Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-22 02:38:53 +00:00
parent 89fbaa6c11
commit 46de65addd
1 changed files with 2 additions and 1 deletions

View File

@ -447,4 +447,5 @@ EPH 5 29 abed grammar-connect-logic-contrast ἀλλὰ 1 but ସଂଯୋଗ
EPH 5 31 yp24 0 General Information: **ତାହାଙ୍କର** ଏବଂ **ସେ ନିଜେ** ଶବ୍ଦଗୁଡ଼ିକ ଜଣେ ପୁରୁଷ ବିଶ୍ଵାସୀଙ୍କୁ ବୁଝାଏ ଯିଏ ବିବାହ କରନ୍ତି ।ଦେଖନ୍ତୁ)
EPH 5 30 abee grammar-connect-logic-result ὅτι 1 because ସଂଯୋଗକାରୀ ଶବ୍ଦ **କାରଣ** ଏକ କାରଣ ଫଳାଫଳ ସମ୍ପର୍କ କାରଣକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର । ଫଳାଫଳ ଏହା ଯେ  ଖ୍ରୀଷ୍ଟ ମଣ୍ଡଳୀର ଯତ୍ନ ନିଅନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 31 abef grammar-connect-logic-result ἀντὶ τούτου 1 For this reason **ଏହି କାରଣରୁ** ସଂଯୋଗକାରୀ ବାକ୍ୟାଂଶ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହି ପରିପ୍ରେକ୍ଷୀରେ, ବାକ୍ୟାଂଶ ଆଦିପୁସ୍ତକ 2:24 ର ଏକ ଉଦ୍ଧୃତିର ଅଂଶ ଅଟେ ଏବଂ ଏଠାରେ ଏଠାରେ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଆଦିପୁସ୍ତକ 2:23 ରେ ଦର୍ଶାଯାଇଛି ଯେ ସ୍ତ୍ରୀଜଣକ ପୁରୁଷଠାରୁ ସୃଷ୍ଟି ହୋଇଅଛି। ଫଳାଫଳ ଏହା ଯେ  ଜଣେ ପୁରୁଷ ନିଜ ପିତାମାତାଙ୍କୁ ଛାଡି ତାଙ୍କ ପତ୍ନୀଙ୍କ ସହ ମିଶିବେ । ଯଦି କୌଣସି କାରଣ ନ ଦେବା ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ ଏହାକୁ ଏକ ପାଦଟିକାରେ ଅନ୍ତର୍ଭୂକ୍ତ କରିପାରିବେ, ଯେପରି “ଏହାର କାରଣ ଏହା ଯେ ସ୍ତ୍ରୀ ପୁରୁଷଠାରୁ ସୃଷ୍ଟି” ଆଦିପୁସ୍ତକ 2:23 ଦେଖନ୍ତୁ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 6 1 abeg grammar-connect-logic-result γάρ 1 for ପାଇଁ ସଂଯୋଗ ଶବ୍ଦ କାରଣ ଫଳାଫଳ ସମ୍ପର୍କର କାରଣ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ପିଲାମାନେ ଯାହା ଠିକ୍ ତାହା କରିବା ଉଚିତ୍ । ଫଳାଫଳ ଏହା ଯେ ପିଲାମାନେ ସେମାନଙ୍କର ପିତାମାତାଙ୍କୁ ମାନିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 6 1 abeg grammar-connect-logic-result γάρ 1 for ପାଇଁ ସଂଯୋଗ ଶବ୍ଦ କାରଣ ଫଳାଫଳ ସମ୍ପର୍କର କାରଣ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ପିଲାମାନେ ଯାହା ଠିକ୍ ତାହା କରିବା ଉଚିତ୍ । ଫଳାଫଳ ଏହା ଯେ ପିଲାମାନେ ସେମାନଙ୍କର ପିତାମାତାଙ୍କୁ ମାନିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 6 3 abeh grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ କରିବା ଯାହା ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ନିଜ ପିତା ଏବଂ ମାତାଙ୍କୁ ମାନିବାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ପୃଥିବୀରେ ଉତ୍ତମ ଏବଂ ଦୀର୍ଘ ଜୀବନ ବଞ୍ଚିବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
Can't render this file because it contains an unexpected character in line 2 and column 4496.