From 500617c03b6617166d7ab5d2e127632a7b402d09 Mon Sep 17 00:00:00 2001 From: Gayatri-Digal Date: Sun, 10 Sep 2023 16:52:12 +0000 Subject: [PATCH] Edit 'tn_GAL.tsv' using 'tc-create-app' --- tn_GAL.tsv | 2 +- 1 file changed, 1 insertion(+), 1 deletion(-) diff --git a/tn_GAL.tsv b/tn_GAL.tsv index 69cf937..465e6bc 100644 --- a/tn_GAL.tsv +++ b/tn_GAL.tsv @@ -31,7 +31,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 1:15 wd26 καλέσας διὰ τῆς χάριτος αὐτοῦ 1 ଏଠାରେ, **ଆହ୍ୱାନ** ଶବ୍ଦର ଅର୍ଥ ମନୋନୀତ କରିବା ଏବଂ ଡକାଯିବା ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ମୋତେ ମନୋନୀତ କରି ଡାକିଲେ” 1:16 l97h ἀποκαλύψαι τὸν Υἱὸν αὐτοῦ ἐν ἐμοὶ 1 ବାକ୍ୟ **ମୋʼ ଠାରେ ତାହାଙ୍କ ପୁତ୍ରକୁ ପ୍ରକାଶ କଲେ** ଏହାର ଅର୍ଥ ହୋଇପାରେ: (1) ଈଶ୍ବର ଆପଣା ପୁତ୍ରଙ୍କୁ ପାଉଲଙ୍କ ନିକଟରେ ପ୍ରକାଶ କଲେ, ପାଉଲଙ୍କୁ ଯୀଶୁ କିଏ ବୋଲି ପ୍ରକାଶ କଲେ ଯାହା ଦ୍ଵାରା ପାଉଲଠାରେ ପ୍ରକୃତରେ ଯୀଶୁ କିଏ ତାହା ବିଷୟରେ ଅନ୍ତର୍ନିହିତ ଜ୍ଞାନ ଥିଲା । ବିକଳ୍ପ ଅନୁବାଦ: “ମୋ’ଠାରେ ତାହାଙ୍କ ପୁତ୍ରଙ୍କୁ ପ୍ରକାଶ କରିବାକୁ” କିମ୍ବା “ତାହାଙ୍କ ପୁତ୍ର ପ୍ରକୃତରେ କିଏ ତାହା ମୋତେ ପ୍ରକାଶ କରିବାକୁ” (2) ପାଉଲଙ୍କ ମାଧ୍ୟମରେ ଈଶ୍ବର ତାହାଙ୍କ ପୁତ୍ରଙ୍କୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିଥିଲେ । ବିକଳ୍ପ ଅନୁବାଦ: “ମୋ ମାଧ୍ୟମରେ ତାହାଙ୍କ ପୁତ୍ରଙ୍କୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବାକୁ” କିମ୍ବା “ତାଙ୍କ ପୁତ୍ରଙ୍କୁ ଅନ୍ୟମାନଙ୍କଠାରେ ପ୍ରକାଶ କରିବା” 1:16 l5bb rc://*/ta/man/translate/guidelines-sonofgodprinciples τὸν Υἱὸν 1 -1:16 xx4c εὐαγγελίζωμαι αὐτὸν 1 +1:16 xx4c εὐαγγελίζωμαι αὐτὸν 1 ବିକଳ୍ପ ଅନୁବାଦ: “ଯେପରି ମୁଁ ଈଶ୍ବରଙ୍କ ପୁତ୍ର ବିଷୟରେ ସୁସମାଚାର ପ୍ରଚାର କରିପାରିବି” 1:16 qme5 rc://*/ta/man/translate/figs-idiom προσανεθέμην σαρκὶ καὶ αἵματι 1 ଏହା ଏକ ଅଭିବ୍ୟକ୍ତ ଅଟେ ଯାହାର ଅର୍ଥ ଅନ୍ୟ ଲୋକମାନଙ୍କ ସହିତ କଥା ହେବା । ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କୁ ସନ୍ଧେଶ ବୁଝାଇବା ନିମନ୍ତେ ମୋହର ସାହାଯ୍ୟ କରିବାକୁ କୁହ” (ଦେଖ: [[rc://or/ta/man/translate/figs-idiom]]) 1:17 qh88 ἀνῆλθον εἰς Ἱεροσόλυμα 1 ଯିରୁଶାଲମକୁ ଯାଅ. ଯିରୁଶାଲମ ଉଚ ପାହାଡିଆ ଅଞ୍ଚଳ ଥିଲା, ଯେମିତି ସେଠାରେ ପହଞ୍ଚିବା ନିମନ୍ତେ ଅନେକ ପାହାଡ ଉପରେ ଚଡିବା ଆବଶ୍ୟକ ଥିଲା, ଏବଂ ସେଥିପାଇଁ ଯିରୁଶାଲମକୁ ଯାତ୍ରା କରିବା ବିଷୟରେ ବର୍ଣ୍ଣନା କରିବାବେଳେ “ଯିରୁଶାଲମ ଉପରକୁ ଯିବା କୁହାଯାଉ ଥିଲା ।” 1:19 av43 rc://*/ta/man/translate/figs-doublenegatives ἕτερον & τῶν ἀποστόλων οὐκ εἶδον, εἰ μὴ Ἰάκωβον 1 ଏହା ଦ୍ବି-ନକାରାତ୍ମକ ଶଦ୍ଦ ଗୁରୁତ୍ବାରୋପ କରେ ଯେ ଯାକୁବ ଏକମାତ୍ର ପ୍ରେରିତ ଥିଲେ ଯାହାକୁ ପାଉଲ ଦେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ଏକମାତ୍ର ପ୍ରେରିତ ଯାକୁବଙ୍କୁ ମୁଁ ଦେଖିଥିଲି” (ଦେଖ: [[rc://or/ta/man/translate/figs-doublenegatives]])