Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 16:21:51 +00:00
parent 2fe15c2503
commit 4e07408e55
1 changed files with 1 additions and 0 deletions

View File

@ -321,3 +321,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 6 j024 grammar-connect-logic-contrast καὶ 1 and ଈଶ୍ଵରଙ୍କ ସହ ସହଭାଗୀତା ଅଛି ବୋଲି ଦାବି କରୁଥିବା ବ୍ୟକ୍ତିଠାରୁ କ’ଣ  ଆଶା କରାଯାଏ ଏବଂ ଏପରି ବ୍ୟକ୍ତି କଳ୍ପନାତ୍ମକ ଭାବରେ କ’ଣ କରିପାରେ ତାହା ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରିବାକୁ ଯୋହନ **ଏବଂ** ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
1JN 1 6 j025 figs-metaphor ἐν τῷ σκότει περιπατῶμεν 1 walk in darkness ଯୋହନ **ଅନ୍ଧକାର** ଶବ୍ଦକୁ [1:5](https://create.translationcore.com/01/05.md) ପରି ଆଳଙ୍କାରିକ ଭାବରେ ମନ୍ଦ ଅର୍ଥ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯାହା ମନ୍ଦ ତାହା କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 6 j026 figs-parallelism ψευδόμεθα καὶ οὐ ποιοῦμεν τὴν ἀλήθειαν 1 we are lying and we are not doing the truth ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ପ୍ରକୃତରେ ସତ୍ୟବାଦୀ ନୁହଁ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 1 6 j027 figs-abstractnouns οὐ ποιοῦμεν τὴν ἀλήθειαν 1 we are not doing the truth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ପୂର୍ବ ପଦରୁ ନିର୍ଦ୍ଦିଷ୍ଟ ବିଶେଷ୍ୟ “ବାର୍ତ୍ତା” ସହ ଭାବ ବାଚକ ବିଶେଷ୍ୟ **ସତ୍ୟ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ, ଯେହେତୁ ଯୋହନ ଏହି ଅର୍ଥକୁ ପ୍ରକାଶ କଲାପରି ମନେହୁଏ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଶୁଣିଥିବା ବାର୍ତ୍ତା ଅନୁସାରେ ଜୀବନଯାପନ କରୁ ନାହୁଁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.