Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-06 15:19:34 +00:00
parent b2fd6af8d3
commit 410998160b
1 changed files with 1 additions and 1 deletions

View File

@ -53,7 +53,7 @@ LUK 1 17 p472 ἐν πνεύματι καὶ δυνάμει Ἠλεία 1 in th
LUK 1 17 qe48 ἐπιστρέψαι καρδίας πατέρων ἐπὶ τέκνα 1 to turn back the hearts of the fathers to the children ସମସ୍ତ ସମ୍ପର୍କକୁ ପ୍ରତିପାଦିତ କରିବା ପାଇଁ ଦୂତ **ପିତା** ଏବଂ **ସନ୍ତାନମାନଙ୍କ** ମଧ୍ୟରେ ଥିବା ସମ୍ପର୍କକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଯୋହନ କିପରି ବିଭିନ୍ନ ସମ୍ପର୍କରେ ସମନ୍ୱୟକୁ ଉତ୍ସାହିତ କରିଥିଲେ ତାହା ଲୂକ ୩:୧୦-୧୪ ରେ ବର୍ଣ୍ଣନା କରନ୍ତି । ବିକଳ୍ପ ଅନୁବାଦ: “ଭଙ୍ଗା ସମ୍ପର୍କକୁ ପୁନଃସ୍ଥାପନ କରିବାକୁ” (ଦେଖନ୍ତୁ: [[rc://en/ta/man/translate/figs-synecdoche]])
LUK 1 17 w32h figs-metaphor ἐπιστρέψαι καρδίας 1 to turn back the hearts ଦୂତ ହୃଦୟ ବିଷୟରେ କୁହନ୍ତି ଯେପରି ଏହା ଜୀବନ୍ତ ଯାହା ଏକ ଭିନ୍ନ ଦିଗକୁ ଯାଇପାରେ । ଏହି ଅଭିବ୍ୟକ୍ତିର ସାଙ୍କେତିକ ଅର୍ଥ  କୌଣସି ଜିନିଷ ପ୍ରତି କାହାର ମନୋଭାବ ପରିବର୍ତ୍ତନ କରିବା । ବିକଳ୍ପ ଅନୁବାଦ: “ପିତାମାନଙ୍କୁ ସେମାନଙ୍କ ପିଲାମାନଙ୍କ ବିଷୟରେ ପୁଣି ଥରେ ଯତ୍ନବାନ କରିବା ନିମନ୍ତେ” (ଦେଖନ୍ତୁ: [[rc://en/ta/man/translate/figs-personification]])
LUK 1 17 j49j ἀπειθεῖς 1 the disobedient ଲୋକମାନଙ୍କ ଗୋଷ୍ଠୀକୁ ସୂଚାଇବା ପାଇଁ ଗାବ୍ରିଏଲ ବିଶେଷ୍ୟ ଭାବରେ **ଅବାଧ୍ୟ** ଏବଂ **ଧାର୍ମିକ** ବିଶେଷଣ ପଦକୁ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ଏହିପରି ଭାବରେ ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହି<br>ଶବ୍ଦଗୁଡ଼ିକୁ ସମାନ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ଈଶ୍ଵରଙ୍କୁ<br>ଅବମାନନା କରନ୍ତି… ଯେଉଁମାନେ ଉଚିତ ଜୀବନଯାପନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-nominaladj]])
LUK 1 17 ujs1 figs-explicit ἑτοιμάσαι Κυρίῳ λαὸν κατεσκευασμένον 1 make ready for the Lord a people prepared for him ଲୋକମାନେ ଯାହା କରିବା ନିମନ୍ତେ ପ୍ରସ୍ତୁତ ହେବେ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ନିମନ୍ତେ ଏକ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବେ ଯେପରି ସେମାନେ ତାହାଙ୍କ ସମ୍ବାଦକୁ ବିଶ୍ୱାସ କରିବେ” (ଦେଖ: [[rc://or/ta/man/translate/figs-explicit]] )
LUK 1 17 ujs1 figs-explicit ἑτοιμάσαι Κυρίῳ λαὸν κατεσκευασμένον 1 make ready for the Lord a people prepared for him ଲୋକମାନେ କଣ କରିବାକୁ ପ୍ରସ୍ତୁତ ହେବେ ତାହା ଆପଣ ଆପଣଙ୍କ ଅନୁବାଦରେ ସ୍ପଷ୍ଟଭାବେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବାର୍ତ୍ତାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ହେବା ଲୋକେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 18 asn2 κατὰ τί γνώσομαι τοῦτο? 1 How will I know this? ମୁଁ କିପରି ନିଶ୍ଚିତ ଭାବେ ଜାଣିବି ଯେ ତୁମେ କହିଥିବା ବିଷୟ ଘଟିବ ? ଏଠାରେ, “ଜାଣିବା” ଅର୍ଥ ଅନୁଭୁତି ଦ୍ୱାରା ଶିକ୍ଷା କରିବା ଅଟେ, ଯାହା ସୂଚିତ କରେ ଯେ ପ୍ରମାଣ ଭାବରେ ଜିଖରିୟ ଏକ ଚିହ୍ନ ମାଗୁଛନ୍ତି I ବିକଳ୍ପ ଅନୁବାଦ: “ ଏହା ଘଟିବ ବୋଲି ପ୍ରମାଣିତ କରିବା ନିମନ୍ତେ ତୁମେ କ’ଣ କରିପାରିବ ?”
LUK 1 19 p3jn ἐγώ εἰμι Γαβριὴλ, ὁ παρεστηκὼς ἐνώπιον τοῦ Θεοῦ 1 I am Gabriel, who stands in the presence of God ଏହା ଜିଖରିୟଙ୍କ ପ୍ରତି ଏକ ଅନୁଯୋଗ ଭାବରେ ଉଲ୍ଲେଖ ହୋଇଛି I ସିଧାସଳଖ ଈଶ୍ୱରଙ୍କ ନିକଟରୁ ଆଗତ ଗାବ୍ରିଏଲଙ୍କ ଉପସ୍ଥିତି ଜିଖରିୟଙ୍କ ନିମନ୍ତେ ଯଥେଷ୍ଟ ପ୍ରମାଣ ହେବା ଉଚିତ I
LUK 1 19 yp6z ὁ παρεστηκὼς 1 who stands ଯିଏ ସେବା କରନ୍ତି

Can't render this file because it is too large.