Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-08 10:19:21 +00:00
parent e42ba2ad4c
commit 3723e04534
1 changed files with 7 additions and 7 deletions

View File

@ -252,13 +252,13 @@ RUT 4 13 abcc figs-parallelism וַ⁠יִּקַּ֨ח בֹּ֤עַז אֶת־ר
RUT 4 13 u21g grammar-connect-logic-result וַ⁠יִּקַּ֨ח בֹּ֤עַז אֶת־רוּת֙ 1 So Boaz took Ruth ବୋୟଜ ଯାହା କରିବା ପାଇଁ କହିଥିଲେ ସେ ତାହା 10 ପଦରେ କଲେ ବୋଲି ଏହି ବାକ୍ୟାଂଶରେ ସୂଚିତ କରେ। ଏହା କୌଣସି ପ୍ରକାରର ହିଂସ୍ରତାକୁ ବୁଝାଏ ନାହିଁ। ନିମ୍ନଲିଖିତ ବାକ୍ୟାଂଶ ସହିତ, ଏହାର ଅର୍ଥ ହେଉଛି, **ବୋୟଜ ରୂତଙ୍କୁ ବିବାହ କଲେ କିମ୍ବା ବୋୟଜ ରୂତଙ୍କୁ ନିଜ ସ୍ତ୍ରୀ ଭାବରେ ସ୍ୱୀକାର କଲେ**। ସଂଯୋଜକ ଶବ୍ଦକୁ ବ୍ୟବହାର କରନ୍ତୁ (ଯେପରି “ତେଣୁ”) ଯାହା ସୂଚାଇଥାଏ ଯେ ବୋୟାଜଙ୍କ ଏହି କାର୍ଯ୍ୟଟି ପଦ 10 ରେ ହୋଇଥିବା ଚୁକ୍ତିର ଫଳସ୍ୱରୂପ। [[rc://en/ta/man/translate/grammar-connect-logic-result]]) ଦେଖନ୍ତୁ)
RUT 4 13 gw77 figs-euphemism וַ⁠יָּבֹ֖א אֵלֶ֑י⁠הָ 1 he went in to her ଏହା ଏକ ଅପ୍ରୀତିକର କଥା ଯାହା ସହବାସକୁ ସୂଚିତ କରେ। ବିକଳ୍ପ ଅନୁବାଦ: “ପୁଣି ସେ ତାଙ୍କ ସହିତ ସହବାସ କରନ୍ତେ”  [[rc://en/ta/man/translate/figs-euphemism]])ଦେଖନ୍ତୁ)
RUT 4 14 ab46 figs-explicit הַ⁠נָּשִׁים֙ 1 the women 1:19ପଦରେ ଯେପରି ଉଲ୍ଲେଖ ହେଇଛି ଏହି ସ୍ତ୍ରୀମାନେ ସହରରେ ରୁହନ୍ତି । ଯଦି ଆବଶ୍ୟକ ହୁଏ ତେବେ ଏହା ସ୍ପଷ୍ଟ ହୋଇପାରିବ । [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 4 14 ab47 בָּר֣וּךְ יְהוָ֔ה 1 Blessed be Yahweh ସେ ନୟମୀ ଓ ରୂତଙ୍କ ପାଇଁ ଯାହା କରିଛନ୍ତି ସେଥିପାଇଁ ମହିଳାମାନେ ସଦାପ୍ରଭୁଙ୍କୁ ପ୍ରଶଂସା କରୁଛନ୍ତି । ଯଦି ଆପଣଙ୍କ ଭାଷାରେ ସଦାପ୍ରଭୁଙ୍କୁ  “ପ୍ରଶଂସା” କରିବାରେ କିଛି ଅର୍ଥକୁ ସୂଚାଉ ନାହିଁ, ତେବେ “ପ୍ରଶଂସା” କିମ୍ବା “ଆମ୍ଭେ ଧନ୍ୟବାଦ ଦେଉଛୁ” ଏହି ପରି ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ  UST ଦେଖନ୍ତୁ |
RUT 4 14 qj8v figs-doublenegatives לֹ֣א הִשְׁבִּ֥ית לָ֛⁠ךְ גֹּאֵ֖ל הַ⁠יּ֑וֹם 1 who has not left you today without a kinsman-redeemer This phrase can be expressed positively. Alternate translation: “who has provided you today with a kinsman to redeem you” (See: [[rc://en/ta/man/translate/figs-doublenegatives]])
RUT 4 14 p8p3 וְ⁠יִקָּרֵ֥א שְׁמ֖⁠וֹ 1 May his name be renowned This is a blessing, stating that the women desire that Naomis grandson will have a good reputation and character. Use the form of blessing that is appropriate in your language.
RUT 4 15 hz3e לְ⁠מֵשִׁ֣יב נֶ֔פֶשׁ 1 a restorer of life This phrase refers to how Naomi will again experience joy and hope in her life as a result of having this grandson. Alternate translation: “one who brings joy to you again” or “one who will make you feel young/strong again
RUT 4 15 z5lw וּ⁠לְ⁠כַלְכֵּ֖ל אֶת־שֵׂיבָתֵ֑⁠ךְ 1 and a nourisher of your old age **and he will take care of you when you become old**
RUT 4 15 ab48 grammar-connect-logic-result כִּ֣י 1 For **We know this because** Use a connecting word or phrase that indicates that what follows (the fact that Ruth has borne him) is the reason for the womens confident prediction of his character. If it makes more sense to put the reason first, then follow the order in the UST.
RUT 4 15 rpc3 figs-idiom ט֣וֹבָה לָ֔⁠ךְ מִ⁠שִּׁבְעָ֖ה בָּנִֽים 1 better to you than seven sons **seven** represented the idea of completeness or perfection. This is a way to praise Ruth for how she has provided for Naomi by bearing a grandson for her by Boaz, when Naomis sons could not provide for her because they had died. Alternate translation: “better to you than any son” or “worth more to you than many sons” (See: [[rc://en/ta/man/translate/figs-idiom]])
RUT 4 14 ab47 בָּר֣וּךְ יְהוָ֔ה 1 Blessed be Yahweh ସେ ନୟମୀ ଓ ରୂତଙ୍କ ପାଇଁ ଯାହା କରିଛନ୍ତି ସେଥିପାଇଁ ମହିଳାମାନେ ସଦାପ୍ରଭୁଙ୍କୁ ପ୍ରଶଂସା କରୁଛନ୍ତି । ଯଦି ଆପଣଙ୍କ ଭାଷାରେ ସଦାପ୍ରଭୁଙ୍କୁ  “ପ୍ରଶଂସା” କରିବାରେ କିଛି ଅର୍ଥକୁ ସୂଚାଉ ନାହିଁ, ତେବେ “ପ୍ରଶଂସା” କିମ୍ବା “ଆମ୍ଭେ ଧନ୍ୟବାଦ ଦେଉଛୁ” ଏହି ପରି ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ  UST ଦେଖନ୍ତୁ ।
RUT 4 14 qj8v figs-doublenegatives לֹ֣א הִשְׁבִּ֥ית לָ֛⁠ךְ גֹּאֵ֖ל הַ⁠יּ֑וֹם 1 who has not left you today without a kinsman-redeemer ଏହି ବାକ୍ୟାଂଶକୁ ସକରାତ୍ମକ ଭାବରେ ପ୍ରକାଶ କରାଯାଇପାରିବ । ବିକଳ୍ପି ଅନୁବାଦ: “ଯିଏ ତୁମ୍ଭଙ୍କୁ  ଆଜି ମୁକ୍ତି କରିବା ପାଇଁ ଜଣେ ସମ୍ପର୍କୀୟଙ୍କ  ଯୋଗାଇ ଦେଇଛନ୍ତି” [[rc://en/ta/man/translate/figs-doublenegatives]]) ଦେଖନ୍ତୁ)
RUT 4 14 p8p3 וְ⁠יִקָּרֵ֥א שְׁמ֖⁠וֹ 1 May his name be renowned ଏହା ଏକ ଆଶୀର୍ବାଦ ଅଟେ, ନୟମୀଙ୍କ ନାତି ଏକ ଭଲ ଖ୍ୟାତି ଓ ଚରିତ୍ର ପାଆନ୍ତୁ ବୋଲି ସେହି ସ୍ତ୍ରୀଲୋକମାନେ ଚାହାଁନ୍ତି । ଆଶୀର୍ବାଦ ରୂପେ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଉପଯୁକ୍ତ ଅର୍ଥକୁ ସୂଚାଉ ଥିବ ।
RUT 4 15 hz3e לְ⁠מֵשִׁ֣יב נֶ֔פֶשׁ 1 a restorer of life ଏହି ବାକ୍ୟଟି ଏହା ଦର୍ଶାଏ ଯେ ଏହି ନାତିକୁ ପାଇବା ପରେ ନୟମୀ ପୁନର୍ବାର ତାଙ୍କ ଜୀବନରେ ଆନନ୍ଦ ଏବଂ ଆଶା ଅନୁଭବ କରିବେ । ବିକଳ୍ପ ଅନୁବାଦ: “ଯିଏ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭ ବୃଦ୍ଧାବସ୍ଥାରେ ପୁନର୍ବାର ଯୁବା / ଶକ୍ତିଶାଳୀ କରିବ
RUT 4 15 z5lw וּ⁠לְ⁠כַלְכֵּ֖ל אֶת־שֵׂיבָתֵ֑⁠ךְ 1 and a nourisher of your old age **ଏବଂ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ**
RUT 4 15 ab48 grammar-connect-logic-result כִּ֣י 1 For **ଆମ୍ଭେ ଏହା ଜାଣୁ କାରଣ** ଏକ ସଂଯୋଜକ ଶବ୍ଦ ବା ବାକ୍ୟାଂଶକୁ ବ୍ୟବହାର କରନ୍ତୁ ଯାହା ସୂଚାଇଥାଏ ଯେ (ରୂତ ତାଙ୍କୁ ବହନ କରିଛନ୍ତି) ଏହା ହେଉଛି  କାରଣ ତାଙ୍କ ଚରିତ୍ର ପ୍ରତି ସ୍ତ୍ରୀମାନଙ୍କର ଭବିଷ୍ୟବାଣୀ । ଯଦି କାରଣକୁ ପ୍ରଥମେ ରଖିବା ଦ୍ୱାରା ଏହା ଅର୍ଥପୁର୍ଣ୍ଣ ହୁଏ, ତେବେ USTର କ୍ରମକୁ ଅନୁସରଣ କରନ୍ତୁ ।
RUT 4 15 rpc3 figs-idiom ט֣וֹבָה לָ֔⁠ךְ מִ⁠שִּׁבְעָ֖ה בָּנִֽים 1 better to you than seven sons **ସାତ ସଂଖ୍ୟାଟି** ସଂପୂର୍ଣ୍ଣତା ବା ସିଦ୍ଧତା ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରେ | ବୋୟାଜଙ୍କ ଦ୍ୱାରା ଏକ ନାତିପୁତ୍ରକୁ ବହନ କରି ସେ କିପରି ନୟମୀଙ୍କୁ ଯୋଗାଇ ଦେଲେ, ଏଥିପାଇଁ ରୂତଙ୍କୁ ପ୍ରଶଂସା କରିବାର ଏହା ଏକ ଉପାୟ, ନୟମୀଙ୍କ ପୁତ୍ରମାନେ ଯେତେବେଳେ ତାଙ୍କୁ ଦେଇ ପାରିନଥିଲେ କାରଣ ସେମାନେ ମୃତ୍ୟୁବରଣ କରିଥିଲେ। ବିକଳ୍ପ ଅନୁବାଦ: “ଯେ ସାତ ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମ” କିମ୍ବା “ଅନେକ ପୁତ୍ରମାନଙ୍କ ଅପେକ୍ଷା ତୁମ୍ଭ ପ୍ରତି ଅଧିକ ମୂଲ୍ୟବାନ” [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 16 k1w4 וַ⁠תִּקַּ֨ח נָעֳמִ֤י אֶת־הַ⁠יֶּ֨לֶד֙ 1 Naomi took the child **Naomi picked up the child** This refers to Naomi holding the child. Make sure it does not sound like she took him away from Ruth in any hostile way.
RUT 4 16 ab49 וַ⁠תְּהִי־ל֖⁠וֹ לְ⁠אֹמֶֽנֶת׃ 1 and became his nurse **and took care of him**
RUT 4 17 ab50 וַ⁠תִּקְרֶאנָה֩ ל֨⁠וֹ הַ⁠שְּׁכֵנ֥וֹת שֵׁם֙…וַ⁠תִּקְרֶ֤אנָֽה שְׁמ⁠וֹ֙ עוֹבֵ֔ד 1 So the neighbor women called out a name for him … And they called his name Obed. The first phrase introduces the naming event, and the second repeats it in order to report the event. If this is confusing, the two phrases can be combined. **So the neighbor women gave him the name Obed** or **The women of the neighborhood said … and they named him Obed**

Can't render this file because it contains an unexpected character in line 36 and column 901.