Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 14:47:26 +00:00
parent c59ef2e304
commit 3becd1dcf7
1 changed files with 1 additions and 1 deletions

View File

@ -164,7 +164,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 12 b1xh figs-rquestion τίνος ἔσφαξεν αὐτόν? ὅτι 1 Why did he kill him? Because ଯୋହନ ପ୍ରଶ୍ନଗୁଡ଼ିକୁ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ  ଶବ୍ଦଗୁଡ଼ିକୁ ଏକ ବାକ୍ୟ  ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେ ତାହାକୁ ବଧ କଲା କାରଣ” ( [[rc://en/ta/man/translate/figs-rquestion]]ଦେଖନ୍ତୁ)
1JN 3 12 mq7x figs-ellipsis 0 his works were evil and his brother's righteous ଯୋହନ “ଥିଲେ” ଶବ୍ଦ ଉଲ୍ଲେଖ କରନ୍ତି ନାହିଁ, ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦକୁ ସ୍ପଷ୍ଟତା ପାଇଁ ବ୍ୟବହାର କରାଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ ତାହାର ଭାଇର କର୍ମ ଧାର୍ମିକ ଥିଲା” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 13 wc1m 0 my brothers   ଆପଣ ଏହି ଶବ୍ଦକୁ [2:9](https://create.translationcore.com/02/09.md)ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 13 lq9f figs-metonymy εἰ μισεῖ ὑμᾶς ὁ κόσμος 1 if the world hates you ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ **ଜଗତ** ଶବ୍ଦକୁ ବ୍ୟବହାର କରନ୍ତି । ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ଯେଉଁମାନେ ଈଶ୍ଵରଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରନ୍ତି ନାହିଁ ଏଠାରେ ଏହା ଆଳଙ୍କାରିକ ଭାବରେ ସେହି ଲୋକମାନଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଯଦି ଅଧାର୍ମିକ ଲୋକମାନେ ତୁମ୍ଭମାନଙ୍କୁ  ଘୃଣା କରନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 13 lq9f figs-metonymy εἰ μισεῖ ὑμᾶς ὁ κόσμος 1 if the world hates you ଯୋହନ ଏହି ପତ୍ରରେ  ବିଭିନ୍ନ ଅର୍ଥରେ **ଜଗତ** ଶବ୍ଦକୁ ବ୍ୟବହାର କରନ୍ତି । [3:1](https://create.translationcore.com/03/01.md) ପରି ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ଯେଉଁମାନେ ଈଶ୍ଵରଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରନ୍ତି ନାହିଁ ଏଠାରେ ଏହା ଆଳଙ୍କାରିକ ଭାବରେ ସେହି ଲୋକମାନଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଯଦି ଅଧାର୍ମିକ ଲୋକମାନେ ତୁମ୍ଭମାନଙ୍କୁ  ଘୃଣା କରନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 14 fs1x figs-metaphor μεταβεβήκαμεν ἐκ τοῦ θανάτου εἰς τὴν ζωήν 1 we have passed out of death into life ଯୋହନ  ମୃତ ଏବଂ ଜୀବନ୍ତ ଅବସ୍ଥାକୁ ଶାରୀରିକ ସ୍ଥାନ ଭାବେ ଆଳଙ୍କାରିକ ଭାବରେ କହନ୍ତି  ଯେପରି ସେମାନେ ଗତି କରିପାରନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆଉ ମରି ନାହୁଁ ବରଂ ଜୀବିତ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 14 ybc4 figs-metonymy τὴν ζωήν 1 life ଯେହେତୁ ଯୋହନ  ଏବଂ ତାହାଙ୍କ  ପାଠକମାନେ ବାସ୍ତବରେ ମୃତ ନଥିଲେ, ସେ ଆତ୍ମିକ  **ମୃତ୍ୟୁ** ଏବଂ ଆତ୍ମିକ  **ଜୀବନ** ବିଷୟରେ ଉଲ୍ଲେଖ କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଆଉ ଆତ୍ମିକ  ଭାବରେ ମୃତ ନୁହଁ ବରଂ ଆତ୍ମିକ ଭାବରେ ଜୀବନ୍ତ ଅଟୁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 14 qa7l μένει ἐν τῷ θανάτῳ 1 remains in death 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହାର ଅର୍ଥ ଗୋଟିଏ ସ୍ଥାନରେ ରହିବାକୁ ବୁଝାଏ । **ମୃତ୍ୟୁ** ଅବସ୍ଥାକୁ ଯୋହନ ପୁଣିଥରେ ଆଳଙ୍କାରିକ ଭାବରେ ସ୍ଥାନ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତଥାପି ଆତ୍ମିକ ଭାବରେ ମୃତ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.