Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 17:41:00 +00:00
parent f3eafe20cc
commit 429ab39b87
1 changed files with 1 additions and 1 deletions

View File

@ -311,7 +311,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 5 f000 οὐκ ἐφείσατο 1 ଯେପରି [:୪](../୦୪.md) ରେ , **ରକ୍ଷା** ଶବ୍ଦର ଅର୍ଥ “ଦଣ୍ଡରୁ ନିବୃତ୍ତ ହେବା ।”   ବିକଳ୍ପ ଅନୁବାଦ: “ଦଣ୍ଡରୁ ମୁକ୍ତ ନ କରି”
2PE 2 5 t2w9 writing-pronouns οὐκ ἐφείσατο 1 ଏଠାରେ, **ସେ** ଈଶ୍ଵରଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵର ଛାଡି ନାହାଁନ୍ତି” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 2 5 xrsw translate-names Νῶε 1 **ନୋହ** ଜଣେ ପୁରୁଷ ନାମ ଅଟେ । (ଦେଖନ୍ତୁ: [[rc://en/ta/man/translate/translate-names]])
2PE 2 5 llfu figs-distinguish Νῶε, δικαιοσύνης κήρυκα 1 ଏହି ବାକ୍ୟ ଆମ୍ଭମାନଙ୍କୁ
ନୋହ ବିଷୟରେ ଅଧିକ ସୂଚନା ପ୍ରଦାନ କରେ

ଏହା ଆମ୍ଭମାନଙ୍କୁ  କହିଥାଏ ଯେ ନୋହ ପ୍ରାଚୀନ ଜଗତର ଅଧାର୍ମିକ ଲୋକମାନଙ୍କୁ
**ଧାର୍ମିକତା** ଘୋଷଣା କରିଥିଲେ

ଏହା ନୋହ ନାମକ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ ଏହି ନୋହଙ୍କୁ ପୃଥକ
କରେ ନାହିଁ

ଦେଖନ୍ତୁ:
[[rc://en/ta/man/translate/figs-distinguish]])
2PE 2 5 llfu figs-distinguish Νῶε, δικαιοσύνης κήρυκα 1 ଏହି ବାକ୍ୟ ଆମ୍ଭମାନଙ୍କୁ ନୋହ ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା ଆମ୍ଭମାନଙ୍କୁ  କହିଥାଏ ଯେ ନୋହ ପ୍ରାଚୀନ ଜଗତର ଅଧାର୍ମିକ ଲୋକମାନଙ୍କୁ **ଧାର୍ମିକତା** ଘୋଷଣା କରିଥିଲେ । ଏହା ନୋହ ନାମକ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ ଏହି ନୋହଙ୍କୁ ପୃଥକ କରେ ନାହିଁ । (ଦେଖନ୍ତୁ [[rc://en/ta/man/translate/figs-distinguish]])
2PE 2 5 kro6 figs-abstractnouns δικαιοσύνης κήρυκα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଧାର୍ମିକତା**
ର ଧାରଣାକୁ ପ୍ରକାଶ କରିପାରିବ

ଏହି ପ୍ରସଙ୍ଗରେ

ଶବ୍ଦଟି ଧାର୍ମିକ କାର୍ଯ୍ୟକୁ ବୁଝାଏ

ବିକଳ୍ପ ଅନୁବାଦ: “ଧାର୍ମିକ କାର୍ଯ୍ୟର ପ୍ରଚାରକ” କିମ୍ବା “ଧାର୍ମିକ
ଜୀବନଯାପନ କରିବାର ଉପଦେଶକ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 5 xy9u figs-possession δικαιοσύνης κήρυκα 1 ପିତର ଏହାକୁ ନିମ୍ନଲିଖିତ
ବିଷୟକୁ ବୁଝାଇବା ପାଇଁ ବ୍ୟବହାର କରିପାରନ୍ତି: (୧

ଜଣେ ପ୍ରଚାରକ ଯିଏ ଧାର୍ମିକତା ଦ୍ୱାରା ବର୍ଣ୍ଣିତ

ବିକଳ୍ପ ଅନୁବାଦ: “ଜଣେ ପ୍ରଚାରକ ଯିଏ ଧାର୍ମିକ ଅଟନ୍ତି” ()
ଜଣେ ପ୍ରଚାରକ ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ କୁହନ୍ତି

ବିକଳ୍ପ ଅନୁବାଦ: “ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ
ଅନୁରୋଧ କଲେ” (ଦେଖନ୍ତୁ:
[[rc://en/ta/man/translate/figs-possession]])
2PE 2 5 enbs κατακλυσμὸν κόσμῳ ἀσεβῶν ἐπάξας 1 ଏହି ବାକ୍ୟାଂଶ ଈଶ୍ଵର ନୋହ ଏବଂ
ତାଙ୍କର ଅନ୍ୟ ସାତ ଜଣ ପରିବାର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥିଲେ

ଯେତେବେଳେ ସେ ଜଗତକୁ ଏକ ବନ୍ୟା ପ୍ରେରଣ କରିଥିଲେ ସେହି
ବିଷୟକୁ ବୁଝାଏ

ଯେହେତୁ ଏହିପରି ଏହା
UST
ରେ ଅନୁବାଦ କରାଯାଇଅଛି

Can't render this file because it contains an unexpected character in line 2 and column 9170.