଂ ଆପଣ ଏହାକୁ ଅନୁବାଦ କରିପାରିବେ  “ଯେଉଁ ଦାୟିତ୍ଵ ଈଶ୍ଵର ତୁମ୍ଭମାନଙ୍କର ଲାଭପାଇଁ  ଅନୁଗ୍ରହରେ ମୋତେ ଦେଇଛନ୍ତି।
EPH 3 3 dc7x figs-activepassive κατὰ ἀποκάλυψιν ἐγνωρίσθη μοι 1 according to the revelation made known to me ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I [[rc://en/ta/man/translate/figs-activepassive]])
EPH 3 3 dc7x figs-activepassive κατὰ ἀποκάλυψιν ἐγνωρίσθη μοι 1 according to the revelation made known to me ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I [[rc://en/ta/man/translate/figs-activepassive]])
EPH 3 3 qm6m καθὼς προέγραψα ἐν ὀλίγῳ 1 about which I briefly wrote to you ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I
EPH 3 5 srn9 figs-activepassive ὃ ἑτέραις γενεαῖς οὐκ ἐγνωρίσθη τοῖς υἱοῖς τῶν ἀνθρώπων 1 In other generations this truth was not made known to the sons of men ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ଵର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 5 eq5u figs-activepassive ὡς νῦν ἀπεκαλύφθη ... ἐν Πνεύματι 1 But now it has been revealed by the Spirit ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 5 srn9 figs-activepassive ὃ ἑτέραις γενεαῖς οὐκ ἐγνωρίσθη τοῖς υἱοῖς τῶν ἀνθρώπων 1 In other generations this truth was not made known to the sons of men ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ଵର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 5 eq5u figs-activepassive ὡς νῦν ἀπεκαλύφθη ... ἐν Πνεύματι 1 But now it has been revealed by the Spirit ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 5 iux3 τοῖς ἁγίοις ἀποστόλοις αὐτοῦ καὶ προφήταις 1 his apostles and prophets who were set apart for this work
EPH 3 6 pqy3 εἶναι τὰ ἔθνη, συνκληρονόμα ... διὰ τοῦ εὐαγγελίου 1 the Gentiles are fellow heirs ... through the gospel ଏହି ନିଗୂଢ ତତ୍ତ୍ଵ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି I ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା **ବିଜାତିମାନେ** ମଧ୍ୟ ଯିହୁଦୀ ବିଶ୍ଵାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି I
EPH 3 6 y88q figs-metaphor σύνσωμα 1 fellow members of the body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ଭାବରେ ବୁଝାଯାଇଥାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
@ -136,8 +136,8 @@ EPH 3 6 wxs4 ἐν Χριστῷ Ἰησοῦ 1 in Christ Jesus "**ଖ୍ରୀ
EPH 3 6 i4h7 διὰ τοῦ εὐαγγελίου 1 through the gospel ସମ୍ଭାବିତ ଅର୍ଥଗୁଡ଼ିକ  ହେଲା (1) **ସୁସମାଚାର** ସକାଶୁ ବିଜାତିମାନେ ପ୍ରତିଜ୍ଞାର ସହଭାଗୀ ଅଟନ୍ତି କିମ୍ବା (2) **ସୁସମାଚାର** ସକାଶୁ ବିଜାତିମାନେ ଉତ୍ତରାଧିକାରୀ ଏବଂ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସ୍ଵରୂପ ଏବଂ ପ୍ରତିଜ୍ଞାର ସହଭାଗୀ ଅଟନ୍ତି I
EPH 3 8 y97f figs-metaphor ἀνεξιχνίαστον 1 unsearchable ପାଉଲ ପ୍ରତ୍ୟେକ ବିଷୟ ବିଷୟରେ ଉଲ୍ଲେଖ କରନ୍ତି ଯାହା ଖ୍ରୀଷ୍ଟ ଏକ ଭୈତିକ ବିଷୟ ଭାବରେ ଉପସ୍ଥାପନ କରନ୍ତି ଯାହା ସମ୍ପୂର୍ଣ୍ଣ ରୂପେ ଅନୁସନ୍ଧାନ କରାଯାଇପାରିବ ନାହିଁ I ବିକଳ୍ପ ଅନୁବାଦ: "ସଂପୂର୍ଣ୍ଣ ଭାବେ ପ୍ରକାଶ କରିବାକୁ ଅସକ୍ଷମ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 8 e96z figs-metaphor πλοῦτος τοῦ Χριστοῦ 1 riches of Christ **ଖ୍ରୀଷ୍ଟଙ୍କ** ବିଷୟକ ସତ୍ୟତା ଏବଂ ସେ ଆଣୁଥିବା ଆଶୀର୍ବାଦସମୂହ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେଗୁଡ଼ିକ  ପାର୍ଥିବ ସମ୍ପତ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 9 f2zp figs-activepassive τοῦ μυστηρίου, τοῦ ἀποκεκρυμμένου ἀπὸ τῶν αἰώνων ἐν τῷ Θεῷ, τῷ τὰ πάντα κτίσαντι 1 the mystery hidden for ages in God who created all things ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I “ଈଶ୍ଵର” ଯେ କି ସମସ୍ତ ବିଷୟ ସୃଷ୍ଟି କଲେ, ଅତୀତରେ ବହୁ କାଳ ପର୍ଯ୍ୟନ୍ତ ଏହି ସଂକଳ୍ପକୁ ଗୁପ୍ତଭାବରେ ରଖିଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 10 q62l γνωρισθῇ ... ταῖς ἀρχαῖς καὶ ταῖς ἐξουσίαις ἐν τοῖς ἐπουρανίοις … ἡ πολυποίκιλος σοφία τοῦ Θεοῦ 1 the rulers and authorities in the heavenly places would come to know the many-sided nature of the wisdom of God ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: "ଈଶ୍ଵର ତାଙ୍କର ମହାନ ଜ୍ଞାନକୁ ସ୍ୱର୍ଗର କର୍ତ୍ତାପଣ ଏବଂ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଇବେ  I"[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 3 9 f2zp figs-activepassive τοῦ μυστηρίου, τοῦ ἀποκεκρυμμένου ἀπὸ τῶν αἰώνων ἐν τῷ Θεῷ, τῷ τὰ πάντα κτίσαντι 1 the mystery hidden for ages in God who created all things ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର” ଯେ କି ସମସ୍ତ ବିଷୟ ସୃଷ୍ଟି କଲେ, ଅତୀତରେ ବହୁ କାଳ ପର୍ଯ୍ୟନ୍ତ ଏହି ସଂକଳ୍ପକୁ ଗୁପ୍ତଭାବରେ ରଖିଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 10 q62l γνωρισθῇ ... ταῖς ἀρχαῖς καὶ ταῖς ἐξουσίαις ἐν τοῖς ἐπουρανίοις … ἡ πολυποίκιλος σοφία τοῦ Θεοῦ 1 the rulers and authorities in the heavenly places would come to know the many-sided nature of the wisdom of God ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: "ଈଶ୍ଵର ତାଙ୍କର ମହାନ ଜ୍ଞାନକୁ ସ୍ୱର୍ଗର କର୍ତ୍ତାପଣ ଏବଂ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଇବେ  I"[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 3 10 elh2 figs-doublet ταῖς ἀρχαῖς καὶ ταῖς ἐξουσίαις 1 rulers and authorities ଏହି ଶବ୍ଦଗୁଡ଼ିକ  ସମାନ ଅର୍ଥ ପ୍ରକାଶ କରନ୍ତି I ସମସ୍ତ ଆତ୍ମିକ ପ୍ରାଣୀ ଈଶ୍ଵରଙ୍କ ଜ୍ଞାନକୁ ଜାଣିବେ ବୋଲି ଗୁରୁତ୍ଵ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I ଯଦି ଆପଣଙ୍କର ଭାଷାରେ ଦୁଇଟି ଶବ୍ଦ ନାହିଁ, ଆପଣ ଗୋଟିଏ ବ୍ୟବହାର କରିପାରିବେ  I ([[rc://en/ta/man/translate/figs-doublet]]ଦେଖନ୍ତୁ)
EPH 3 10 z7vy ἐν τοῖς ἐπουρανίοις 1 in the heavenly places “**ସ୍ଵର୍ଗୀୟ ସ୍ଥାନ**” ବାକ୍ୟାଂଶ ଈଶ୍ଵର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ 1:3](https://create.translationcore.com/01/03.md) ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ତାହା ଦେଖନ୍ତୁ I ବିକଳ୍ପ ଅନୁବାଦ: "ଅଲୌକିକ ଜଗତରେ”
EPH 3 10 ll77 figs-metaphor ἡ πολυποίκιλος σοφία τοῦ Θεοῦ 1 the many-sided nature of the wisdom of God ପାଉଲ ଈଶ୍ଵରଙ୍କ **ଜ୍ଞାନ** ବିଷୟରେ ଉଲ୍ଲେଖ କରନ୍ତି ଯେପରି ଏହା ବହୁମୁଖୀ ବିଷୟ ଅଟେ I ବିକଳ୍ପ ଅନୁବାଦ: " ଈଶ୍ଵରଙ୍କ ବହୁବିଧ ଜ୍ଞାନ " କିମ୍ବା "ଈଶ୍ଵର କେତେ ଜ୍ଞାନୀ"  I ([[rc://en/ta/man/translate/figs-metaphor]]ଦେଖନ୍ତୁ)
@ -174,11 +174,11 @@ EPH 4 2 zs6s μετὰ πάσης ταπεινοφροσύνης καὶ πρα
EPH 4 3 pi5c τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace ଏଠାରେ ପାଉଲ “**ଶାନ୍ତି**” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ **ବନ୍ଧନ** ଯାହା ଲୋକମାନଙ୍କୁ ବାନ୍ଧିରଖେ I ଶାନ୍ତିପୂର୍ଣ୍ଣଭାବରେ ପରସ୍ପର ସହିତ ବାସକରିବା ଦ୍ଵାରା ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ବିଷୟରେ ଏହା ଏକ ରୂପକ I ବିକଳ୍ପ ଅନୁବାଦ: “ପରସ୍ପର ସହିତ ଶାନ୍ତିରେ ବାସକରିବାକୁ ଏବଂ ଆତ୍ମା ସମ୍ଭବ କରୁଥିବା ପ୍ରକାରେ ଏକତ୍ରହୋଇ ରହିବାକୁ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 x5kv figs-metaphor ἓν σῶμα 1 one body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ବୋଲି କୁହାଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 y6ep ἓν Πνεῦμα 1 one Spirit “କେବଳ ଏକ ପବିତ୍ର ଆତ୍ମା”
EPH 4 4 b9mr figs-activepassive ἐκλήθητε ἐν μιᾷ ἐλπίδι τῆς κλήσεως ὑμῶν 1 you were called in one certain hope of your calling ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ ତୁମ୍ଭମାନଙ୍କ ଆହ୍ବାନରେ ଈଶ୍ଵର ତୁମ୍ଭମାନଙ୍କୁ ଗୋଟିଏ ଦୃଢ଼ ଭରସା ରଖିବାକୁ ଆହ୍ବାନ କଲେ” କିମ୍ବା “ଗୋଟିଏ ବିଷୟ ହେଉଛି ଯେ ଈଶ୍ଵର ତୁମ୍ଭମାନଙ୍କୁ ମଧ୍ୟ ଦୃଢ଼ ହେବାକୁ ଏବଂ ଈଶ୍ଵର ତାହା କରନ୍ତୁ ବୋଲି ଆଶା ରଖିବାକୁ ତୁମ୍ଭମାନଙ୍କୁ ମନୋନୀତ କଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 4 b9mr figs-activepassive ἐκλήθητε ἐν μιᾷ ἐλπίδι τῆς κλήσεως ὑμῶν 1 you were called in one certain hope of your calling ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ ତୁମ୍ଭମାନଙ୍କ ଆହ୍ବାନରେ ଈଶ୍ଵର ତୁମ୍ଭମାନଙ୍କୁ ଗୋଟିଏ ଦୃଢ଼ ଭରସା ରଖିବାକୁ ଆହ୍ବାନ କଲେ” କିମ୍ବା “ଗୋଟିଏ ବିଷୟ ହେଉଛି ଯେ ଈଶ୍ଵର ତୁମ୍ଭମାନଙ୍କୁ ମଧ୍ୟ ଦୃଢ଼ ହେବାକୁ ଏବଂ ଈଶ୍ଵର ତାହା କରନ୍ତୁ ବୋଲି ଆଶା ରଖିବାକୁ ତୁମ୍ଭମାନଙ୍କୁ ମନୋନୀତ କଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 6 bz5i Πατὴρ πάντων ... ἐπὶ πάντων … διὰ πάντων … ἐν πᾶσιν 1 Father of all ... over all ... through all ... and in all ଏଠାରେ “**ସମସ୍ତ**”ର ଅର୍ଥ “ପ୍ରତ୍ୟେକ ବିଷୟ”
EPH 4 7 pp9t 0 General Information: ଦାଉଦ ଲେଖିଥିବା ଗୋଟିଏ ଗୀତରୁ ଏଠାରେ ଉଦ୍ଧୃତ କରାଯାଇଛି
EPH 4 7 i4za 0 Connecting Statement: ପାଉଲ ବିଶ୍ଵାସୀମାନଙ୍କୁ ମଣ୍ଡଳୀ, ଅର୍ଥାତ୍ ବିଶ୍ଵାସୀମାନଙ୍କ ସମାହାରରେ ବ୍ୟବହାର କରିବା ନିମନ୍ତେ ଖ୍ରୀଷ୍ଟ ଦେଉଥିବା ଦାନ ବିଷୟରେ ସ୍ମରଣ କରାଉଅଛନ୍ତି I
EPH 4 7 u2bw figs-activepassive ἑνὶ ... κάστῳ ἡμῶν ἐδόθη ἡ χάρις 1 To each one of us grace has been given ଏହାକୁ କର୍ତ୍ତୃବାଚ୍ୟ ବ୍ୟବହାରକରି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦେଇଅଛନ୍ତି” କିମ୍ବା “ଈଶ୍ଵର ପ୍ରତ୍ୟେକ ବିଶ୍ଵାସୀକୁ ଦାନ ଦେଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 7 u2bw figs-activepassive ἑνὶ ... κάστῳ ἡμῶν ἐδόθη ἡ χάρις 1 To each one of us grace has been given ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦେଇଅଛନ୍ତି” କିମ୍ବା “ଈଶ୍ଵର ପ୍ରତ୍ୟେକ ବିଶ୍ଵାସୀକୁ ଦାନ ଦେଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 8 wj8t ἀναβὰς εἰς ὕψος 1 When he ascended to the heights “ଯେତେବେଳେ ଖ୍ରୀଷ୍ଟ ସ୍ଵର୍ଗକୁ ଆରୋହଣ କଲେ”
EPH 4 9 e5at ἀνέβη 1 He ascended “ଖ୍ରୀଷ୍ଟ ଆରୋହଣ କଲେ”
EPH 4 9 zu81 καὶ κατέβη 1 he also descended “ଖ୍ରୀଷ୍ଟ ମଧ୍ୟ ଅବତରଣ କରିଥିଲେ”

Can't render this file because it contains an unexpected character in line 2 and column 4525.