Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-12 09:47:09 +00:00
parent b07333d083
commit 51126ffd32
1 changed files with 3 additions and 1 deletions

View File

@ -105,4 +105,6 @@ JUD 1 8 p12m figs-explicit ὁμοίως μέντοι 1 ଏଠାରେ, **ସ
JUD 1 8 q9ct κυριότητα…ἀθετοῦσιν 1 ଏଠାରେ, **ପ୍ରଭୁତ୍ୱ** ଶବ୍ଦ ସୂଚାଇପାରେ: (୧) ଯୀଶୁଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶାସନ କରିବା ଅଧିକାର” () ଈଶ୍ଵରଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶାସନ ଅଧିକାର”
JUD 1 8 qvhs figs-abstractnouns κυριότητα…ἀθετοῦσιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ପ୍ରଭୁତ୍ୱ** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯୀଶୁ ଯାହା ଆଜ୍ଞା ଦିଅନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” କିମ୍ବା “ଈଶ୍ଵର ଯାହା ଆଜ୍ଞା କରନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
JUD 1 9 lxf3 figs-possession κρίσιν ἐπενεγκεῖν βλασφημίας 1 ଯିହୂଦା ଏକ **ବିଚାର** କୁ ବର୍ଣ୍ଣନା କରିବା ପାଇଁ ଆଧିକାରିକ ଶବ୍ଦ ବ୍ୟବହାର କରନ୍ତି ଯାହା **ନିନ୍ଦା** ଦ୍ୱାରା ବର୍ଣ୍ଣିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ବ୍ୟାଖ୍ୟା କରିବାକୁ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବିରୁଦ୍ଧରେ ନିନ୍ଦିତ ବିଚାର ଆଣିବା ଲାଗି” (ଦେଖନ୍ତୁ:
[[rc://en/ta/man/translate/figs-possession]])
JUD 1 10 q640 figs-simile ὅσα…φυσικῶς ὡς τὰ ἄλογα ζῷα ἐπίστανται 2 ଏହି ବାକ୍ୟାଂଶ ମିଥ୍ୟା ଶିକ୍ଷକମାନଙ୍କର ଯୋନଗତ ଅପରାଧକୁ ବୁଝାଏ, ଯେଉଁମାନେ ଅଜ୍ଞାନି ହୋଇ ସେମାନଙ୍କର ସ୍ୱାଭାବିକ
ଯୌନ ଇଚ୍ଛା ଅନୁଯାୟୀ ପଶୁମାନଙ୍କ ଜୀବନଯାପନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଅପ୍ରତୀକାତ୍ମକ ଉପାୟରେ ରୂପକକୁ ଅନୁବାଦ କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ଯାହା ସ୍ୱାଭାବିକ ଭାବରେ ବୁଝନ୍ତି, ଅନିୟନ୍ତ୍ରିତ ଯୌନ ଇଚ୍ଛା” (ଦେଖନ୍ତୁ:[[rc://en/ta/man/translate/figs-simile]])
JUD 1 10 q640 figs-simile ὅσα…φυσικῶς ὡς τὰ ἄλογα ζῷα ἐπίστανται 2 ଏହି ବାକ୍ୟାଂଶ ମିଥ୍ୟା ଶିକ୍ଷକମାନଙ୍କର ଯୌନଗତ ଅପରାଧକୁ ବୁଝାଏ, ଯେଉଁମାନେ ଅଜ୍ଞାନି ହୋଇ ସେମାନଙ୍କର ସ୍ୱାଭାବିକ
ଯୌନ ଇଚ୍ଛା ଅନୁଯାୟୀ ପଶୁମାନଙ୍କ ଜୀବନଯାପନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଅପ୍ରତୀକାତ୍ମକ ଉପାୟରେ ରୂପକକୁ ଅନୁବାଦ କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ଯାହା ସ୍ୱାଭାବିକ ଭାବରେ ବୁଝନ୍ତି, ଅନିୟନ୍ତ୍ରିତ ଯୌନ ଇଚ୍ଛା” (ଦେଖନ୍ତୁ:[[rc://en/ta/man/translate/figs-simile]])
JUD 1 10 x35l writing-pronouns ἐν τούτοις 1 ଏଠାରେ, **ଏହି ବିଷୟଗୁଡ଼ିକ** “ଯାହାକୁ ସେମାନେ ପ୍ରବୃତ୍ତି ଦ୍ୱାରା ବୁଝନ୍ତି,” ତାହା ବୁଝାଏ, ଯାହା ଯୌନ ପାପ ଅଟେ ।
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ଯୌନଗତ ପାପ ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 10 z0n7 figs-activepassive ἐν τούτοις φθείρονται 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ବିଷୟଗୁଡ଼ିକ ସେମାନଙ୍କୁ ବିନଷ୍ଟ କରେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
105 JUD 1 8 q9ct κυριότητα…ἀθετοῦσιν 1 ଏଠାରେ, **ପ୍ରଭୁତ୍ୱ** ଶବ୍ଦ ସୂଚାଇପାରେ: (୧) ଯୀଶୁଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶାସନ କରିବା ଅଧିକାର” (୨) ଈଶ୍ଵରଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶାସନ ଅଧିକାର”
106 JUD 1 8 qvhs figs-abstractnouns κυριότητα…ἀθετοῦσιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ପ୍ରଭୁତ୍ୱ** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯୀଶୁ ଯାହା ଆଜ୍ଞା ଦିଅନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” କିମ୍ବା “ଈଶ୍ଵର ଯାହା ଆଜ୍ଞା କରନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
107 JUD 1 9 lxf3 figs-possession κρίσιν ἐπενεγκεῖν βλασφημίας 1 ଯିହୂଦା ଏକ **ବିଚାର** କୁ ବର୍ଣ୍ଣନା କରିବା ପାଇଁ ଆଧିକାରିକ ଶବ୍ଦ ବ୍ୟବହାର କରନ୍ତି ଯାହା **ନିନ୍ଦା** ଦ୍ୱାରା ବର୍ଣ୍ଣିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ବ୍ୟାଖ୍ୟା କରିବାକୁ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବିରୁଦ୍ଧରେ ନିନ୍ଦିତ ବିଚାର ଆଣିବା ଲାଗି” (ଦେଖନ୍ତୁ:
[[rc://en/ta/man/translate/figs-possession]])
108 JUD 1 10 q640 figs-simile ὅσα…φυσικῶς ὡς τὰ ἄλογα ζῷα ἐπίστανται 2 ଏହି ବାକ୍ୟାଂଶ ମିଥ୍ୟା ଶିକ୍ଷକମାନଙ୍କର ଯୋନଗତ ଅପରାଧକୁ ବୁଝାଏ, ଯେଉଁମାନେ ଅଜ୍ଞାନି ହୋଇ ସେମାନଙ୍କର ସ୍ୱାଭାବିକ
ଯୌନ ଇଚ୍ଛା ଅନୁଯାୟୀ ପଶୁମାନଙ୍କ ଜୀବନଯାପନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଅପ୍ରତୀକାତ୍ମକ ଉପାୟରେ ରୂପକକୁ ଅନୁବାଦ କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ଯାହା ସ୍ୱାଭାବିକ ଭାବରେ ବୁଝନ୍ତି, ଅନିୟନ୍ତ୍ରିତ ଯୌନ ଇଚ୍ଛା” (ଦେଖନ୍ତୁ:[[rc://en/ta/man/translate/figs-simile]]) ଏହି ବାକ୍ୟାଂଶ ମିଥ୍ୟା ଶିକ୍ଷକମାନଙ୍କର ଯୌନଗତ ଅପରାଧକୁ ବୁଝାଏ, ଯେଉଁମାନେ ଅଜ୍ଞାନି ହୋଇ ସେମାନଙ୍କର ସ୍ୱାଭାବିକ
ଯୌନ ଇଚ୍ଛା ଅନୁଯାୟୀ ପଶୁମାନଙ୍କ ଜୀବନଯାପନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଅପ୍ରତୀକାତ୍ମକ ଉପାୟରେ ରୂପକକୁ ଅନୁବାଦ କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ଯାହା ସ୍ୱାଭାବିକ ଭାବରେ ବୁଝନ୍ତି, ଅନିୟନ୍ତ୍ରିତ ଯୌନ ଇଚ୍ଛା” (ଦେଖନ୍ତୁ:[[rc://en/ta/man/translate/figs-simile]])
109 JUD 1 10 x35l writing-pronouns ἐν τούτοις 1 ଏଠାରେ, **ଏହି ବିଷୟଗୁଡ଼ିକ** “ଯାହାକୁ ସେମାନେ ପ୍ରବୃତ୍ତି ଦ୍ୱାରା ବୁଝନ୍ତି,” ତାହା ବୁଝାଏ, ଯାହା ଯୌନ ପାପ ଅଟେ ।
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ଯୌନଗତ ପାପ ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/writing-pronouns]])
110 JUD 1 10 z0n7 figs-activepassive ἐν τούτοις φθείρονται 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ବିଷୟଗୁଡ଼ିକ ସେମାନଙ୍କୁ ବିନଷ୍ଟ କରେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])