Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 03:57:03 +00:00
parent 8836901b75
commit 4bd4ea43df
1 changed files with 1 additions and 1 deletions

View File

@ -125,7 +125,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 21 pm7b figs-metaphor τὴν ὁδὸν τῆς δικαιοσύνης 1 the way of righteousness ପିତର ଜୀବନର ସାଙ୍କେତିକ ଭାବରେ ଏକ **ମାର୍ଗ** ବା ପଥ ଭାବରେ ଉଲ୍ଲେଖ କରନ୍ତି । ଏହି ବାକ୍ୟ ପ୍ରଭୁଙ୍କ ପାଇଁ ସଠିକ ଏବଂ ପ୍ରସନ୍ନ ଜୀବନର ମାର୍ଗକୁ ବୁଝାଏ  । [: ] (../ /.md)ରେ  “ସଠିକ ମାର୍ଗ” ଏବଂ [:୧୫] (../ / ୧୫.md) ରେ  “ସତ୍ୟର ମାର୍ଗ” ର ବ୍ୟବହାର ପରି ପିତର ମଧ୍ୟ ଖ୍ରୀଷ୍ଟିୟାନ ବିଶ୍ଵାସକୁ ସ୍ପଷ୍ଟ ଭାବରେ ସୂଚାଇବା ପାଇଁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ପ୍ରଭୁଙ୍କୁ ପ୍ରସନ୍ନ କରୁଥିବା ଜୀବନଶୈଳୀ”(ଦେଖନ୍ତୁ: [[rc://en/ta/man/translate/figs-idiom]])
2PE 2 21 ic3c figs-metaphor ὑποστρέψαι ἐκ τῆς ... ἁγίας ἐντολῆς 1 turn away from the holy commandment ଏଠାରେ, **ଠାରୁ ଦୂରେଇ ଯିବା** ହେଉଛି ଏକ ରୂପକ ଯାହାର ଅର୍ଥ କିଛି କରିବା ବନ୍ଦ କରିବା ଅଟେ । ବିକଳ୍ପ ଅନୁବାଦ: “ପବିତ୍ର ଆଦେଶ ପାଳନ କରିବା ବନ୍ଦ କରିବା” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 21 blr5 figs-activepassive τῆς παραδοθείσης αὐτοῖς ἁγίας ἐντολῆς 1 the holy commandment delivered to them ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ,
ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ପ୍ରେରିତମାନେ ସେମାନଙ୍କୁ ଦେଇଥିବା ପବିତ୍ର ଆଜ୍ଞା” (ଦେଖନ୍ତୁ: [[rc://en/ta/man/translate/figs-activepassive]])
2PE 2 22 hqr3 συμβέβηκεν αὐτοῖς τὸ τῆς ἀληθοῦς παροιμίας 1 This proverb is true for them ଏଠାରେ

ଏହା** **ପ୍ରବାଦକୁ** ବୁଝାଏ ଯାହା ପିତର ଏହି ପଦରେ ପରବର୍ତ୍ତୀ
ସମୟରେ ଉଲ୍ଲେଖ କରନ୍ତି

ଏହା ପୂର୍ବ ପଦରୁ ଏକ ବିବୃତ୍ତିକୁ ପୁନର୍ବାର ସୂଚିତ କରେ ନାହିଁ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ

ବିକଳ୍ପ ଅନୁବାଦ: “ସେମାନଙ୍କ ସହ କ

ଣ ଘଟିଛି ବୋଲି ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ
କହେ” କିମ୍ବା “ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ସହିତ କ’ଣ ଘଟିଛି ତାହା ବର୍ଣ୍ଣନା କରେ”
(ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 2 22 hqr3 συμβέβηκεν αὐτοῖς τὸ τῆς ἀληθοῦς παροιμίας 1 This proverb is true for them ଏଠାରେ, **ଏହା** **ପ୍ରବାଦକୁ** ବୁଝାଏ ଯାହା ପିତର ଏହି ପଦରେ ପରବର୍ତ୍ତୀ ସମୟରେ ଉଲ୍ଲେଖ କରନ୍ତି ।
ଏହା ପୂର୍ବ ପଦରୁ ଏକ ବିବୃତ୍ତିକୁ ପୁନର୍ବାର ସୂଚିତ କରେ ନାହିଁଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ, ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ସହ କ’ଣ ଘଟିଛି ବୋଲି ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ କହେ” କିମ୍ବା “ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ସହିତ କ’ଣ ଘଟିଛି ତାହା ବର୍ଣ୍ଣନା କରେ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
2PE 2 22 h42r writing-proverbs "κύων ἐπιστρέψας ἐπὶ τὸ ἴδιον ἐξέραμα”, καί,"" ὗς λουσαμένη, εἰς κυλισμὸν βορβόρου" 1 A dog returns to its own vomit, and a washed pig returns to the mud ଭଣ୍ଡ ଶିକ୍ଷକମାନେ କ’ଣ କରିଛନ୍ତି ତାହା ବର୍ଣ୍ଣନା କରିବାକୁ ପିତର ଦୁଇଟି ଦୃଷ୍ଟାନ୍ତବାକ୍ୟ ବ୍ୟବହାର କରନ୍ତି । ଏହି ଦୃଷ୍ଟାନ୍ତବାକ୍ୟଗୁଡ଼ିକ ଏକ ସାଙ୍କେତିକ ତୁଳନାତ୍ମକକୁ ତୁଳନା କରେ: ଠିକ ଯେପରି କୁକୁର ନିଜର ବାନ୍ତି ଖାଇବାକୁ ଫେରିଯାଏ ଏବଂ ପୁନର୍ବାର କାଦୁଅରେ ଧୋଇଥିବା ଘୁଷୁରି ଗଡ଼ିଯାଏ , ସେହିପରି ଏହି ଭଣ୍ଡ ଶିକ୍ଷକମାନେ ଏକଦା ପାପପୂର୍ଣ୍ଣ ଜୀବନଯାପନ ବନ୍ଦ କରିଥିଲେ । ଯଦିଓ ସେମାନେ “ଧର୍ମର ମାର୍ଗ” ଜାଣିଥିଲେ , ତଥାପି ସେମାନେ ନୈତିକ ଏବଂ ଆତ୍ମିକ ଭାବରେ ଅପବିତ୍ର କରୁଥିବା କାର୍ଯ୍ୟ କରିବାକୁ ଫେରିଗଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ଆପଣ ଏହି ଦୃଷ୍ଟାନ୍ତବାକ୍ୟଗୁଡ଼ିକୁ ରୂପକ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ କୁକୁର ପରି , ଯେଉଁମାନେ ନିଜର ବାନ୍ତି ଖାଆନ୍ତି କିମ୍ବା ପରିଷ୍କାର ଘୁଷୁରି ପରି , ଯେଉଁମାନେ କାଦୁଅରେ ଗଡ଼ିବାକୁ ଯାଆନ୍ତି । ” ( ଦେଖନ୍ତୁ: [[rc://en/ta/man/translate/writing-proverbs]])
2PE 3 intro c1id 0 # ପିତର ୩ ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ଯୀଶୁଙ୍କ ଫେରିବାର ସଠିକ ସମୟର ସ୍ମାରକ (୩: ୧–୧୩)
2. ଧାର୍ମିକଜୀବନ ବଞ୍ଚିବା ପାଇଁ ଉପଦେଶକୁ ସମାପ୍ତ କରିବା (୩: ୧୪–୧୭)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଅଗ୍ନି

ଲୋକମାନେ ପ୍ରାୟତଃ ଜିନିଷଗୁଡ଼ିକୁ ନଷ୍ଟ କରିବା ପାଇଁ କିମ୍ବା ମଇଳା ଏବଂ ମୂଲ୍ୟହୀନ ଅଂଶକୁ ଜାଳି ଶୁଦ୍ଧ କରିବା ପାଇଁ ଅଗ୍ନି ବ୍ୟବହାର କରନ୍ତି । ଅତଏବ, ଯେବେ ଈଶ୍ଵର ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି କିମ୍ବା ତାହାଙ୍କ ଲୋକଙ୍କୁ ଶୁଦ୍ଧ କରନ୍ତି, ସେହି କାର୍ଯ୍ୟ ପ୍ରାୟତଃ ଅଗ୍ନି ସହ ଜଡିତ ଥାଏ । (ଦେଖନ୍ତୁ: [[rc://en/tw/dict/bible/other/fire]])

### ପ୍ରଭୁଙ୍କର ଦିନ

ପ୍ରଭୁଙ୍କ ଆସିବା ଦିନର ସଠିକ ସମୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବ । ଏହାର ଅର୍ଥ “ରାତିରେ ଚୋର ପରି” । ଏହି କାରଣରୁ, ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଆଗମନ ପାଇଁ ସବୁ ସମୟରେ ପ୍ରସ୍ତୁତ ରହିବା ଆବଶ୍ୟକ । (ଦେଖନ୍ତୁ:
[[rc://en/tw/dict/bible/kt/dayofthelord]] and [[rc://en/ta/man/translate/figs-simile]])
2PE 3 1 n92f 0 General Information: ଏଠାରେ

ପ୍ରିୟମାନେ** ଶବ୍ଦ ସେହି ଲୋକମାନଙ୍କୁ ବୁଝାଏ  ଯେଉଁମାନଙ୍କୁ ପିତର ଏହି ପତ୍ର ଲେଖୁଛନ୍ତି

ଯାହା ସମସ୍ତ ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଏ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀମାନେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])

Can't render this file because it contains an unexpected character in line 2 and column 9170.