Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 10:54:31 +00:00
parent 055eb8dbec
commit 495ae84dc1
1 changed files with 3 additions and 3 deletions

View File

@ -52,7 +52,7 @@ RUT 1 17 sje3 figs-idiom יַעֲשֶׂ֨ה יְהוָ֥ה לִ⁠י֙ וְ⁠כ
RUT 1 17 abc2 כִּ֣י הַ⁠מָּ֔וֶת יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 if death separates between me and between you **ଯଦି ମୃତ୍ୟୁ ବ୍ୟତୀତ ଅନ୍ୟ କିଛି ଆମକୁ ପରସ୍ପରଠାରୁ** **ବିଚ୍ଛେଦ କରଇ** କିମ୍ବା **ଯଦି ତୁମେ ଏବଂ ମୁଁ ଦୁହେଁ ଜୀବିତ ଥିବାବେଳେ ମୁଁ ତୁମ୍କୁଭ ଛାଡିଦିଏ**
RUT 1 17 ab05 figs-idiom יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 separates between me and between you ଏହି ରୂଢ଼ି ଦୁଇ ଜଣଙ୍କ ମଧ୍ୟରେ ଥିବା ଦୂରତାକୁ ବୁଝାଏ। ବିକଳ୍ପ ଅନୁବାଦ: “ଆମ ଦୁହିଁଙ୍କୁ ବିଚ୍ଛେଦ କରେ” କିମ୍ବା “ଆମ୍ଭମାନଙ୍କ ମଧ୍ୟରେ ଆସେ।” (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 1 18 rsq2 וַ⁠תֶּחְדַּ֖ל לְ⁠דַבֵּ֥ר אֵלֶֽי⁠הָ 1 she refrained from speaking to her **ନୟମୀ ରୂତଙ୍କ ସହ ତର୍କକଲେ ନାହିଁ**
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ । [[rc://en/ta/man/translate/writing-newevent]] ଦେଖନ୍ତୁ)
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ। (ଦେଖନ୍ତୁ: [[rc://en/ta/man/translate/writing-newevent]])
RUT 1 19 jdr1 grammar-connect-time-background כְּ⁠בֹאָ֨⁠נָה֙ בֵּ֣ית לֶ֔חֶם 1 when they came to Bethlehem ଏହା ଏକ ପୃଷ୍ଠଭୂମି ବାକ୍ୟାଂଶ ଅଟେ ଯାହା ନୟମୀ ରୂତଙ୍କ ସହ ବେଥଲିହିମକୁ ଫେରିବା ପରେ ଏହି ନୂତନ ଘଟଣା ଘଟିଛି ବୋଲି ଏହି ବାକ୍ୟରେ ସ୍ପଷ୍ଟ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-time-background]])
RUT 1 19 y3us figs-metonymy כָּל־הָ⁠עִיר֙ 1 the entire town **ନଗର** ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ। ବିକଳ୍ପ  ଅନୁବାଦ: “ନଗରର ସମସ୍ତ ଲୋକ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 1 19 abc3 figs-hyperbole כָּל־הָ⁠עִיר֙ 1 the entire town ଏଠାରେ **ସମସ୍ତ** ଅତିରଞ୍ଜନ ଅଳଙ୍କାର ଅଟେ।  ନଗରର ଅନେକ ଲୋକ ଉତ୍ସାହିତ ଥିଲେ, କିନ୍ତୁ ନଗରର କେତେକ ଲୋକ ଏହି ଖବର ଶୁଣି  ହୁଏତ ଉତ୍ସାହିତ ହୋଇ ନ ପାରନ୍ତି। (ଦେଖନ୍ତୁ: [[rc://en/ta/man/translate/figs-hyperbole]])
@ -142,7 +142,7 @@ RUT 2 22 ab64 grammar-connect-logic-result וְ⁠לֹ֥א יִפְגְּעוּ
RUT 2 23 e2vq וַ⁠תִּדְבַּ֞ק 1 So she stayed close by ରୂତ ଦିନରେ ବୋୟଜଙ୍କ ଦାସୀମାନଙ୍କ ସଙ୍ଗରେ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ, ତେଣୁ ସେ ସୁରକ୍ଷିତ ଥିଲେ ।
RUT 2 23 a7qp וַ⁠תֵּ֖שֶׁב אֶת־חֲמוֹתָֽ⁠הּ 1 She lived with her mother-in-law ରୂତ ରାତ୍ରିରେ ଶୋଇବା ପାଇଁ ନୟମୀଙ୍କ ଗୃହକୁ ଗଲେ।
RUT 3 intro t4y5 0 # ରୂତ 3 **ସାଧାରଣ ବିବରଣୀ**

## **ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ**

**ବୋୟଜଙ୍କର** **ସାଧୁତା**

ଏହି ଅଧ୍ୟାୟରେ ରୂତଙ୍କ ସହ ବିବାହ ପୂର୍ବରୁ ବୋୟାଜ ତାଙ୍କ ସହିତ ଯୌନ ସମ୍ପର୍କ ନରଖି ନିଜର ନୈତିକତାକୁ ଦେଖାଇଛନ୍ତି । ସେ ରୂତଙ୍କର ଯଶ ରକ୍ଷା କରିବାକୁ ମଧ୍ୟ ଚିନ୍ତିତ ଥିଲେ। ଏହି ଅଧ୍ୟାୟରେ ବୋୟଜଙ୍କର ଉତ୍ତମ ଚରିତ୍ରକୁ ପ୍ରକାଶ କରିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ।

## ଏହି **ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦର ସମସ୍ୟାଗୁଡ଼ିକ**

### ଯାହା ଦ୍ୱାରା ତୁମ୍ଭର ମଙ୍ଗଳ ହେବ

ନୟମୀ ଚାହୁଁଥିଲେ ଯେ ରୂତ ଜଣେ ଭଲ ସ୍ୱାମୀ ସହିତ ଗୋଟିଏ ଭଲ ଗୃହକୁ ଯାଉ ଯିଏ ରୂତଙ୍କର ଯତ୍ନ ନେବ । ସେ ଦେଖିପାରିଲେ ଯେ ବୋୟଜ ହେଉଛନ୍ତି  ରୂତଙ୍କ ପାଇଁ ସର୍ବୋତ୍ତମ ସ୍ୱାମୀ । ସେ ଏପରି ଭାବିଲେ ଯେହେତୁ  ବୋୟଜ ଜଣେ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି, ବିବାହ କରିବା ତାଙ୍କର ଏକ କର୍ତ୍ତବ୍ୟ ଅଟେ । ଏହା ସତ୍ୟ ଯେ ରୂତ ଜନ୍ମରୁ ଜଣେ ଅଣଯିହୁଦୀ ଥିଲେ ମଧ୍ୟ ବର୍ତ୍ତମାନ ସେ  ନୟମୀଙ୍କ ପରିବାରର ଜଣେ ସଦସ୍ୟ ଏବଂ ଇସ୍ରାଏଲ ଦେଶର ମଧ୍ୟ ଜଣେ ଅଂଶ ଅଟ।ନ୍ତି । [[rc://en/ta/man/translate/figs-explicit]]) ଦେଖନ୍ତୁ )
RUT 3 1 jdr3 writing-newevent וַ⁠תֹּ֥אמֶר לָ֖⁠הּ נָעֳמִ֣י 1 Naomi … said to her, ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଅଂଶକୁ ପରିଚିତ କରାଏ, ଯେଉଁଥିରେ ରୂତ ବୋୟଜଙ୍କୁ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ହେବାର କର୍ତ୍ତବ୍ୟ ତାଙ୍କ ଓ ନୟମୀଙ୍କ ପ୍ରତି ତୁଲାଇବାକୁ ନିବେଦନ କରନ୍ତି ।  [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 3 1 jdr3 writing-newevent וַ⁠תֹּ֥אמֶר לָ֖⁠הּ נָעֳמִ֣י 1 Naomi … said to her, ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଅଂଶକୁ ପରିଚିତ କରାଏ, ଯେଉଁଥିରେ ରୂତ ବୋୟଜଙ୍କୁ ନିକଟ- ସମ୍ପର୍କୀୟ ମୁକ୍ତିକର୍ତ୍ତା ଜ୍ଞାତି ହେବାର କର୍ତ୍ତବ୍ୟ ତାଙ୍କ ଓ ନୟମୀଙ୍କ ପ୍ରତି ତୁଲାଇବାକୁ ନିବେଦନ କରନ୍ତି। (ଦେଖନ୍ତୁ: [[rc://en/ta/man/translate/writing-newevent]])
RUT 3 1 r7ar חֲמוֹתָ֑⁠הּ 1 her mother-in-law ନୟମୀ ରୂତଙ୍କ ମୃତ ସ୍ୱାମୀଙ୍କର ମାତା ଅଟନ୍ତି।
RUT 3 1 f1uc בִּתִּ֞⁠י 1 My daughter ରୂତ ନୟମୀଙ୍କ ପୁତ୍ରଙ୍କୁ ବିବାହ କରି ପରିବାରର ଜଣେ ସଦସ୍ୟ ହେଲେ ଓ ବେଥଲିହିମକୁ ଫେରିବା ପରେ ନିଜର କାର୍ଯ୍ୟ ଓ ଭଲପାଇବା ଦ୍ୱାରା ସେ ନୟମୀଙ୍କର ଜଣେ ଝିଅ ପରି ହେଲେ।
RUT 3 1 nxr8 figs-rquestion הֲ⁠לֹ֧א אֲבַקֶּשׁ־לָ֛⁠ךְ מָנ֖וֹחַ אֲשֶׁ֥ר יִֽיטַב־לָֽ⁠ךְ 1 should I not seek a resting place for you, that will be good for you? ନୟମୀ ରୂତଙ୍କୁ ଆପଣା ଯୋଜନା ଜଣାଇବାକୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭର ବିଶ୍ରାମ ନେବା ପାଇଁ ମୁଁ ଏକ ସ୍ଥାନ ଖୋଜିବି, ଯାହା ଦ୍ୱାରା ତୁମ୍ଭର ଯତ୍ନ ନିଆଯିବ।” କିମ୍ବା “ତୁମ୍ଭର ଯତ୍ନ ନେବା ପାଇଁ ମୁଁ ନିଶ୍ଚିତ ତୁମ୍ଭ ପାଇଁ ଏକ ସ୍ୱାମୀ ଖୋଜିବି, ଯାହା ଦ୍ୱାରା ତୁମ୍ଭେ ବିନା ଚିନ୍ତାରେ ଜୀବନ ଯାପନ କରିପାରିବ।” (ଦେଖନ୍ତୁ: [[rc://en/ta/man/translate/figs-rquestion]])
@ -203,7 +203,7 @@ RUT 3 18 ab37 figs-idiom אֵ֖יךְ יִפֹּ֣ל דָּבָ֑ר 1 how the ma
RUT 3 18 zi02 figs-doublenegatives לֹ֤א יִשְׁקֹט֙ הָ⁠אִ֔ישׁ כִּֽי־אִם־כִּלָּ֥ה הַ⁠דָּבָ֖ר 1 the man will not rest unless he has finished this matter ଏହାକୁ ସକାରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ: **ସେ ପୁରୁଷ ନିଶ୍ଚିତ ଭାବରେ ଏହି ସମସ୍ୟାର ସମାଧାନ କରିବେ** କିମ୍ବା **ସେହି ପୁରୁଷ ନିଶ୍ଚିତ ଭାବରେ ଏହି ସମସ୍ୟାର ନିର୍ଣ୍ଣୟ କରିବେ।** (ଦେଖନ୍ତୁ: [[rc://en/ta/man/translate/figs-doublenegatives]])
RUT 3 18 u5rn אִם־כִּלָּ֥ה הַ⁠דָּבָ֖ר 1 he has finished this matter କିଏ ନୟମୀଙ୍କ ସମ୍ପତ୍ତିକୁ କ୍ରୟ କରିବ ଏବଂ ରୂତଙ୍କୁ ବିବାହ କରିବ ସେ ସମ୍ବନ୍ଧରେ **ଏ ବିଷୟ** ସୂଚିତ କରେ ।
RUT 4 intro pz6m 0 # **ରୂତ 4 ସାଧାରଣ ବିବରଣୀ**

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

#### ରାଜା ଦାଉଦ

ମୋୟାବୀ ହେବା ସତ୍ତ୍ୱେ ରୂତ ଦାଉଦଙ୍କର ପୂର୍ବପୁରୁଷ ହେଲେ। ଦାଉଦ ଇସ୍ରାଏଲର ସର୍ବଶ୍ରେଷ୍ଠ ରାଜା ଥିଲେ। ଏହା ଆଶ୍ଚର୍ଯ୍ୟଜନକ ହୋଇପାରେ ଯେ ଜଣେ ଅଣଯିହୂଦୀ ଏକ ଗୁରୁତ୍ୱପୂର୍ଣ୍ଣ ବଂଶର ଏକ ଅଂଶ ହୁଅନ୍ତି, କିନ୍ତୁ ଏହା ଆମକୁ ମନେ ପକାଇ ଦିଏ ଯେ ଈଶ୍ଵର ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି ।ସଦାପ୍ରଭୁଙ୍କଠାରେ ରୂତଙ୍କର ଦୃଢ଼ ବିଶ୍ୱାସ ଥିଲା । ଏହା ଆମକୁ ଦର୍ଶାଏ ଯେ ଈଶ୍ଵରଙ୍କ ଉପରେ ଭରସା କରୁଥିବା ସମସ୍ତଙ୍କୁ ସେ ସ୍ୱାଗତ କରନ୍ତି ।

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

#### ତୁମ୍ଭେ ମୋୟାବ ଦେଶୀୟା ସ୍ତ୍ରୀ ରୂତଙ୍କୁ ମଧ୍ୟ  ନିଜ ପାଇଁ ଲାଭ କରିବ

ପରିବାରର ଜମି ବ୍ୟବହାର କରିବାର ସୁଯୋଗ ସହିତ ପରିବାରର ବିଧବାମାନଙ୍କର ଯତ୍ନ ନେବା ଦାୟିତ୍ଵ ମଧ୍ୟ ଆସିଲା । ତେଣୁ, ନୟମୀଙ୍କ ଜମି ବ୍ୟବହାର କରିବାକୁ ଚାହୁଁଥିବା ସମ୍ପର୍କୀୟଙ୍କୁ ରୂତଙ୍କୁ ମଧ୍ୟ ଏକ ପୁତ୍ର ସନ୍ତାନ ପାଇବାରେ ସାହାଯ୍ୟ କରିବାକୁ ପଡିଲା  ଯିଏ ପରିବାରର ନାମ ଏବଂ ଉତ୍ତରାଧିକାରୀ ହେବେ ।

**ପ୍ରାଚୀନ କାଳରେ ଏହି ପ୍ରଥା ପ୍ରଚଳିତ ଥିଲା**

ଏହା ଲେଖକଙ୍କ ଦ୍ୱାରା ଉକ୍ତଥିବା ଏକ ମନ୍ତବ୍ୟ ଅଟେ ।  ଘଟିଥିବା ଘଟଣାଗୁଡ଼ିକ ଏବଂ ସେଗୁଡ଼ିକ ଲେଖାଯିବା ସମୟ ମଧ୍ୟରେ ଏକ ଯଥେଷ୍ଟ ସମୟ ବ୍ୟବଧାନ ଥିଲା ବୋଲି ଏହା ଦର୍ଶାଏ ।
RUT 4 1 jdr8 writing-newevent וּ⁠בֹ֨עַז עָלָ֣ה הַ⁠שַּׁעַר֮ 1 Now Boaz had gone up to the gate ଏହି ବାକ୍ୟାଂଶଟି କାହାଣୀର ପରବର୍ତ୍ତୀ ଅଂଶକୁ ପରିଚିତ କରାଏ, ଯେଉଁଥିରେ ବୋୟଜ ଜଣେ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଭାବରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ଏବଂ ରୂତଙ୍କୁ ବିବାହ କରନ୍ତି । କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଆପଣଙ୍କ ଭାଷାର ଉପାୟକୁ ବ୍ୟବହାର କରନ୍ତୁ । [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 4 1 jdr8 writing-newevent וּ⁠בֹ֨עַז עָלָ֣ה הַ⁠שַּׁעַר֮ 1 Now Boaz had gone up to the gate ଏହି ବାକ୍ୟାଂଶଟି କାହାଣୀର ପରବର୍ତ୍ତୀ ଅଂଶକୁ ପରିଚିତ କରାଏ, ଯେଉଁଥିରେ ବୋୟଜ ଜଣେ ନିକଟ- ସମ୍ପର୍କୀୟ ମୁକ୍ତିକର୍ତ୍ତା ଜ୍ଞାତି ଭାବରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ଏବଂ ରୂତଙ୍କୁ ବିବାହ କରନ୍ତି। କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଆପଣଙ୍କ ଭାଷାର ଉପାୟକୁ ବ୍ୟବହାର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/writing-newevent]])
RUT 4 1 m4by הַ⁠שַּׁעַר֮ 1 to the gate **ନଗର ଦ୍ଵାରକୁ କିମ୍ବା ବେଥଲିହିମର ଦ୍ଵାରକୁ** **।** ଏହା ବେଥଲିହିମ ସହରର ପ୍ରାଚୀରର ମୁଖ୍ୟ ପ୍ରବେଶ ପଥ ଥିଲା। ଫାଟକ ଭିତରେ ଏକ ଖୋଲା ସ୍ଥାନ ଥିଲା ଯେଉଁଠାରେ ସମ୍ପ୍ରଦାୟର ବିଷୟ ଉପରେ ଆଲୋଚନା କରିବା ପାଇଁ ଏକ ସଭା ସ୍ଥାନ ଭାବରେ ବ୍ୟବହୃତ ହୋଇଥିଲା ।
RUT 4 1 jdr9 figs-distinguish וְ⁠הִנֵּ֨ה 1 And behold, ବୋୟଜର ପଥ ଦେଇ ଯାଉଥିବା ବ୍ୟକ୍ତି ଯାହାଙ୍କୁ ସେ ଦେଖିବାକୁ ଚାହୁଁଥିଲେ ସେହି ବ୍ୟକ୍ତିଙ୍କୁ ଦେଖିବା ବିଷୟରେ **ଦେଖ** ଶବ୍ଦଟି ଦର୍ଶାଏ। କାହାଣୀରେ ପରବର୍ତ୍ତୀ ଘଟଣାଗୁଡ଼ିକ ପ୍ରତି ଧ୍ୟାନ ଦେବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ଭିନ୍ନ ଉପାୟ ଥାଇପାରେ। (ଦେଖନ୍ତୁ: [[rc://en/ta/man/translate/figs-distinguish]])
RUT 4 1 kz1g הַ⁠גֹּאֵ֤ל 1 the kinsman-redeemer ଏହି ବ୍ୟକ୍ତି ଏଲିମେଲେକଙ୍କ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ । [2:20](https://create.translationcore.com/02/20/zu5f) ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି ଶବ୍ଦ**କୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

Can't render this file because it contains an unexpected character in line 36 and column 916.