From 450e7f9288987004985081173cb79a09fb6f6c90 Mon Sep 17 00:00:00 2001 From: Gayatri-Digal Date: Thu, 17 Mar 2022 17:45:08 +0000 Subject: [PATCH] Edit 'en_tn_66-JUD.tsv' using 'tc-create-app' --- en_tn_66-JUD.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_66-JUD.tsv b/en_tn_66-JUD.tsv index 9b13cfa..48c9264 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -1,5 +1,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote -JUD front intro xh5n 0 # ଯିହୂଦାର ପରିଚୟ

## ଭାଗ 1: ସାଧାରଣ ପରିଚୟ

### ଯିହୂଦା ପୁସ୍ରତକ ରୂପରେଖା

1. ପରିଚୟ (୧:୧-୨)
2. ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ଚେତାବନୀ (୧:୩–୪)
3. ପୁରାତନ ନିୟମର ଉଦାହରଣ ସହ ମିଥ୍ୟା ଶିକ୍ଷକମାନଙ୍କର ତୁଳନା (୧: ୫-୧୬)
4. ଧାର୍ମିକ ଜୀବନଯାପନ କରିବା ପାଇଁ ଉପଦେଶ (୧:୧୭–୨୩)
5. ଈଶ୍ଵରଙ୍କୁ ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକ କିଏ ଲେଖିଛନ୍ତି?

ଲେଖକ ନିଜକୁ ଯାକୁବଙ୍କ ଭାଇ ଯିହୂଦା ବୋଲି ଦର୍ଶାନ୍ତି । ଉଭୟ ଯିହୂଦା ଏବଂ ଯାକୁବ ଯୀଶୁଙ୍କ ଭାଇ ଥିଲେ । ଏହି ପତ୍ରଟି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ।

### ଯିହୂଦା ପୁସ୍ତକ କେଉଁ ବିଷୟକୁ ଉଲ୍ଲେଖ କରେ?

ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ବିଶ୍ଵାସୀମାନଙ୍କୁ ସତର୍କ କରାଈବା ପାଇଁ ଯିହୂଦା ଏହି ପତ୍ରଟିକୁ ଲେଖିଛନ୍ତି । ଯିହୂଦା ପ୍ରାୟ ପୁରାତନ ନିୟମକୁ ବୁଝାନ୍ତି । ଯିହୂଦା ଏକ ଯିହୁଦୀ ଖ୍ରୀଷ୍ଟିୟାନ ଦଳକୁ ଏହି ପତ୍ର ଲେଖୁଥିଲେ ବୋଲି ଏହା ଦର୍ଶାଇପାରେ । ଏହି ପତ୍ର ଏବଂ ୨ ପିତରଙ୍କ ପତ୍ରରେ ସମାନ ବିଷୟବସ୍ତୁ ଦେଖିବାକୁ ମିଳେ । ସେମାନେ ଉଭୟ ଦୂତ, ସଦୋମ ଏବଂ ଗୋମୋରା ଏବଂ ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି।

### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଯିହୂଦା” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏହାକୁ “ଯିହୂଦାର ପତ୍ର” କିମ୍ବା “ଯିହୂଦା ଲିଖିତ ପତ୍ର”  ବୋଲି ସ୍ପଷ୍ଟଭାବେ ଅନୁବାଦ କରି ପାରିବେ । (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ ୨: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଧାରାଗୁଡ଼ିକ

### ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ?

ଯିହୂଦା ଯେଉଁମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ ସେମାନେ ବଧହୁଏ ପରବର୍ତ୍ତୀ ସମୟରେ ନାସ୍ତିକ ଭାବରେ ପରିଚିତ ହେଲେ । ଏହି ଶିକ୍ଷକମାନେ ନିଜର ଲାଭ ପାଇଁ ଶାସ୍ତ୍ରର ଶିକ୍ଷାକୁ ବିକୃତ କରିଥିଲେ। ସେମାନେ ଅନୈତିକ  ଜୀବନ ଅତିବାହିତ କରୁଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଜୀବନଯାପନ କରିବାକୁ ଶିକ୍ଷା ଦେଉଥିଲେ।

## ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### “ତୁମେ” ଏକବଚନ ଏବଂ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦ ଯିହୂଦାଙ୍କୁ ବୁଝାଏ । ଆହୁରି, “ତୁମ୍ଭେ” ଶବ୍ଦ ମଧ୍ୟ ସର୍ବଦା ବହୁବଚନ ଅଟେ ଏବଂ ଯିହୂଦାର ପାଠକମାନଙ୍କୁ ବୁଝାଏ । (ଦେଖନ୍ତୁ: [[rc://en/ta/man/translate/figs-exclusive]] and [[rc://en/ta/man/translate/figs-you]]
)

### ୨ ପିତରଙ୍କ ପୁସ୍ତକର ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ କ’ଣ ଅଟେ?

ନିମ୍ନଲିଖିତ ପଦଗୁଡ଼ିକ ପାଇଁ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ । ULT ପାଠ ଯାହା ଅଧିକାଂଶ ପଣ୍ଡିତମାନେ ମୂଳ ପାଠ ବୋଲି ବିବେଚନା କରନ୍ତି ଏହାକୁ ଅନୁସରଣ କରେ ଏବଂ ଅନ୍ୟ ପାଠକୁ ଏକ ପାଦଟୀକାରେ ଉଲ୍ଲେଖ କରେ । ଯଦି ବାଇବେଲର ଏକ ଅନୁବାଦ ଏହି ଅଞ୍ଚଳରେ ମୁଖ୍ୟ ଭାଷାରେ ଉପଲବ୍ଧଅଛି, ଅନୁବାଦକମାନେ ସେହି ସଂସ୍କରଣରେ ଉଲ୍ଲେଖଥିବା ଥିବା ପଠନକୁ ବ୍ୟବହାର କରିପାରନ୍ତି । ଯଦି ଉପଲବ୍ଧ ନୁହେଁ, ଅନୁବାଦକଗଣ ULT କୁ ଅନୁସରଣ କରିପାରିବେ ।

* “ଯେ ଯୀଶୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କରି” [(ପ.୫)](../୦୧/୦୫.md)। କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଯେ ପ୍ରଭୁ, ଏକ ଲୋକଦଳକୁ ମିସର ଦେଶରୁ ଉଦ୍ଧାର କରି।”

(ଦେଖନ୍ତୁ: [[rc://en/ta/man/translate/translate-textvariants]]) +JUD front intro xh5n 0 # ଯିହୂଦାର ପରିଚୟ

### “ତୁମ୍ଭେ” ଏକବଚନ ଏବଂ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦ ଯିହୂଦାଙ୍କୁ ବୁଝାଏ । ଆହୁରି, “ତୁମ୍ଭେ” ଶବ୍ଦ ମଧ୍ୟ ସର୍ବଦା ବହୁବଚନ ଅଟେ ଏବଂ ଯିହୂଦାର ପାଠକମାନଙ୍କୁ ବୁଝାଏ । (ଦେଖନ୍ତୁ: [[rc://en/ta/man/translate/figs-exclusive]] and [[rc://en/ta/man/translate/figs-you]]
)

### ୨ ପିତରଙ୍କ ପୁସ୍ତକର ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ କ’ଣ ଅଟେ?

ନିମ୍ନଲିଖିତ ପଦଗୁଡ଼ିକ ପାଇଁ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ । ULT ପାଠ ଯାହା ଅଧିକାଂଶ ପଣ୍ଡିତମାନେ ମୂଳ ପାଠ ବୋଲି ବିବେଚନା କରନ୍ତି ଏହାକୁ ଅନୁସରଣ କରେ ଏବଂ ଅନ୍ୟ ପାଠକୁ ଏକ ପାଦଟୀକାରେ ଉଲ୍ଲେଖ କରେ । ଯଦି ବାଇବେଲର ଏକ ଅନୁବାଦ ଏହି ଅଞ୍ଚଳରେ ମୁଖ୍ୟ ଭାଷାରେ ଉପଲବ୍ଧଅଛି, ଅନୁବାଦକମାନେ ସେହି ସଂସ୍କରଣରେ ଉଲ୍ଲେଖଥିବା ଥିବା ପଠନକୁ ବ୍ୟବହାର କରିପାରନ୍ତି । ଯଦି ଉପଲବ୍ଧ ନୁହେଁ, ଅନୁବାଦକଗଣ ULT କୁ ଅନୁସରଣ କରିପାରିବେ ।

* “ଯେ ଯୀଶୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କରି” [(ପ.୫)](../୦୧/୦୫.md)। କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଯେ ପ୍ରଭୁ, ଏକ ଲୋକଦଳକୁ ମିସର ଦେଶରୁ ଉଦ୍ଧାର କରି।”

(ଦେଖନ୍ତୁ: [[rc://en/ta/man/translate/translate-textvariants]]) JUD 1 1 ek3q figs-you 0 General Information: ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପ୍ରଥମେ ସେମାନଙ୍କର ନାମକୁ ଉଲ୍ଲେଖ କରନ୍ତି, ଏବଂ ସେମାନେ ତୃତୀୟ ପୁରୁଷରେ ନିଜକୁ ସୂଚାନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଆପଣ ପ୍ରଥମ ପୁରୁଷବାଚକ ଶବ୍ଦକୁ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷାରେ ଏକ ପତ୍ରରର ଲେଖକକୁ ପରିଚିତ କରାଇବାର ଏକ ନିର୍ଦ୍ଦିଷ୍ଟ ଉପାୟ ଅଛି, ତେବେ ଆପଣ ମଧ୍ୟ ଏହାକୁ ଏଠାରେ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ମୁଁ, ଯିହୂଦା, ଏହି ପତ୍ରକୁ ଲେଖୁଅଛି” କିମ୍ବା “ଯିହୂଦା ଠାରୁ” (ଦେଖନ୍ତୁ: [[rc://or/ta/man/translate/figs-you]]) JUD 1 1 npc3 translate-names Ἰούδας, Ἰησοῦ Χριστοῦ δοῦλος 1 Jude, a servant of **ଯିହୂଦା** ଜଣେ ପୁରୁଷ ତଥା ଯାକୁବଙ୍କ ଭାଇଙ୍କର ନାମ ଅଟେ । ଯିହୂଦାର ପରିଚୟର ଭାଗ ୧ ରେ ତାଙ୍କ ବିଷୟରେ ସୂଚନା ଦେଖନ୍ତୁ ।(ଦେଖନ୍ତୁ: [[rc://or/ta/man/translate/translate-names]]) JUD 1 1 m3v1 ἀδελφὸς ... Ἰακώβου 1 brother of James **ଯାକୁବ** ଏବଂ ଯିହୂଦା ଯୀଶୁଙ୍କ ଭାଇ ଥିଲେ । ଯୋଷେଫ ସେମାନଙ୍କର ଶାରୀରିକ ପିତା ଥିଲେ, କିନ୍ତୁ ସେ ଯୀଶୁଙ୍କ ଶାରୀରିକ ପିତା ନଥିଲେ ।ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାକୁବଙ୍କ ଭାଇ, ଉଭୟ ଯୀଶୁଙ୍କ ଭାଇ” (ଦେଖନ୍ତୁ:
[[rc://en/ta/man/translate/figs-explicit]])