Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-06 14:47:39 +00:00
parent e0baa5b697
commit 3daafe4bd1
1 changed files with 17 additions and 17 deletions

View File

@ -84,21 +84,21 @@ RUT 2 4 r4bl יְבָרֶכְ⁠ךָ֥ יְהוָֽה 1 May Yahweh bless you
RUT 2 5 a5ht לְ⁠מִ֖י הַ⁠נַּעֲרָ֥ה הַ⁠זֹּֽאת 1 Who does this young woman belong to? ସେହି ସଂସ୍କୃତିରେ ମହିଳାମାନେ ସେମାନଙ୍କର ସମ୍ପର୍କୀୟ ପୁରୁଷମନଙ୍କ ଅଧୀନରେ ରହୁଥିଲେ । ଏହି ଯୁବତୀଟି କାହାର ବୋଲି ବୋୟଜ ପଚାରିଲେ। ସେ ଭାବିନଥିଲେ ଯେ ରୂତ ଜଣେ  ଦାସ ହେଇଥିବ ବୋଲି ।
RUT 2 5 ab16 לְ⁠נַעֲר֔⁠וֹ 1 to his servant ବୋୟାଜ ପାଇଁ କାମ କରୁଥିବା ଯୁବା **ସେବକ** ଜଣକ ଅବଶିଷ୍ଟ ଶ୍ରମିକମାନଙ୍କୁ କ'ଣ କରିବାକୁ ହେବ ସେହି ବିଷୟରେ କହିଥାନ୍ତି।
RUT 2 5 sdf9 הַ⁠נִּצָּ֖ב עַל 1 who was set over  **ଦାୟିତ୍ୱରେ କିଏ ଥିଲେ** କିମ୍ବା **ପରିଚାଳନା କିଏ କରୁଥିଲେ** **।**
RUT 2 7 ab17 אֲלַקֳטָה־נָּא֙ 1 Please let me glean To **glean** meant to pick up grain or other produce that the workers dropped or missed as they were harvesting. This was part of the law that God gave to Moses, that the workers should not go back over the field for this produce, so that it would be left in the field for the poor or for foreign travelers to pick up. See verses such as Leviticus 19:10 and Deuteronomy 24:21.
RUT 2 7 kj7a הַ⁠בַּ֖יִת 1 the house **the hut** or **the shelter**. This was a temporary shelter or garden hut in the field that provided shade from the sun where the workers could rest.
RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתִּ֗⁠י 1 Will you not listen to me, my daughter? This can be stated as a command. Alternate translation: “Listen to me, my daughter!” or “Note well what I am telling you, my daughter!” (See: [[rc://en/ta/man/translate/figs-rquestion]])
RUT 2 8 ke9b figs-idiom בִּתִּ֗⁠י 1 my daughter This was a kind way to address a younger woman. Ruth was not the actual daughter of Boaz, but he was treating her kindly and respectfully. Use the term that communicates this in your language. (See: [[rc://en/ta/man/translate/figs-idiom]])
RUT 2 9 jq6n figs-metonymy עֵינַ֜יִ⁠ךְ בַּ⁠שָּׂדֶ֤ה 1 Keep your eyes on the field The **eyes** are a metonym that represents seeing. Alternate translation: “Watch only the field” or “Pay attention only to the field” (See: [[rc://en/ta/man/translate/figs-metonymy]])
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? Boaz used this question to emphasize his hospitality—that he had already made provision to help Ruth. Alternate translation: “I have given the men strict instructions not to harm you.” (See: [[rc://en/ta/man/translate/figs-rquestion]])
RUT 2 9 ub62 אֶת־הַ⁠נְּעָרִ֖ים 1 the young men **young male workers** or **servants**. The words **young men** are used three times to refer to the young men who are harvesting in the field.
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you This was a polite way of saying that the men were not to harm Ruth physically or assault her sexually, and possibly also that the men were not to stop her from gleaning in his field. (See: [[rc://en/ta/man/translate/figs-euphemism]])
RUT 2 9 ahr7 מֵ⁠אֲשֶׁ֥ר יִשְׁאֲב֖וּ⁠ן הַ⁠נְּעָרִֽים 1 from what the young men draw To draw water means to pull up water from a well or to take it out of a storage vessel.
RUT 2 10 az6y translate-symaction וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground These are acts of respect and reverence. She was showing honor to Boaz out of gratefulness for what he had done for her. It was also a posture of humility. (See: [[rc://en/ta/man/translate/translate-symaction]])
RUT 2 10 ab12 figs-doublet וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground These are two descriptions of a single action. If this is confusing in your language, use only one description, as in the UST. (See: [[rc://en/ta/man/translate/figs-doublet]])
RUT 2 10 ab13 figs-idiom וַ⁠תִּפֹּל֙ עַל־פָּנֶ֔י⁠הָ 1 Then she fell on her face This is an idiom that means that she bowed low with her face to the ground. (See: [[rc://en/ta/man/translate/figs-idiom]])
RUT 2 10 ug7p מַדּוּעַ֩ מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ לְ⁠הַכִּירֵ֔⁠נִי וְ⁠אָּנֹכִ֖י נָכְרִיָּֽה 1 Why have I found favor in your eyes that you should take notice of me, since I am a foreigner? Ruth is asking a real question.
RUT 2 10 abc7 figs-idiom מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ 1 have I found favor in your eyes The phrase **found favor in your eyes** is an idiom which means “you have approved of” someone. Ruth speaks of gaining someones favor as gaining their kindness or approval. Alternate translation: “you have been kind to me” (See: [[rc://en/ta/man/translate/figs-idiom]])
RUT 2 10 abc8 figs-metaphor בְּ⁠עֵינֶ֨י⁠ךָ֙ 1 in your eyes The **eyes** are a metonym that represents seeing, and seeing is a metaphor for knowledge, notice, attention, or judgment. Alternate translation: “in your judgment” or “that you decided” (See: [[rc://en/ta/man/translate/figs-metaphor]])
RUT 2 7 ab17 אֲלַקֳטָה־נָּא֙ 1 Please let me glean ଶସ୍ୟ ସଂଗ୍ରହ କରିବା ଅର୍ଥ ଶସ୍ୟ କିମ୍ବା ଅନ୍ୟାନ୍ୟ ଉତ୍ପାଦ ଉଠାଇବା ଯାହା ଶ୍ରମିକମାନେ ଅମଳ କରୁଥିବା ସମୟରେ ଛାଡିଦେଲେ କିମ୍ବା ଭୁଲିଯାଇଥିଲେ । ଈଶ୍ଵର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥାରର ଏହା ଏକ ଅଂଶ ଥିଲା ଯେ ଶ୍ରମିକମାନେ ଏହି ଉତ୍ପାଦ ପାଇଁ କ୍ଷେତ୍ରକୁ ଫେରିବା ଉଚିତ୍ ନୁହେଁ, ଯାହା ଫଳରେ ଏହା ଗରିବ କିମ୍ବା ବିଦେଶୀ ଯାତ୍ରୀଙ୍କ ପାଇଁ ଛାଡି ଦିଆଯିବ। ଲେବୀୟ ପୁସ୍ତକ 19:10 ଏବଂ ଦ୍ୱିତୀୟ ବିବରଣ 24:21 ପଦଗୁଡ଼ିକ ଦେଖନ୍ତୁ ।
RUT 2 7 kj7a הַ⁠בַּ֖יִת 1 the house **କୁଟୀର** କିମ୍ବା **ଆଶ୍ରୟସ୍ଥଳ** । ଏହା ଏକ ଅସ୍ଥାୟୀ ଆଶ୍ରୟସ୍ଥଳ କିମ୍ବା ଉଦ୍ୟାନ ଥିଲା ଯାହା ସୂର୍ଯ୍ୟଠାରୁ ଛାଇ ଯୋଗାଇଥାଏ ଯେଉଁଠାରେ ଶ୍ରମିକମାନେ ବିଶ୍ରାମ ନେଇପାରନ୍ତି ।
RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתִּ֗⁠י 1 Will you not listen to me, my daughter? ଏହାକୁ ଏକ ଆଦେଶ ଭାବରେ କୁହାଯାଇପାରେ । ବିକଳ୍ପ ଅନୁବାଦ: " ମୋହର କନ୍ୟେ, ମୋ କଥା ଶୁଣ!" କିମ୍ବା " ମୋହର କନ୍ୟେ, ମୁଁ ତୁମକୁ ଯାହା କହୁଛି ସେଥିପ୍ରତି ଧ୍ୟାନ ଦିଅ!"[[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 8 ke9b figs-idiom בִּתִּ֗⁠י 1 my daughter ଏହା ଏକ ଯୁବତୀଙ୍କୁ ସମ୍ବୋଧନ କରିବାର ଏକ ପ୍ରକାର ଉପାୟ ଥିଲା । ରୂତ ବୋୟଜଙ୍କ ପ୍ରକୃତ କନ୍ୟା ନଥିଲେ, କିନ୍ତୁ ସେ ତାଙ୍କୁ ଦୟା ଏବଂ ସମ୍ମାନର ସହିତ ବ୍ୟବହାର କରୁଥିଲେ। ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦକୁ ବ୍ୟବହାର କରନ୍ତୁ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 9 jq6n figs-metonymy עֵינַ֜יִ⁠ךְ בַּ⁠שָּׂדֶ֤ה 1 Keep your eyes on the field **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ । ବିକଳ୍ପ ଅନୁବାଦ: " କ୍ଷେତ୍ର ପ୍ରତି କେବଳ ଦୃଷ୍ଟି ରଖ " କିମ୍ବା "କେବଳ କ୍ଷେତ୍ର ପ୍ରତି ଧ୍ୟାନ ଦିଅ" । [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - ଯେ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ । ବିକଳ୍ପ ଅନୁବାଦ: “ମୁଁ ଲୋକମାନଙ୍କୁ ତୁମକୁ କୌଣସି ଅନିଷ୍ଟ ନକରିବାକୁ କଠୋର ନିର୍ଦ୍ଦେଶ ଦେଇଛି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 9 ub62 אֶת־הַ⁠נְּעָרִ֖ים 1 the young men **ଯୁବ ପୁରୁଷ ଶ୍ରମିକମାନେ** କିମ୍ବା **ସେବକ** । ଯେଉଁ ଯୁବକମାନେ ଅମଳ କରୁଛନ୍ତି ସେମାନଙ୍କୁ ସୂଚାଇବା ପାଇଁ **ଯୁବକ** ଶବ୍ଦ ତିନିଥର ବ୍ୟବହୃତ ହୋଇଅଛି ।
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you ଯେ ପୁରୁଷମାନେ ରୂତଙ୍କୁ ଶାରୀରିକ ଭାବରେ ଅନିଷ୍ଟ କରିବେ ନାହିଁ କିମ୍ବା ଯୌନ ନିର୍ଯାତନା ଦେବେ ନାହିଁ ବୋଲି କହିବାକୁ ଏହା ଏକ ଭଦ୍ର ଉପାୟ ଥିଲା ଏବଂ ସମ୍ଭବତଃ ପୁରୁଷମାନେ ତାଙ୍କୁ ତାଙ୍କ ଶସ୍ୟ ସଂଗ୍ରହରୁ ନିବୃତ୍ତ କରିବେ ନାହିଁ। [[rc://en/ta/man/translate/figs-euphemism]])ଦେଖନ୍ତୁ)
RUT 2 9 ahr7 מֵ⁠אֲשֶׁ֥ר יִשְׁאֲב֖וּ⁠ן הַ⁠נְּעָרִֽים 1 from what the young men draw ଜଳ ଟାଣିବା ଅର୍ଥ କୂଅରୁ ପାଣି ଟାଣିବା କିମ୍ବା ଏହାକୁ ଏକ ପାତ୍ରରୁ ବାହାର କରିବା ।
RUT 2 10 az6y translate-symaction וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ସମ୍ମାନ ଏବଂ ଆଦରର କାର୍ଯ୍ୟ । ସେ ତାଙ୍କ ପାଇଁ କରିଥିବା ଦୟା ହେତୁ ସେ ନିଜର କୃତଜ୍ଞତା  ବୋୟଜଙ୍କୁ ସମ୍ମାନ ଦେଇ ପ୍ରକାଶ କରୁଥିଲେ। ଏହା ମଧ୍ୟ ନମ୍ରତା ଥିଲା । [[rc://en/ta/man/translate/translate-symaction]])ଦେଖନ୍ତୁ)
RUT 2 10 ab12 figs-doublet וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ଗୋଟିଏ କାର୍ଯ୍ୟର ଦୁଇଟି ବର୍ଣ୍ଣନା । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି କେବଳ ଗୋଟିଏ ବର୍ଣ୍ଣନା ବ୍ୟବହାର କରନ୍ତୁ ।<br><br>[[rc://en/ta/man/translate/figs-doublet]])ଦେଖନ୍ତୁ)
RUT 2 10 ab13 figs-idiom וַ⁠תִּפֹּל֙ עַל־פָּנֶ֔י⁠הָ 1 Then she fell on her face ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସେ ମୁହଁକୁ ନୁଆଁଇ ପ୍ରଣାମ କଲେ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 10 ug7p מַדּוּעַ֩ מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ לְ⁠הַכִּירֵ֔⁠נִי וְ⁠אָּנֹכִ֖י נָכְרִיָּֽה 1 Why have I found favor in your eyes that you should take notice of me, since I am a foreigner? ରୂତ ଏକ ପ୍ରକୃତ ପ୍ରଶ୍ନ ପଚାରୁଛନ୍ତି ।
RUT 2 10 abc7 figs-idiom מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ 1 have I found favor in your eyes **ତୁମ୍ଭ ଆଖିରେ ଅନୁଗ୍ରହ ପାଇଥିବା** ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ “ତୁମେ ଗ୍ରହଣ କରିଛ’ । ସେମାନଙ୍କ ଦୟା କିମ୍ବା ଅନୁମୋଦନ ଲାଭ କରିବା ଭଳି ରୂତ କୌଣସି ବ୍ୟକ୍ତିର ଅନୁଗ୍ରହ ପାଇବା ବିଷୟରେ କୁହନ୍ତି । ବିକଳ୍ପ ଅନୁବାଦ: “ତୁମେ ମୋ ପ୍ରତି ଅନୁଗ୍ରହ କରିଅଛ”[[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 10 abc8 figs-metaphor בְּ⁠עֵינֶ֨י⁠ךָ֙ 1 in your eyes **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ପାଇଁ ଏକ ରୂପକ ଅଳଙ୍କାର ଅଟେ । ବିକଳ୍ପ ଅନୁବାଦ: “ତୁମର ବିଚାରରେ” କିମ୍ବା “ତୁମେ ନିଷ୍ପତ୍ତି ନେଇଅଛ” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 10 x6f8 נָכְרִיָּֽה 1 foreigner A **foreigner** is someone from another country. Even though Ruth had pledged her loyalty to the God of Israel in private, everyone knew that she was from Moab, not Israel. Often Israelites were not kind to foreigners, even though God wanted them to be kind to them. This shows that Boaz was living to please God.
RUT 2 11 ab14 figs-doublet וַ⁠יַּ֤עַן בֹּ֨עַז֙ וַ⁠יֹּ֣אמֶר 1 Boaz answered and said Both **answered** and **said** describe the same action. If this is confusing in your language, you may want to use only one verb for this, as in the UST. (See: [[rc://en/ta/man/translate/figs-doublet]])
RUT 2 11 app6 figs-activepassive הֻגֵּ֨ד הֻגַּ֜ד לִ֗⁠י 1 Everything … has fully been reported to me This can be stated in active form. Alternate translation: **People have reported to me** or **People have told me** (See: [[rc://en/ta/man/translate/figs-activepassive]])
@ -145,8 +145,8 @@ RUT 3 intro t4y5 0 # **ରୂତ ଭାଗ** 3**:****ସାଧାରଣ ପ
RUT 3 1 jdr3 writing-newevent וַ⁠תֹּ֥אמֶר לָ֖⁠הּ נָעֳמִ֣י 1 Naomi … said to her,  କାହାଣୀର ପରବର୍ତ୍ତୀ ଅଂଶକୁ ଏହି ବାକ୍ୟଟି ପରିଚିତ କରାଏ, ଯେଉଁଥିରେ ରୂତ ବୋୟଜଙ୍କୁ ସମ୍ପର୍କୀୟ-ମୁକ୍ତିକର୍ତ୍ତା ଜ୍ଞାତିର କର୍ତ୍ତବ୍ୟ ତାଙ୍କ ଓ ନୟମୀଙ୍କ ପାଇଁ ତୁଲାଇବାକୁ କହନ୍ତି |  [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 3 1 r7ar חֲמוֹתָ֑⁠הּ 1 her mother-in-law ନୟମୀ ହେଉଛନ୍ତି ରୂତଙ୍କ ଶାଶୁ ଅର୍ଥାତ ତାଙ୍କ ମୃତ ସ୍ୱାମୀଙ୍କ ମାତା।
RUT 3 1 f1uc בִּתִּ֞⁠י 1 My daughter ରୂତ ନୟମୀଙ୍କ ପୁତ୍ରକୁ ବିବାହ କରି ପରିବାରର ଏକ ଅଂଶ ହେଲେ ଓ ବେଥଲିହିମକୁ ଫେରିବା ପରେ  ନିଜର କାର୍ଯ୍ୟ ଓ ଭଲପାଇବା ଦ୍ୱାରା ସେ ନୟମୀଙ୍କର ଏକ ଝିଅ ପରି ହେଲେ।
RUT 3 1 nxr8 figs-rquestion הֲ⁠לֹ֧א אֲבַקֶּשׁ־לָ֛⁠ךְ מָנ֖וֹחַ אֲשֶׁ֥ר יִֽיטַב־לָֽ⁠ךְ 1 should I not seek a resting place for you, that will be good for you? ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କରି ତାଙ୍କର ଯୋଜନା  ବିଷୟରେ ରୂତଙ୍କୁ ଜଣାଇଲେ। ଏକାନ୍ତର ଅନୁବାଦ: “ ତୁମ୍ଭର ବିଶ୍ରାମ ନେବା ପାଇଁ ମୁଁ ଏକ ସ୍ଥାନ ଖୋଜି ବାହାର କରିବି, ଯାହା ଦ୍ୱାରା ତୁମ୍ଭର ଯତ୍ନ ନିଆଯିବ।” କିମ୍ବା “ତୁମ୍ଭର ଯତ୍ନ ନେବା ପାଇଁ ମୁଁ ନିଶ୍ଚିତ ତୁମ୍ଭ ପାଇଁ ଏକ ସ୍ୱାମୀ ଖୋଜିବି, ଯାହା ଦ୍ୱାରା ତୁମ୍ଭେ ବିନା ଚିନ୍ତାରେ ଜୀବନ ଯାପନ କରିପାରିବ |” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 1 uw2p figs-metaphor לָ֛⁠ךְ מָנ֖וֹחַ 1 a resting place for you This does not mean a place to rest temporarily from being tired. It means a place of permanent comfort and security, in a good home with a husband. (See: [[rc://en/ta/man/translate/figs-metaphor]])
RUT 3 1 nxr8 figs-rquestion הֲ⁠לֹ֧א אֲבַקֶּשׁ־לָ֛⁠ךְ מָנ֖וֹחַ אֲשֶׁ֥ר יִֽיטַב־לָֽ⁠ךְ 1 should I not seek a resting place for you, that will be good for you? ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କରି ତାଙ୍କର ଯୋଜନା  ବିଷୟରେ ରୂତଙ୍କୁ ଜଣାଇଲେ। ଏକାନ୍ତର ଅନୁବାଦ: “ ତୁମ୍ଭର ବିଶ୍ରାମ ନେବା ପାଇଁ ମୁଁ ଏକ ସ୍ଥାନ ଖୋଜିବି, ଯାହା ଦ୍ୱାରା ତୁମ୍ଭର ଯତ୍ନ ନିଆଯିବ।” କିମ୍ବା “ତୁମ୍ଭର ଯତ୍ନ ନେବା ପାଇଁ ମୁଁ ନିଶ୍ଚିତ ତୁମ୍ଭ ପାଇଁ ଏକ ସ୍ୱାମୀ ଖୋଜିବି, ଯାହା ଦ୍ୱାରା ତୁମ୍ଭେ ବିନା ଚିନ୍ତାରେ ଜୀବନ ଯାପନ କରିପାରିବ |” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 1 uw2p figs-metaphor לָ֛⁠ךְ מָנ֖וֹחַ 1 a resting place for you ଏହାର ଅର୍ଥ ଏହା ନୁହେଁ ଯେ ଥକ୍କାପଣରୁ ଅସ୍ଥାୟୀ ଭାବରେ ବିଶ୍ରାମ ନେବାକୁ ଏକ ସ୍ଥାନ | ଏହାର ଅର୍ଥ ସ୍ୱାମୀ ସହିତ ଏକ ଭଲ ଘରେ ସ୍ଥାୟୀ ଆରାମ ଏବଂ ନିରାପତ୍ତାର ସ୍ଥାନ | (See: [[rc://en/ta/man/translate/figs-metaphor]])
RUT 3 2 jdr4 grammar-connect-logic-result וְ⁠עַתָּ֗ה 1 Connecting Statement: Naomis rhetorical question in verse 1 gave the reason for the advice that she is about to give to Ruth in verses 2-4. This word marks what follows as the result of verse 1. In other words, Naomi advises Ruth what to do (3:2-4) because she desires to find a good, secure home for Ruth (3:1) If it is more clear in your language to state the reason after the result, you may want to put verse 1 after verses 2-4, marked as verses 1-4 together. (See: [[rc://en/ta/man/translate/grammar-connect-logic-result]])
RUT 3 2 b4h8 figs-rquestion הֲ⁠לֹ֥א בֹ֨עַז֙ מֹֽדַעְתָּ֔⁠נוּ 1 is not Boaz our relative Naomi used this question to remind Ruth of something she had already told her (See 2:20), to introduce the reason for what she is about to say. Alternate translation: “As you know, Boaz is our relative.” (See: [[rc://en/ta/man/translate/figs-rquestion]])
RUT 3 2 j31t figs-explicit הָיִ֖ית אֶת־נַעֲרוֹתָ֑י⁠ו 1 whose young female workers you have been working If it helps for understanding, the translation can make explicit that she was working in the fields with these female workers. Alternate translation: “female workers you have been with in the fields” (See: [[rc://en/ta/man/translate/figs-explicit]])

Can't render this file because it contains an unexpected character in line 36 and column 901.