From 4e411a3482d453d691fe77ac828307f67636e84d Mon Sep 17 00:00:00 2001 From: Gayatri-Digal Date: Mon, 11 Sep 2023 02:17:52 +0000 Subject: [PATCH] Edit 'tn_GAL.tsv' using 'tc-create-app' --- tn_GAL.tsv | 2 +- 1 file changed, 1 insertion(+), 1 deletion(-) diff --git a/tn_GAL.tsv b/tn_GAL.tsv index 42d4429..5ec2a27 100644 --- a/tn_GAL.tsv +++ b/tn_GAL.tsv @@ -74,7 +74,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 2:15 tz45 οὐκ ἐξ ἐθνῶν ἁμαρτωλοί 1 ଏଠାରେ **ପାପୀ** ଶବ୍ଦକୁ ଯିହୁଦୀମାନେ ଅଣ-ଯିହୁଦୀମାନଙ୍କ ସମକକ୍ଷ ଭାବରେ ବ୍ୟବହାର କରିଥିଲେ କାରଣ ଅଣ-ଯିହୁଦୀମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥା ନ ଥିଲା କିମ୍ବା ସେମାନେ ପାଳନ କରିନଥିଲେ । କେବଳ ଅଣ-ଯିହୁଦୀ ଲୋକମାନେ **ପାପୀ** କରିଛନ୍ତି, ପାଉଲ କହୁ ନାହାଁନ୍ତି । ଏହି ପତ୍ରର ଅବଶିଷ୍ଟ ଅଂଶ ସ୍ପଷ୍ଟ କରିବ ଯେ ଉଭୟ ଯିହୁଦୀ ଏବଂ ଅଣ-ଯିହୁଦୀମାନେ ପାପୀ ଏବଂ ଈଶ୍ବରଙ୍କ କ୍ଷମା ଆବଶ୍ୟକ କରନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବ ଯେ **ପାପୀ** ଶବ୍ଦ ବ୍ୟବହାର କରି ଯିହୁଦୀମାନେ ଅଣ-ଯିହୁଦୀମାନଙ୍କୁ ସୂଚାନ୍ତି । ବିକଳ୍ପ ଭାବରେ, ଆପଣ ସରଳ ଭାଷାରେ ଏହାର ଅର୍ଥ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଅଣ-ଯିହୁଦୀମାନେ, ଯେଉଁମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ କିମ୍ବା ସେମାନେ ପାଳନ କରନ୍ତି ନାହିଁ” 2:16 zy8p καὶ ἡμεῖς εἰς Χριστὸν Ἰησοῦν ἐπιστεύσαμεν 1 2:16 j6l1 rc://*/ta/man/translate/figs-exclusive εἰδότες 1 -2:16 j7g5 rc://*/ta/man/translate/figs-synecdoche οὐ & σάρξ 1 +2:16 j7g5 rc://*/ta/man/translate/figs-synecdoche οὐ & σάρξ 1 **ଶରୀର** ଶବ୍ଦ ମନୁଷ୍ୟମାନଙ୍କୁ ବୁଝାଏ । ପାଉଲ ସମଗ୍ର ମନୁଷ୍ୟକୁ ସୂଚାଇବା ପାଇଁ ମାନବ ଶରୀରର ଏକ ଅଂଶ ବ୍ୟବହାର କରନ୍ତି । **କୌଣସି ଶରୀର** ଅର୍ଥାତ୍ କୌଣସି ବ୍ୟକ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଆପଣଙ୍କ ସଂସ୍କୃତି କିମ୍ବା ସରଳ ଭାଷାରୁ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “କୌଣସି ବ୍ୟକ୍ତି” 2:17 vnp6 ζητοῦντες δικαιωθῆναι ἐν Χριστῷ 1 2:17 sge2 rc://*/ta/man/translate/figs-idiom εὑρέθημεν καὶ αὐτοὶ ἁμαρτωλοί 1 2:17 yy9s rc://*/ta/man/translate/figs-rquestion μὴ γένοιτο 1 "ଅବଶ୍ୟ, ତାହା ସତ୍ୟ ନୁହେଁ ! ଏହି ପ୍ରକାଶନ ଆଗାମୀ ଅଳଙ୍କାରିକ ପ୍ରଶ୍ନର ଦୃଢ ସମ୍ଭାବିତ ନକାରାତ୍ମକ ଉତ୍ତର ଦିଏ “ଖ୍ରୀଷ୍ଟ କି ପାପର ଦାସ ଅଟନ୍ତି ?” ତୁମମାନଙ୍କ ଭାଷାରେ ହୁଏତ ସମାନ ପ୍ରକାରର ପ୍ରକାଶନ ଥାଇପାରେ ଯାହାକୁ ତୁମେମାନେ ଏଠାରେ ବ୍ୟବହାର କରିପାରିବ । (ଦେଖ: [[rc://or/ta/man/translate/figs-rquestion]])