Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-25 04:46:21 +00:00
parent ba0ba3712a
commit 4940a83e18
1 changed files with 1 additions and 1 deletions

View File

@ -158,7 +158,7 @@ JAS 2 25 bx6i figs-metaphor ἐξ ἔργων ἐδικαιώθη 1 justified b
JAS 2 25 af9u ἀγγέλους 1 messengers ଅନ୍ୟ ସ୍ଥାନରୁ ଯେଉମାନେ ସୁସମାଚାର ଆଣନ୍ତି
JAS 2 25 xm5m ἑτέρᾳ ὁδῷ ἐκβαλοῦσα 1 sent them away by another road ତାପରେ ସେମାନଙ୍କୁ ସହର ଛାଡି ଯିବାକୁ ସାହାଯ୍ୟ କଲା"
JAS 2 26 uum8 figs-metaphor ὥσπερ γὰρ τὸ σῶμα χωρὶς πνεύματος νεκρόν ἐστιν οὕτως καὶ ἡ πίστις χωρὶς ἔργων νεκρά ἐστιν 1 For as the body apart from the spirit is dead, even so faith apart from works is dead ଯାକୁବ କର୍ମ ବିନା ବିଶ୍ବାସ ବିଷୟରେ ଏପରି କହନ୍ତି ଯେପରି ଏହା ଆତ୍ମା ବିନା ଏକ ମୃତ ଶରୀର ଥିଲା । (ଦେଖ : [[rc://or/ta/man/translate/figs-metaphor]])
JAS 3 intro py3p 0 # ଯାକୁବ 3 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ବାକ୍ୟରେ ଆତ୍ମସଂଯମତାର ଆବଶ୍ୟକତା (3:1-12)
2. ସାଂସାରିକ ଜ୍ଞାନ ଏବଂ ସ୍ୱର୍ଗୀୟ ଜ୍ଞାନରେ ପ୍ରଭେଦ (3:13-18)

**ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର**

### ରୂପକ

ଏହି ଅଧ୍ୟାୟରେ, ଯାକୁବ ଦୈନନ୍ଦିନ ଜୀବନରୁ ଅନେକ ଦୃଷ୍ଟାନ୍ତ ବ୍ୟବହାର କରି ଈଶ୍ଵଙ୍କୁ ସନ୍ତୁଷ୍ଟ କରୁଥିବା ଉପାୟରେ ଜୀବନଯାପନ କରିବାକୁ ପାଠକମାନଙ୍କୁ ଶିକ୍ଷା ଦିଅନ୍ତି । ସେ [3:3](https://create.translationcore.com/03/03.md)ରେ ଘୋଡା, [3:4](https://create.translationcore.com/03/04.md) ରେ ଜାହାଜ, [3:5](https://create.translationcore.com/03/05.md)ରେ ଅରଣ୍ୟ ନିଆଁ, [3:7](https://create.translationcore.com/03/07.md) ରେ ସମସ୍ତ ପ୍ରକାର ପଶୁ, [3:11](https://create.translationcore.com/03/11.md)ରେ ଜଳଚର ଏବଂ[3:12](https://create.translationcore.com/03/12.md)ରେ ଫଳବୃକ୍ଷ ବିଷୟରେ କହନ୍ତ । ([[rc://or/ta/man/translate/figs-metaphor]] ଦେଖନ୍ତୁ)
JAS 3 intro py3p 0 # ଯାକୁବ 3 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ବାକ୍ୟରେ ଆତ୍ମସଂଯମତାର ଆବଶ୍ୟକତା (3:1-12)
2. ସାଂସାରିକ ଜ୍ଞାନ ଏବଂ ସ୍ୱର୍ଗୀୟ ଜ୍ଞାନରେ ପ୍ରଭେଦ (3:13-18)

## **ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର**

### ରୂପକ

ଏହି ଅଧ୍ୟାୟରେ, ଯାକୁବ ଦୈନନ୍ଦିନ ଜୀବନରୁ ଅନେକ ଦୃଷ୍ଟାନ୍ତ ବ୍ୟବହାର କରି ଈଶ୍ଵଙ୍କୁ ସନ୍ତୁଷ୍ଟ କରୁଥିବା ଉପାୟରେ ଜୀବନଯାପନ କରିବାକୁ ପାଠକମାନଙ୍କୁ ଶିକ୍ଷା ଦିଅନ୍ତି । ସେ [3:3](https://create.translationcore.com/03/03.md)ରେ ଘୋଡା, [3:4](https://create.translationcore.com/03/04.md) ରେ ଜାହାଜ, [3:5](https://create.translationcore.com/03/05.md)ରେ ଅରଣ୍ୟ ନିଆଁ, [3:7](https://create.translationcore.com/03/07.md) ରେ ସମସ୍ତ ପ୍ରକାର ପଶୁ, [3:11](https://create.translationcore.com/03/11.md)ରେ ଜଳଚର ଏବଂ[3:12](https://create.translationcore.com/03/12.md)ରେ ଫଳବୃକ୍ଷ ବିଷୟରେ କହନ୍ତ । ([[rc://or/ta/man/translate/figs-metaphor]] ଦେଖନ୍ତୁ)
JAS 3 1 p4uu figs-genericnoun μὴ πολλοὶ 1 Not many of you ଯାକୁବ ଏକ ସାଧାରଣ ଉକ୍ତି ଦେଉଛନ୍ତି । (ଦେଖ : [[rc://or/ta/man/translate/figs-genericnoun]])
JAS 3 1 c36b ἀδελφοί μου 1 my brothers ମୋହର ସାଥୀ ବିଶ୍ବାସୀମାନେ
JAS 3 1 aw5f figs-explicit μεῖζον κρίμα λημψόμεθα. 1 we who teach will be judged more strictly ଏହି ବାକ୍ୟାଂଶ କଠୋର ଦଣ୍ଡ ବିଷୟରେ କହେ ଯେ ଯେଉଁମାନେ ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ ଶିକ୍ଷା ଦିଅନ୍ତି ସେମାନଙ୍କ ଉପରେ ଈଶ୍ବରଙ୍କ ଦଣ୍ଡ ଆସେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର କଠୋରଭାବେ ବିଚାର କରିବେ ଯେଉମାନେ ଶିକ୍ଷା ଦିଅନ୍ତି କାରଣ ଆମ୍ଭେମାନେ ଯେଉଁମାନଙ୍କୁ ଶିକ୍ଷା ଦେଉଅଛୁ ତାହଙ୍କ ତୁଳନାରେ ଆମ୍ଭେମାନେ ବାକ୍ୟକୁ ଭଲଭାବରେ ଜାଣିଅଛୁ” (ଦେଖ:[[rc://or/ta/man/translate/figs-explicit]])

Can't render this file because it contains an unexpected character in line 2 and column 3842.