Edit 'en_tn_32-JON.tsv' using 'tc-create-app'

This commit is contained in:
Sibaji.Digal 2021-09-24 10:50:29 +00:00
parent 8a51d43b3f
commit 51a5aca27f
1 changed files with 3 additions and 3 deletions

View File

@ -71,9 +71,9 @@ JON 2 intro ae4k 0 # ଯୂନସ 2 ସାଧାରଣ ଟିପ୍ପଣୀ<
JON 2 1 alr2 יְהוָ֖ה אֱלֹהָ֑י⁠ו 1 Yahweh his God ଏହାର ଅର୍ଥ ଯିହୋବା, "ସେ ଉପାସନା କରୁଥିବା ଈଶ୍ୱର।" **ତାଙ୍କର** ଶବ୍ଦର ଅର୍ଥ ଈଶ୍ଵର ଯୂନସଙ୍କର ଥିଲେ ନୁହେଁ ।
JON 2 2 al5b וַ⁠יֹּ֗אמֶר 1 And he said “ଯୂନସ କହିଲେ”
JON 2 2 jdrc writing-poetry קָ֠רָאתִי מִ⁠צָּ֥רָה לִ֛⁠י אֶל־יְהוָ֖ה וַֽ⁠יַּעֲנֵ֑⁠נִי 1 I cried out to Yahweh from my distress, and he answered me ଏହି ଧାଡ଼ିଟି ମତ୍ସ୍ୟ ଉଦରରେ ଥାଇ ଯୂନସଙ୍କ ଅନୁଭୂତି ଏବଂ ପ୍ରାର୍ଥନା ବର୍ଣ୍ଣନା କରୁଥିବା ଏକ କବିତାରୁ ଆରମ୍ଭ ହୁଏ । ଏହି ପଦରେ ଯୂନସ ଯେଉଁ ସମୟରେ ପ୍ରାର୍ଥନା କରିଥିଲେ, କେଉଁ ଶବ୍ଦଗୁଡ଼ିକୁ ବ୍ୟବହାର କରିଥିଲେ ତାହା ଏହି କବିତା ପ୍ରକାଶ କରେ ନାହିଁ କାରଣ କବିତାଟି ପରବର୍ତ୍ତୀ ସମୟରେ ଲେଖାଯାଇଥିଲା, ଯୂନସଙ୍କ ମତ୍ସ୍ୟ ଉଦରରେ ଥିବା ଅନୁଭୂତି, ତାଙ୍କ ପ୍ରାର୍ଥନା ଏବଂ ଈଶ୍ଵରଙ୍କ ଉତ୍ତରଗୁଡ଼ିକ ଯେପରି ଏହି ଘଟଣା ପୂର୍ବରୁ ଘଟିଥିବାର ବର୍ଣ୍ଣନା କରାଯାଇଅଛି । କବିତାର ଏହି ପ୍ରଥମ ଧାଡିର ଅର୍ଥ ଏହା ବୁଝାଏ: ପ୍ରାର୍ଥନାର ବର୍ଣ୍ଣନାର ଏକ ଅଂଶ ଭାବରେ ଯିହୋବାଙ୍କୁ ସମ୍ବୋଧିତ କରେ; କିମ୍ବା ଯେପରି ଅନ୍ୟ ଜଣଙ୍କୁ ସମ୍ବୋଧିତ କରାଯାଉଥିବା ପ୍ରାର୍ଥନାର ସବିଶେଷ ତଥ୍ୟର ପରିଚୟ ଭାବରେ ବୁଝାଏ । "ପରିତ୍ରାଣ ଯିହୋବାଙ୍କର ଅଟେ!" [2:9](file:///C:/home/rmahn/output/02/09/jdrH) ରେ ବାକ୍ୟାଂଶ ସମ୍ବନ୍ଧୀୟ ଟିପ୍ପଣୀ ମଧ୍ୟ ଦେଖନ୍ତୁ । [[rc://en/ta/man/translate/writing-poetry]]) ଦେଖନ୍ତୁ)
JON 2 2 s7fi קָ֠רָאתִי מִ⁠צָּ֥רָה לִ֛⁠י אֶל־יְהוָ֖ה 1 I cried out to Yahweh from my distress “I prayed to Yahweh during my great trouble” or “Yahweh, I cried out to you during my distress
JON 2 2 wdr4 וַֽ⁠יַּעֲנֵ֑⁠נִי 1 he answered me “Yahweh responded to me or he helped me or you answered me”
JON 2 2 w8wn figs-metaphor מִ⁠בֶּ֧טֶן שְׁא֛וֹל 1 from the belly of Sheol “from the center of Sheol” or “from the deep part of Sheol” Possible meanings include: (1) Jonah was speaking of being in the belly of the fish as being in Sheol; or (2) Jonah believed that he was about to die and go to Sheol; or (3) He was speaking as if he already had died and gone to Sheol. (See: [[rc://en/ta/man/translate/figs-metaphor]])
JON 2 2 s7fi קָ֠רָאתִי מִ⁠צָּ֥רָה לִ֛⁠י אֶל־יְהוָ֖ה 1 I cried out to Yahweh from my distress “ମୁଁ ମୋର ବହୁତ ଦୁଃଖ ସକାଶୁ ଯିହୋବାଙ୍କ ନିକଟରେ ପ୍ରାର୍ଥନା କଲି” କିମ୍ବା “ଯିହୋବା, ମୋର ସଙ୍କଟ ସମୟରେ ମୁଁ ତୁମ୍ଭକୁ ଡାକିଲି
JON 2 2 wdr4 וַֽ⁠יַּעֲנֵ֑⁠נִי 1 he answered me "ଯିହୋବା ମୋତେ ଉତ୍ତର ଦେଲେ କିମ୍ବା ସେ ମୋତେ ସାହାଯ୍ୟ କଲେ କିମ୍ବା ତୁମ୍ଭେ ମୋତେ ଉତ୍ତର ଦେଲ।"
JON 2 2 w8wn figs-metaphor מִ⁠בֶּ֧טֶן שְׁא֛וֹל 1 from the belly of Sheol "ଶିଲରୁ" କିମ୍ବା "ଶିଲର ଗଭୀରତାରୁ" ର ସମ୍ଭାବ୍ୟ ଅର୍ଥ: (1) ଯୂନସ ମାଛର ଉଦରରେ ଥିବା ବିଷୟକୁ ପାତାଳରେ ଥିବା ପରି ସୂଚାଉଥିଲେ; କିମ୍ବା (2) ଯୂନସ ବିଶ୍ଵାସ କଲେ ଯେ ସେ ମରିବେ ଏବଂ ପାତାଳକୁ ଯିବେ; କିମ୍ବା (3) ସେ ଯେପରି ମରିଛନ୍ତି ଏବଂ ନର୍କକୁ ଯାଇଛନ୍ତି ବୋଲି କହୁଥିଲେ । ( [[rc://en/ta/man/translate/figs-metaphor]] ଦେଖନ୍ତୁ)
JON 2 2 ab77 translate-names שְׁא֛וֹל 1 Sheol ଲୋକମାନେ ମରିବା ପରେ ଯେଉଁ ସ୍ଥାନକୁ ଯାଇଥିଲେ ସେହି ସ୍ଥାନର ନାମ **ଶିଅଲ** ଥିଲା । ଏହା ଭୂମି ତଳେ ଥିବା ଏକ ଛାୟା ଦୁନିଆ ବୋଲି ବିଶ୍ୱାସ କରାଯାଉଥିଲା । ଏହା ନୂତନ ନିୟମର "ନର୍କ" ପରି ପ୍ରତୀତ ହୁଏ, ଯେଉଁଠାରେ ମୃତମାନେ ସେମାନଙ୍କର ବିଚାରକୁ ଅପେକ୍ଷା କରନ୍ତି (ପ୍ରକା. 20:13 ଦେଖନ୍ତୁ) । ଯଦି ଆପଣଙ୍କର ଭାଷାର ଏହି ସ୍ଥାନ ପାଇଁ ଏକ ଶବ୍ଦ ଅଛି, ଆପଣ ହୁଏତ ସେହି ଶବ୍ଦକୁ ଏଠାରେ ବ୍ୟବହାର କରିପାରିବେ, କିମ୍ବା " ଶିଅଲ" ଶବ୍ଦକୁ ବ୍ୟବହାର କରିପାରିବେ ।<br><br>[[rc://en/ta/man/translate/translate names]])ଦେଖନ୍ତୁ)
JON 2 2 jdrd figs-idiom שָׁמַ֥עְתָּ קוֹלִֽ⁠י 1 you heard my voice ଏହି ବାକ୍ୟାଂଶର ଅର୍ଥ ବୋଧହୁଏ ଉଭୟ ଆକ୍ଷରିକ ଏବଂ ଆଳଙ୍କାରିକ ଅଟେ । ଏହି ବାକ୍ୟାଂଶର ଆକ୍ଷରିକ ଅର୍ଥ ଏହା ଯେ ଯେବେ ଯୂନସ ମାଛ ଉଦରରୁ ପ୍ରାର୍ଥନା କରୁଥିଲେ ସଦାପ୍ରଭୁ ଯୂନସଙ୍କ ପ୍ରାର୍ଥନାକୁ  ଶୁଣିଥିଲେ । ତଥାପି, “କାହାର ସ୍ୱର ଶୁଣିବା”  ପୁରାତନ ନିୟମରେ ଏହି ବାକ୍ୟାଂଶର ଅର୍ଥ “ଶୁଣିବା ଏବଂ ମାନିବା” । ଏହି ପରିପ୍ରେକ୍ଷୀରେ, ଯୂନସ ପ୍ରକାଶ କରୁଛନ୍ତି ଯେ ସଦାପ୍ରଭୁ ଉଭୟ ତାଙ୍କ କଥା ଶୁଣିଥିଲେ ଏବଂ ତାଙ୍କୁ ଉଦ୍ଧାର କରିଥିଲେ।<br><br>[[rc://en/ta/man/translate/figs-idiom]])ଦେଖନ୍ତୁ)
JON 2 3 glp2 בִּ⁠לְבַ֣ב יַמִּ֔ים 1 into the heart of the seas ଏଠାରେ **ହୃଦୟ** ରୂପକ ଅଳଙ୍କାର ଅଟେ ଯାହାର ଅର୍ଥ “ଭିତରେ ରହିବା” ଅଟେ । "ହୃଦୟର" ବାକ୍ୟାଂଶର ଅର୍ଥ "ମଧ୍ୟରେ" କିମ୍ବା "ସମୁଦ୍ର ଜଳ ଦ୍ୱାରା ସମ୍ପୁର୍ଣ୍ଣ ଘେରି ରହିବା" ଅଟେ। ବିକଳ୍ପ ଅନୁବାଦ: "ସମୁଦ୍ର ମଧ୍ୟରେ" [[rc://en/ta/man/translate/figs-metaphor]])ଦେଖନ୍ତୁ)

Can't render this file because it contains an unexpected character in line 12 and column 245.