Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 09:41:24 +00:00
parent b4621a9de8
commit 449a2eaa61
1 changed files with 1 additions and 1 deletions

View File

@ -254,7 +254,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 5 db4f ὁ ... πιστεύων ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 The one who believes that Jesus is the Son of God ପୂର୍ବ ପଦରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଅଧାର୍ମିକ ଲୋକମାନଙ୍କ ବ୍ୟବସ୍ଥାରେ ଜୀବନଯାପନ କରେ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 5 drv2 guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 6 yjh2 0 Connecting Statement:
1JN 5 6 js27 figs-metonymy οὗτός ἐστιν ὁ ἐλθὼν δι’ ὕδατος καὶ αἵματος, Ἰησοῦς Χριστός 1 This is the one who came by water and blood: Jesus Christ ଜଳ ଏବଂ ରକ୍ତ ଶବ୍ଦର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅଟେ । ଉଭୟ ଅର୍ଥରେ, ଯୋହନ ନିର୍ଦ୍ଦିଷ୍ଟ ଭାବରେ ବିଶ୍ଵାସ କରିବାର ଅର୍ଥ ନିର୍ଦ୍ଦିଷ୍ଟ କରନ୍ତି ଯେ “ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି”, ଯେପରି ସେ ପୂର୍ବ ପଦରେ ବର୍ଣ୍ଣନା କରିଥିଲେ । (1) ଯେହେତୁ ଯୋହନ [4:2](https://create.translationcore.com/04/02.md)ରେ ସୂଚାନ୍ତି, ଈଶ୍ଵର ପ୍ରକୃତ ମାନବ ଶରୀରରେ ପୃଥିବୀକୁ ଆସିଥିଲେ ବୋଲି ଭଣ୍ଡ ଶିକ୍ଷକମାନେ ଅସ୍ୱୀକାର କରିନ୍ତି । ଏହି ସମୟରେ କେତେକ ଭଣ୍ଡ ଶିକ୍ଷକ ଦାବି କରିଥିଲେ ଯେ ଈଶ୍ଵରଙ୍କ ଈଶ୍ଵରୀୟ ପୁତ୍ର କେବଳ ବାପ୍ତିଜିତ ହେବା ସମୟରେ ଜଣେ ମଣିଷ ଯୀଶୁଙ୍କ ସହ ନିଜକୁ ଏକତ୍ର କରିଥିଲେ। ତେଣୁ ଯୋହନ ହୁଏତ **ଜଳ** ଶବ୍ଦ ବ୍ୟବହାର କରି ଯୀଶୁଙ୍କ ବାପ୍ତିସ୍ମ ଏବଂ **ରକ୍ତ** ଶବ୍ଦକୁ ଯୀଶୁଙ୍କ ପ୍ରକୃତ ମାନବ ଜନ୍ମକୁ ଆଳଙ୍କାରିକ ଭାବରେ ସୂଚାଇବା ପାଇଁ ବ୍ୟବହାର କରନ୍ତି  ଯେପରି ସ୍ତ୍ରୀଲୋକେ ପ୍ରସବ କଲାବେଳେ ରକ୍ତ ଥାଏ । ଯୀଶୁଙ୍କ ଜନ୍ମର ଏକ ସନ୍ଦର୍ଭ ଯୀଶୁ କିପରି ଭାବରେ **ଆସିଲେ**, ଯୋହନଙ୍କ ବାକ୍ୟ ସହ ଅନୁରୂପ ହେବ । ବିକଳ୍ପ ଅନୁବାଦ: “ଏହା ନିଶ୍ଚିତ କରିବା ଆବଶ୍ୟକ ଯେ ଈଶ୍ଵରଙ୍କ ପୁତ୍ର କେବଳ ଯୀଶୁଙ୍କ ବାପ୍ତିସ୍ମରେ ପୃଥିବୀକୁ ଆସି ନଥିଲେ, କିନ୍ତୁ ସେ ଯୀଶୁ ଭାବରେ ଜନ୍ମ ଗ୍ରହଣକରିଥିଲେ, ଯିଏ ପ୍ରକୃତ ମନୁଷ୍ୟ ଥିଲେ” (2) **ରକ୍ତ** ଶବ୍ଦ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ବିଷୟରେ ଏକ ଆଳଙ୍କାରିକ ସନ୍ଦର୍ଭ ହୋଇପାରେ, ଯେଉଁଠାରେ ସେ ଜଗତର ତ୍ରାଣକର୍ତ୍ତା ଭାବରେ ନିଜ ରକ୍ତ ବୋହାଇଥିଲେ । UST ଏହିପରି ବ୍ୟାଖ୍ୟା କରେ । ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 6 js27 figs-metonymy οὗτός ἐστιν ὁ ἐλθὼν δι’ ὕδατος καὶ αἵματος, Ἰησοῦς Χριστός 1 This is the one who came by water and blood: Jesus Christ ଜଳ ଏବଂ ରକ୍ତ ଶବ୍ଦର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅଟେ । ଉଭୟ ଅର୍ଥରେ, ଯୋହନ ନିର୍ଦ୍ଦିଷ୍ଟ ଭାବରେ ବିଶ୍ଵାସ କରିବାର ଅର୍ଥ ନିର୍ଦ୍ଦିଷ୍ଟ କରନ୍ତି ଯେ “ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି”, ଯେପରି ସେ ପୂର୍ବ ପଦରେ ବର୍ଣ୍ଣନା କରିଥିଲେ । (1) ଯେହେତୁ ଯୋହନ [4:2](https://create.translationcore.com/04/02.md)ରେ ସୂଚାନ୍ତି, ଈଶ୍ଵର ପ୍ରକୃତ ମାନବ ଶରୀରରେ ପୃଥିବୀକୁ ଆସିଥିଲେ ବୋଲି ଭଣ୍ଡ ଶିକ୍ଷକମାନେ ଅସ୍ୱୀକାର କରିନ୍ତି । ଏହି ସମୟରେ କେତେକ ଭଣ୍ଡ ଶିକ୍ଷକ ଦାବି କରିଥିଲେ ଯେ ଈଶ୍ଵରଙ୍କ ଈଶ୍ଵରୀୟ ପୁତ୍ର କେବଳ ବାପ୍ତିଜିତ ହେବା ସମୟରେ ଜଣେ ମଣିଷ ଯୀଶୁଙ୍କ ସହ ନିଜକୁ ଏକତ୍ର କରିଥିଲେ। ତେଣୁ ଯୋହନ ହୁଏତ **ଜଳ** ଶବ୍ଦ ବ୍ୟବହାର କରି ଯୀଶୁଙ୍କ ବାପ୍ତିସ୍ମ ଏବଂ **ରକ୍ତ** ଶବ୍ଦକୁ ଯୀଶୁଙ୍କ ପ୍ରକୃତ ମାନବ ଜନ୍ମକୁ ଆଳଙ୍କାରିକ ଭାବରେ ସୂଚାଇବା ପାଇଁ ବ୍ୟବହାର କରନ୍ତି  ଯେପରି ସ୍ତ୍ରୀଲୋକେ ପ୍ରସବ କଲାବେଳେ ରକ୍ତ ଥାଏ । ଯୀଶୁଙ୍କ ଜନ୍ମର ଏକ ସନ୍ଦର୍ଭ ଯୀଶୁ କିପରି ଭାବରେ **ଆସିଲେ**, ଯୋହନଙ୍କ ବାକ୍ୟ ସହ ଅନୁରୂପ ହେବ । ବିକଳ୍ପ ଅନୁବାଦ: “ଏହା ନିଶ୍ଚିତ କରିବା ଆବଶ୍ୟକ ଯେ ଈଶ୍ଵରଙ୍କ ପୁତ୍ର କେବଳ ଯୀଶୁଙ୍କ ବାପ୍ତିସ୍ମରେ ପୃଥିବୀକୁ ଆସି ନଥିଲେ, କିନ୍ତୁ ସେ ଯୀଶୁ ଭାବରେ ଜନ୍ମ ଗ୍ରହଣକରିଥିଲେ, ଯିଏ ପ୍ରକୃତ ମନୁଷ୍ୟ ଥିଲେ” (2) **ରକ୍ତ** ଶବ୍ଦ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ବିଷୟରେ ଏକ ଆଳଙ୍କାରିକ ସନ୍ଦର୍ଭ ହୋଇପାରେ, ଯେଉଁଠାରେ ସେ ଜଗତର ତ୍ରାଣକର୍ତ୍ତା ଭାବରେ ନିଜ ରକ୍ତ ବୋହାଇଥିଲେ । UST ଏହିପରି ବ୍ୟାଖ୍ୟା କରେ । ( [[rc://en/ta/man/translate/figs-metonymy]]ଦେଖନ୍ତୁ
1JN 5 6 bdl4 figs-metonymy 0 He came not only by water, but also by water and blood
1JN 5 9 k2de figs-explicit εἰ τὴν μαρτυρίαν τῶν ἀνθρώπων λαμβάνομεν, ἡ μαρτυρία τοῦ Θεοῦ μείζων ἐστίν 1 If we receive the witness of men, the witness of God is greater **ଶ୍ରେଷ୍ଠ** ଶବ୍ଦର ଅର୍ଥ ହେଉଛି ଈଶ୍ଵରଙ୍କ ସାକ୍ଷ୍ୟ ମାନବ ସାକ୍ଷ୍ୟ ଅପେକ୍ଷା ଅଧିକ ବିଶ୍ୱାସଯୋଗ୍ୟ, ଯେହେତୁ ଈଶ୍ଵର  ସବୁକିଛି ଜାଣନ୍ତି ଏବଂ ଈଶ୍ଵର ସର୍ବଦା ସତ୍ୟ କୁହନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ ଅଟେ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 9 ai6a figs-idiom τὴν μαρτυρίαν τῶν ἀνθρώπων λαμβάνομεν 1 receive the witness of men ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ସାକ୍ଷ୍ୟ ଦିଅନ୍ତି ଆମ୍ଭେମାନେ ବିଶ୍ୱାସ କରୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3772.