Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-12 09:26:47 +00:00
parent a74e0f69af
commit 43de8b6cc9
1 changed files with 1 additions and 0 deletions

View File

@ -100,3 +100,4 @@ JUD 1 6 k1c6 figs-abstractnouns εἰς κρίσιν μεγάλης ἡμέρα
JUD 1 7 tr3y figs-abstractnouns τὸν ὅμοιον τρόπον τούτοις ἐκπορνεύσασαι, 1 having committed sexual immorality in the same manner as these ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଯୌନ କାମୁକତା**
ର ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୌନଗତ ଅନୈତିକ କର୍ମ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
JUD 1 7 q9jk figs-metaphor καὶ ἀπελθοῦσαι ὀπίσω σαρκὸς ἑτέρας 1 ଏଠାରେ ଏକ ସଠିକ ପରିବର୍ତ୍ତେ ଏକ ଅନୁପଯୁକ୍ତ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡିତ ହେବା ବିଷୟକୁ ବୁଝାଇବା ପାଇଁ ଯିହୂଦା **ଯାଇଛନ୍ତି** ବାକ୍ୟାଂଶକୁ ରୂପକ ଭାବରେ ବ୍ୟବହାର କରନ୍ତି । ମିଥ୍ୟା ଦେବତାକୁ ପୂଜା କରୁଥିବା କିମ୍ବା ଯୌନଗତ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କୁ ବର୍ଣ୍ଣନା କରିବା ପାଇଁ ଏହି ଅଭିବ୍ୟକ୍ତି ବାରମ୍ବାର ବାଇବେଲରେ ବ୍ୟବହୃତ ହୋଇଅଛି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଅନ୍ୟର ଶରୀର ସହ ଯୌନଗତ ଅନୈତିକ କର୍ମରେ ଲିପ୍ତ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
JUD 1 7 wp6v σαρκὸς ἑτέρας 1 ଏଠାରେ, ** ଅନ୍ୟର ଶରୀର** ସୂଚାଇପାରେ: (୧) ପୂର୍ବ ବାକ୍ୟାଂଶରେ ଉଲ୍ଲେଖ ଯୌନଗତ ଅନୈତିକତା । ବିକଳ୍ପ ଅନୁବାଦ: “ଅନୁପଯୁକ୍ତ ଯୌନଗତ ଅନୈତିକ ସମ୍ପର୍କ” () ଏକ ଭିନ୍ନ ପ୍ରଜାତିର ଶରୀର, ଏହି କ୍ଷେତ୍ରରେ ଦୂତମାନଙ୍କୁ ବୁଝାଏ ଯେଉଁମାନଙ୍କ ସହ ସଦୋମ ଏବଂ ଗୋମୋରା ଲୋକମାନେ ଯ ଯୌନ ସମ୍ପର୍କ ରଖିବାକୁ ଚାହାଁନ୍ତି । ବିକଳ୍ପ ଅନୁବାଦ: “ଏକ ଭିନ୍ନ ପ୍ରକାରର ଶରୀର”
JUD 1 7 jhdl figs-abstractnouns πυρὸς αἰωνίου δίκην ὑπέχουσαι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଦଣ୍ଡ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵର ସେମାନଙ୍କୁ ଅନନ୍ତ ଅଗ୍ନିରେ ଦଣ୍ଡ ପ୍ରଦାନ କରିବେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
100 JUD 1 7 tr3y figs-abstractnouns τὸν ὅμοιον τρόπον τούτοις ἐκπορνεύσασαι, 1 having committed sexual immorality in the same manner as these ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଯୌନ କାମୁକତା**
ର ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୌନଗତ ଅନୈତିକ କର୍ମ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
101 JUD 1 7 q9jk figs-metaphor καὶ ἀπελθοῦσαι ὀπίσω σαρκὸς ἑτέρας 1 ଏଠାରେ ଏକ ସଠିକ ପରିବର୍ତ୍ତେ ଏକ ଅନୁପଯୁକ୍ତ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡିତ ହେବା ବିଷୟକୁ ବୁଝାଇବା ପାଇଁ ଯିହୂଦା **ଯାଇଛନ୍ତି** ବାକ୍ୟାଂଶକୁ ରୂପକ ଭାବରେ ବ୍ୟବହାର କରନ୍ତି । ମିଥ୍ୟା ଦେବତାକୁ ପୂଜା କରୁଥିବା କିମ୍ବା ଯୌନଗତ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କୁ ବର୍ଣ୍ଣନା କରିବା ପାଇଁ ଏହି ଅଭିବ୍ୟକ୍ତି ବାରମ୍ବାର ବାଇବେଲରେ ବ୍ୟବହୃତ ହୋଇଅଛି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଅନ୍ୟର ଶରୀର ସହ ଯୌନଗତ ଅନୈତିକ କର୍ମରେ ଲିପ୍ତ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
102 JUD 1 7 wp6v σαρκὸς ἑτέρας 1 ଏଠାରେ, ** ଅନ୍ୟର ଶରୀର** ସୂଚାଇପାରେ: (୧) ପୂର୍ବ ବାକ୍ୟାଂଶରେ ଉଲ୍ଲେଖ ଯୌନଗତ ଅନୈତିକତା । ବିକଳ୍ପ ଅନୁବାଦ: “ଅନୁପଯୁକ୍ତ ଯୌନଗତ ଅନୈତିକ ସମ୍ପର୍କ” (୨) ଏକ ଭିନ୍ନ ପ୍ରଜାତିର ଶରୀର, ଏହି କ୍ଷେତ୍ରରେ ଦୂତମାନଙ୍କୁ ବୁଝାଏ ଯେଉଁମାନଙ୍କ ସହ ସଦୋମ ଏବଂ ଗୋମୋରା ଲୋକମାନେ ଯ ଯୌନ ସମ୍ପର୍କ ରଖିବାକୁ ଚାହାଁନ୍ତି । ବିକଳ୍ପ ଅନୁବାଦ: “ଏକ ଭିନ୍ନ ପ୍ରକାରର ଶରୀର”
103 JUD 1 7 jhdl figs-abstractnouns πυρὸς αἰωνίου δίκην ὑπέχουσαι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଦଣ୍ଡ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵର ସେମାନଙ୍କୁ ଅନନ୍ତ ଅଗ୍ନିରେ ଦଣ୍ଡ ପ୍ରଦାନ କରିବେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])