Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:06:38 +00:00
parent eb0f8a1977
commit 384d7abc65
1 changed files with 1 additions and 1 deletions

View File

@ -277,7 +277,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 14 at5n ἐάν τι αἰτώμεθα κατὰ τὸ θέλημα αὐτοῦ 1 if we ask anything according to his will ବିକଳ୍ପ ଅନୁବାଦ: “ଯଦି ଈଶ୍ଵରଙ୍କ ଇଚ୍ଛାନୁସାରେ ଆମ୍ଭେମାନେ କୌଣସି ପ୍ରାର୍ଥନା କରୁ”
1JN 5 15 ev49 οἴδαμεν ὅτι ... ἔχομεν τὰ αἰτήματα ἃ ᾐτήκαμεν ἀπ’ αὐτοῦ 1 we know that we have whatever we have asked of him ବିକଳ୍ପ ଅନୁବାଦ: “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ଈଶ୍ଵରଙ୍କଠାରେ ଯାହା ପ୍ରାର୍ଥନା କରିଛୁ ତାହା ଗ୍ରହଣ କରିବା”
1JN 5 16 sc1f τὸν ἀδελφὸν αὐτοῦ 1 his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 16 myf6 figs-abstractnouns ζωήν 1 life ଏହି ପତ୍ରରେ “ଜୀବନ” ଶବ୍ଦ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ସୂଚିତ କରେ । ଏଠାରେ “ଜୀବନ” ଶଦ୍ଦ ଆତ୍ମିକଭାବରେ ଜୀବିତ ବିଷୟକୁ ସୂଚିତ କରେ । ଦେଖ [୧ଯୋହନ :୧] (..//୦୧.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ । (ଦେଖ: [[rc://en/ta/man/translate/figs-abstractnouns]])
1JN 5 16 myf6 figs-abstractnouns ζωήν 1 life **ଜୀବନ** ଶବ୍ଦର ଅର୍ଥ “ମୃତ୍ୟୁ” ଶବ୍ଦର ଅର୍ଥ ଉପରେ ନିର୍ଭର କରେ । (1) “ମୃତ୍ୟୁ” ଶବ୍ଦ ଆଳଙ୍କାରିକ ହୋଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ କରିବେ ଯେ ପାପ କରୁଥିବା ବିଶ୍ଵାସୀ  ତାହାଙ୍କଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଯେପରି ପୃର୍ଥକ ନ ହୁଏ” (2) **ମୃତ୍ୟୁ** ଶବ୍ଦ ଆକ୍ଷରିକ ହୋଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ କରିବେ ଯେ ପାପ କରୁଥିବା ବିଶ୍ଵାସୀ ଯେପରି ମୃତ୍ୟୁବରଣ ନ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 16 q1me θάνατον 1 death ଏହା ଅନନ୍ତ ମୃତ୍ୟୁକୁ ଦର୍ଶାଏ, ଯାହାକି, ଅନନ୍ତ କାଳ ପର୍ଯ୍ୟନ୍ତ ଈଶ୍ବରଙ୍କ ଉପସ୍ଥିତିରୁ ଦୂରରେ ରହିବା ।
1JN 5 18 f9y9 0 Connecting Statement: ଯୋହନ ତାହାଙ୍କ ପତ୍ରକୁ ସମାପ୍ତ କରନ୍ତି, ଯାହା ବିଶ୍ବାସୀମାନଙ୍କ ନୂତନ ସ୍ବାଭାବ ବିଷୟରେ ପୁନ୍ନରାବୃତ୍ତି କରି କହିଛନ୍ତି, ଯାହା ପାପ କରିପାରିବ ନାହିଁ, ଏବଂ ସେ ସେମାନଙ୍କୁ ପ୍ରତିମା ପୂଜାଠାରୁ ଦୁରରେ ରହିବା ନିମନ୍ତେ ସ୍ଣରଣ କରାଇ ଦିଅନ୍ତି ।
1JN 5 18 l7h8 ὁ ... πονηρὸς οὐχ ἅπτεται αὐτοῦ 1 the evil one cannot harm him ଏହି “ମନ୍ଦ ବ୍ୟକ୍ତି” ବାକ୍ୟାଂଶଟି ଶୟତାନକୁ ସୂଚିତ କରେ, ଦିଆବଳ ।

Can't render this file because it contains an unexpected character in line 2 and column 3772.