Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-06 02:31:22 +00:00
parent 7e4299b4cf
commit 513305d01f
1 changed files with 1 additions and 1 deletions

View File

@ -24,7 +24,7 @@ LUK 1 7 c7cj καὶ 1 କିନ୍ତୁ ଏହି ଶବ୍ଦ ଏକ ଭି
LUK 1 8 jr7f ἐγένετο δὲ 1 ଏବଂ ଏହିପରି ହେଲା ଏହି ବାକ୍ୟାଂଶ ପୃଷ୍ଠଭୂମି ସୂଚନାରୁ ଏକ ପରିବର୍ତ୍ତନକୁ ଚିହ୍ନିତ
କରେ ଯାହା ଲୂକ ପ୍ରଥମ ଘଟଣାର ଅଂଶଗ୍ରହଣକାରୀଙ୍କ ବିଷୟରେ ପ୍ରଦାନ କରନ୍ତି । ଯଦି ଆପଣଙ୍କ ଭାଷାରେ ଏହିପରି ସମାନ ଅଭିବ୍ୟକ୍ତି ଅଛି ଯାହା ଏକ ଘଟଣାକୁ ପରିଚିତ
କରାଇବା ପାଇଁ ବ୍ୟବହାର ହୁଏ, ଆପଣ ଏହାକୁ ଆପଣଙ୍କ ଅନୁବାଦରେ ଏଠାରେ ବ୍ୟବହାର କରିପାରିବେ । (ଦେଖନ୍ତୁ: [[rc://en/ta/man/translate/writing-newevent]])
LUK 1 8 vyl8 figs-explicit ἐν τῷ ἱερατεύειν αὐτὸν ... ἔναντι τοῦ Θεοῦ 1 while Zechariah was performing his priestly duties before God ଈଶ୍ଵରଙ୍କ ସମ୍ମୁଖରେ, ଅର୍ଥାତ୍ **ଈଶ୍ଵରଙ୍କ ସାମ୍ନାରେ**
ଅର୍ଥାତ୍ ଜିଖରୀୟ ଈଶ୍ଵରଙ୍କ ଉପସ୍ଥିତିରେ ଯାଜକ ଭାବରେ ତାଙ୍କର ସେବା ପ୍ରଦାନ କରୁଥିଲେ । ବିକଳ୍ପ ଅନୁବାଦ: “ଯେତେବେଳେ ଜିଖରୀୟ ଯାଜକ ଭାବରେ ଈଶ୍ଵରଙ୍କ ସେବା କରୁଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 8 wed9 ἐν τῇ τάξει τῆς ἐφημερίας αὐτοῦ 1 in the order of his division ଏହା ପୃଷ୍ଠଭୂମି ସୂଚନା ଅଟେ ଯାହା ବ୍ୟାଖ୍ୟା କରେ ଯେ ଜିଖରୀୟ ଏହି ସମୟରେ ଯାଜକ ଭାବରେ କାହିଁକି ସେବା କରୁଥିଲେ? ବିକଳ୍ପ ଅନୁବାଦ: “କାରଣ ଏହା ତାଙ୍କ ଦଳର ସେବା ପାଳିଥିଲା ।”(ଦେଖନ୍ତୁ: [[rc://en/ta/man/translate/writing-background]])
LUK 1 9 vq5g writing-background κατὰ τὸ ἔθος τῆς ἱερατείας, ἔλαχε τοῦ θυμιᾶσαι 1 According to the custom of the priesthood ... to burn incense ଯାଜକମାନେ ନିର୍ଦ୍ଦିଷ୍ଟ ସେବା କରିବା ପାଇଁ  କିପରି ସେମାନଙ୍କ ଦଳର ସଦସ୍ୟମାନଙ୍କୁ ମନୋନୀତ କରୁଥିଲେ
ସେ ବିଷୟରେ ଲୂକ ପୃଷ୍ଠଭୂମି ସୂଚନା ପ୍ରଦାନ କରନ୍ତି । ବିକଳ୍ପ

ଅନୁବାଦ: “ଯାଜକମାନେ ବହୁ ଗୁଲିବାଣ୍ଟ କରି
ତାଙ୍କୁ ସେମାନଙ୍କର ରୀତି ଅନୁଯାୟୀ ମନୋନୀତ
କଲେ
” (ଦେଖନ୍ତୁ: [[rc://en/ta/man/translate/writing-background]])
LUK 1 9 vq5g writing-background κατὰ τὸ ἔθος τῆς ἱερατείας, ἔλαχε τοῦ θυμιᾶσαι 1 According to the custom of the priesthood ... to burn incense ଯାଜକମାନେ ନିର୍ଦ୍ଦିଷ୍ଟ ସେବା କରିବା ପାଇଁ  କିପରି ସେମାନଙ୍କ ଦଳର ସଦସ୍ୟମାନଙ୍କୁ ମନୋନୀତ କରୁଥିଲେ
ସେ ବିଷୟରେ ଲୂକ ପୃଷ୍ଠଭୂମି ସୂଚନା ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଯାଜକମାନେ ବହୁ ଗୁଲିବାଣ୍ଟ କରି
ତାଙ୍କୁ ସେମାନଙ୍କର ରୀତି ଅନୁଯାୟୀ ମନୋନୀତ
କଲ” (ଦେଖନ୍ତୁ: [[rc://en/ta/man/translate/writing-background]])
LUK 1 9 s2vv τὸ ἔθος 1 the custom "ପାରମ୍ପରିକ ପ୍ରଥା ବା “ସେମାନଙ୍କର ଚିରାଚରିତ ଉପାୟ"""
LUK 1 9 pa9c ἔλαχε 1 he was chosen by lot ଗୁଳିବାଣ୍ଟ ଏକ ଚିହ୍ନିତ ପ୍ରସ୍ତର ଅଟେ ଯାହା ଭୂଇଁରେ ଗଡାଇ ବା ପକାଇ ଦିଆଯାଉଥିଲା ଯେପରି ତାହା ସେମାନଙ୍କୁ କୌଣସି ସିଦ୍ଧାନ୍ତ ନେବାରେ ସାହାଯ୍ୟ କରିବ I ଯାଜକମାନେ ବିଶ୍ୱାସ କରୁଥିଲେ ଯେ କେଉଁ ଯାଜକଙ୍କୁ ସେମାନେ ମନୋନୀତ କରନ୍ତୁ ବୋଲି ସେ ଚାହୁଁଥିଲେ ତାହା ସ୍ଥିର କରିବା ନିମନ୍ତେ ଈଶ୍ୱର ଗୁଳିବାଣ୍ଟ ଦ୍ବାରା ସେମାନଙ୍କୁ କଢାଇ ନେଉଥିଲେ I
LUK 1 9 ph9z τοῦ θυμιᾶσαι 1 to burn incense ମନ୍ଦିର ଭିତରେ ପ୍ରତି ପ୍ରଭାତରେ ଓ ସନ୍ଧ୍ୟା ବେଳେ ଏକ ବିଶେଷ ବେଦି ନିକଟରେ ଯାଜକମାନଙ୍କୁ ଈଶ୍ୱରଙ୍କ ନିକଟରେ ନୈବେଦ୍ୟ ଭାବରେ ସୁଗନ୍ଧି ଧୂପ ଜାଳିବାକୁ ପଡୁଥିଲା I

Can't render this file because it is too large.