From 4572eeb141eb2d388b6aa2cf2eb51e235e53492b Mon Sep 17 00:00:00 2001 From: Gayatri-Digal Date: Sat, 4 Dec 2021 13:54:18 +0000 Subject: [PATCH] Edit 'en_tn_43-LUK.tsv' using 'tc-create-app' --- en_tn_43-LUK.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_43-LUK.tsv b/en_tn_43-LUK.tsv index 19dc18b..c2f322c 100644 --- a/en_tn_43-LUK.tsv +++ b/en_tn_43-LUK.tsv @@ -4,7 +4,7 @@ LUK 1 intro f1b5 0 ଲୂକ ୧ ସାଧାରଣ ଟିପ୍ପଣୀଗ LUK 1 1 br8r 0 LUK 1 1 qhd9 περὶ τῶν πεπληροφορημένων ἐν ἡμῖν πραγμάτων 1 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ
ଏହାକୁ ଏକ ସକ୍ରିୟ କ୍ରିୟାପଦରେ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ସେହି ଘଟଣାଗୁଡ଼ିକ ବିଷୟରେ ଯାହା ଆମ୍ଭମାନଙ୍କ ମଧ୍ୟରେ ଘଟିଛି।” (ଦେଖନ୍ତୁ: [[rc://en/ta/man/translate/figs-activepassive]]) LUK 1 1 hyp6 figs-inclusive ἐν ἡμῖν 1 ଆମ୍ଭମାନଙ୍କ ମଧ୍ୟରେ ଥୀୟଫିଳ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ପୁସ୍ତକ ଲୂକ ଉତ୍ସର୍ଗ କରନ୍ତି
। ସେ କିଏ ଥିଲେ
ତାହା ପ୍ରକୃତରେ ଅଜ୍ଞାତ ଅଟେ । ଯେହେତୁ ଲୂକ 1:4 ରେ କହନ୍ତି ଯେ ସେ ଥୀୟଫିଳଙ୍କୁ ଯାହା ଶିକ୍ଷା ଦେଇଛନ୍ତି ତାହା ବିଶ୍ଵାସଯୋଗ୍ୟ
ବୋଲି ସେ ଜାଣୁ ବୋଲି ସେ ଇଚ୍ଛା କରନ୍ତି, ସେ ଯୀଶୁଙ୍କ ଅନୁଗାମୀ ଥିଲେ ବୋଲି ମନେ ହୁଏ । ତେଣୁ
ଏଠାରେ ଆମ୍ଭେମାନେ ଶବ୍ଦ ତାହାକୁ ଅନ୍ତର୍ଭୁକ୍ତ କରେ । (ଦେଖନ୍ତୁ: [[rc://en/ta/man/translate/figs-exclusive]]) -LUK 1 2 hud2 figs-explicit αὐτόπται καὶ ὑπηρέται γενόμενοι τοῦ λόγου 1 ଯେଉଁମାନେ… ଚାକ୍ଷୁଷ ସାକ୍ଷୀ ଥିଲେ ଜଣେ “ଚାକ୍ଷୁଷସାକ୍ଷୀ” ଏକ ବ୍ୟକ୍ତି ଯିଏ କିଛି ଘଟିଥିବା ଦେଖିଛି, ଓ ବାକ୍ୟର ଜଣେ ସେବକ ଏଭଳି ଏକ ବ୍ୟକ୍ତି ଯିଏ ଈଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ଦ୍ବାରା ତାଙ୍କର ସେବା କରିଥାଏ I ତୁମକୁ ଏହା ସ୍ପଷ୍ଟ କରିବା ଆବଶ୍ୟକ ହୋଇପାରେ ଯେ କିପରି ସେମାନେ ବାକ୍ୟର ସେବକଗଣ ଥିଲେ I ବିକଳ୍ପ ଅନୁବାଦ: ଯାହା ଘଟିଥିଲା ତାହା ଦେଖିଥିଲେ ଓ ଲୋକମାନଙ୍କୁ ଈଶ୍ୱରଙ୍କ ସମ୍ବାଦ କହିବା ଦ୍ବାରା ତାଙ୍କର ସେବା କଲେ” (ଦେଖ: [[rc://or/ta/man/translate/figs-explicit]]) +LUK 1 2 hud2 figs-explicit αὐτόπται καὶ ὑπηρέται γενόμενοι τοῦ λόγου 1 ଯେଉଁମାନେ… ଚାକ୍ଷୁଷ ସାକ୍ଷୀ ଥିଲେ ଚାକ୍ଷୁଷ ସାକ୍ଷୀ ଶବ୍ଦ ଏକ
ବ୍ୟକ୍ତିକୁ ବର୍ଣ୍ଣନା କରେ ଯିଏ ବ୍ୟକ୍ତିଗତ ଭାବରେ ଏଖ ଘଟଣାକୁ, “ନିଜ
ଆଖିରେ” ଦେଖେ । ଏହି ଶବ୍ଦଟି ଏପରି ବ୍ୟକ୍ତିକୁ ସାଙ୍କେତିକ ଭାବରେ ବର୍ଣ୍ଣନା କରେ । ବିକଳ୍ପ
ଅନୁବାଦ: “ଯେଉଁମାନେ… ବ୍ୟକ୍ତିଗତ ଭାବରେ ଏହି ଘଟଣାଗୁଡ଼ିକୁ ଦେଖିଲେ” (ଦେଖନ୍ତୁ: [[rc://en/ta/man/translate/figs-metonymy]]) LUK 1 2 z9dq figs-synecdoche ὑπηρέται ... τοῦ λόγου 1 servants of the word “ବାକ୍ୟ” ଶବ୍ଦ ଗୋଟିଏ ସମ୍ବାଦ ନିମନ୍ତେ ଅନେକ ବାକ୍ୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ବାକ୍ ଶୈଳୀ I ବିକଳ୍ପ ଅନୁବାଦ : “ସମ୍ବାଦର ସେବକଗଣ” ବା “ଈଶ୍ୱରଙ୍କ ସମ୍ବାଦର ସେବକଗଣ” (ଦେଖ: [[rc://or/ta/man/translate/figs-synecdoche]] ) LUK 1 3 fud1 παρηκολουθηκότι 1 having investigated "ଯତ୍ନର ସହ ଗବେଷଣା କରାଯାଇଛି I ସଠିକ୍ ଭାବରେ କ’ଣ ସବୁ ଘଟିଥିଲା, ସେ ସମ୍ପର୍କରେ ଅନୁସନ୍ଧାନ କରିବାରେ ଲୂକ ଯତ୍ନଶୀଳ ଥିଲେ I ସେ ହୁଏତ ବିଭିନ୍ନ ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଯେଉଁମାନେ ଯାହା ସବୁ ଘଟିଥିଲା ସେସବୁ ଦେଖିଥିଲେ ଯେପରି ସେ ନିଶ୍ଚିତ ହେବେ ଯେ ସେ ଏହି ଘଟଣାଗୁଡିକ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ସଠିକ୍ ଅଟେ I LUK 1 3 nr63 κράτιστε Θεόφιλε 1 most excellent Theophilus ଥିୟଫିଲଙ୍କ ନିମନ୍ତେ ସମ୍ମାନ ଓ ସମାଦର ପ୍ରଦର୍ଶନ କରିବା ନିମନ୍ତେ ଲୂକ ଏହା କହିଲେ I ଏହାର ଅର୍ଥ ଏପରି ହୋଇପାରେ ଯେ ଥିୟଫିଲ ଜଣେ ମହତ୍ତ୍ଵପୂର୍ଣ୍ଣ ସରକାରୀ ପଦାଧିକାରୀ ଥିଲେ I ଏହି ବିଭାଗ ସେହି ଶୈଳୀ ବ୍ୟବହାର କରିବା ଉଚିତ ଯାହା ତୁମର ସଂସ୍କୃତି ଉଚ୍ଚ ପଦବୀରେ ଥିବା ଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରେ I କିଛି ଲୋକ ମଧ୍ୟ ଏହି ସମ୍ବୋଧନକୁ ଆରମ୍ଭରେ ରଖିବା ନିମନ୍ତେ ପସନ୍ଦ କରି ଏପରି କହି ପାରନ୍ତି,” ଥିୟଫିଲଙ୍କ ପ୍ରତି” କିମ୍ବା ପ୍ରିୟ... ଥିୟଫିଲ I”"