Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-14 15:30:23 +00:00
parent 2767ab645e
commit 3fc1656911
1 changed files with 23 additions and 23 deletions

View File

@ -121,29 +121,29 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
3:14 brf7 ἵνα & ἡ εὐλογία τοῦ Ἀβραὰμ γένηται 1 **ଯେପରି** ବାକ୍ୟାଂଶ ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରେ । ପାଉଲ ଖ୍ରୀଷ୍ଟଙ୍କ ମୃତ୍ୟୁର ଉଦ୍ଦେଶ୍ୟ ଦର୍ଶାଉଛନ୍ତି (ଯାହା ସେ ପୂର୍ବ ପଦରେ ଆଲୋଚନା କରିଥିଲେ) । ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହା ଫଳରେ” 3:14 brf7 ἵνα & ἡ εὐλογία τοῦ Ἀβραὰμ γένηται 1 **ଯେପରି** ବାକ୍ୟାଂଶ ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରେ । ପାଉଲ ଖ୍ରୀଷ୍ଟଙ୍କ ମୃତ୍ୟୁର ଉଦ୍ଦେଶ୍ୟ ଦର୍ଶାଉଛନ୍ତି (ଯାହା ସେ ପୂର୍ବ ପଦରେ ଆଲୋଚନା କରିଥିଲେ) । ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହା ଫଳରେ”
3:14 fa98 ἵνα & λάβωμεν διὰ τῆς πίστεως 1 3:14 fa98 ἵνα & λάβωμεν διὰ τῆς πίστεως 1
3:14 h46q rc://*/ta/man/translate/figs-inclusive λάβωμεν 1 3:14 h46q rc://*/ta/man/translate/figs-inclusive λάβωμεν 1
3:15 al9b ἀδελφοί 1 ଦେଖ ତୁମେ ଏହାକୁ [ଗଲତୀୟ ୧:] (../୦୧/.md)ରେ କିପରି ଅନୁବାଦ ଅରିଅଛ । 3:15 al9b ἀδελφοί 1
3:15 c3gs κατὰ ἄνθρωπον 1 ଜଣେ ବ୍ୟକ୍ତି ବିଶେଷରେ କିମ୍ବା “ଅଧିକାଂଶ ଲୋକମାନେ ଏହି ବିଷୟକୁ ବୁଝନ୍ତି” 3:15 c3gs κατὰ ἄνθρωπον 1
3:16 f1xu δὲ 1 ଏହି ଶବ୍ଦ ଦର୍ଶାଏ ଯେ ପାଉଲ ଏକ ସାଧାରଣ ସିଦ୍ଧାନ୍ତ କହୁଛନ୍ତି ଏବଂ ବର୍ତ୍ତମାନ ଏକ ବିଶେଷ ବିଷୟର ପରିଚୟ ଆରମ୍ଭ କରୁଛନ୍ତି । 3:16 f1xu δὲ 1
3:16 w3wl ὡς ἐπὶ πολλῶν 1 ଅନେକ ପୂର୍ବପୁରୁଷମାନଙ୍କୁ ଦର୍ଶାଉଛନ୍ତି 3:16 w3wl ὡς ἐπὶ πολλῶν 1
3:16 t25e rc://*/ta/man/translate/figs-you τῷ & σπέρματί σου 1 “ତୁମର” ଶବ୍ଦ ଏକବଚନ ଅଟେ ଏବଂ ଏକ ବିଶିଷ୍ଟ ବ୍ୟକ୍ତିକୁ ବୁଝାଏ, ଯେ ଅବ୍ରହାମଙ୍କ ଏକ ବିଶେଷ ଉତ୍ତରାଧିକାରୀ ଅଟେ (ଏବଂ ସେହି ଉତ୍ତରାଧିକାରୀ “ଖ୍ରୀଷ୍ଟ”ଙ୍କୁ ବୁଝାଏ) । (ଦେଖ: [[rc://or/ta/man/translate/figs-you]]) 3:16 t25e rc://*/ta/man/translate/figs-you τῷ & σπέρματί σου 1
3:17 h36m rc://*/ta/man/translate/translate-numbers ὁ μετὰ τετρακόσια καὶ τριάκοντα ἔτη 1 "ଚାରିଶହ ତିରିଶି ବର୍ଷ (ଦେଖ: [[rc://or/ta/man/translate/translate-numbers]]) 3:17 h36m rc://*/ta/man/translate/translate-numbers ὁ μετὰ τετρακόσια καὶ τριάκοντα ἔτη 1
3:18 ujg2 rc://*/ta/man/translate/figs-hypo εἰ γὰρ ἐκ νόμου ἡ κληρονομία, οὐκέτι ἐξ ἐπαγγελίας 1 ପାଉଲ ଏକ ପରିସ୍ଥିତି ବିଷୟରେ କହୁଛନ୍ତି ଯାହା ଗୁରୁତ୍ବାରୋପ କରିବା ନିମନ୍ତେ ବିଦ୍ୟମାନ ନଥିଲେ ଯାହା କେବଳ ପ୍ରତିଜ୍ଞା ଦ୍ବାରା ଅଧିକାର ଆସିଲା । ଅନ୍ୟ ଏକ ଅନୁବାଦରେ: “ପ୍ରତିଜ୍ଞା ଦ୍ବାରା ଅଧିକାର ଆମ ନିକଟକୁ ଆସେ, କାରଣ ଆମେ ଈଶ୍ବରଙ୍କ ବ୍ୟବସ୍ଥାର ଦାବିକୁ ରଖି ପାରିବାନାହିଁ” (ଦେଖ: [[rc://or/ta/man/translate/figs-hypo]]) 3:18 ujg2 rc://*/ta/man/translate/figs-hypo εἰ γὰρ ἐκ νόμου ἡ κληρονομία, οὐκέτι ἐξ ἐπαγγελίας 1
3:18 c8fu rc://*/ta/man/translate/figs-metaphor κληρονομία 1 ଈଶ୍ବର ବିଶ୍ବାସୀମାନଙ୍କୁ ପ୍ରତିଜ୍ଞା କରିଥିବା ବିଷୟରେ କୁହାଯାଏ ଯେପରି ଏହା ଉତ୍ତାରାଧିକାର ସମ୍ପତ୍ତି ଏବଂ ପରିବାରର ସଦସ୍ୟର ଧନ, ଏବଂ ଅନନ୍ତକାଳିନ ଆର୍ଶିବାଦ ଏବଂ ଉଦ୍ଧାର ଥିଲେ । (ଦେଖ: [[rc://or/ta/man/translate/figs-metaphor]]) 3:18 c8fu rc://*/ta/man/translate/figs-metaphor κληρονομία 1
3:19 fr5t Connecting Statement: 0 # Connecting Statement:\n\nପାଉଲ ଗାଲାତୀରେ ବିଶ୍ବାସୀମାନଙ୍କୁ ଈଶ୍ବର କାହିଁକି ବ୍ୟବସ୍ଥା ଦେଲେ ସେହି ବିଷୟରେ କହୁଛନ୍ତି । 3:19 fr5t Connecting Statement: 0
3:19 kx2e rc://*/ta/man/translate/figs-rquestion τί οὖν ὁ νόμος 1 ପାଉଲ ଆଗାମୀ ବିଷୟର ସୁଚନା ଦେବାକୁ ଯାଇ ସେ ଇଛା କରୁଥିବା ବିଷୟରେ ଆଲୋଚନା କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନର ବ୍ୟବହାର କରୁଛନ୍ତି । ଏହା ଏକ ବକ୍ତବ୍ୟ ସ୍ବରୁପ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର ଉଦେଶ୍ବ କଅଣ ତାହା ମୁ ତୁମମାନଙ୍କୁ କହିବି ।” କିମ୍ବା “ଈଶ୍ବର କାହିଁକି ବ୍ୟବସ୍ଥା ଦେଲେ ତାହା ମୋତେ କହିବାକୁ ଦିଅ” (ଦେଖ: [[rc://or/ta/man/translate/figs-rquestion]]) 3:19 kx2e rc://*/ta/man/translate/figs-rquestion τί οὖν ὁ νόμος 1
3:19 uk9m rc://*/ta/man/translate/figs-activepassive προσετέθη 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏହାକୁ ସଂଯୁକ୍ତ କଲେ” କିମ୍ବା “ଈଶ୍ବର ବ୍ୟବସ୍ଥାକୁ ସଂଯୁକ୍ତ କଲେ” (ଦେଖ: [[rc://or/ta/man/translate/figs-activepassive]]) 3:19 uk9m rc://*/ta/man/translate/figs-activepassive προσετέθη 1
3:19 cf66 rc://*/ta/man/translate/figs-activepassive διαταγεὶς δι’ ἀγγέλων ἐν χειρὶ μεσίτου 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସ୍ବର୍ଗଦୁତଙ୍କ ସାହାଯ୍ୟରେ ବ୍ୟବସ୍ଥା ପ୍ରେରଣ କଲେ, ଏବଂ ଏକ ମଧ୍ୟସ୍ଥି ଏହାକୁ ସ୍ଥାପନ କଲେ” (ଦେଖ: [[rc://or/ta/man/translate/figs-activepassive]]) 3:19 cf66 rc://*/ta/man/translate/figs-activepassive διαταγεὶς δι’ ἀγγέλων ἐν χειρὶ μεσίτου 1
3:19 bgi6 χειρὶ μεσίτου 1 ଜଣେ ପ୍ରତିନିଧି" 3:19 bgi6 χειρὶ μεσίτου 1
3:20 x9l1 ὁ δὲ μεσίτης ἑνὸς οὐκ ἔστιν, ὁ δὲ Θεὸς εἷς ἐστιν 1 ଈଶ୍ବର କୌଣସି ଜଣେ ମଧ୍ୟସ୍ଥି ବିନା ଅବ୍ରହାମଙ୍କୁ ତାହାଙ୍କ ପ୍ରତିଜ୍ଞା ଦେଲେ, କିନ୍ତୁ ସେ ମୋଶାଙ୍କୁ ଜଣେ ମଧ୍ୟସ୍ଥିଙ୍କ ଦ୍ବାରା ବ୍ୟବସ୍ଥା ଦେଲେ । ପରିଣାମ ସ୍ବରୂପ, ପାଉଲଙ୍କ ପାଠକମାନେ ହୁଏତ ଭାବି ପାରିବେ ଯେ ବ୍ୟବସ୍ଥା କୌଣସି ପ୍ରକାରରେ କୌଣସି ପ୍ରଭାବିତ ପ୍ରତିଜ୍ଞା କରି ପାରେନାହି । ପାଉଲ କହୁଛନ୍ତି ଯେ ତାହାଙ୍କ ପାଠକମାନେ ଏଠାରେ କଣ ଭାବିଥିବେ, ଏବଂ ସେ ସେମାନଙ୍କୁ ନିମ୍ନଲିଖିତ ପଦରେ ଉତ୍ତର ଦେବେ । 3:20 x9l1 ὁ δὲ μεσίτης ἑνὸς οὐκ ἔστιν, ὁ δὲ Θεὸς εἷς ἐστιν 1
3:21 wes3 rc://*/ta/man/translate/figs-inclusive General Information: 0 # General Information:\n\nଏହି ଭାଗରେ “ଆମମନଙ୍କୁ” ଶବ୍ଦ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ । (ଦେଖ: [[rc://or/ta/man/translate/figs-inclusive]]) 3:21 wes3 rc://*/ta/man/translate/figs-inclusive General Information: 0
3:21 e43u κατὰ τῶν ἐπαγγελιῶν 1 ପ୍ରତିଜ୍ଞାକୁ ବିରୋଧ କଲେ କିମ୍ବା “ପ୍ରତିଜ୍ଞାର ସହିତ ବିରୋଧ କଲେ” 3:21 e43u κατὰ τῶν ἐπαγγελιῶν 1
3:21 b8xx rc://*/ta/man/translate/figs-activepassive εἰ & ἐδόθη νόμος ὁ δυνάμενος ζῳοποιῆσαι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇ ପାରିବ, ଏବଂ ଭାବନାତ୍ମକ ବିଶେଷ “ଜୀବନ”ର କ୍ରିୟାରୁପ “ଜୀବନ” ସହିତ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି ଈଶ୍ବର ଏକ ବ୍ୟବସ୍ଥା ଦେଇଛନ୍ତି ଯାହା ଏହାକୁ ପାଳନ କରିବା ନିମନ୍ତେ ସକ୍ଷମ କରେ” (ଦେଖ: [[rc://or/ta/man/translate/figs-activepassive]] ଏବଂ [[rc://or/ta/man/translate/figs-abstractnouns]]) 3:21 b8xx rc://*/ta/man/translate/figs-activepassive εἰ & ἐδόθη νόμος ὁ δυνάμενος ζῳοποιῆσαι 1
3:21 iyg9 ἐν νόμου ἂν ἦν ἡ δικαιοσύνη 1 ଆମ୍ଭେମାନେ ସେହି ବ୍ୟବସ୍ଥା ପାଳନ କରି ଧାର୍ମିକ ହୋଇ ପାରିବା 3:21 iyg9 ἐν νόμου ἂν ἦν ἡ δικαιοσύνη 1
3:22 n5js συνέκλεισεν ἡ Γραφὴ τὰ πάντα ὑπὸ ἁμαρτίαν, ἵνα ἡ ἐπαγγελία ἐκ πίστεως Ἰησοῦ Χριστοῦ δοθῇ τοῖς πιστεύουσιν 1 ଅନ୍ୟ ସମ୍ଭାବିତ ଅର୍ଥଗୁଡିକ ୧) “କାରଣ ଆମ୍ଭେମାନେ ସମସ୍ତେ ପାପ କରିଛୁ, ଈଶ୍ବର ସମସ୍ତ ବିଷୟକୁ ବ୍ୟବସ୍ଥାର ଅଧିନରେ ସ୍ଥାପନ କରିଛନ୍ତି, ଯେମିତିକି ସେଗୁଡିକୁ ବନ୍ଦୀ ଅବସ୍ଥାରେ ରଖିଥିଲେ, ତେଣୁ ସେ ସେମାନଙ୍କ ସହିତ ଯାହାସବୁ ପ୍ରତିଜ୍ଞା କରିଥିଲେ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଛନ୍ତି ସେ ହୁଏତ ଯେଉଁମାନେ ବିଶ୍ବାସ କରନ୍ତି ତାହାଙ୍କୁ ଦେଇ ପାରନ୍ତି” କିମ୍ବା ) “କାରଣ ଆମ୍ଭେମାନେ ପାପ କରିଅଛୁ, ଈଶ୍ବର ସମସ୍ତ ବିଷୟକୁ ବ୍ୟବସ୍ଥାର ଅଧିନରେ ରଖିଛନ୍ତି, ଯେମିତିକି ସେଗୁଡିକୁ ବନ୍ଦୀ କରି ରଖିଲେ । ସେ ଏପରି କଲେ କାରଣ ସେ ସେମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଛନ୍ତି, ସେ ସେମାନଙ୍କୁ ଦେବେ ଯେଉଁମାନେ ବିଶ୍ବାସ କରନ୍ତି ।” 3:22 n5js συνέκλεισεν ἡ Γραφὴ τὰ πάντα ὑπὸ ἁμαρτίαν, ἵνα ἡ ἐπαγγελία ἐκ πίστεως Ἰησοῦ Χριστοῦ δοθῇ τοῖς πιστεύουσιν 1
3:22 jbn7 rc://*/ta/man/translate/figs-personification Γραφὴ 1 ପାଉଲ ଶାସ୍ତ୍ରକୁ ଜଣେ ବ୍ୟକ୍ତି ସଦୃଶ ବ୍ୟବହାର କରୁଛନ୍ତି ଯେପରିକି ସେ ଜଣେ ବ୍ୟକ୍ତି ଥିଲେ ଏବଂ ଈଶ୍ବରଙ୍କ ବିଷୟରେ କହୁଥିଲେ, ଯେ ଶାସ୍ତ୍ର ଲେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର” (ଦେଖ: [[rc://or/ta/man/translate/figs-personification]]) 3:22 jbn7 rc://*/ta/man/translate/figs-personification Γραφὴ 1
3:23 rch2 Connecting Statement: 0 # Connecting Statement:\n\nପାଉଲ ଗାଲାତୀୟରେ ସେହି ସେମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ବିଶ୍ବାସୀମାନେ ଈଶ୍ବରଙ୍କ ଗୃହରେ ସ୍ବାଧିନ ଅଟନ୍ତି, ବ୍ୟବସ୍ଥାର ଅଧିନରେ ଦାସ ନୁହନ୍ତି । 3:23 rch2 Connecting Statement: 0
3:23 su16 rc://*/ta/man/translate/figs-activepassive ὑπὸ νόμον ἐφρουρούμεθα, συνκλειόμενοι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ଆମକୁ ବନ୍ଦୀ କରିଅଛି ଏବଂ ଆମ୍ଭେମାନେ ବନ୍ଦୀ ଅବସ୍ଥାରେ ଥିଲୁ” କିମ୍ବା “ବ୍ୟବସ୍ଥା ଆମମାନଙ୍କୁ କାରାଗାରରେ ବନ୍ଦୀ କରି ରଖିଅଛି” (ଦେଖ: [[rc://or/ta/man/translate/figs-activepassive]]) 3:23 su16 rc://*/ta/man/translate/figs-activepassive ὑπὸ νόμον ἐφρουρούμεθα, συνκλειόμενοι 1
3:23 bs6i rc://*/ta/man/translate/figs-metaphor ὑπὸ νόμον ἐφρουρούμεθα, συνκλειόμενοι 1 ଯେଉଁପ୍ରକାର ବ୍ୟବସ୍ଥା ଆମମାନଙ୍କୁ ଅଧିନସ୍ଥ କରିଅଛି ସେହି ବିଷୟରେ କୁହାଯାଏ ଯେପରିକି ବ୍ୟବସ୍ଥା ଜଣେ ପ୍ରହରୀ ସଦୃଶ ଆମମାନଙ୍କୁ ବନ୍ଦୀଗୃହରେ ରଖିଥିଲା । ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ଆମକୁ ଜଣେ ପ୍ରହରୀ ସଦୃଶ ନିୟତ୍ରଣ କରୁଥିଲା” (ଦେଖ: [[rc://or/ta/man/translate/figs-metaphor]]) 3:23 bs6i rc://*/ta/man/translate/figs-metaphor ὑπὸ νόμον ἐφρουρούμεθα, συνκλειόμενοι 1
3:23 t32j rc://*/ta/man/translate/figs-activepassive εἰς τὴν μέλλουσαν πίστιν ἀποκαλυφθῆναι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇ ପାରିବ, ଏବଂ ଏହି ବିଶ୍ବାସ କଅଣ ଅଟେ ତାହା ସ୍ପଷ୍ଟଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ଈଶ୍ବର ଏହା ପ୍ରକାଶ କରିନାହାନ୍ତି ଯେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେ ସେମାନଙ୍କୁ ଧାର୍ମିକ ଗଣନା କରନ୍ତି” (ଦେଖ: [[rc://or/ta/man/translate/figs-activepassive]] ଏବଂ [[rc://or/ta/man/translate/figs-explicit]]) 3:23 t32j rc://*/ta/man/translate/figs-activepassive εἰς τὴν μέλλουσαν πίστιν ἀποκαλυφθῆναι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇ ପାରିବ, ଏବଂ ଏହି ବିଶ୍ବାସ କଅଣ ଅଟେ ତାହା ସ୍ପଷ୍ଟଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ଈଶ୍ବର ଏହା ପ୍ରକାଶ କରିନାହାନ୍ତି ଯେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେ ସେମାନଙ୍କୁ ଧାର୍ମିକ ଗଣନା କରନ୍ତି” (ଦେଖ: [[rc://or/ta/man/translate/figs-activepassive]] ଏବଂ [[rc://or/ta/man/translate/figs-explicit]])
3:24 ln1s παιδαγωγὸς 1 ଅତି ସରଳରେ କହିବାକୁ ଗଲେ “ଯେ ଜଣେ ଶିଶୁକୁ ଦେଖିବା ନିମନ୍ତେ ଭୁଲବଶତଃ ଦାୟିତ୍ବଭାର ଦିଏ,”ସେ ସାଧାରଣଭାବରେ ଜଣେ ଦାସ ଥିଲା ଯେ ପିତାମାତାଙ୍କ ଦ୍ବାରା ଦିଆଯାଇଥିବା ନିୟମଗୁଡିକୁ ଏବଂ ଆଚରଣକୁ ଚାଲୁ ରଖିବା ନିମନ୍ତେ ଦାୟୀ ଥିଲା ଏବଂ ଶିଶୁର କାର୍ଯ୍ୟକଳାପକୁ ପିତାମାତାଙ୍କୁ ଜଣାଇ ଦେବ । 3:24 ln1s παιδαγωγὸς 1 ଅତି ସରଳରେ କହିବାକୁ ଗଲେ “ଯେ ଜଣେ ଶିଶୁକୁ ଦେଖିବା ନିମନ୍ତେ ଭୁଲବଶତଃ ଦାୟିତ୍ବଭାର ଦିଏ,”ସେ ସାଧାରଣଭାବରେ ଜଣେ ଦାସ ଥିଲା ଯେ ପିତାମାତାଙ୍କ ଦ୍ବାରା ଦିଆଯାଇଥିବା ନିୟମଗୁଡିକୁ ଏବଂ ଆଚରଣକୁ ଚାଲୁ ରଖିବା ନିମନ୍ତେ ଦାୟୀ ଥିଲା ଏବଂ ଶିଶୁର କାର୍ଯ୍ୟକଳାପକୁ ପିତାମାତାଙ୍କୁ ଜଣାଇ ଦେବ ।
3:24 m7jy εἰς Χριστόν 1 ଖ୍ରୀଷ୍ଟଙ୍କ ଆଗମନର ସମୟ ପର୍ଯ୍ୟନ୍ତ 3:24 m7jy εἰς Χριστόν 1 ଖ୍ରୀଷ୍ଟଙ୍କ ଆଗମନର ସମୟ ପର୍ଯ୍ୟନ୍ତ

Can't render this file because it contains an unexpected character in line 71 and column 1453.