diff --git a/en_tn_58-PHM.tsv b/en_tn_58-PHM.tsv index 1a4d15b..476bccf 100644 --- a/en_tn_58-PHM.tsv +++ b/en_tn_58-PHM.tsv @@ -99,3 +99,8 @@ PHM 1 18 nq4j grammar-connect-condition-fact εἰ δέ τι ἠδίκησέν PHM 1 18 w4ys εἰ δέ τι ἠδίκησέν σε ἢ ὀφείλει 1 ଏହି ଦୁଇଟି ବାକ୍ୟାଂଶର ଅର୍ଥ
ସମାନ ବିଷୟକୁ ପ୍ରକାଶ କରେ
,
ଯଦିଓ **ତୁମ୍ଭ ପ୍ରତି ଅନ୍ୟାୟ
କରିଛି** **ଋଣୀ ହୋଇଥାଏ** ଠାରୁ ଅଧିକ ସାଧାରଣ ଅଟେ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ  ହେବ
,
ତେବେ ଆପଣ ଅଧିକ ସାଧାରଣ ବାକ୍ୟାଂଶକୁ
ଦ୍ୱିତୀୟରେ ଉଲ୍ଲେଖ କରି ପାରିବେ


ବିକଳ୍ପ ଅନୁବାଦ: “କିନ୍ତୁ ଯଦି ସେ ତୁମ୍ଭର କିଛି ଋଣୀ
ହୋଇଥାଏ କିମ୍ବା କୌଣସି ପ୍ରକାରେ ତୁମ୍ଭର  ଅନ୍ୟାୟ
କରିଛି” PHM 1 18 j3ou τοῦτο ἐμοὶ ἐλλόγα. 1 ବିକଳ୍ପ  ଅନୁବାଦ: “ମୁଁ ତୁମ୍ଭ ପରିଶୋଧ କରିବାର ଦାୟିତ୍ଵ

ଗ୍ରହଣ କରିବି” କିମ୍ବା “ମୁଁ ହିଁ ତୁମ୍ଭର ଋଣୀ ବୋଲି ମନେ କର” PHM 1 20 mw03 figs-metaphor ἀδελφέ 1 ଏଠାରେ
, **
ଭାଇ ** ଜଣେ ସହ ବିଶ୍ଵାସୀଙ୍କ ପାଇଁ ଏକ ରୂପକ ଅଟେ


ବିକଳ୍ପ ଅନୁବାଦ: “ଆତ୍ମିକ ଭାଇ” କିମ୍ବା “ଖ୍ରୀଷ୍ଟଙ୍କଠାରେ ଭାଇ”
(ଦେଖନ୍ତୁ:
[[rc://en/ta/man/translate/figs-metaphor]]) +PHM 1 20 cqd0 figs-metaphor ἐν Κυρίῳ 1 ପଦ ୧୬ ରେ କିପରି ଆପଣ **ପ୍ରଭୁଙ୍କଠାରେ**
ଅନୁବାଦ କରିଛନ୍ତି ଦେଖନ୍ତୁ
,
ଏହି ରୂପକ ଯୀଶୁଙ୍କଠାରେ ବିଶ୍ଵାସୀ
ହେବା **ଖ୍ରୀଷ୍ଟଙ୍କ** ରେ ସମାନ ହେବା ବୋଲି ବୁଝାଏ  


ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ  ପ୍ରଭୁଙ୍କ ସେବା କର” କିମ୍ବା “କାରଣ ଆମ୍ଭେମାନେ ପ୍ରଭୁଙ୍କ
ସହ ବିଶ୍ଵାସୀ ଅଟୁ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +PHM 1 20 xp0b figs-explicit ἀνάπαυσόν μου τὰ σπλάγχνα ἐν Χριστῷ 1 refresh my inward parts in Christ ପାଉଲ କିପରି ଫିଲିମୋନଙ୍କୁ ସତେଜ
କରିବାକୁ ଚାହୁଁଥିଲେ ତାହା ସ୍ପଷ୍ଟ କରାଯାଇପାରେ


ବିକଳ୍ପ ଅନୁବାଦ: “ଅନେସିମକୁ ଦୟାକରି ଗ୍ରହଣ କରି ଖ୍ରୀଷ୍ଟଙ୍କଠାରେ
ମୋର ଅନ୍ତରକୁ ସତେଜ କର” (ଦେଖନ୍ତୁ:
[[rc://en/ta/man/translate/figs-explicit]]) +PHM 1 20 kmpp figs-metonymy ἀνάπαυσόν μου τὰ σπλάγχνα 1 refresh my inward parts ଏଠାରେ
, **
ଅନ୍ତରକୁ** ଜଣେ ବ୍ୟକ୍ତିର ଭାବନା
,
ଚିନ୍ତାଧାରା
,
କିମ୍ବା ପ୍ରାଣକୁ ବୁଝାଏ


ବିକଳ୍ପ ଅନୁବାଦ: “ମୋତେ ଉତ୍ସାହିତ କର” କିମ୍ବା “ମୋତେ ସାନ୍ତ୍ୱନା
ଦିଅ” (ଦେଖନ୍ତୁ:
[[rc://en/ta/man/translate/figs-metonymy]]) +PHM 1 21 azje figs-abstractnouns πεποιθὼς τῇ ὑπακοῇ σου 1 refresh my inward parts ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ବିଶ୍ୱାସ** ଏବଂ
**ଆଜ୍ଞା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “କାରଣ ମୁଁ ନିଶ୍ଚିତ ଯେ ତୁମ୍ଭେ ଆଜ୍ଞାକାରୀ
ହେବ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +PHM 1 21 lxxi ἔγραψά σοι 1 refresh my inward parts ପାଉଲ ଅତୀତ କାଳକୁ ଏଠାରେ ବ୍ୟବହାର
କରନ୍ତି କାରଣ ଫିଲିମୋନ ଏହି ପତ୍ରକୁ  ପାଠ କରିବାବେଳେ
ଲେଖନ ଅତୀତ କାଳରେ ଥିବ


ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଥିବା କାଳକୁ ବ୍ୟବହାର କରନ୍ତୁ



ବିକଳ୍ପ ଅନୁବାଦ: “ମୁଁ ତୁମ୍ଭକୁ
ଲେଖେ”