Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-04 02:22:08 +00:00
parent 07127d6edf
commit 3e6add6b9e
1 changed files with 5 additions and 0 deletions

View File

@ -424,3 +424,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 20 j120 figs-metaphor ὑμεῖς χρῖσμα ἔχετε ἀπὸ τοῦ Ἁγίου 1 you have an anointing from the Holy One ଯୋହନ ପବିତ୍ର ଆତ୍ମାଙ୍କୁ ପ୍ରତିନିଧିତ୍ଵ କରିବା ପାଇଁ  **ଅଭିଷେକ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି , ବିଶ୍ଵାସୀମାନଙ୍କ ଜୀବନରେ ଯାହାର ଉପସ୍ଥିତି ଦର୍ଶାଏ ଯେ ସେମାନେ ଈଶ୍ଵରଙ୍କ ସେବା କରିବା ପାଇଁ ପୃଥକ ହୋଇ ସଜ୍ଜିତ ହୋଇଅଛନ୍ତି । ଯୋହନ ବିଶେଷ କରି [3:24](https://create.translationcore.com/03/24.md) ଏବଂ [4:13](https://create.translationcore.com/04/13.md) କହନ୍ତି ଯେ ଈଶ୍ଵର ଏହିପରି ଭାବରେ ବିଶ୍ଵାସୀମାନଙ୍କୁ ଆତ୍ମା ପ୍ରଦାନ କରିଛନ୍ତି । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କୁ ଆପଣା ଆତ୍ମା ଦେଇଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 20 j121 translate-textvariants οἴδατε πάντες 1 you all know **ତୁମ୍ଭେମାନେ** **ସମସ୍ତେ** **ଜାଣ** ବାକ୍ୟାଂଶକୁ ULT ପରି ଅନୁବାଦ କରିବେ କିମ୍ବା ଅନ୍ୟ ସଂସ୍କରଣଗୁଡ଼ିକୁ ଅନୁସରଣ କରି “ତୁମ୍ଭେମାନେ ସବୁ ଜାଣ” ବୋଲି ଅନୁବାଦ କରିବେ ତାହା ସ୍ଥିର କରିବାକୁ ଏହି ଅଧ୍ୟାୟରେ ସାଧାରଣ ଟିପ୍ପଣୀଗୁଡ଼ିକର ଆଲୋଚନା ଦେଖନ୍ତୁ । ( [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 2 20 j122 figs-explicit οἴδατε πάντες 1 you all know ପରବର୍ତ୍ତୀ ପଦରେ ସେ ଯାହା କହିଛନ୍ତି ତାହା ଉପରେ ଆଧାର କରି, ଯୋହନ ହୁଏତ  ଏଠାରେ ସେ ଯେଉଁ ବିଶ୍ଵାସୀମାନେ ଏହି ପତ୍ର ଲେଖୁଛନ୍ତି, ସେ **ସମସ୍ତେ** **ସତ୍ୟ** ଜାଣନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତେ ସତ୍ୟ ଜାଣ” କିମ୍ବା “ଯାହା ସତ୍ୟ ଅଟେ ତାହା ତୁମ୍ଭେ’ମାନେ ସମସ୍ତେ ଜାଣ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 21 j123 figs-doublenegatives οὐκ ἔγραψα ὑμῖν ὅτι οὐκ οἴδατε τὴν ἀλήθειαν, ἀλλ’ ὅτι οἴδατε αὐτήν 1 I have not written to you because you do not know the truth, but because you do know it ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକ ବାକ୍ୟକୁ ଏକ ସକାରାତ୍ମକ ବାକ୍ୟରେ ଅନୁବାଦ କରିପାରିବେ । ଯୋହନ  ପରବର୍ତ୍ତୀ ବାକ୍ୟରେ ବାକ୍ୟକୁ ସକରାତ୍ମକ ରୂପରେ ପୁନରାବୃତ୍ତି କରନ୍ତି ତେଣୁ ଆପଣ ସେହି ବାକ୍ୟାଂଶ ସହ ଏହାକୁ ଏକ ବିପରୀତ ବାକ୍ୟାଂଶ ପରିବର୍ତ୍ତେ ଏକ ନିଶ୍ଚିତ ବାକ୍ୟ ଭାବରେ ସଂଯୋଗ କରି ପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ  ଲେଖିଛି କାରଣ ତୁମ୍ଭେମାନେ  ସତ୍ୟ ଜାଣ, ହଁ, କାରଣ ତୁମ୍ଭେମାନେ ଏହା ଜାଣ” ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 2 21 w4fm grammar-connect-exceptions οὐκ ἔγραψα ὑμῖν ὅτι οὐκ οἴδατε τὴν ἀλήθειαν, ἀλλ’ ὅτι οἴδατε αὐτήν 1 If saying **I have not written to you** seems wrong or confusing in your language, you can move the negative to the next clause. Alternate translation: “I have written to you not because you do not know the truth, but because you do know the truth” or “I have written to you not to inform you of the truth, but I have written to you because you already know it” (See: [[rc://en/ta/man/translate/grammar-connect-exceptions]])
1JN 2 21 j124 figs-metonymy τὴν ἀλήθειαν…ἐκ τῆς ἀληθείας 1 the truth … from the truth ଯୋହନ ବୋଧହୁଏ ଆଳଙ୍କାରିକ ଭାବରେ ସେହି ଶିକ୍ଷା ବିଷୟରେ କହନ୍ତି  ଯାହା ବିଶ୍ଵାସୀମାନେ ଯୀଶୁଙ୍କଠାରୁ ଗ୍ରହଣ କରିଛନ୍ତି ଯାହା ସତ୍ୟ ଅଟେ । ବିକଳ୍ପ ଅନୁବାଦ: “ସତ୍ୟ ଶିକ୍ଷା ଯାହା ଆମ୍ଭେମାନେ ଯୀଶୁଙ୍କଠାରୁ ପାଇଛୁ… ଏହି ସତ୍ୟ ଶିକ୍ଷାରୁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 21 j125 figs-ellipsis καὶ ὅτι πᾶν ψεῦδος ἐκ τῆς ἀληθείας οὐκ ἔστιν 1 and that every lie is not from the truth ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଜାଣ ଯେ ପ୍ରତ୍ୟେକ ମିଥ୍ୟା ସତ୍ୟରୁ ଆସେ ନାହିଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 2 21 j126 πᾶν ψεῦδος ἐκ τῆς ἀληθείας οὐκ ἔστιν 1 every lie is not from the truth ### ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ କରିପାରିବେ । ବିକଳ୍ପ ଅନୁବାଦ: “ସତ୍ୟରୁ କୌଣସି ମିଥ୍ୟା ଆସେ ନାହିଁ”

Can't render this file because it contains an unexpected character in line 2 and column 3771.