From 49689e8162ddf0cdc46697d9d75ea15311308f27 Mon Sep 17 00:00:00 2001 From: Gayatri-Digal Date: Thu, 7 Apr 2022 17:32:32 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_62-2PE.tsv b/en_tn_62-2PE.tsv index 63290d7..477950d 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -72,7 +72,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 4 b54v translate-names ταρταρώσας 1 he handed them down to Tartarus **ଟାର୍ଟରସ୍** ପ୍ରାଚୀନ ଗ୍ରୀକ୍ ଧର୍ମର ଏକ ଶବ୍ଦ ଯାହାକି ସେହି ସ୍ଥାନକୁ ବୁଝାଏ  ଯେଉଁଠାରେ ମନ୍ଦ ଆତ୍ମା ​​ଏବଂ ମନ୍ଦ ଲୋକ ମୃତ୍ୟୁବରଣ କଲାପରେ ରଖାଯାଆନ୍ତି । ଗ୍ରୀକ୍ ଭାଷାରେ ଲିଖିତ କେତେକ ପ୍ରାଚୀନ ଯିହୁଦୀ ସାହିତ୍ୟ
**ଟାର୍ଟରସ୍** କୁ ଏକ ଶବ୍ଦ ଭାବରେ ବ୍ୟବହାର କରେ ଯେଉଁଠାରେ ଈଶ୍ଵର ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି । ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ନର୍କରେ ନିକ୍ଷିପ୍ତ କଲେ” (ଦେଖନ୍ତୁ:
[[rc://en/ta/man/translate/translate-names]]) 2PE 2 4 h7uj figs-activepassive σειροῖς ζόφου ... τηρουμένους 1 to be kept in chains of lower darkness 2PE 2 4 uzy2 figs-metaphor σειροῖς ζόφου 1 in chains of lower darkness ଏହି ବାକ୍ୟାଂଶ ସୂଚାଇପାରେ: (୧) ଏକ ଅନ୍ଧକାର ସ୍ଥାନରେ ଶିକୁଳିରେ ବନ୍ଧା । ବିକଳ୍ପ ଅନୁବାଦ: “ଅନ୍ଧକାରରେ ଶିକୁଳିରେ” (୨) ଏକ ଅତି ଗଭୀର ଅନ୍ଧକାର ଯାହା ସେମାନଙ୍କୁ ଶିକୁଳି ପରି ବନ୍ଦୀ କରେ । ବିକଳ୍ପ ଅନୁବାଦ: “ଶିକୁଳି ପରି ଅନ୍ଧକାରରେ ଆବଦ୍ଧ” (ଦେଖନ୍ତୁ: [[rc://en/ta/man/translate/figs-metaphor]]) -2PE 2 4 c2ak εἰς κρίσιν 1 until the judgment ଯେଉଁଥିପାଇଁ ପାପୀ ଦୂତମାନଙ୍କୁ
ବନ୍ଦୀ ଅବସ୍ଥାରେ ରଖାଗଲା ତାହାର ଏକ କାରଣ ଏହି ବାକ୍ୟ ଦର୍ଶାଏ


ବିକଳ୍ପ ଅନୁବାଦ: “ବିଚାରର ଉଦ୍ଦେଶ୍ୟ ପାଇଁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]]) +2PE 2 4 c2ak εἰς κρίσιν 1 until the judgment ଯେଉଁଥିପାଇଁ ପାପୀ ଦୂତମାନଙ୍କୁ ବନ୍ଦୀ ଅବସ୍ଥାରେ ରଖାଗଲା ତାହାର ଏକ କାରଣ ଏହି ବାକ୍ୟ ଦର୍ଶାଏ । ବିକଳ୍ପ ଅନୁବାଦ: “ବିଚାରର ଉଦ୍ଦେଶ୍ୟ ପାଇଁ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]]) 2PE 2 5 hpv7 figs-metonymy ἀρχαίου κόσμου οὐκ ἐφείσατο 1 he did not spare the ancient world ଏଠାରେ , \*\* ଜଗତ\*\* ଏଥିରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ସେ ପୂର୍ବ କାଳରେ ବାସ କରୁଥିବା ଲୋକମାନଙ୍କୁ ରକ୍ଷା କରିନଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metonymy]]) 2PE 2 5 iw5v ὄγδοον, Νῶε … ἐφύλαξεν 1 he preserved Noah ... along with seven others ଏଠାରେ , **ଅଷ୍ଟମ**  ଏକ ରୂଢ଼ି ଅଟେ  ଯାହାକି ଆଠ ଜଣଙ୍କ ଗୋଷ୍ଠୀକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ । ଏହାର ଅର୍ଥ ନୋହ ପ୍ରାଚୀନ ଦୁନିଆର କେବଳ ଆଠ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଯାହାକୁ ଈଶ୍ଵର ବିନାଶ କରିନଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ରୂଢ଼ିର ଆକ୍ଷରିକ ଅର୍ଥ ପ୍ରକାଶ କରିପାରିବେ ।ବିକଳ୍ପ ଅନୁବାଦ: “ନୋହଙ୍କ ସମେତ ଆଠ ଜଣ” କିମ୍ବା “ଅନ୍ୟ ସାତଜଣଙ୍କ ସହ ନୋହ” (ଦେଖନ୍ତୁ: [[rc://en/ta/man/translate/figs-idiom]]) 2PE 2 6 gp3e πόλεις Σοδόμων καὶ Γομόρρας τεφρώσας 1 reduced the cities of Sodom and Gomorrah to ashes ଏହି ବାକ୍ୟଟି ଈଶ୍ଵର ସଦୋମ ଏବଂ ଗୋମୋରାକୁ ଧ୍ୱଂସ କରିଥିବା ଉପାୟକୁ ବୁଝାଏ । ବିକଳ୍ପ ଅନୁବାଦ: “ସଦୋମ ଏବଂ ଗୋମୋରା ନଗରକୁ ପାଉଁଶରେ ପରିଣତ କରିବା ଦ୍ୱାରା”