Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-22 05:10:59 +00:00
parent 2bcb7a572e
commit 3cf5a16ceb
1 changed files with 2 additions and 2 deletions

View File

@ -2584,8 +2584,8 @@ LUK 21 12 w2i4 figs-metonymy παραδιδόντες εἰς τὰς συναγ
LUK 21 12 xt6d καὶ φυλακάς 1 and prisons ଯୀଶୁ ଏଠାରେ ସ୍ପଷ୍ଟ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ସମାଜଗୃହର ଶାସକମାନେ, ଯିଏ ତୁମ୍ଭମାନଙ୍କୁ କାରାଗାରରେ ରଖିବେ ଏବଂ ତୁମ୍ଭମାନଙ୍କୁ ନିକଟକୁ ନେବେ” (ଦେଖନ୍ତୁ: [[rc://en/ta/man/translate/figs-ellipsis]])
LUK 21 12 cwq9 figs-metonymy ἕνεκεν τοῦ ὀνόματός μου 1 because of my name “ନାମ” ଶବ୍ଦ ଏଠାରେ ସ୍ୱୟଂ ଯୀଶୁଙ୍କୁ ସୂଚାଇବା ପାଇଁ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ମୋ’ ସକାଶେ” ବା “ଯେହେତୁ ତୁମ୍ଭେମାନେ ମୋହର ଅନୁଗମନ କରୁଛ” (ଦେଖ: [[rc://or/ta/man/translate/figs-metonymy]])
LUK 21 13 d98x εἰς μαρτύριον 1 for a testimony ବିକଳ୍ପ  ଅନୁବାଦ: “ତୁମ୍ଭେମାନେ ମୋତେ କିପରି ବିଶ୍ୱାସ କଲ ସେ ବିଷୟରେ ଏହା କହିବାକୁ ତୁମ୍ଭମାନଙ୍କୁ ସୁଯୋଗ ଦେବ”
LUK 21 14 q1s1 writing-connectingwords οὖν 1 Therefore "ଏଥିପାଇଁ, ଯୀଶୁ କହିଥିବା ସମସ୍ତ ବିଷୟକୁ ସୂଚାଉଛି ଯାହାର ଆରମ୍ଭ ([ଲୂକ 21:10] (../ଲୂକ /21/10.ମଝି))ରେ ହୁଏ I (ଦେଖ: [[rc://or/ta/man/translate/writing-connectingwords]])
LUK 21 14 he8s figs-metonymy θέτε ... ἐν ταῖς καρδίαις ὑμῶν 1 resolve in your hearts ଏଠାରେ “ହୃଦୟଗୁଡିକ” ଲୋକମାନଙ୍କର ମନକୁ ବୁଝାଉଥିବା ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନକୁ ସ୍ଥିର କର” ବା “ଦୃଢ଼ ଭାବରେ ସିଦ୍ଧାନ୍ତ ନିଅ” (ଦେଖ: [[rc://or/ta/man/translate/figs-metonymy]])
LUK 21 14 q1s1 writing-connectingwords οὖν 1 Therefore **କିନ୍ତୁ** ଶବ୍ଦ ବଦଳରେ ସାଧାରଣତଃ “ତେଣୁକରି” ଶବ୍ଦକୁ ଅନୁବାଦ କରାଯାଇଥାଏ କାରଣ ଏହା କୌଣସି ଏକ ବିଷୟର ଫଳାଫଳ ଉପସ୍ଥାପନ କରିଥାଏ ଯାହା ଏଥିରେ ଉଲ୍ଲେଖ କରାଯାଇଛି ।  ଅବଶ୍ୟ, କେତେକ କ୍ଷେତ୍ରରେ ଏହିଶବ୍ଦ ବିପରୀତ ଅର୍ଥକୁ ସୂଚାଇଥାଏ । ସେମାନଙ୍କୁ ବିଚାର କରାଯିବ ବୋଲି ଜାଣି, ଯୀଶୁଙ୍କ ଶିଷ୍ୟମାନେ ସ୍ୱାଭାବିକ ଭାବରେ ନିଜକୁ କିପରି ରକ୍ଷା କରିବେ ସେ ବିଷୟରେ ଚିନ୍ତା କରିବାକୁ ଚାହାଁନ୍ତି, କିନ୍ତୁ ଯୀଶୁ ସେମାନଙ୍କୁ ଏହା ନକରିବାକୁ କହୁଛନ୍ତି ।  ବିକଳ୍ପ ଅନୁବାଦ: “ତଥାପି,” (ଦେଖନ୍ତୁ: <br>[[rc://en/ta/man/translate/grammar-connect-logic-contrast]])
LUK 21 14 he8s figs-metonymy θέτε ... ἐν ταῖς καρδίαις ὑμῶν 1 resolve in your hearts ଯୀଶୁ ନିଜ ଶିଷ୍ୟମାନଙ୍କ **ହୃଦୟ** ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେଗୁଡ଼ିକ ଏକ ପାତ୍ର ଅଟେ ଯେଉଁଥିରେ ଶିଷ୍ୟମାନେ ସେ ବର୍ଣ୍ଣନା କରିଥିବା ବିଷୟକୁ ରଖିପାରିବେ । ବିକଳ୍ପ  ଅନୁବାଦ: “ତୁମ୍ଭମାନଙ୍କର ମନ ପ୍ରସ୍ତୁତ କର” କିମ୍ବା “ଦୃଢ଼<br>ଭାବରେ ସ୍ଥିର କର” (ଦେଖନ୍ତୁ:[[rc://en/ta/man/translate/figs-metaphor]])
LUK 21 14 usf9 μὴ προμελετᾶν ἀπολογηθῆναι 1 not to prepare your defense ahead of time ସେମାନଙ୍କର ଅଭିଯୋଗଗୁଡିକର ବିରୁଦ୍ଧରେ ଆପଣାର ପ୍ରତିରକ୍ଷା ନିମନ୍ତେ ତୁମ୍ଭେମାନେ କଅଣ କହିବ ସେ ବିଷୟରେ ସମୟ ପୂର୍ବରୁ ସ୍ଥିର କର ନାହିଁ"
LUK 21 15 d3zh σοφίαν, ᾗ οὐ δυνήσονται ἀντιστῆναι ἢ ἀντειπεῖν, πάντες οἱ ἀντικείμενοι ὑμῖν 1 wisdom that all your adversaries will not be able to resist or contradict ଏପରି ଜ୍ଞାନ ଯାହା ତୁମ୍ଭମାନଙ୍କର କୌଣସି ବିପକ୍ଷମାନେ ପ୍ରରିରୋଧ କରି ପାରିବେ ନାହିଁ ବା ପ୍ରତିବାଦ କରି ପାରିବେ ନାହିଁ
LUK 21 15 z6ua ἐγὼ ... δώσω ὑμῖν στόμα καὶ σοφίαν 1 I will give you speech and wisdom କେଉଁ ଜ୍ଞାନର କଥା କହିବାକୁ ହେବ ମୁଁ ତୁମ୍ଭମାନଙ୍କୁ କହିବି

Can't render this file because it is too large.