From 3970366ead8048a29f2582c2d42d533c698ec0d1 Mon Sep 17 00:00:00 2001 From: Gayatri-Digal Date: Sun, 10 Sep 2023 16:39:02 +0000 Subject: [PATCH] Edit 'tn_GAL.tsv' using 'tc-create-app' --- tn_GAL.tsv | 2 +- 1 file changed, 1 insertion(+), 1 deletion(-) diff --git a/tn_GAL.tsv b/tn_GAL.tsv index 50ffc8c..c849c63 100644 --- a/tn_GAL.tsv +++ b/tn_GAL.tsv @@ -19,7 +19,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 1:8 s5uq παρ’ ὃ εὐηγγελισάμεθα 1 ଏଠାରେ, **ଯେଉଁ** ବାକ୍ୟାଂଶ ପାଉଲ ଏବଂ ତାଙ୍କର ସହକର୍ମୀମାନେ ଗାଲାତୀୟମାନଙ୍କୁ ଘୋଷଣା କରିଥିବା ସୁସମାଚାର ବାର୍ତ୍ତାକୁ ସୂଚିତ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରଚାର କରିଥିବା ସୁସମାଚାରଠାରୁ ଭିନ୍ନ” କିମ୍ବା “ଆମ୍ଭେମାନେ ପ୍ରଚାର କରିଥିବା ବାର୍ତ୍ତାଠାରୁ ଭିନ୍ନ” 1:8 xb2c ἀνάθεμα ἔστω 1 ଯଦି ଆପଣଙ୍କର ଭାଷାରେ କାହାକୁ ଅଭିଶାପ ଦେବାକୁ କିମ୍ବା କାହା ଉପରେ ଅଭିଶାପ ଆଣିବାକୁ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଭିନ୍ନ ଉପାୟ ଅଛି, ଏବଂ ଏହି ପ୍ରସଙ୍ଗରେ ବ୍ୟବହାର କରିବା ଉପଯୁକ୍ତ ହେବ, ଏହାକୁ ଏଠାରେ ବ୍ୟବହାର କରିବାକୁ ବିଚାର କରନ୍ତୁ । 1:10 b2vc rc://*/ta/man/translate/figs-rquestion ἄρτι γὰρ ἀνθρώπους πείθω ἢ τὸν Θεόν? ἢ ζητῶ ἀνθρώποις ἀρέσκειν 1 ଏହି ଦୁଇଟି ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରି, ପାଉଲ ଗାଲାତୀୟମାନଙ୍କୁ ସୂଚନା ମାଗୁ ନାହାଁନ୍ତି, କିନ୍ତୁ ପ୍ରଶ୍ନ ଗୁରୁତ୍ୱ ଦେବା ଏବଂ ତାଙ୍କ ପାଠକମାନଙ୍କ ଚିନ୍ତାଧାରାକୁ ବ୍ୟବହାର କରିବା ପାଇଁ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ମୁଁ ମନୁଷ୍ୟମାନଙ୍କୁ ମନାଇବା ପାଇଁ ଚେଷ୍ଟା କରେ ନାହିଁ, ବରଂ ମୁଁ କେବଳ ଈଶ୍ବରଙ୍କ ଅନୁମୋଦନ ଲୋଡିଥାଏ! ମୁଁ ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହିଁ! ” କିମ୍ବା “କାରଣ ମୁଁ ମନୁଷ୍ୟର ଅନୁମତି ଲୋଡ଼େ ନାହିଁ, ବରଂ ମୁଁ କେବଳ ଈଶ୍ବରଙ୍କ ଅନୁମତି ଲୋଡିଥାଏ! ମୁଁ ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହିଁ!” -1:10 fl3c εἰ ἔτι ἀνθρώποις ἤρεσκον, Χριστοῦ δοῦλος οὐκ ἂν ἤμην 1 +1:10 fl3c εἰ ἔτι ἀνθρώποις ἤρεσκον, Χριστοῦ δοῦλος οὐκ ἂν ἤμην 1 **ଯଦି** ଶବ୍ଦ ଏକ ଉପକଳ୍ପିତ ସର୍ତ୍ତକୁ ଉପସ୍ଥାପନ କରେ । ଗାଲାତୀୟମାନଙ୍କୁ ଶିକ୍ଷା ଦେବା ପାଇଁ ପାଉଲ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରୁଛନ୍ତି । ଏକ ଉପକଳ୍ପିତ ପରିସ୍ଥିତିର ପରିଚୟ ଦେବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ, କିମ୍ବା ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ତେବେ ଆପଣ ପାଉଲଙ୍କ ଅର୍ଥକୁ ସରଳ ଭାଷାରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ମୁଁ ତଥାପି ମନୁଷ୍ୟମାନଙ୍କୁ ପ୍ରସନ୍ନ କରୁ ନାହିଁ, କାରଣ ମୁଁ ଖ୍ରୀଷ୍ଟଙ୍କର ସେବକ ଅଟେ” କିମ୍ବା “ଯଦି ମୁଁ ତଥାପି ଲୋକମାନଙ୍କୁ ପ୍ରସନ୍ନ କରୁଥାଏ, ତେବେ ମୁଁ ଖ୍ରୀଷ୍ଟଙ୍କର ସେବା କରେ ନାହିଁ” 1:11 llg6 Connecting Statement: 0 1:11 g1qg ἀδελφοί 1 1:11 k33s ὅτι οὐκ ἔστιν κατὰ ἄνθρωπον 1