Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 14:09:35 +00:00
parent f70d0f814e
commit 4b28f3079b
1 changed files with 1 additions and 1 deletions

View File

@ -605,6 +605,6 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 1 j302 writing-proverbs πᾶς ὁ ἀγαπῶν τὸν γεννήσαντα, ἀγαπᾷ καὶ τὸν γεγεννημένον ἐξ αὐτοῦ 1 everyone who loves the one begetting also loves the one having been begotten from him ଯୋହନ ଏହି ସଂକ୍ଷିପ୍ତ ବିଷୟକୁ  ଅନ୍ତର୍ଭୁକ୍ତ କରନ୍ତି ଯାହା ସାଧାରଣତ ଜୀବନ ବିଷୟରେ ସତ୍ୟ ଅଟେ ଏବଂ ଏହା [4:7](https://create.translationcore.com/04/07.md) ଠାରୁ ସେ ବିକାଶ କରୁଥିବା ବିଷୟ ସହ ପ୍ରାଯୁଜ୍ୟ ଅଟେ,  ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି  ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ପିତାଙ୍କୁ ପ୍ରେମ କରନ୍ତି, ସେମାନେ ସେହି ବ୍ୟକ୍ତିର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରନ୍ତି” ( [[rc://en/ta/man/translate/writing-proverbs]]ଦେଖନ୍ତୁ)
1JN 5 1 j303 figs-explicit πᾶς ὁ ἀγαπῶν τὸν γεννήσαντα, ἀγαπᾷ καὶ τὸν γεγεννημένον ἐξ αὐτοῦ 1 everyone who loves the one begetting also loves the one having been begotten from him ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାର ଅର୍ଥ କ’ଣ ଏବଂ ଏହି ପତ୍ରର  ଏହି ବାକ୍ୟାଂଶରେ କିପରି ପ୍ରଯୁଜ୍ୟ ଅଟେ ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । UST ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କୁ  ପ୍ରେମ କରନ୍ତି, ସେମାନେ ନିଜ ସହ ବିଶ୍ଵାସୀମାନଙ୍କୁ ମଧ୍ୟ ପ୍ରେମ କରନ୍ତି, ଯେହେତୁ ଈଶ୍ଵର  ସେମାନଙ୍କର ଆତ୍ମିକ  ପିତା ଅଟନ୍ତି” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 1 j301 figs-activepassive πᾶς ὁ πιστεύων ὅτι Ἰησοῦς ἐστιν ὁ Χριστὸς, ἐκ τοῦ Θεοῦ γεγέννηται 1 Everyone who believes that Jesus is the Christ has been begotten from God ଆପଣ 2:29 ରେ  କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଯୀଶୁଙ୍କୁ ମସୀହ ବୋଲି ବିଶ୍ୱାସ କରେ ଈଶ୍ଵର ସେସମସ୍ତଙ୍କର ପିତା ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 4 21 jrd1 figs-genericnoun ὁ ἀγαπῶν τὸν Θεὸν 1
1JN 4 21 jrd1 figs-genericnoun ὁ ἀγαπῶν τὸν Θεὸν 1 ଏଠାରେ ଯିଏ ଶବ୍ଦ ଈଶ୍ଵରଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଯେ କେହି ଈଶ୍ଵରଙ୍କୁ ପ୍ରେମ କରେ” (See: [[rc://en/ta/man/translate/figs-genericnoun]])
1JN 4 18 j287 grammar-connect-logic-result φόβος οὐκ ἔστιν ἐν τῇ ἀγάπῃ, ἀλλ’ ἡ τελεία ἀγάπη ἔξω βάλλει τὸν φόβον, ὅτι ὁ φόβος κόλασιν ἔχει 1 Fear is not in love, but perfect love throws fear outside, because fear has punishment ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ପ୍ରଥମ ବାକ୍ୟାଂଶ  ପୂର୍ବରୁ ତୃତୀୟ ବାକ୍ୟାଂଶ  ରଖିପାରିବେ, ଯେହେତୁ ତୃତୀୟ ବାକ୍ୟାଂଶ  ପରିଣାମର  କାରଣ ଦର୍ଶାଏ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “କାରଣ ଭୟରେ ଦଣ୍ଡ ଅଛି, ପ୍ରେମରେ ଭୟ ନାହିଁ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ବାହାର କରେ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 4 18 j290 ἡ τελεία ἀγάπη ἔξω βάλλει τὸν φόβον 1 perfect love throws fear outside ଯୋହନ ସିଦ୍ଧ ପ୍ରେମ ବାକ୍ୟାଂଶକୁ ବ୍ୟବହାର କରି  ସେ ପୂର୍ବ ପର୍ବରେ ଉଲ୍ଲେଖ କରିଥିବା “ସିଦ୍ଧ ପ୍ରେମକୁ” ବୁଝାନ୍ତି । ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରେ, ଏହା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଏ ନାହିଁ”

Can't render this file because it contains an unexpected character in line 2 and column 3771.