Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:45:15 +00:00
parent 1f9671cbe2
commit 494687e5d5
1 changed files with 1 additions and 1 deletions

View File

@ -438,7 +438,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 4 lw3y figs-idiom ποῦ ἐστιν ἡ ἐπαγγελία τῆς παρουσίας αὐτοῦ? 1 ଏଠାରେ, **ଯେଉଁଠାରେ** ପ୍ରତିଜ୍ଞା ସହ କ’ଣ ଅଛି ପଚାରିବା ପାଇଁ ରୂଢି ଭାବରେ ବ୍ୟବହାର କରିଛନ୍ତି । ଉପହାସକାରୀମାନେ କୌଣସି ସ୍ଥାନ ବିଷୟରେ ପଚାରନ୍ତି ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ:
“ତାଙ୍କ ଆସିବାର ପ୍ରତିଜ୍ଞା ସହ କ’ଣ ହେଲା?” କିମ୍ବା “ତାଙ୍କ ଆସିବାର ପ୍ରତିଜ୍ଞା ବିଷୟରେ କ’ଣ ଘଟିଲା?” (ଦେଖନ୍ତୁ: [[rc://en/ta/man/translate/figs-idiom]])
2PE 3 4 wm6z writing-pronouns ἡ ἐπαγγελία τῆς παρουσίας αὐτοῦ 1 ଏଠାରେ, **ତାଙ୍କର** ସର୍ବନାମ ଯୀଶୁଙ୍କୁ ବୁଝାଏ  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଆସିବାର ପ୍ରତିଜ୍ଞା” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 3 4 u54w figs-explicit τῆς παρουσίας αὐτοῦ 1 ଏଠାରେ, **ତାଙ୍କର ଆସିବା** ପ୍ରଭୁ ଯୀଶୁଙ୍କ ପୃଥିବୀକୁ ଫେରିବା ବିଷୟରେ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ପୃଥିବୀକୁ ଫେରିବା” (ଦେଖନ୍ତୁ: [[rc://en/ta/man/translate/figs-explicit]])
2PE 3 4 xfkr figs-metaphor ἀφ’ ἧς γὰρ οἱ πατέρες ἐκοιμήθησαν 1 ଏଠାରେ

ପିତାମାନେ** ସାଙ୍କେତିକ ଭାବରେ ବ୍ୟବହୃତ

ଏହା ସୂଚାଇପାରେ: (୧) ଇସ୍ରାଏଲର ପୁରାତନ ନିୟମର ପୂର୍ବଜ

ଯାହାକୁ ପ୍ରାୟତଃ “ପିତୃପୁରୁଷ” କୁହାଯାଏ

ବିକଳ୍ପ ଅନୁବାଦ: “ଯେହେତୁ ଇସ୍ରାଏଲର ପିତୃପୁରୁଷମାନେ ମହାନିଦ୍ରାପ୍ରାପ୍ତ”
() ପ୍ରଥମ ପିଢିର ଖ୍ରୀଷ୍ଟିୟାନମାନଙ୍କର ସେହି ନେତାମାନେ

ଯେଉଁମାନେ ପିତର ଏହି ପତ୍ର ଲେଖିବା ବେଳକୁ ମୃତ୍ୟୁବରଣ କରିଥିଲେ

ବିକଳ୍ପ ଅନୁବାଦ: “କାରଣ ପ୍ରଥମ ଖ୍ରୀଷ୍ଟିୟାନ ନେତାମାନେ ମହାନିଦ୍ରାପ୍ରାପ୍ତ”
(ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 3 4 xfkr figs-metaphor ἀφ’ ἧς γὰρ οἱ πατέρες ἐκοιμήθησαν 1 ଏଠାରେ, **ପିତାମାନେ** ସାଙ୍କେତିକ ଭାବରେ ବ୍ୟବହୃତ । ଏହା ସୂଚାଇପାରେ: (୧) ଇସ୍ରାଏଲର ପୁରାତନ ନିୟମର ପୂର୍ବଜ, ଯାହାକୁ ପ୍ରାୟତଃ “ପିତୃପୁରୁଷ” କୁହାଯାଏ । ବିକଳ୍ପ ଅନୁବାଦ: “ଯେହେତୁ ଇସ୍ରାଏଲର ପିତୃପୁରୁଷମାନେ ମହାନିଦ୍ରାପ୍ରାପ୍ତ” () ପ୍ରଥମ ପିଢିର ଖ୍ରୀଷ୍ଟିୟାନମାନଙ୍କର ସେହି ନେତାମାନେ, ଯେଉଁମାନେ ପିତର ଏହି ପତ୍ର ଲେଖିବା ବେଳକୁ ମୃତ୍ୟୁବରଣ କରିଥିଲେ । ବିକଳ୍ପ ଅନୁବାଦ: “କାରଣ ପ୍ରଥମ ଖ୍ରୀଷ୍ଟିୟାନ ନେତାମାନେ ମହାନିଦ୍ରାପ୍ରାପ୍ତ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 3 5 g2ph figs-activepassive λανθάνει γὰρ αὐτοὺς τοῦτο, θέλοντας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “କାରଣ ସେମାନେ ସ୍ୱଇଚ୍ଛାରେ ଏହା ନିଜଠାରୁ ଲୁଚାନ୍ତି”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 5 xgsy figs-ellipsis θέλοντας ὅτι οὐρανοὶ ἦσαν ἔκπαλαι 1 ପିତର କେତେକ ଶବ୍ଦ ଉଲ୍ଲେଖ
କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଏହି ବାକ୍ୟାଂଶ ଅନେକ ଭାଷାରେ ଆବଶ୍ୟକ କରିପାରେ

ଏହି ବାକ୍ୟଗୁଡ଼ିକ ପଦର ଶେଷରୁ ଯୋଗାଇ ଦିଆଯାଇପାରେ

ବିକଳ୍ପ ଅନୁବାଦ: “ଯେ ଈଶ୍ଵରଙ୍କ ବାକ୍ୟ ଦ୍ୱାରା ସ୍ୱର୍ଗ ବହୁ
ପୂର୍ବରୁ ବିଦ୍ୟମାନ ଥିଲା” (ଦେଖନ୍ତୁ:
[[rc://en/ta/man/translate/figs-ellipsis]])
2PE 3 5 o7sz figs-metonymy τῷ τοῦ Θεοῦ λόγῳ 1 ଏଠାରେ

ଈଶ୍ଵରଙ୍କ ବାକ୍ୟ** ଈଶ୍ଵରଙ୍କ ନିର୍ଦ୍ଦିଷ୍ଟ ଆଜ୍ଞାକୁ ବୁଝାଏ
ଯାହା ଦ୍ଵାରା ପୃଥିବୀ ସୃଷ୍ଟି ହୋଇଥିଲା

ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆଜ୍ଞା ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-metonymy]])

Can't render this file because it contains an unexpected character in line 2 and column 9170.