From 3f84840ffb9e58716d762c2901ccb0824d9e55bb Mon Sep 17 00:00:00 2001 From: Gayatri-Digal Date: Tue, 2 Nov 2021 17:50:02 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 1 + 1 file changed, 1 insertion(+) diff --git a/en_tn_63-1JN.tsv b/en_tn_63-1JN.tsv index 8a660f2..c030f30 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -380,3 +380,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 11 j078 figs-metaphor τὸν ἀδελφὸν αὐτοῦ 1 his brother  [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 2 11 j079 figs-parallelism ἐν τῇ σκοτίᾳ ἐστὶν, καὶ ἐν τῇ σκοτίᾳ περιπατεῖ 1 is in the darkness and walks in the darkness ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ  ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ମନ୍ଦ କାର୍ଯ୍ୟ ନିରନ୍ତର କରେ” ( [[rc://en/ta/man/translate/figs-parallelism]]ଦେଖନ୍ତୁ) 1JN 2 11 j080 grammar-connect-logic-result οὐκ οἶδεν ποῦ ὑπάγει, ὅτι ἡ σκοτία ἐτύφλωσεν τοὺς ὀφθαλμοὺς αὐτοῦ 1 he does not know where he is going, because the darkness has blinded his eyes ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “କାରଣ ଅନ୍ଧକାର ତାହାର ଚକ୍ଷୁଗୁଡ଼ିକୁ ଅନ୍ଧ କରିଦେଇଛି, ସେ କେଉଁଆଡେ ଯାଏ ଜାଣେନାହିଁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ) +1JN 2 11 j081 figs-metaphor ὅτι ἡ σκοτία ἐτύφλωσεν τοὺς ὀφθαλμοὺς αὐτοῦ 1 because the darkness has blinded his eyes ଯୋହନ ଅନ୍ଧତ୍ୱକୁ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  ଯାହାର ଅର୍ଥ ନୈତିକ ଭାବନାକୁ ହରାଇବା ଅଟେ । ବିକଳ୍ପ ଅନୁବାଦ: “କାରଣ ମନ୍ଦ ଉଦ୍ଦେଶ୍ୟଗୁଡ଼ିକ ତାକୁ ଭଲ ଏବଂ ମନ୍ଦ ପାର୍ଥକ୍ୟକୁ ଜାଣିବାକୁ ଦିଏ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)