From 3768b5f2e72df020cedeb942c3fef67b64838fbe Mon Sep 17 00:00:00 2001 From: Gayatri-Digal Date: Tue, 10 Aug 2021 15:21:50 +0000 Subject: [PATCH] Edit 'en_tn_56-2TI.tsv' using 'tc-create-app' --- en_tn_56-2TI.tsv | 6 +++--- 1 file changed, 3 insertions(+), 3 deletions(-) diff --git a/en_tn_56-2TI.tsv b/en_tn_56-2TI.tsv index d363f14..36f3096 100644 --- a/en_tn_56-2TI.tsv +++ b/en_tn_56-2TI.tsv @@ -68,8 +68,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2TI 2 3 yc1j συνκακοπάθησον 1 Suffer hardship with me ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମୁଁ ଯେପରି କରୁଅଛି, ସେପରି ଦୁଃଖ ସହ୍ୟ କର” କିମ୍ବା ୨) “ମୋହର ଦୁଃଖରେ ସହଭାଗୀ ହୁଅ” 2TI 2 3 juu2 figs-simile ὡς καλὸς στρατιώτης Ἰησοῦ Χριστοῦ 1 as a good soldier of Christ Jesus ପାଉଲ ଖ୍ରୀଷ୍ଟଙ୍କର ଦୁଃଖଭୋଗକୁ ଜଣେ ଉତ୍ତମ ସୈନିକ ସହ୍ୟ କରୁଥିବା ଦୁଃଖଭୋଗ ସହିତ ତୁଳନା କରୁଛନ୍ତି I (ଦେଖ: [[rc://en/ta/man/translate/figs-simile]]) 2TI 2 4 a4x7 οὐδεὶς στρατευόμενος ἐμπλέκεται ταῖς τοῦ βίου πραγματίαις 1 No soldier serves while entangled in the affairs of this life "ଏହି ଜୀବନରେ ଦୈନନ୍ଦିନ କାର୍ଯ୍ୟକଳାପରେ ଜଡ଼ିତ ଥିବା କୌଣସି ସୈନିକ ସେବା କରି ପାରେ ନାହିଁ କିମ୍ବା “ଯେତେବେଳେ ସୈନିକମାନେ ସେବା କରନ୍ତି, ସେମାନେ ଲୋକମାନେ କରୁଥିବା ସାଧାରଣ କାର୍ଯ୍ୟ ଦ୍ବାରା ବିଚଳିତ ହୁଅନ୍ତି ନାହିଁ I” ଖ୍ରୀଷ୍ଟଙ୍କ ସେବକମାନେ ସେମାନଙ୍କ ଦୈନିକ ଜୀବନ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ କାର୍ଯ୍ୟ କରିବାରୁ ବଞ୍ଚିତ କରିବାକୁ ନ ଦେବା ଉଚିତ I -2TI 2 4 p7n5 figs-metaphor ἐμπλέκεται 1 while entangled ଏହି ଅନ୍ତରାୟ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ଫାନ୍ଦ ଯହିଁରେ ଲୋକମାନେ ଚାଲୁଥିବା ସମୟରେ ପଡ଼ି ଯାଆନ୍ତି I (ଦେଖ: [[rc://en/ta/man/translate/figs-metaphor]]) -2TI 2 4 d2lg ῷ στρατολογήσαντι 1 his superior officer ତାହାଙ୍କ ନେତା କିମ୍ବା “ଯେ ତାହାଙ୍କୁ ଆଜ୍ଞା ଦିଏ”" +2TI 2 4 p7n5 figs-metaphor ἐμπλέκεται 1 while entangled ଏହି ଅନ୍ତରାୟ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ଫାନ୍ଦ ଯହିଁରେ ଲୋକମାନେ ଚାଲୁଥିବା ସମୟରେ ପଡ଼ି ଯାଆନ୍ତି I  [[rc://en/ta/man/translate/figs-metaphor]])(ଦେଖନ୍ତୁ) +2TI 2 4 d2lg ῷ στρατολογήσαντι 1 his superior officer ବିକଳ୍ପ ଅନୁବାଦ: ତାହାଙ୍କ ନେତା କିମ୍ବା “ଯେ ତାହାଙ୍କୁ ଆଜ୍ଞା ଦିଏ”" 2TI 2 5 d483 figs-explicit ἀθλῇ τις, οὐ στεφανοῦται, ἐὰν μὴ νομίμως ἀθλήσῃ 1 as an athlete, he is not crowned unless he competes by the rules ପାଉଲ ନିଃସନ୍ଦିଗ୍ଧ ଭାବରେ ଖ୍ରୀଷ୍ଟଙ୍କ ସେବକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ କ୍ରୀଡାବିତ୍ ଅଟନ୍ତି I (ଦେଖ: [[rc://en/ta/man/translate/figs-explicit]]) 2TI 2 5 xbn6 figs-activepassive οὐ στεφανοῦται, ἐὰν μὴ νομίμως ἀθλήσῃ 1 he is not crowned unless he competes by the rules ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ନିୟମ ପାଳନ କରି ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେଲେ ଯାଇ ସେମାନେ ତାହାଙ୍କୁ ମୁକୁଟ ଦେବେ” (ଦେଖ: [[rc://en/ta/man/translate/figs-activepassive]]) 2TI 2 5 lea8 οὐ στεφανοῦται 1 he is not crowned "ସେ ପୁରସ୍କାର ପ୍ରାପ୍ତ ହୁଏ ନାହିଁ I ପାଉଲଙ୍କ ସମୟରେ କ୍ରୀଡାବିତ୍ ମାନେ ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେଲେ ବୃକ୍ଷର ପତ୍ରରେ ତିଆରି ମାଳାଦେଇ ସେମାନଙ୍କୁ ମୁକୁଟ ଭୂଷିତ କରାଯାଉଥିଲା I @@ -239,4 +239,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2TI 4 21 er77 translate-names Κλαυδία 1 Claudia ଏହା ଜଣେ ସ୍ତ୍ରୀ ଲୋକର ନାମ I (ଦେଖ: [[rc://en/ta/man/translate/translate-names]]) 2TI 4 21 mk26 figs-gendernotations οἱ ἀδελφοὶ 1 all the brothers ଏଠାରେ “ଭାଇମାନେ”ର ଅର୍ଥ ପୁରୁଷ ହେଉ କି ସ୍ତ୍ରୀ ହେଉ, ସମସ୍ତ ବିଶ୍ବାସୀମାନେ I ବିକଳ୍ପ ଅନୁବାଦ: “ଏଠାରେ ଥିବା ସମସ୍ତ ବିଶ୍ବାସୀମାନେ” (ଦେଖ: [[rc://en/ta/man/translate/figs-gendernotations]]) 2TI 4 22 tx26 figs-you ὁ Κύριος μετὰ τοῦ πνεύματός σου 1 May the Lord be with your spirit "ମୁଁ ପ୍ରାର୍ଥନା କରୁଅଛି ଯେ ପ୍ରଭୁ ତୁମ୍ଭର ଆତ୍ମାକୁ ବଳବାନ୍ କରନ୍ତୁ I ଏଠାରେ “ତୁମ୍ଭ” ଶବ୍ଦଟି ଏକବଚନ ଓ ତୀମଥିଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-you]]) -2TI 4 22 k85y figs-you ἡ χάρις μεθ’ ὑμῶν 1 May grace be with you ମୁଁ ପ୍ରାର୍ଥନା କରୁଅଛି ଯେ ସେଠାରେ ଥିବା ସମସ୍ତଙ୍କୁ ପ୍ରଭୁ ଆପଣା ଅନୁଗ୍ରହ ପ୍ରଦାନ କରନ୍ତୁ I ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ବହୁବଚନ ଓ ତୀମଥିଙ୍କ ସହିତ ଥିବା ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-you]])" +2TI 4 22 k85y figs-you ἡ χάρις μεθ’ ὑμῶν 1 May grace be with you ମୁଁ ପ୍ରାର୍ଥନା କରୁଅଛି ଯେ ସେଠାରେ ଥିବା ସମସ୍ତଙ୍କୁ ପ୍ରଭୁ ଆପଣା ଅନୁଗ୍ରହ ପ୍ରଦାନ କରନ୍ତୁ I ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ବହୁବଚନ ଓ ତୀମଥିଙ୍କ ସହିତ ଥିବା ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-you]])" \ No newline at end of file