Edit 'en_tn_32-JON.tsv' using 'tc-create-app'

This commit is contained in:
Gayatri-Digal 2021-08-10 18:15:15 +00:00
parent f043365c30
commit 486145b5ca
1 changed files with 1 additions and 1 deletions

View File

@ -13,7 +13,7 @@ JON 1 2 rki2 עָלְתָ֥ה רָעָתָ֖⁠ם לְ⁠פָנָֽ⁠י 1 thei
JON 1 2 jd9r figs-metonymy לְ⁠פָנָֽ 1 before my face  ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ତାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ । ସଦାପ୍ରଭୁଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ସଦାପ୍ରଭୁ କହୁଛନ୍ତି ଯେ ନୀନିବୀର ଲୋକମାନେ କେତେ ଦୁଷ୍ଟ ହୋଇଗଲେ ତାହା ସେ ଦୃଷ୍ଟି କରିଛନ୍ତି। [[rc://en/ta/man/translate/figs-metonymy]])ଦେଖନ୍ତୁ)
JON 1 3 f5sr figs-idiom וַ⁠יָּ֤קָם יוֹנָה֙ לִ⁠בְרֹ֣חַ 1 But Jonah got up to run away ଏଠାରେ **ଉଠିବା** ଶବ୍ଦର ଅର୍ଥ ଈଶ୍ଵରଙ୍କ ଆଦେଶନୁସାରେ ଯୂନସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ତାହା ମାନିବା ପରିବର୍ତ୍ତେ ଅବମାନନା କରିବା ଥିଲା । 1: 2 ରେ ଆପଣ କିପରି ଏହି ରୂଢ଼ିକୁ ଅନୁବାଦ କରିଛନ୍ତି ଦେଖନ୍ତୁ  । ବିକଳ୍ପ ଅନୁବାଦ: “କିନ୍ତୁ ଯୂନସ ପଳାଇଲେ” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 1 3 n96t figs-metaphor מִ⁠לִּ⁠פְנֵ֖י יְהוָ֑ה -1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ତାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ । ସଦାପ୍ରଭୁଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ସଦାପ୍ରଭୁ କହୁଛନ୍ତି ଯେ ନୀନିବୀର ଲୋକମାନେ କେତେ ଦୁଷ୍ଟ ହୋଇଗଲେ ତାହା ସେ ଦୃଷ୍ଟି କରିଛନ୍ତି। [[rc://en/ta/man/translate/figs-metaphor]])ଦେଖନ୍ତୁ)
JON 1 3 g66v figs-explicit לִ⁠בְרֹ֣חַ תַּרְשִׁ֔ישָׁ⁠ה 1 to run away to Tarshish “**_ତର୍ଶୀଶକୁ ପଳାଇ ଯିବା ନିମନ୍ତେ_**: ତର୍ଶୀଶ ନାମକ ଏହି ସହର ନୀନିବୀର ବିପରୀତ ଦିଗରେ ଥିଲା। ଏହାକୁ ସ୍ପଷ୍ଟ କରାଯାଇପାରିବ। ବିକଳ୍ପ ଅନୁବାଦ: "ଏବଂ ବିପରୀତ ଦିଗରେ ତର୍ଶୀଶ ଆଡକୁ ଗଲେ।"  [[rc://en/ta/man/translate/figs-explicit]])ଦେଖନ୍ତୁ)
JON 1 3 g66v figs-explicit לִ⁠בְרֹ֣חַ תַּרְשִׁ֔ישָׁ⁠ה 1 to run away to Tarshish “ତର୍ଶୀଶକୁ ପଳାଇ ଯିବା ନିମନ୍ତେ" ତର୍ଶୀଶ ନାମକ ଏହି ସହର ନୀନିବୀର ବିପରୀତ ଦିଗରେ ଥିଲା। ଏହାକୁ ସ୍ପଷ୍ଟ କରାଯାଇପାରିବ। ବିକଳ୍ପ ଅନୁବାଦ: "ଏବଂ ବିପରୀତ ଦିଗରେ ତର୍ଶୀଶ ଆଡକୁ ଗଲେ।"  [[rc://en/ta/man/translate/figs-explicit]])ଦେଖନ୍ତୁ)
JON 1 3 djv1 וַ⁠יֵּ֨רֶד יָפ֜וֹ 1 And he went down to Joppa “ଯୂନସ ଯାଫୋ ନଗରକୁ ଗଲେ”
JON 1 3 w3uc אָנִיָּ֣ה 1 ship ଏକ **ଜାହାଜ** ଏକ ବହୁତ ବଡ ପ୍ରକାରର ଡଙ୍ଗା ଯାହା ସମୁଦ୍ରରେ ଯାତ୍ରା କରିପାରିବ ଏବଂ ଅନେକ ଯାତ୍ରୀ କିମ୍ବା ଭାରୀ ମାଲ ପରିବହନ କରିପାରିବ।
JON 1 3 pz67 וַ⁠יִּתֵּ֨ן שְׂכָרָ֜⁠הּ 1 So he paid the fare “ସେଠାରେ ଯୂନସ ଯାତ୍ରା କରିବା ପାଇଁ ଋଣ ପରିଶୋଧ କଲେ ।”

Can't render this file because it contains an unexpected character in line 16 and column 183.