From 4e8178827844619ef7fceae46a23debd0096cf2f Mon Sep 17 00:00:00 2001 From: Gayatri-Digal Date: Sat, 12 Mar 2022 09:19:19 +0000 Subject: [PATCH] Edit 'en_tn_66-JUD.tsv' using 'tc-create-app' --- en_tn_66-JUD.tsv | 22 +++++++++++----------- 1 file changed, 11 insertions(+), 11 deletions(-) diff --git a/en_tn_66-JUD.tsv b/en_tn_66-JUD.tsv index ef4bb51..f7f3a47 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -82,20 +82,20 @@ JUD 1 3 htjd figs-exclusive ἀγαπητοί 1 ଏଠାରେ **ପ୍ରି JUD 1 3 kvkg figs-abstractnouns περὶ τῆς κοινῆς ἡμῶν σωτηρίας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ପରିତ୍ରାଣ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର କିପରି ଆମ୍ଭ ସମସ୍ତଙ୍କୁ ଏକତ୍ର ରକ୍ଷା କଲେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) JUD 1 3 ls3z figs-ellipsis παρακαλῶν ἐπαγωνίζεσθαι τῇ…πίστει 1 ଯିହୂଦା କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଏକ ବାକ୍ୟ  ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ ହୋଇପାରେ ।ଏହି ଶବ୍ଦଟିକୁ ପୂର୍ବ ବାକ୍ୟରୁ ଯୋଗ କରାଯାଇପାରେ । ବିକଳ୍ପ ଅନୁବାଦ: “ବିଶ୍ୱାସ ପାଇଁ ପ୍ରାଣପଣରେ ଚେଷ୍ଟା କରିବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରେ” (ଦେଖନ୍ତୁ: [[rc://en/ta/man/translate/figs-ellipsis]]) JUD 1 3 pvyp figs-activepassive τῇ ἅπαξ παραδοθείσῃ τοῖς ἁγίοις πίστει 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ , ଏବଂ କିଏ କାର୍ଯ୍ୟକରେ ତାହା ଆପଣ ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ବିଶ୍ଵାସ ପାଇଁ ଈଶ୍ଵର ଏକାଥରେ ସମସ୍ତ ସାଧୁମାନଙ୍କୁ ଉଦ୍ଧାର କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]]) -JUD 1 4 he1b grammar-connect-logic-result γάρ 1 ଏଠାରେ , \*\* କାରଣ\*\* ଶବ୍ଦ ଯିହୂଦା ପୂର୍ବ ପଦରେ କାରଣ ଦର୍ଶାଉଥିବା ବିଷୟକୁ ବୁଝାଏ ଯାହା ତାଙ୍କ ପାଠକମାନେ “ବିଶ୍ୱାସ ପାଇଁ ପ୍ରାଣପଣେ ଚେଷ୍ଟା କରନ୍ତୁ” ବୋଲି ସେ ଇଚ୍ଛା କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହା କର ବୋଲି ମୁଁ ଇଚ୍ଛା କରେ କାରଣ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]]) +JUD 1 4 he1b grammar-connect-logic-result γάρ 1 ଏଠାରେ , **କାରଣ** ଶବ୍ଦ ଯିହୂଦା ପୂର୍ବ ପଦରେ କାରଣ ଦର୍ଶାଉଥିବା ବିଷୟକୁ ବୁଝାଏ ଯାହା ତାଙ୍କ ପାଠକମାନେ “ବିଶ୍ୱାସ ପାଇଁ ପ୍ରାଣପଣେ ଚେଷ୍ଟା କରନ୍ତୁ” ବୋଲି ସେ ଇଚ୍ଛା କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହା କର ବୋଲି ମୁଁ ଇଚ୍ଛା କରେ କାରଣ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]]) JUD 1 4 qevn figs-ellipsis παρεισέδυσαν γάρ τινες ἄνθρωποι 1 ଏହି ବାକ୍ୟାଂଶରେ , ଯିହୂଦା ଏହି ବାକ୍ୟରୁ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ ହୋଇପାରେ । ଯଦି ଆପଣଙ୍କ ଭାଷାରେ ଏହି ବାକ୍ୟାଂଶ ଆବଶ୍ୟକ ହୁଏ , ତେବେ ଆପଣ ଏହାକୁ \[୧୨ \](../ ୦୧ / ୧୨ .md) ରୁ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ କାରଣ କେତେକ ଲୋକ ତୁମ୍ଭମାନଙ୍କ ପ୍ରେମ ଭୋଜିରେ ଗୁପ୍ତ ଭାବରେ ପ୍ରବେଶ କରିଛନ୍ତି” କିମ୍ବା “କେତେକ ଲୋକ ଗୁପ୍ତ ଭାବରେ ତୁମ୍ଭମାନଙ୍କ ସମାବେଶରେ ପ୍ରବେଶ କରିଛନ୍ତି” (ଦେଖନ୍ତୁ: JUD 1 4 c7a6 figs-abstractnouns εἰς τοῦτο τὸ κρίμα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ନିନ୍ଦା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ନିନ୍ଦିତ ହେବାକୁ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) -JUD 1 4 u2oj figs-explicit ἀσεβεῖς 1 ଏଠାରେ , \*\* ଅଧାର୍ମିକମାନେ\*\* ଶବ୍ଦ ପଦର ଆରମ୍ଭରେ ଉଲ୍ଲେଖ କରାଯାଇଥିବା “କେତକ ଲୋକ” ଶବ୍ଦକୁ ବୁଝାଏ । ସେମାନେ ମିଥ୍ୟା ଶିକ୍ଷକ ବୋଲି ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଉଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଅଧାର୍ମିକ ମିଥ୍ୟା ଶିକ୍ଷକଗଣ” (ଦେଖନ୍ତୁ: [[rc://en/ta/man/translate/figs-explicit]]) -JUD 1 4 g35s figs-exclusive ἡμῶν…ἡμῶν 1 ଏହି ପଦରେ **ଆମ୍ଭର** ଶବ୍ଦର ଉଭୟ ଉଲ୍ଲେଖ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ । ( ଦେଖନ୍ତୁ:[[rc://en/ta/man/translate/figs-exclusive]]) +JUD 1 4 u2oj figs-explicit ἀσεβεῖς 1 ଏଠାରେ , **ଅଧାର୍ମିକମାନେ** ଶବ୍ଦ ପଦର ଆରମ୍ଭରେ ଉଲ୍ଲେଖ କରାଯାଇଥିବା “କେତକ ଲୋକ” ଶବ୍ଦକୁ ବୁଝାଏ । ସେମାନେ ମିଥ୍ୟା ଶିକ୍ଷକ ବୋଲି ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଉଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଅଧାର୍ମିକ ମିଥ୍ୟା ଶିକ୍ଷକଗଣ” (ଦେଖନ୍ତୁ: [[rc://en/ta/man/translate/figs-explicit]]) +JUD 1 4 g35s figs-exclusive ἡμῶν…ἡμῶν 1 ଏହି ପଦରେ **ଆମ୍ଭର** ଶବ୍ଦର ଉଭୟ ଉଲ୍ଲେଖ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ । ( ଦେଖନ୍ତୁ [[rc://en/ta/man/translate/figs-exclusive]]) JUD 1 4 esef figs-abstractnouns τὴν τοῦ Θεοῦ ἡμῶν χάριτα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଈଶ୍ଵରଙ୍କ ଦୟାଳୁ କାର୍ଯ୍ୟ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) -JUD 1 4 tmju figs-abstractnouns εἰς ἀσέλγειαν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ଏକ ବିଶେଷଣ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ \*\* କାମୁକତା\*\* ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାମୁକତା ଆଚରଣରେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) -JUD 1 4 p7g6 figs-possession τὸν μόνον Δεσπότην καὶ Κύριον ἡμῶν 1 ଏଠାରେ , \*\* ଆମ୍ଭମାନଙ୍କର ପ୍ରଭୁ \*\* ବାକ୍ୟାଂଶର ଅର୍ଥ “ଯିଏ ଆମ୍ଭମାନଙ୍କ ଉପରେ ଅଟନ୍ତି” କିମ୍ବା “ଆମ୍ଭମାନଙ୍କର ଉପରେ ଶାସନ କରୁଥିବା ବ୍ୟକ୍ତି ଅଟନ୍ତି” ଅଟେ । ସଂଯୋଗ **ଏବଂ** \*\* ଆମ୍ଭମାନଙ୍କ\*\* ଶବ୍ଦ ମଧ୍ୟ **କେବଳ ପ୍ରଭୁ** ଙ୍କ ପାଇଁ ପ୍ରଯୁଜ୍ୟ ଅଟେ , ଯାହାର ଅର୍ଥ “ଆମ୍ଭମାନଙ୍କର କର୍ତ୍ତା” ଅଟେ । ବିକଳ୍ପ ଅନୁବାଦ: “ଏକମାତ୍ର ବ୍ୟକ୍ତି ଯିଏ ଆମ୍ଭମାନଙ୍କର କର୍ତ୍ତା ଏବଂ ଆମ୍ଭମାନଙ୍କର ଉପରେ ଶାସନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-possession]]) +JUD 1 4 tmju figs-abstractnouns εἰς ἀσέλγειαν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ଏକ ବିଶେଷଣ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **କାମୁକତା **ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାମୁକତା ଆଚରଣରେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) +JUD 1 4 p7g6 figs-possession τὸν μόνον Δεσπότην καὶ Κύριον ἡμῶν 1 ଏଠାରେ , **ଆମ୍ଭମାନଙ୍କର ପ୍ରଭୁ ** ବାକ୍ୟାଂଶର ଅର୍ଥ “ଯିଏ ଆମ୍ଭମାନଙ୍କ ଉପରେ ଅଟନ୍ତି” କିମ୍ବା “ଆମ୍ଭମାନଙ୍କର ଉପରେ ଶାସନ କରୁଥିବା ବ୍ୟକ୍ତି ଅଟନ୍ତି” ଅଟେ । ସଂଯୋଗ **ଏବଂ** **ଆମ୍ଭମାନଙ୍କ** ଶବ୍ଦ ମଧ୍ୟ **କେବଳ ପ୍ରଭୁ** ଙ୍କ ପାଇଁ ପ୍ରଯୁଜ୍ୟ ଅଟେ , ଯାହାର ଅର୍ଥ “ଆମ୍ଭମାନଙ୍କର କର୍ତ୍ତା” ଅଟେ । ବିକଳ୍ପ ଅନୁବାଦ: “ଏକମାତ୍ର ବ୍ୟକ୍ତି ଯିଏ ଆମ୍ଭମାନଙ୍କର କର୍ତ୍ତା ଏବଂ ଆମ୍ଭମାନଙ୍କର ଉପରେ ଶାସନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-possession]]) JUD 1 5 pg0e figs-infostructure ὑπομνῆσαι…ὑμᾶς βούλομαι, εἰδότας ὑμᾶς ἅπαξ πάντα 1 ଯଦି ଏହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ , ତେବେ ଆପଣ ପ୍ରଥମ ଦୁଇଟି ବାକ୍ୟାଂଶର କ୍ରମକୁ ପରିବର୍ତ୍ତନ କରି ପାରିବେ ।ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତ ବିଷୟକୁ ଏକାଥରେ ଜାଣିଛ , ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଚାହେଁ” (ଦେଖନ୍ତୁ: [[rc://en/ta/man/translate/figs-infostructure]]) JUD 1 5 xiss translate-textvariants ὅτι Ἰησοῦς 1 ଏଠାରେ , କେତେକ ପ୍ରାଚୀନ ପାଣ୍ଡୁଲିପିରେ “ପ୍ରଭୁ” ଉଲ୍ଲେଖ ଅଛି । ଆପଣଙ୍କ ଅନୁବାଦରେ କେଉଁ ବାକ୍ୟାଂଶ ବ୍ୟବହାର କରିବେ ତାହା ସ୍ଥିର କରିବାକୁ ଯିହୂଦାର ପରିଚୟର ଶେଷରେ ପାଠ୍ୟ ପ୍ରସଙ୍ଗଗୁଡ଼ିକର ଆଲୋଚନା ଦେଖନ୍ତୁ । ( ଦେଖନ୍ତୁ: [[rc://en/ta/man/translate/translate-textvariants]]) JUD 1 5 z1h9 λαὸν ἐκ γῆς Αἰγύπτου σώσας 1 ଏହାର ଅର୍ଥ ଏହା ହୋଇପାରେ: (୧) ଯିହୂଦା ଏହି ବାକ୍ୟାଂଶରେ ବର୍ଣ୍ଣିତ ଘଟଣାର ସମୟ ସୂଚାଉଛି , ଯାହା ପରବର୍ତ୍ତୀ ବାକ୍ୟାଂଶରେ “ପରେ” ଉଲ୍ଲେଖ କରିବା ଦ୍ୱାରା ସମୟ ସ୍ପଷ୍ଟ କରାଯାଇଅଛି । ( ୨) ଯିହୂଦା ଏହି ବାକ୍ୟାଂଶରେ ଯୀଶୁ ଯାହା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଯାହା କରିଥିଲେ ତାହା ମଧ୍ୟରେ ଏକ ଭିନ୍ନତା ସୃଷ୍ଟି କରୁଛନ୍ତି।ବିକଳ୍ପ ଅନୁବାଦ: “ଯଦିଓ ସେ ଲୋକମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ” -JUD 1 6 g5ld figs-distinguish τοὺς μὴ τηρήσαντας τὴν ἑαυτῶν ἀρχὴν 1 ଏଠାରେ
,
ଯିହୂଦା ଈଶ୍ଵରଙ୍କ  ଦ୍ବାରା ବିଚାରିତ ହେବା ** ଦୂତମାନଙ୍କୁ** ପୃଥକ କରିବା
ପାଇଁ ଏହି ବାକ୍ୟାଂଶ ବ୍ୟବହାର କରନ୍ତି

(
ଦେଖନ୍ତୁ:
[[rc://en/ta/man/translate/figs-distinguish]]) -JUD 1 6 c8gf δεσμοῖς ἀϊδίοις ὑπὸ ζόφον τετήρηκεν 1 ଏଠାରେ
, **
ଅନନ୍ତସ୍ଥାୟୀ ଶିକୁଳିରେ ରଖାଯାଇଥିବା** କାରାଗାରକୁ ଦର୍ଶାଏ ଯାହା
ଚିରସ୍ଥାୟୀ ଅଟେ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ଆପଣ ଆପଣଙ୍କ ଅନୁବାଦରେ କାରାଗାରର ଧାରଣାକୁ ଅନ୍ତର୍ଭୂକ୍ତ କରିପାରିବ



ବିକଳ୍ପ ଅନୁବାଦ: “ଈଶ୍ଵର ଅନନ୍ତକାଳ
ପାଇଁ କାରାଗାରରେ
,
ଅନ୍ଧକାରରେ ଆବଦ୍ଧ କରିଛନ୍ତି” -JUD 1 6 jzdj grammar-connect-logic-goal εἰς κρίσιν μεγάλης ἡμέρας 1 ଏହି ବାକ୍ୟ ଦୂତମାନଙ୍କର
ବନ୍ଦୀ ହେବାର ଉଦ୍ଦେଶ୍ୟ ବା ଲକ୍ଷ୍ୟକୁ ପ୍ରକାଶ କରେ


ବିକଳ୍ପ ଅନୁବାଦ: “ମହା ଦିନର ବିଚାର ହେବା ଉଦ୍ଦେଶ୍ୟରେ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]]) -JUD 1 6 k1c6 figs-abstractnouns εἰς κρίσιν μεγάλης ἡμέρας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ବିଚାର** ପଛରେ
ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ମହାନ ଦିନରେ ଯେବେ ଈଶ୍ଵର ବିଚାର କରବେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) -JUD 1 7 tr3y figs-abstractnouns τὸν ὅμοιον τρόπον τούτοις ἐκπορνεύσασαι, 1 having committed sexual immorality in the same manner as these ଯଦି ଏହା

ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ
ହେବ
,
ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଯୌନ କାମୁକତା**
ର ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ଯୌନଗତ ଅନୈତିକ କର୍ମ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) -JUD 1 7 q9jk figs-metaphor καὶ ἀπελθοῦσαι ὀπίσω σαρκὸς ἑτέρας 1 ଏଠାରେ ଏକ ସଠିକ ପରିବର୍ତ୍ତେ
ଏକ ଅନୁପଯୁକ୍ତ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡିତ ହେବା ବିଷୟକୁ ବୁଝାଇବା ପାଇଁ ଯିହୂଦା **ଯାଇଛନ୍ତି**
ବାକ୍ୟାଂଶକୁ ରୂପକ ଭାବରେ ବ୍ୟବହାର କରନ୍ତି


ମିଥ୍ୟା ଦେବତାକୁ ପୂଜା କରୁଥିବା କିମ୍ବା ଯୌନଗତ ଅନୈତିକ କାର୍ଯ୍ୟରେ
ଲିପ୍ତ ଥିବା ଲୋକଙ୍କୁ ବର୍ଣ୍ଣନା କରିବା ପାଇଁ ଏହି ଅଭିବ୍ୟକ୍ତି ବାରମ୍ବାର ବାଇବେଲରେ ବ୍ୟବହୃତ
ହୋଇଅଛି


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ଏବଂ ଅନ୍ୟର ଶରୀର ସହ ଯୌନଗତ ଅନୈତିକ କର୍ମରେ
ଲିପ୍ତ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +JUD 1 6 g5ld figs-distinguish τοὺς μὴ τηρήσαντας τὴν ἑαυτῶν ἀρχὴν 1 ଏଠାରେ, ଯିହୂଦା ଈଶ୍ଵରଙ୍କ  ଦ୍ବାରା ବିଚାରିତ ହେବା ** ଦୂତମାନଙ୍କୁ** ପୃଥକ କରିବା ପାଇଁ ଏହି ବାକ୍ୟାଂଶ ବ୍ୟବହାର କରନ୍ତି ।
(ଦେଖନ୍ତୁ:[[rc://en/ta/man/translate/figs-distinguish]]) +JUD 1 6 c8gf δεσμοῖς ἀϊδίοις ὑπὸ ζόφον τετήρηκεν 1 ଏଠାରେ, ** ଅନନ୍ତସ୍ଥାୟୀ ଶିକୁଳିରେ ରଖାଯାଇଥିବା** କାରାଗାରକୁ ଦର୍ଶାଏ ଯାହା ଚିରସ୍ଥାୟୀ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଆପଣଙ୍କ ଅନୁବାଦରେ କାରାଗାରର ଧାରଣାକୁ ଅନ୍ତର୍ଭୂକ୍ତ କରିପାରିବ। ବିକଳ୍ପ ଅନୁବାଦ: “ଈଶ୍ଵର ଅନନ୍ତକାଳ ପାଇଁ କାରାଗାରରେ, ଅନ୍ଧକାରରେ ଆବଦ୍ଧ କରିଛନ୍ତି” +JUD 1 6 jzdj grammar-connect-logic-goal εἰς κρίσιν μεγάλης ἡμέρας 1 ଏହି ବାକ୍ୟ ଦୂତମାନଙ୍କର ବନ୍ଦୀ ହେବାର ଉଦ୍ଦେଶ୍ୟ ବା ଲକ୍ଷ୍ୟକୁ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ମହା ଦିନର ବିଚାର ହେବା ଉଦ୍ଦେଶ୍ୟରେ” (ଦେଖନ୍ତୁ:[[rc://en/ta/man/translate/grammar-connect-logic-goal]]) +JUD 1 6 k1c6 figs-abstractnouns εἰς κρίσιν μεγάλης ἡμέρας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ବିଚାର** ପଛରେ
ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମହାନ ଦିନରେ ଯେବେ ଈଶ୍ଵର ବିଚାର କରବେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +JUD 1 7 tr3y figs-abstractnouns τὸν ὅμοιον τρόπον τούτοις ἐκπορνεύσασαι, 1 having committed sexual immorality in the same manner as these ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଯୌନ କାମୁକତା**
ର ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୌନଗତ ଅନୈତିକ କର୍ମ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +JUD 1 7 q9jk figs-metaphor καὶ ἀπελθοῦσαι ὀπίσω σαρκὸς ἑτέρας 1 ଏଠାରେ ଏକ ସଠିକ ପରିବର୍ତ୍ତେ ଏକ ଅନୁପଯୁକ୍ତ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡିତ ହେବା ବିଷୟକୁ ବୁଝାଇବା ପାଇଁ ଯିହୂଦା **ଯାଇଛନ୍ତି** ବାକ୍ୟାଂଶକୁ ରୂପକ ଭାବରେ ବ୍ୟବହାର କରନ୍ତି । ମିଥ୍ୟା ଦେବତାକୁ ପୂଜା କରୁଥିବା କିମ୍ବା ଯୌନଗତ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କୁ ବର୍ଣ୍ଣନା କରିବା ପାଇଁ ଏହି ଅଭିବ୍ୟକ୍ତି ବାରମ୍ବାର ବାଇବେଲରେ ବ୍ୟବହୃତ ହୋଇଅଛି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଅନ୍ୟର ଶରୀର ସହ ଯୌନଗତ ଅନୈତିକ କର୍ମରେ ଲିପ୍ତ” (ଦେଖନ୍ତୁ: [[rc://en/ta/man/translate/figs-metaphor]])