Edit 'en_tn_32-JON.tsv' using 'tc-create-app'

This commit is contained in:
Gayatri-Digal 2021-08-09 02:06:59 +00:00
parent 6e06b788a4
commit 44f388d89e
1 changed files with 1 additions and 1 deletions

View File

@ -141,7 +141,7 @@ JON 3 10 w3uu וַ⁠יַּ֤רְא הָֽ⁠אֱלֹהִים֙ אֶֽת־מַ
JON 3 10 k8am figs-metaphor שָׁ֖בוּ מִ⁠דַּרְכָּ֣⁠ם הָ⁠רָעָ֑ה 1 they turned from their evil ways ଏଠାରେ ଲେଖକ ଲୋକମାନେ ପାପରୁ ନିବୃତ୍ତ ହେବା ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ପାପ ପଥରୁ ବିପରୀତ ଦିଗରେ ଚାଲିବା ଆରମ୍ଭ କରଛନ୍ତି । [[rc://en/ta/man/translate/figs-metaphor]])ଦେଖନ୍ତୁ)
JON 3 10 ab85 וַ⁠יִּנָּ֣חֶם הָ⁠אֱלֹהִ֗ים עַל־הָ⁠רָעָ֛ה 1 And God relented in regard to the evil ଏଠାରେ “ମନ୍ଦ” ଅନୁବାଦ ହୋଇଥିବା ଶବ୍ଦଟି ବହୁତ ବ୍ୟାପକ, ନୈତିକ ମନ୍ଦ, ଶାରୀରିକ ମନ୍ଦ ଏବଂ ସମସ୍ତ ବିଷୟ ଯାହା ଖରାପ ତାହା ଅନ୍ତର୍ଭୁକ୍ତ କରେ । ନୀନିବୀ ଲୋକମାନଙ୍କ କାର୍ଯ୍ୟକୁ ବର୍ଣ୍ଣନା କରିବାକୁ ଏହା ପୂର୍ବ ପଦରେ ବ୍ୟବହୃତ ହୋଇଥିବା ସମାନ ଶବ୍ଦ ଅଟେ (ଏବଂ ପଦ 8)। ଲେଖକ ଦର୍ଶାଉଛନ୍ତି ଯେ ଯେବେ ଲୋକମାନେ ନୈତିକ ମନ୍ଦରୁ ଅନୁତାପ କରନ୍ତି, ଈଶ୍ଵର ଶାରୀରିକ ଦଣ୍ଡ ଦିଅନ୍ତି ନାହିଁ । ଈଶ୍ଵର କଦାପି ନୈତିକ ମନ୍ଦ କରନ୍ତି ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ଅଟେ, ଆପଣ ଉଭୟ ବାକ୍ୟରେ ଏହି ଶବ୍ଦ ବ୍ୟବହାର କରିପାରନ୍ତି । ଯଦି ତାହା ସ୍ପଷ୍ଟ ନୁହେଁ, ଆପଣ ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରିପାରିବେ ।
JON 3 10 it1a figs-explicit וְ⁠לֹ֥א עָשָֽׂה 1 and he did not do it ଈଶ୍ଵର ଯାହା କଲେ ନାହିଁ ତାହା ସ୍ପଷ୍ଟ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ଏବଂ ସେ ସେମାନଙ୍କୁ ଦଣ୍ଡ ଦେଲେ ନାହିଁ” କିମ୍ବା “ଏବଂ ସେ ସେମାନଙ୍କୁ ବିନାଶ କଲେ ନାହିଁ” [[rc://en/ta/man/translate/figs-explicit]])ଦେଖନ୍ତୁ)
JON 4 intro ys57 0 # ଯୂନସ 04 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

ଯୂନସ କାହାଣୀକୁ ଜାରି ରଖନ୍ତି, ଯାହା ପୁସ୍ତକର ଏକ ଅସାଧାରଣ ସମାପ୍ତ ପରି ପ୍ରତୀତ ହେଉଥିଲା । ଏହା ଜୋର ଦିଏ ଯେ ପୁସ୍ତକ ପ୍ରକୃତରେ ଯୂନସଙ୍କ ବିଷୟରେ ନୁହେଁ। ଏହା ସମସ୍ତଙ୍କ ପ୍ରତି ଈଶ୍ଵରଙ୍କ ଦୟାଳୁ ହେବା ବିଷୟରେ ଅଟେ ।

[[rc://en/tw/dict/bible/kt/mercy]])ଦେଖନ୍ତୁ)

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ଭବିଷ୍ୟବାଣୀ ସଫଳ ହୁଏ ନାହିଁ

ଜଣେ ଭବିଷ୍ୟ‌ଦ୍‌ବକ୍ତା ଏବଂ ସଦାପ୍ରଭୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଜରୁରୀ ଅଟେ। ଜଣେ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କ ପାଇଁ ଭବିଷ୍ୟ‌ଦ୍‌ବାଣୀ କରିବା ଉଚିତ୍**,** ଏବଂ ତାଙ୍କର ବାକ୍ୟ ନିଶ୍ଚିତ ରୂପେ ସଫଳ ହେବ। ଆବଶ୍ୟକ ମଧ୍ୟ ଅଟେ । ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ**,** ଯଦି ଏହା ନହୁଏ**,** ତେବେ ଦଣ୍ଡ ମୃତ୍ୟୁ ଥିଲା**,** କାରଣ ଏହା ଦର୍ଶାଏ ଯେ ସେ ପ୍ରକୃତ ଭବିଷ୍ୟ‌ଦ୍‌ବକ୍ତା ନୁହଁନ୍ତି। କିନ୍ତୁ ଯେତେବେଳେ ଯୂନସ ନୀନିବୀ ସହରକୁ କହିଲେ ଯେ ଏହା ଚାଳିଶ ଦିନ ମଧ୍ୟରେ ଧ୍ୱଂସ ହେବାକୁ ଯାଉଛି କିନ୍ତୁ ଏହା ସେତେବେଳେ ଧ୍ୱଂସ ହୋଇ ନଥିଲା। କାରଣ ଈଶ୍ଵର ଦୟାଳୁ ହେବାର ଅଧିକାର ନିଜ ପାଇଁ ସଂରକ୍ଷଣ କରି ରଖନ୍ତି । [[rc://en/tw/dict/bible/kt/prophet]] ଏବଂ [[rc://en/tw/dict/bible/kt/lawofmoses]])ଦେଖନ୍ତୁ)

## ଯୂନସଙ୍କ କ୍ରୋଧ

ଯେତେବେଳେ ଈଶ୍ଵର ନୀନିବୀକୁ ବିନାଶ କଲେ ନାହିଁ ସେ ଈଶ୍ଵରଙ୍କ ଉପରେ କ୍ରୋଧିତ ହେଲେ କାରଣ ଯୂନସ ନୀନିବୀ ଲୋକମାନଙ୍କୁ ଘୃଣା କରୁଥିଲେ **I** ସେମାନେ ଇସ୍ରାଏଲର ଶତ୍ରୁ ଥିଲେ। କିନ୍ତୁ ଈଶ୍ଵର ଚାହୁଁଥିଲେ ଯେ ଯୂନସ ଏବଂ ଏହି ପୁସ୍ତକର ପାଠକମାନେ ଜାଣନ୍ତୁ ଯେ ଈଶ୍ଵର ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି ।

### Important figures of speech in this chapter

### Rhetorical questions

As in other places, Jonah asks rhetorical questions to show how angry he was at Yahweh. (See: [[rc://en/ta/man/translate/figs-rquestion]])

### Parallel to Mount Sinai

In verse 2, Jonah attributes a series of characteristics to God. A Jewish reader of this book would recognize this as a formula Moses used in speaking about God when he was meeting God on Mount Sinai. (See: [[rc://en/ta/man/translate/figs-explicit]])

## Other possible translation difficulties in this chapter

### Gods grace

When Jonah went outside the city, he got very hot and God graciously provided some relief through the plant. God was trying to teach Jonah through an object lesson. It is important for the reader to see this clearly. (See: [[rc://en/tw/dict/bible/kt/grace]])
JON 4 intro ys57 0 # ଯୂନସ 04 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

ଯୂନସ କାହାଣୀକୁ ଜାରି ରଖନ୍ତି, ଯାହା ପୁସ୍ତକର ଏକ ଅସାଧାରଣ ସମାପ୍ତ ପରି ପ୍ରତୀତ ହେଉଥିଲା । ଏହା ଜୋର ଦିଏ ଯେ ପୁସ୍ତକ ପ୍ରକୃତରେ ଯୂନସଙ୍କ ବିଷୟରେ ନୁହେଁ। ଏହା ସମସ୍ତଙ୍କ ପ୍ରତି ଈଶ୍ଵରଙ୍କ ଦୟାଳୁ ହେବା ବିଷୟରେ ଅଟେ ।

[[rc://en/tw/dict/bible/kt/mercy]])ଦେଖନ୍ତୁ)

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ଭବିଷ୍ୟବାଣୀ ସଫଳ ହୁଏ ନାହିଁ

ଜଣେ ଭବିଷ୍ୟ‌ଦ୍‌ବକ୍ତା ଏବଂ ସଦାପ୍ରଭୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଜରୁରୀ ଅଟେ। ଜଣେ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କ ପାଇଁ ଭବିଷ୍ୟ‌ଦ୍‌ବାଣୀ କରିବା ଉଚିତ୍**,** ଏବଂ ତାଙ୍କର ବାକ୍ୟ ନିଶ୍ଚିତ ରୂପେ ସଫଳ ହେବ। ଆବଶ୍ୟକ ମଧ୍ୟ ଅଟେ । ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ**,** ଯଦି ଏହା ନହୁଏ**,** ତେବେ ଦଣ୍ଡ ମୃତ୍ୟୁ ଥିଲା**,** କାରଣ ଏହା ଦର୍ଶାଏ ଯେ ସେ ପ୍ରକୃତ ଭବିଷ୍ୟ‌ଦ୍‌ବକ୍ତା ନୁହଁନ୍ତି। କିନ୍ତୁ ଯେତେବେଳେ ଯୂନସ ନୀନିବୀ ସହରକୁ କହିଲେ ଯେ ଏହା ଚାଳିଶ ଦିନ ମଧ୍ୟରେ ଧ୍ୱଂସ ହେବାକୁ ଯାଉଛି କିନ୍ତୁ ଏହା ସେତେବେଳେ ଧ୍ୱଂସ ହୋଇ ନଥିଲା। କାରଣ ଈଶ୍ଵର ଦୟାଳୁ ହେବାର ଅଧିକାର ନିଜ ପାଇଁ ସଂରକ୍ଷଣ କରି ରଖନ୍ତି । [[rc://en/tw/dict/bible/kt/prophet]] ଏବଂ [[rc://en/tw/dict/bible/kt/lawofmoses]])ଦେଖନ୍ତୁ)

## ଯୂନସଙ୍କ କ୍ରୋଧ

ଯେତେବେଳେ ଈଶ୍ଵର ନୀନିବୀକୁ ବିନାଶ କଲେ ନାହିଁ ସେ ଈଶ୍ଵରଙ୍କ ଉପରେ କ୍ରୋଧିତ ହେଲେ କାରଣ ଯୂନସ ନୀନିବୀ ଲୋକମାନଙ୍କୁ ଘୃଣା କରୁଥିଲେ **I** ସେମାନେ ଇସ୍ରାଏଲର ଶତ୍ରୁ ଥିଲେ। କିନ୍ତୁ ଈଶ୍ଵର ଚାହୁଁଥିଲେ ଯେ ଯୂନସ ଏବଂ ଏହି ପୁସ୍ତକର ପାଠକମାନେ ଜାଣନ୍ତୁ ଯେ ଈଶ୍ଵର ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି ।

### ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର ଶବ୍ଦ

### ଅଳଙ୍କାର ପ୍ରଶ୍ନଗୁଡ଼ିକ

ଅନ୍ୟ ସ୍ଥାନଗୁଡ଼ିକ ପରି, ଯୂନସ ସଦାପ୍ରଭୁଙ୍କ ଉପରେ କେତେ କ୍ରୋଧିତ ଥିଲେ ତାହା ଦର୍ଶାଇବାକୁ ଅଳଙ୍କାରିକ ପ୍ରଶ୍ନ କରିଥିଲେ। [[rc://en/ta/man/translate/figs-rquestion]])ଦେଖନ୍ତୁ)

### Parallel to Mount Sinai

In verse 2, Jonah attributes a series of characteristics to God. A Jewish reader of this book would recognize this as a formula Moses used in speaking about God when he was meeting God on Mount Sinai. (See: [[rc://en/ta/man/translate/figs-explicit]])

## Other possible translation difficulties in this chapter

### Gods grace

When Jonah went outside the city, he got very hot and God graciously provided some relief through the plant. God was trying to teach Jonah through an object lesson. It is important for the reader to see this clearly. (See: [[rc://en/tw/dict/bible/kt/grace]])
JON 4 1 jdr8 writing-newevent וַ⁠יֵּ֥רַע אֶל־יוֹנָ֖ה רָעָ֣ה גְדוֹלָ֑ה וַ⁠יִּ֖חַר לֽ⁠וֹ׃ 1 But this was evil to Jonah, a great evil, and it burned to him. This sentence introduces the next part of the story where Jonah responds to God saving the city of Nineveh. (See: [[rc://en/ta/man/translate/writing-newevent]])
JON 4 1 abc3 figs-idiom וַ⁠יִּ֖חַר לֽ⁠וֹ 1 and it burned to him This is an idiom that speaks of Jonahs anger as if it were a fire burning inside him. Alternate translation: “and he was very angry” (See: [[rc://en/ta/man/translate/figs-idiom]])
JON 4 2 q6bb figs-exclamations אָנָּ֤ה 1 Ah! In this context, the word **Ah!** shows intense frustration. Represent this emotion in the most natural way for your language. (See: [[rc://en/ta/man/translate/figs-exclamations]])

Can't render this file because it contains an unexpected character in line 16 and column 428.